ସମ୍ପାଦକୀୟ

ଖୁସି ଗଲା କୁଆଡ଼େ

ମେ ୩ରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ବଳରାମପ୍ରସାଦର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରାଯାଇଛି। ଏହାକୁ ମିଶାଇ ଗତ ତିନି ମାସ ମଧ୍ୟରେ ଓଡ଼ିଶାରେ ରାଜନୈତିକ ହିଂସାକାଣ୍ଡରୁ ୨୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଘରୋଇ ହିଂସାଜନିତ ହତ୍ୟା ଓ…

ଏଇ ଭାରତରେ

ଜାଗା କହିଲେ ମାତ୍ର ୧୦୦୦ ବର୍ଗଫୁଟ୍‌। କିନ୍ତୁ ସେଥିରେ ଗ୍ରୋ ବ୍ୟାଗ୍‌ରେ ପରିବା ଚାଷ କରି ନିଜର ଆବଶ୍ୟକତା ମେଣ୍ଟାଇବା ସହ ପରିବା ବିକ୍ରି କରୁଛନ୍ତି ଧନଞ୍ଜୟନ। କେରଳର କନ୍ନୁର ଜିଲା ନିବାସୀ ୪୮ ବର୍ଷୀୟ ଧନଞ୍ଜୟନ ଅଗଣାରେ ଅର୍ଗାନିକ ଚାଷ…

ଅକ୍ଷୟତୃତୀୟା

ଆମ ପଞ୍ଜିକାରେ ବର୍ଷସାରା କେତେକ ସାର୍ବଜନୀନ ଶୁଭନିର୍ଘଣ୍ଟ କରାଯାଇଥାଏ ଯେଉଁଦିନ ଯେକୌଣସି ଶୁଭକର୍ମ ଅନୁଷ୍ଠାନ କରାଯାଇପାରିବ। ଏହିଦିନଗୁଡ଼ିକ ହେଲା ସରସତୀ ପୂଜା, ରଥଯାତ୍ରା, ବିଜୟା ଦଶମୀ, ଗଣେଶ ପୂଜା, ଅକ୍ଷୟ ତୃତୀୟା ଇତ୍ୟାଦି। କିନ୍ତୁ ଏ ସମସ୍ତ ଦିବସ ମଧ୍ୟରେ ଅକ୍ଷୟ…

ରମ୍‌ଜାନ ଓ ଇଦ୍‌ର ମାହାତ୍ମ୍ୟ

ଇଂ. ମୁମ୍‌ସାଦ ଖାନ. ମୁମ୍‌ସାଦ ଖାନ ଇସ୍‌ଲାମ ଧର୍ମରେ ଚନ୍ଦ୍ରମାସ ଭିତ୍ତିକ ହିଜରୀ କ୍ୟାଲେଣ୍ଡର ପ୍ରଚଳିତ। ହିଜରୀ କ୍ୟାଲେଣ୍ଡରର ନବମ ମାସ ହେଉଛି ରମଜାନୁଲ ମୁବାରକ ଯାହାକୁ ରମ୍‌ଜାନ ମାସ ବୋଲି ସମସ୍ତେ ଜାଣନ୍ତି। ଶାଆବାନୁଲ ମୋଅଜଜମ ଶେଷ ପରେ ଚନ୍ଦ୍ର…

ଚା’ ବିକିବା ନିଯୁକ୍ତିର ବିକଳ୍ପ ନୁହେଁ

ଡ. ସନ୍ତୋଷ କୁମାର ମହାପାତ୍ର ନିିକଟରେ ଆଉ ଜଣେ ଚା’ ବିକାଳି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ହେଲେ ପ୍ରିୟଙ୍କା ଗୁପ୍ତା ନାମ୍ନୀ ଜଣେ ଯୁବତୀ। ତାଙ୍କ କହିବା ଅନୁଯାୟୀ ୨୦୧୯ରେ ସେ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ ପରେ ୨ବର୍ଷ…

ଦାହ ବେଳେ ହସୁଛନ୍ତି

ଏପ୍ରିଲ ୨୦୨୨ରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ରାଜସ୍ବ ସଂଗ୍ରହ ୧ ଲକ୍ଷ ୬୮ ହଜାର କୋଟି ଟଙ୍କା ଅତିକ୍ରମ କରିଛି। ବିଗତ ୧୦ ମାସ ହେବ ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ଉପରେ ରହିଥିବାରୁ ତାହା…

