ଏଇ ଭାରତରେ

ପେସାରେ ବ୍ୟବସାୟୀ ହେଲେ ବି ପ୍ରାଣୀ ସୁରକ୍ଷା ଅତୁଲ ସରିନଙ୍କ ନିଶା ପାଲଟିଛି। ଅସହାୟ ଗୋରୁ, କୁକୁର, ବିଲେଇ, ଗଧ, ଛେଳି, ଘୁଷୁରି ଓ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କୁ ଉଦ୍ଧାର କରୁଛନ୍ତି। ଏବେ ସୁଦ୍ଧା ସେ ୧୫,୦୦୦ ପ୍ରାଣୀଙ୍କୁ ଉଦ୍ଧାର କରିସାରିଛନ୍ତି। ଅତୁଲଙ୍କ ବୟସ ୫୮। ରହୁଛନ୍ତି ଉତ୍ତର ଗୋଆର ସିଓଲିମ୍‌ ସହରରେ। ସେ ‘ଓ୍ବେଲଫେୟାର ଫର୍‌ ଆନିମଲ୍ସ’ ଏନ୍‌ଜିଓ ଗଠନ କରି ତା’ ମାଧ୍ୟମରେ ଏହି ଅଭିଯାନ ଚଳାଉଛନ୍ତି। ୨୦୦୮ରେ ସେ ପ୍ରଥମେ ଏକ ଗାଈକୁ ଉଦ୍ଧାର କରିଥିଲେ ଓ ତା’ ନାଁ ଦେଇଥିଲେ ତାରା। ପରେ ଅତୁଲ କେବଳ ୫,୦୦୦ ଗାଈଙ୍କୁ ଉଦ୍ଧାର କରିପାରିଛନ୍ତି। ଉଦ୍ଧାର କରାଯାଇଥିବା ସମସ୍ତ ଜୀବଙ୍କ ଯନତ୍ ନେବା ଲାଗି ସେ ୧୦ ଜଣ କର୍ମଚାରୀଙ୍କୁ ନିଯୁକ୍ତ କରିଛନ୍ତି। ଏହାବାଦ୍‌ କେତେଜଣ ସ୍ବେଚ୍ଛାସେବୀ ବି ତାଙ୍କ ସହ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ପ୍ରାଣୀମାନଙ୍କ ଲାଗି ପ୍ରତି ମାସରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଛି। ଏଥିତ୍ପାଇଁ ସରକାର ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପାଦକୀୟ/ଅବିଶ୍ୱସନୀୟ ମନେହେଉଛି

ଭାରତର ସଂସଦୀୟ ଗଣତନ୍ତ୍ରର ଶାସନ ପଦ୍ଧତି ଦେଖିଲେ ଆଇନ ପ୍ରଣେତାମାନେ ବିଭିନ୍ନ ପ୍ରକାର ନୀତି, ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରିଥାଆନ୍ତି। ଯୋଜନାର ସ୍ବରୂପ ଦେଖି...

କୋଭିଡ୍‌-୧୯: ଜୀବନ, ଜୀବିକା ଓ କୃଷି

ସମୀର ଦାଶ ସାରା ବିଶ୍ୱର ବର୍ତ୍ତମାନର ପରିସ୍ଥିତିକୁ ଅନୁଧ୍ୟାନ କଲେ ଆପଣମାନେ ଜାଣିପାରିବେ ଏକ ଭୂତାଣୁଜନିତ ମହାମାରୀ କିପରି ସମଗ୍ର ବିଶ୍ୱକୁ ନିଜ କବଳରେ କଲବଲ...

ମହିମା ଗୋସେଇଁ

ଡ. ଉଦ୍ଧବ ଚରଣ ନାୟକ ମହିମା ଗୋସେଇଁ ବା ମହିମା ସ୍ବାମୀ ହେଉଛନ୍ତି ଓଡ଼ିଶାର ନିଜସ୍ବ ଧର୍ମ ମହିମା ଧର୍ମର ପ୍ରାଣପ୍ରତିଷ୍ଠାତା। ତାଙ୍କର ମାତାପିତା, ଜନ୍ମ...

ଏହି ନାଟକ

ଦୀର୍ଘବର୍ଷ ଚାକିରି କରିବା ପରେ ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଫିସର ଅଭୟକାନ୍ତ ପାଠକଙ୍କୁ ଭିଜିଲାନ୍ସ ଦୁର୍ନୀତି ଅଭିଯୋଗରେ ଗିରଫ କରିଛି। ତାଙ୍କ ପୁଅ ଆକାଶ...

ଆମ ସମ୍ବିଧାନର ମହତ୍ତ୍ୱ

ବିପିନ ବିହାରୀ ମିଶ୍ର ଆମ ସମ୍ବିଧାନ ପ୍ରସ୍ତୁତ ହେଲା ୨୬ ନଭେମ୍ବର ୧୯୪୯ରେ ଏବଂ କାର୍ଯ୍ୟକାରୀ ହେଲା ୨୬ ଜାନୁୟାରୀ ୧୯୫୦ରେ। ସମ୍ବିଧାନରେ ଲେଖାଯାଇଛି ଯେ...

ସମ୍ପାଦକୀୟ/ ପୋଲ ଦବିଲା

ନିକଟ ଅତୀତରେ ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ନିର୍ମାଣ ବେଳେ ସ୍ଲାବ ଖସିବା ଓ ଗାର୍ଡଓ୍ବାଲ୍‌ ଭାଙ୍ଗିପଡ଼ିବା ଯୋଗୁ ଦୁଇ ଜଣଙ୍କ ଜୀବନ ଯାଇଥିଲା। କିଛିଦିନ ପୂର୍ବରୁ...

ମହାମାରୀରେ ସାମାଜିକ ବାଛନ୍ଦ

ରୁଦ୍ର ପ୍ରସନ୍ନ ରଥ କରୋନା ବିଷୟରେ ଲେଖିବାକୁ ବିଶେଷ କିଛି ବାକି ନାହିଁ। ଗୋଟିଏ ପାହୁ ନ ଥିବା ରାତି ପରି ଏହି ମହାମାରୀ ଆମ...

ମଙ୍ଗଳର ମାର୍ଗଦର୍ଶିକା

ମଙ୍ଗଳ ମାଟିରେ ପର୍ସିଭରେନ୍ସ ରୋଭର ୧୮ ଫେବୃୟାରୀ ୨୦୨୧ରେ ପହଞ୍ଚତ୍ ଆମେରିକାର ମହାକାଶ ସଂସ୍ଥା ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେଶ୍‌ ଆଡମିନିଷ୍ଟ୍ରେଶନ (ନାସା)ର ସଫଳତା ପୃଷ୍ଠାରେ...

Advertisement
Archives

Model This Week