ଅଭେଦ୍ୟ ରହସ୍ୟ
ହରିଶଙ୍କର ମିଶ୍ର ଶ୍ରୀଜଗନ୍ନାଥ ହିଁ ସମଗ୍ର ବିଶ୍ବରେ ଓଡ଼ିଶାର ଶ୍ରେଷ୍ଠ ପରିଚୟ। ତାଙ୍କର କ୍ଷେତ୍ର ଶ୍ରୀକ୍ଷେତ୍ର ଭାରତର ଚାରିଧାମରୁ ଅନ୍ୟତମ। କ୍ଷେତ୍ରର ମାହାତ୍ମ୍ୟ ଯୋଗୁ ଆଦି ଶଙ୍କରାଚାର୍ଯ୍ୟ ଅନ୍ୟତମ ମଠ ଏଇଠାରେ ପ୍ରତିଷ୍ଠା କରିଥିଲେ। ରାମାନୁଜାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, କବୀର, ଚୈତନ୍ୟ, ଜଗନ୍ନାଥ…
ଏଇ ଭାରତରେ
କପ୍ରେ ଚା’ପିଇବେ ଓ ତାହାକୁ ଚୋବାଇ ଖାଇବେ। ଏହା ଅଜବ ଲାଗୁଥିଲେ ବି ସତ। ପୁନିତ୍ ଦତ୍ତଙ୍କ ଦ୍ୱାରା ଏଭଳି ଚା’ କପ୍ ତିଆରି କରାଯାଉଛି। ଉକ୍ତ ଏଡିବଲ୍ ବା ଖାଇବାଯୋଗ୍ୟ କପ୍ ବ୍ୟବହାର ଯୋଗୁ ସିଙ୍ଗଲ ୟୁଜ୍ଡ ପ୍ଲାଷ୍ଟିକ୍ କପ୍…
ଏଇ ଭାରତରେ
ଅଭିନବ ଉପାୟରେ ନିଜସ୍ବ ଜ୍ଞାନ କୌଶଳରେ କମ୍ ସଂସାଧନ ଉପଯୋଗରେ ସ୍କ୍ରାପ୍ ଜିନିଷରୁ ଟର୍ବାଇନ ନିର୍ମାଣ କରି ବିଦ୍ୟୁତ ଉତ୍ପାଦନ କରୁଛନ୍ତି ଝାଡ଼ଖଣ୍ଡର କେଦାର ପ୍ରସାଦ ମହାତୋ। ଉତ୍ପାଦିତ ଶକ୍ତିରେ ତାଙ୍କ ଗାଁ ଘର, ରାସ୍ତା ଓ ମନ୍ଦିର ଆଲୋକିତ ହୋଇପାରିଛି।…
ମୁଖା ତଳର ମୁହଁ
ଡ. ପବିତ୍ର ସୁବୁଦ୍ଧି ଜାମ୍ବିଆ ରାଜଧାନୀ ଲୁସାକାରେ ଅବସ୍ଥିତ ଏକ ଚିଡ଼ିଆଖାନାକୁ ଜଣେ ଦର୍ଶକ ବୁଲିବାକୁ ଯାଇଥାନ୍ତି। ବୁଲୁବୁଲୁ ସେ ଏକ କୋଠରି ଆଗରେ ଅଦ୍ଭୁତ ଫଳକଟିଏ ଦେଖି ଅଟକି ଗଲେ। ଫଳକଟିରେ ଲେଖାଥିଲା ”Here lives the most…
ବିଦ୍ୱେଷର ବିଷ ଓ ଶାନ୍ତିର ପାରିଜାତ
ଡ.ପ୍ରଫୁଲ୍ଲ କୁମାର ସାହୁ ପ୍ରତିଟି ଦେଶର ସୁରକ୍ଷା ହିଁ ବିଶ୍ବର ସୁରକ୍ଷା। ଘୋଷାପଦ ପରି ଏକଥା ବାରମ୍ବାର କହିହୁଅନ୍ତି ବୃହତ୍ ଶକ୍ତିମାନେ, ଯେଉଁମାନଙ୍କ ଅହଂ ଓ ରାଜନୈତିକ ପତିଆରା ପଶାପାଲିରେ ମୋହରା ହୋଇ ମାନବୀୟ ସଂକଟର ସମ୍ମୁଖୀନ ହୁଅନ୍ତି ୟୁକ୍ରେନ୍…
ସ୍ମିଥ୍ଙ୍କ ଚାପୁଡ଼ା
ମାର୍ଚ୍ଚ ୨୮ରେ ଆମେରିକାର ଲସ୍ ଏଞ୍ଜେଲସରେ ୯୪ତମ ଓସ୍କାର ପୁରସ୍କାର ସମାରୋହରେ ଏକ ଅଜବ ସ୍ଥିତି ଉପୁଜିଥିଲା। ହଲିଉଡ୍ର ସର୍ବଶ୍ରେଷ୍ଠ ପୁରସ୍କାର ଓସ୍କାର କାର୍ଯ୍ୟକ୍ରମର ଉପସ୍ଥାପକ ତଥା କମେଡିଆନ କ୍ରିସ୍ ରକ୍ଙ୍କୁ ଚାପୁଡ଼ା ମାରିଥିଲେ ପ୍ରଖ୍ୟାତ ହଲିଉଡ ଅଭିନେତା ଓ୍ବିଲ୍ ସ୍ମିଥ।…
ଏଇ ଭାରତରେ