ଏଇ ଭାରତରେ

ଆମ୍ବ ବଗିଚା ନୁହେଁ, ବରଂ ଏହାକୁ କୁହାଯାଉଛି ଆମ୍ବ ମ୍ୟୁଜିୟମ। କାରଣ ଏହି ବଗିଚାରେ ଦେଶବିଦେଶର ପ୍ରାୟ ୨୫୦ କିସମର ଆମ୍ବ ଫଳୁଛି। ଯେ କେହି ଗଲେ ତାହାକୁ ଦେଖିବା ସହ ସେଠାରେ ରହିବାର ବି ସୁବିଧା କରାଯାଇଛି। ଏଭଳି ବଗିଚାଟିଏ…

ସ୍ଥଳସେନାର ସର୍ବେସର୍ବା

ଜିତେନ୍ଦ୍ର କୁମାର ନାୟକ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି। ଯୁଦ୍ଧ ଆହୁରି କେତେ ଦିନ ଚାଲିବ ଓ ସମାଧାନର ରାସ୍ତା କେବେ ବାହାରିବ ତାହାର ସଙ୍କେତ ମିଳୁନାହିଁ। ତେବେ ଅନ୍ତର୍ଜାତୀୟ ସ୍ତରରେ ଏହି ଯୁଦ୍ଧକୁ…

ବିଶ୍ୱ ଶ୍ରମିକ ଦିବସ ଓ ଆଜିର ଶ୍ରମିକ

ଡ. ଅଜୟ କୁମାର ନନ୍ଦ ସମଗ୍ର ବିଶ୍ୱରେ ଆଜି ପାଳିତ ହେଉଛି ବିଶ୍ୱ ଶ୍ରମିକ ଦିବସ। ଆଜିର ଦିନଟି ସେଇ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ନିଜର ହକ୍‌ ମାଗି ଶିଳ୍ପପତିମାନଙ୍କ ଆକ୍ରୋଶର ଶିକାର ହୋଇଥିତ୍ଲେ, ମୃତ୍ୟୁବରଣ କରିଥିଲେ। ଏମିତି ଏକ…

ଅର୍ଥ ବ୍ୟବସ୍ଥାରେ ବିଫଳ

ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ) ସରକାରର ଦୁଇଟି ଅଲଗା ପାଳିର କାର୍ଯ୍ୟଧାରାକୁ ଭିନ୍ନ ବାଟରେ ଭିନ୍ନ ଭାବେ ଦେଖାଯାଇପାରେ। ପ୍ରଥମରେ ଏନ୍‌ଡିଏର ଆର୍ଥିକ ସଂସ୍କାର ପାଇଁ ତୀବ୍ର ଇଚ୍ଛା ଥିଲା। ଦ୍ୱିତୀୟରେ ସେହି ଇଚ୍ଛା ଆଉ କାହା ସପକ୍ଷରେ ଚାଲିଯାଇଥିବା ଦେଖାଯାଇଛି। ତେବେ…

ଏଇ ଭାରତରେ

ଲୋକେ କହୁଥିଲେ ପିଏଚ୍‌ଡି କରି ଖତ ବିକ୍ରି କରିବ? ହେଲେ ଆଜି ମାସକୁ ୩୦ ଟନ୍‌ ଜିଆଖତ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ଡ. ଶ୍ରବଣ ଯାଦବ ଓ ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। କୃଷକ ପରିବାରରେ ବଢ଼ିଥିବାରୁ ଜୈବିକ…

ନାମ, ସୁନାମ ଓ ବଦନାମ

ଡ. ମୌସୁମୀ ପରିଡ଼ା ନାମ ତ ସମସ୍ତଙ୍କର ଅଛି। ପରିଚୟ ପାଇଁ ଦୋକାନ, ବଜାର, ରାସ୍ତାଘାଟ, ବିଭିନ୍ନ ପ୍ରକାରର ଅନୁଷ୍ଠାନ, ଅଞ୍ଚଳ, ନଦୀ, ସମୁଦ୍ର, ପାହାଡ଼ ପର୍ବତ ସବୁର ନାମ ଦିଆଯାଇଛି। ଅନେକ ସମୟରେ ନାମକୁ ନେଇ ନାନା ତର୍କବିତର୍କ, ଆଲୋଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri