ସମ୍ପାଦକୀୟ

ଅଭିବୃଦ୍ଧି ଅପସରିଯାଇଛି

ବ୍ରିଟେନ୍‌କୁ ଟପି ଭାରତ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥ ବ୍ୟବସ୍ଥା ହୋଇପାରିଛି। କିଛି ବର୍ଷ ପୂର୍ବେ ଆମେ ବ୍ରିଟେନ୍‌ ଆଗରେ ରହିଥିଲୁ ଓ ଏବେ ଦ୍ୱିତୀୟ ଥର ଲାଗି ତାକୁ ଟପିଗଲୁ। କଥା ହେଉଛି ଆମ ଅଭିବୃଦ୍ଧି ମାନ୍ଦା ଥିବାରୁ ଆମେ…

ସଙ୍କୁଚିତ କ୍ଷେତ୍ର

ପ୍ରଶାସନରେ ଆଇଏଏସ୍‌ଙ୍କ ସମ୍ମାନଜନକ କ୍ଷେତ୍ର ଏବେ ସଙ୍କୁଚିତ ହେଉଛି କି? ହିଁ, ନିଶ୍ଚିତ ଭାବେ ଏହା ଘଟୁଛି। ମୋଦି ସରକାର କ୍ଷମତାକୁ ଆସିବା ପର ବର୍ଷଗୁଡ଼ିକରେ ଯୁଗ୍ମ ସଚିବ ଓ ଅତିରିକ୍ତ ସଚିବ ସ୍ତରରେ ଆଇଏଏସ୍‌ କ୍ୟାଡର ସଂଖ୍ୟା ବହୁତ କମିଯାଇଛି।…

କିଏ ବା ଅଛି କେଉଁ ମତେ

ଭବିଷ୍ୟତରେ ଭାରତରେ କ’ଣ ଘଟିବ ତାକୁ ନିର୍ଭୁଲ୍‌ ଭାବେ କହିପାରୁଥିଲେ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ। ତାଙ୍କୁ ଶ୍ରଦ୍ଧାରେ ଆମେ ସିଆର୍‌ ବା ମାଡ୍ରାସ ଫକ୍‌ସ ବୋଲି କହୁ। ସ୍ବାଧୀନତାର ୨ବର୍ଷ ପୂର୍ବରୁ ସେ ବମ୍ବେର ଏକ ସାଧାରଣ ସଭାରେ କହିଥିଲେ, ବ୍ରିଟିଶ ଇଣ୍ଡିଆର…

ବୃକ୍ଷର ଅବଦାନ: ଏକ ମୂଲ୍ୟାୟନ

ଆଜକୁ ପ୍ରାୟ ୨.୪ ହଜାର ନିୟୁତ(ବିଲିୟନ) ବର୍ଷ ପୂର୍ବେ ବାୟୁମଣ୍ଡଳ ମୁଖ୍ୟତଃ ଯବକ୍ଷାରଜାନ, ଜଳୀୟ ବାଷ୍ପ, ଅଙ୍ଗାରକାମ୍ଳ ଏବଂ ନିଷ୍କ୍ରିୟ ବାଷ୍ପଗୁଡ଼ିକରେ ଗଠିତ ହୋଇଥିଲା ବୋଲି ମନେକରାଯାଏ। ଏହାପରେ ଏଥିରେ ଅମ୍ଳଜାନ ସୃଷ୍ଟି ହେଲା। ତେବେ ପ୍ରାୟ ୬୦୦ ନିୟୁତ ବର୍ଷ…

ଏଇ ଭାରତରେ

୨୦ ଟଙ୍କା ପାଇଁ ୨୨ ବର୍ଷ ନ୍ୟାୟିକ ଲଢ଼େଇ କଥା ଶୁଣିଛନ୍ତି କି? ଏମିତି ଏକ ଘଟଣା ସାମ୍ନାକୁ ଆସିଛି ମଥୁରାରେ। ସେଠାରେ ରହୁଥିବା ତୁଙ୍ଗନାଥ ଚତୁର୍ବେଦୀ ଏମିତି କେସ୍‌ ଲଢ଼ିଛନ୍ତି। ୨୦ ଟଙ୍କା ଫେରିପାଇବା ବଡ଼ କଥା ନୁହେଁ, ବରଂ…

ଏଇ ଭାରତରେ

ଅବସର ପରର ଦିନଗୁଡ଼ିକୁ ଅନେକେ ବିଶ୍ରାମର ସମୟ ବୋଲି କହୁଥିବାବେଳେ କେରଳ କୋଟାୟମର ଚିଙ୍ଗନାସ୍ମିରି ବାସିନ୍ଦା ଜୋଶେଫ କରାକାଡୁଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଭିନ୍ନ। ତାଙ୍କୁ ଏବେ ୭୨ ବର୍ଷ ବୟସ। ନିରନ୍ତର ପ୍ରଚେଷ୍ଟା ଦ୍ୱାରା ସେ ଡ୍ରାଗନ ଚାଷରେ ସଫଳ…