ଜଣେ ଦୃଷ୍ଟିବାଧିତ ସ୍ବାବଲମ୍ବୀ ହେବା ସହ ନିଯୁକ୍ତି ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିିଛନ୍ତି। ଏହା ବାରାଣସୀ ନିବାସୀ ସତ୍ୟପ୍ରକାଶ ମାଲବୀୟଙ୍କ ଦ୍ୱାରା ସମ୍ଭବ ହୋଇପାରିଛି। ମାଲବୀୟ ଜନ୍ମରୁ ଦୃଷ୍ଟିବାଧିତ। ତାଙ୍କୁ ଏବେ ବୟସ ୨୫। ସେ ବାରାଣସୀର ଦୃଷ୍ଟିହୀନ…
ଅବଧାରିତ ଅପରାହ୍ନ
ବିମଳ ପ୍ରସନ୍ନ ଦାସ ୧୯୧୪ ମସିହା ମାର୍ଚ୍ଚ ୨୯ ତାରିଖ ପ୍ରାୟ ତିନିଟା ତିରିଶ ମିନିଟ – ଏକ ଅବଧାରିତ ଅପରାହ୍ନ, ଶ୍ରୀମା ଶ୍ରୀଅରବିନ୍ଦଙ୍କୁ ପ୍ରଥମେ ସାକ୍ଷତ କରିଥିଲେ। ସ୍ଥାନଟି ଥିଲା ବର୍ତ୍ତମାନର ପ୍ଲେଗ୍ରାଉଣ୍ଡ ଭିତରେ ଥିବା ଗୃହର ଉପର ମହଲାକୁ…
ରାଜକୋଷ ତ ଦଳୀୟ ପାଣ୍ଠି
ସହଦେବ ସାହୁ ଆମେ ‘ଗଣ’ତନ୍ତ୍ରରେ ନାହୁଁ, ‘ଦଳ’ତନ୍ତ୍ରରେ ଅଛୁ!- ଏହି ବାକ୍ୟରେ ଗତ ପ୍ରବନ୍ଧଟିକୁ ଶେଷ କରିଥିବାରୁ ଦଳତନ୍ତ୍ର ଚାଲିଥିବାର ଆଉ କ’ଣ ଉଦାହରଣ ଅଛି ତାହା ଜାଣିବାକୁ କେତେଜଣ ପାଠକ ପଚାରିଛନ୍ତି, ତା’ର ଉତ୍ତରରେ ଏ ପ୍ରବନ୍ଧଟିର ନାମକରଣ। ରାଜନୈତିକ…
ଇଏ ଦୁର୍ବଳ, ସିଏ ସବଳ
କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମୁମ୍ବାଇଠାରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ଭାରତୀୟ ଗଣତନ୍ତ୍ର ପାଇଁ ଏକ ଶକ୍ତିଶାଳୀ କଂଗ୍ରେସ ପାର୍ଟି ଦରକାର। ଦୁର୍ବଳ କଂଗ୍ରେସ ଅର୍ଥ ଆଞ୍ଚଳିକ ଦଳଗୁଡ଼ିକ ବିରୋଧୀଙ୍କ ସ୍ଥାନ ନେଇଯିବେ, ଯାହା ଏକ…
ସମାପ୍ତି ଦିଶୁ ନାହିଁ
ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ ୧ ମାସ ଅତିକ୍ରମ କରିଯାଇଥିଲେ ମଧ୍ୟ ଯୁଦ୍ଧ ଥମିବାର ସଙ୍କେତ ମିଳୁନାହିଁ। ୟୁକ୍ରେନ୍ ପ୍ରତି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଭିତିରି ସମର୍ଥନ ରହୁଥିବାରୁ ରୁଷିଆ ଅଧିକ ଆକ୍ରମଣାତ୍ମକ ହୋଇପଡ଼ିଥିବା ମନେହେଉଛି। ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍…
ଶିଶୁଠାରେ ଅପାର ସମ୍ଭାବନା
ଡ. ମନୋରଞ୍ଜନ ପ୍ରଧାନ ବହୁ ସମୟରେ ଆମ ମନରେ ଅନେକ ପ୍ରଶ୍ନ ସ୍ବତଃ ସୃଷ୍ଟି ହୁଏ, ଯଥା- ବୟସରେ ଛୋଟ ହେଲେ ମଧ୍ୟ ଶିଶୁମାନେ ବଡ଼ ଲୋକମାନଙ୍କ ସବୁକଥା ଜାଣିପାରନ୍ତି କି? ଗୁରୁଜନଙ୍କ ଆଚରଣକୁ ପର୍ଯ୍ୟବେକ୍ଷଣ କରିପାରନ୍ତି କି? ଅନ୍ୟର ଭୁଲ୍…
Archives


