ପାଠ ପିଠିରେ ଅପାଠ ବୋଝ
ରବିନାରାୟଣ ସାମଲ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସାତ ଦଶନ୍ଧିର ଇତିହାସ ପ୍ରାୟ ସାତ ଶହରୁ ଊର୍ଦ୍ଧ୍ୱ ସଂସ୍କାରରେ ଜର୍ଜରିତ। କେତେବେଳେ ପରୀକ୍ଷା ପ୍ରଣାଳୀରେ ସଂସ୍କାର, କେତେବେଳେ ଶିକ୍ଷାବର୍ଷ ଅବଧିରେ ସଂସ୍କାର ତ ଆଉ କେତେବେଳେ ପାଠ୍ୟ ଖସଡ଼ାରେ ସଂସ୍କାର। ଛାତ୍ରୀଛାତ୍ରଙ୍କ…
ଭବିଷ୍ୟତ ବଂଶଧର କଥା ଭାବିବା ଉଚିତ
ଡ. ସନ୍ତୋଷ କୁମାର ମହାପାତ୍ର ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ‘ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ-୨୦୨୨’ ଭୁବନେଶ୍ୱର ଜନତା ମଇଦାନରେ ନଭେମ୍ବର ୩୦ରୁ ଆରମ୍ଭ ହୋଇ ଡିସେମ୍ବର ୪ରେ ଶେଷ ହୋଇଛି। ଏହାର ପୂର୍ବ ଦୁଇଟି ସମ୍ମିଳନୀ ୨୦୧୬…
କଂଗ୍ରେସ ପାଇଁ ହିମାଚଳ
ସୁଖ୍ବିନ୍ଦର ସିଂ ସୁଖୁ ୧୧ ଡିସେମ୍ବର ୨୦୨୨ରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ୬୮ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୪୦ ଆସନ ପାଇଥିବା ବେଳେ ଭାଜପା ୨୫ ସିଟ୍ ପାଇଛି। ଏହି ନିର୍ବାଚନରେ କଂଗ୍ରେସ ଅଧିକ…
ଏଇ ଭାରତରେ
ଛାତ ଉପରେ ବଗିଚା ଦେଖିଥିବେ; ଯେଉଁଠି ୧୦୦ କିମ୍ବା ୨୦୦ ଯାଏ ଗଛ ଲଗାଯାଇଥିବ। ହେଲେ ଛାତ ଉପରେ ୪୦୦୦ କୁଣ୍ଡରେ ଗଛ ଲଗାଯାଇଥିବା ଦୃଶ୍ୟ ଯଦି ଦେଖିବାକୁ ଚାହାନ୍ତି, ତେବେ ହରିୟାଣାର କର୍ନଲ ଯିବାକୁ ହେବ। କର୍ନଲ ନିବାସୀ ରାମବିଳାସ…
ହିମାଚଳର ନୂଆ ଚେହେରା
– ଜିତେନ୍ଦ୍ର କୁମାର ନାୟକ ଭାଜପା ନେତା ଅମିତ ଶାହା ୨୦୧୭ରେ ଅନୁଷ୍ଠିତ ହିମାଚଳ ପ୍ରଦେଶ ନିର୍ବାଚନ ପ୍ରଚାର ବେଳେ କହିଥିଲେ ଯେ କଂଗ୍ରେସ ପାର୍ଟି ହେଉଛି ରାଜା ଓ ରାଣୀଙ୍କର। ଏଠାରେ ରାଜୁତି କରୁଥିବା ପ୍ରାର୍ଥୀଙ୍କ ବ୍ୟତୀତ ଆଉ…
ପରାର୍ଥ ଜୀବନର ଅନୁଭବ
ଅଧ୍ୟାପକ ନିରଞ୍ଜନ ପାଢ଼ୀ ଜଧାନୀର ରେଳଷ୍ଟେଶନକୁ ଛୁଇଁଥିବା ଫୁଟ୍ପାଥ୍ର ଗୋଟିଏ କଡ଼ରେ ସେ ଶୋଇ ଯାଇଥିଲା। ତା’ ଜୀବନର ଯାତ୍ରା ଶେଷ ହୋଇ ଯାଇଥିଲା ଚିରଦିନ ପାଇଁ ସେଇଠି। ଲୋକେ ଯିବାଆସିବା କରୁଥିଲେ। ଟିକେ ଆଖି ପକାଇ ଦେଖି ନେଉଥିଲେ…
ଜି୨୦: କେବଳ ଆଲୋଚନା
ବାସ୍ତବରେ ଜଣେ ନେତା ହୋଇ ନ ପାରିଲେ ବି ବାହାନା କରିପାରନ୍ତି ଯେ ସେ ଜଣେ ନେତା। ଯେତେବେଳେ ଦର୍ଶକମାନେ ଜାଣି ନ ଥାନ୍ତି ଯେ ଜଣେ ଦେଖେଇ ହେଉଛି ଏବଂ ମିଡିଆ ସେହିଭଳି କାମ କରୁଛି ସେତେବେଳେ ଏଭଳି ବାହାନା…
ଏଇ ଭାରତରେ
ବାଲ୍ୟ ବିବାହ କରିବା ପରେ ବାଲ୍ୟ ବିଧବା ପାଲଟିଯାଇଥିବା ଜଣେ ଝିଅ ନିଜର ଇଚ୍ଛାଶକ୍ତି ଓ ନିଷ୍ଠା ବଳରେ କିପରି ସଶକ୍ତ ହୋଇ ସମାଜସେବା କରିପାରେ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ। ପିଥୋରଗଡ଼ ଗାଁରେ ଜନ୍ମିତ ବାସନ୍ତୀ ଦେବୀ…
ସାପ, ଶିଡ଼ି ଓ ଜୀବନ
ସୁପ୍ରଭା ବେହେରା ଯେବେଠାରୁ ଦିନ, ଦଣ୍ଡ, ମାସ, ବର୍ଷର ପିଠିରେ ଆୟୁଷ ଶିଡ଼ି ଚଢ଼ି ଜୀବନ ଗଢ଼େ, ସେବେଠାରୁ ବୋଧହୁଏ ମଣିଷକୁ ଶିଡ଼ିର ମୋହ ମୋହାଚ୍ଛନ୍ନ କରେ। ମଣିଷକୁ ଭିତରୁ ଯେମିତି କିଏ ଜଣେ ଉସୁକାଉ ଥାଏ, ନା ଏଇଠି ନୁହଁ,…
ନାରୀ ଓ ମାନବ ଅଧିକାର
ସୌର ଚନ୍ଦ୍ର ମହାପାତ୍ର ଆଜି ବିଶ୍ୱ ମାନବ ଅଧିକାର ଦିବସ। ଭାରତ ସରକାର ୧୯୯୩ ମସିହାରେ ଜାତୀୟ ମାନବ ଅଧିକାର ଆୟୋଗ ଆଇନ ପ୍ରଣୟନ କରିଥିଲେ। ଏହି ଆଇନ ଅନୁଯାୟୀ ମାନବ ଅଧିକାର ଅର୍ଥ ସମ୍ବିଧାନ ଦ୍ୱାରା ଏବଂ ଆନ୍ତର୍ଜାତିକ ଚୁକ୍ତିରେ…
ବିବାଦରେ ଫସିଲେ
କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏବଂ ରାଜ୍ୟପାଳ ଅରିଫ୍ ମହମ୍ମଦ ଖାନ୍ଙ୍କ ମଧ୍ୟରେ କ୍ଷମତା ବିବାଦ ଲାଗି ରହିଛି। ନିଃସନ୍ଦେହ ଯେ, ଏହି ବିବାଦ ରାଜ୍ୟରେ ବାବୁମାନଙ୍କୁ ପ୍ରଭାବିତ କରୁଛି। ରାଜ୍ୟପାଳଙ୍କୁ ରାଜ୍ୟରେ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ପଦରୁ ହଟାଇବା ଲାଗି ସରକାର…
ଏଇ ଭାରତରେ
ଜଣେ ଦିନ ମଜୁରିଆଙ୍କ ପରିବେଶ ସଂରକ୍ଷଣଭିତ୍ତିକ କାର୍ଯ୍ୟ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛି। କେରଳର ଏହି ବ୍ୟକ୍ତି ଜଣକ ହେଉଛନ୍ତି ସି. ସି. କାନ୍ନନ। ସେ ରହୁଛନ୍ତି ଏର୍ନାକୁଲମର ଇଷ୍ଟ ମାରାଡି ଅଞ୍ଚଳରେ। କାନ୍ନନ ଦୀର୍ଘ ୨୫ ବର୍ଷ ହେଲା ସ୍କୁଲ,…
Archives


