Advertisement

ଏଇ ଭାରତରେ

‘କନ୍ୟାରତ୍ନ’ ଏକଥା ଜାଣି ମଧ୍ୟ ଅନେକେ ଏବେ ସୁଦ୍ଧା ସେମାନଙ୍କୁ ମାତୃଗର୍ଭରୁ ହତ୍ୟା କରୁଛନ୍ତି। ଭ୍ରୂଣ ନିରୂପଣ ଓ ହତ୍ୟା ଭଳି ବେଆଇନ କାର୍ଯ୍ୟ ଲାଗି ଦଣ୍ଡ ବ୍ୟବସ୍ଥା କରାଯାଇଥିଲେ ବି ଲୁଚାଛପାରେ ଏହା ଚାଲିଛି। ତେବେ କନ୍ୟାଭ୍ରୂଣ ହତ୍ୟା ରୋକିବା ଲାଗି ପୁଣେର ଏକ ହସ୍ପିଟାଲର ନୂଆ ଅଭିଯାନ ସାମ୍ନାକୁ ଆସିଛି ଓ ‘ବେଟି ବଚାଓ ମିଶନ’ର ଉଦାହରଣ ପାଲଟିଛି। କନ୍ୟାଭ୍ରୂଣ ହତ୍ୟା ବିରୋଧରେ ଅଭିଯାନରେ କନ୍ୟା ସନ୍ତାନ ଜନ୍ମ ହେଲେ ଉକ୍ତ ହସ୍ପିଟାଲରେ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ଏହି ଡାକ୍ତରଖାନା ଲୋକଙ୍କୁ ଗର୍ଭପାତ ବିରୋଧରେ ସଚେତନ କରାଯାଉଛି। କନ୍ୟାଭ୍ରୂଣ ହତ୍ୟା ବିରୋଧରେ ଅଭିଯାନ ୨୦୧୨ରେ ଆରମ୍ଭ କରାଯାଇଥିଲା। ଗତ ୧୧ବର୍ଷ ମଧ୍ୟରେ ପୁଣେର ହାଡପ୍ସରଠାରେ ଥିବା ମାଟର୍ନିଟି ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ୨୪୦୦ରୁ ଅଧିକ କନ୍ୟା ସନ୍ତାନଙ୍କୁ ମାଗଣାରେ ପ୍ରସବ କରାଯାଇସାରିଲାଣି। ଡାକ୍ତରଖାନାର ଡାକ୍ତର ଗଣେଶ ରାଖ କହନ୍ତି, ଏଥିପାଇଁ ଗର୍ଭବତୀ ପରିବାର ସଦସ୍ୟଙ୍କଠାରୁ ଗୋଟିଏ ପଇସା ନିଆଯାଇନାହିଁ । ଏହି ସକାରାତ୍ମକ ପଦକ୍ଷେପ ଯୋଗୁ ଆଖପାଖ ଅଞ୍ଚଳରେ କନ୍ୟାଭ୍ରୂଣ ହତ୍ୟା ମାମଲାରେ ହ୍ରାସ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବିଶ୍ୱାସ୍ୟ ପ୍ରଚେଷ୍ଟା

ଡ. ମନୋରଂଜନ ପ୍ରଧାନ   ମହାଭାରତୀୟ ଯୁଗର କଥା। କୌରବମାନଙ୍କ ବିରୋଧ ହେତୁ ବନବାସୀ ଏକଲବ୍ୟ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହୋଇ ଫେରିଛନ୍ତି। ବିଶିଷ୍ଟ...

ନିଦ୍ରାହୀନତାର ନିଦାନ

ଡ. ଛାୟାକାନ୍ତ ଷଡ଼ଙ୍ଗୀ କର୍ମକ୍ଲାନ୍ତ ଜୀବନରେ କେବଳ ସୁନିଦ୍ରା ହିଁ ମଣିଷକୁ ସୁଖ ଦିଏ। ବିଶିଷ୍ଟ ନାଟ୍ୟକାର ଓ କବି ସେକ୍ସପିଅରଙ୍କ ଭାଷାରେ ନିଦ୍ରା ହେଉଛି...

ଅଧିକାର ଫେରାଇଆଣ

ଆକାର ପଟେଲ ଚଳିତ ମାସରେ ଆମେ ଗଣତନ୍ତ୍ର ଦିବସ ପାଳନ କରିବା, ଯାହା ସ୍ବାଧୀନତା ଦିବସଠାରୁ ଭିନ୍ନ। ଏହି ଦୁଇ ଦିବସ ମଧ୍ୟରେ ଥିବା ପାର୍ଥକ୍ୟ...

ଶିଶୁ କେତେ ସୁରକ୍ଷିତ

ଘାସିରାମ ପଣ୍ଡା ନାବାଳିକା ପରୀର ଅପହରଣ ଓ ହତ୍ୟା ଘଟଣାର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନରେ ଅବହେଳାକୁ ନେଇ ରାଜ୍ୟରେ ଆନ୍ଦୋଳନ ସରଗରମ ହୋଇଛି। ସେହି ଏକା...

ଏଇ ଭାରତରେ

ଜୀବନରେ ରୋଜଗାର କରି ଚଳିବାର ଲକ୍ଷ୍ୟ କାହାର କେମିତି ଥାଇପାରେ,କିନ୍ତୁ ରାଜକୁମାରୀ କିନ୍ନରଙ୍କ ଦୃଷ୍ଟିଭଙ୍ଗୀ ଭିନ୍ନ। ସେ ଏକାକୀ ରୋଜଗାର କରି ୮ ଜଣ ଅନାଥ...

ଏଇ ଭାରତରେ

ଝାଡ଼ଖଣ୍ଡର ଦୁର୍ଗମ ଗ୍ରାମାଞ୍ଚଳରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଓ ପ୍ରାଥମିକ ସ୍କୁଲଗୁଡ଼ିକର ପରିବେଶ ତଥା ଶିକ୍ଷାରେ ଉନ୍ନତି ଆଣି ଆଇଏଏସ୍‌ ଅଧିକାରୀ ଆଦିତ୍ୟ ରଞ୍ଜନ ସଭିଙ୍କ...

ସଚିବଙ୍କ ସଚିବ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତ ସରକାରଙ୍କ ଊର୍ଦ୍ଧ୍ୱତମ ଅଧିକାରୀଙ୍କ କଥା ଉଠିଲେ କ୍ୟାବିନେଟ ସଚିବଙ୍କ ପଦବୀ ଆଖି ଆଗକୁ ଆସିଥାଏ। ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ରୁ...

ଏଇ ଭାରତରେ

ଦେଶରେ ବାଛବିଚାରର ଶିକାର ହେଉଥିବା ଟ୍ରାନ୍ସ ଓମେନଙ୍କୁ ଲୋକମାନେ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତି ଦେବା ଲାଗି ଅମଙ୍ଗ ହେଉଥିବାବେଳେ କେରଳରେ ଏମାନେ ଏକ କ୍ୟାଣ୍ଟିନ କରି...

Advertisement
Archives

Model This Week