ବୟକଟ୍‌

ଡ.ମୌସୁମୀ ପରିଡ଼ା ବୟକଟ୍‌ ବା ବହିଷ୍କାର ଆଜିକାଲି ସୋସିଆଲ ମିଡିଆରେ ହଟଚମଟ ସୃଷ୍ଟି କରିଛି। ନାମୀଦାମୀ ଅଭିନେତା ନେଇ ବନାଯାଇଥିବା ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍‌ ହୋଇଚାଲିଛି। ଜନଶୂନ୍ୟ ସିନେମା ହଲ୍‌, ବିଭିନ୍ନ ତର୍କବିତର୍କ, ଅଭିନେତା ଓ ଅଭିନେତ୍ରୀମାନଙ୍କ ମନ୍ତବ୍ୟ ଓ…

ୟୁକ୍ରେନ୍‌ର ଉପନିବେଶୀକରଣ

ସାଲ୍‌ଭୋଜ ଜିଜେକ୍‌ ୟୁକ୍ରେନ୍‌ର ପ୍ରକୃତ ରାଷ୍ଟ୍ରପତି ହେବା ପୂର୍ବରୁ ଭୋଲୋଡ୍‌ମିର ଜେଲେନ୍‌ସ୍କି ଟେଲିଭିଜନ ଧାରାବାହିକ ‘ସର୍ଭାଣ୍ଟ ଅଫ୍‌ ଦି ପିପୁଲ’ରେ ରାଷ୍ଟ୍ରପତି ଭୂମିକାରେ ଅଭିନୟ କରିଥିବା ବିଷୟ ସମସ୍ତେ ଜାଣନ୍ତି। ସେଥିରେ ଭାସିଲି ପେଟ୍ରୋଭିକ ଗୋଲୋବୋରୋଡୋକୋ ନାମକ ସ୍କୁଲ ଶିକ୍ଷକ ଭୂମିକାରେ…

କିଏ ଆପଣା, କିଏ ପର

ଦେବାଶିଷ ରଥ ନବାଗତର ଆଗମନରେ ପରିବାରରେ ଆନନ୍ଦର ଲହରି ଖେଳିଯାଏ। ହୋଇପାରେ ସିଏ ପୁଅ କିମ୍ବା ଝିଅ। ଅବଶ୍ୟ ଝିଅ ଅପେକ୍ଷା ପୁଅର ଆଗମନରେ ଆନନ୍ଦର ମାତ୍ରା ଟିକିଏ ବେଶି ରହିଥାଏ। ଏହା ତ ପାରମ୍ପରିକ ସାମାଜିକ ଜୀବନରୁ ପ୍ରାୟତଃ ପରିବାର…

ଅଭିବ୍ୟକ୍ତିର ସ୍ବାଧୀନତା ଓ ବାଚନିକ ହିଂସା

ଇଂଲଣ୍ଡର ଲେଖକ ସଲମାନ ରଶ୍‌ଡିଙ୍କୁ ହତ୍ୟା କରିବା ଲାଗି ୨୪ ବର୍ଷୀୟ ଲେବାନୀୟ-ଆମେରିକୀୟ ହାଦି ମତାର ଉଦ୍ୟମ କରିଥିଲେ। ଏହି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ରୁହୋଲା ଖୋମିନିଙ୍କର ଜଣେ ପ୍ରଶଂସକ ବୋଲି ମତାର ଦାବି…

ନୂଆଁଖାଇର ନିଆରା ଧାରା

ଅନ୍ନର ଅନ୍ୟ ନାମ ବ୍ରହ୍ମ, ଈଶ୍ୱର। ପ୍ରତ୍ୟେକ ଏଇ ଅନ୍ନରୁ ଜାତ । ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଅନ୍ନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଜୀବନ ଧାରଣର ମାଧ୍ୟମ, ଆନନ୍ଦର ଉତ୍ସ ଏବଂ ଆତ୍ମାର ଅଙ୍ଗ । ତେଣୁ ଜୀବନ ଧାରଣ…

ଦ୍ୱନ୍ଦ୍ୱବାଦ ବିପ୍ଳବର ବୀଜଗଣିତ

ଜୀବନକୁ ଉନ୍ନତ କରିବା ପାଇଁ, ଦାରିଦ୍ର୍ୟ ଓ ଦୁଃଖକଷ୍ଟ, ଅବିଚାର ଓ ଯଥେଚ୍ଛାଚାର ଶାସନକୁ ଜୀବନରୁ ଦୂର କରିବା ପାଇଁ ଲୋକମାନେ ଚିରକାଳ ସ୍ବପ୍ନ ଦେଖି ଆସିଛନ୍ତି। ସେମାନେ ସେମାନଙ୍କର ମର୍ଯ୍ୟାଦାକୁ ବଜାୟ ରଖିବା ପାଇଁ ସଦାସର୍ବଦା ଉଦ୍ୟମ ଜାରି ରଖିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri