ଆମ ବିଦ୍ୟାଳୟ ହାଲଚାଲ
ଅକ୍ଷୟ କୁମାର ମିଶ୍ର ଅଳ୍ପ ଦିନ ତଳେ ଊଣାଅଧିକେ ସବୁ ଖବରକାଗଜରେ ଆମ ଗଣତନ୍ତ୍ରର ଏକ ବିକଳ ଦୃଶ୍ୟ ସମ୍ପର୍କିତ ଖବର ପ୍ରକାଶ ପାଇଥିଲା। ଖବରଟି ହେଲା, ଏତେଦିନ ଧରି ଯେଉଁ ଗାଁକୁ ବିଜୁଳି ଆଲୁଅ ଯାଇନଥିଲା, ରାଷ୍ଟ୍ରପତି ପ୍ରାର୍ଥୀ…
ୟୁକ୍ରେନ୍ ପରେ ତାଇଓ୍ବାନ୍
ଆମେରିକା ପାର୍ଲାମେଣ୍ଟ କଂଗ୍ରେସର ବାଚସ୍ପତି ନାନ୍ସି ପେଲୋସି ଏବେ ଏସିଆ ଗସ୍ତରେ ଅଛନ୍ତି। ଅଗଷ୍ଟ ୧ରେ ସେ ସିଙ୍ଗାପୁରରେ ପହଞ୍ଚତ୍ ସେଠାକାର ରାଷ୍ଟ୍ରପତି ହ୍ୟାଲିମାହା ୟାକୋବ, ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ ଏବଂ କ୍ୟାବିନେଟ ମନ୍ତ୍ରୀଙ୍କୁ ଭେଟିଛନ୍ତି। ବରିଷ୍ଠତାକୁ ବିଚାରକୁ ନେଲେ…
ଘର ଭିତରୁ
ଦରବୃଦ୍ଧି ପ୍ରସଙ୍ଗକୁ ନେଇ ଲୋକ ସଭାରେ ୧ ଅଗଷ୍ଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଥିଲେ, ଅନେକ ଦେଶଠାରୁ ଭାରତୀୟ ଅର୍ଥନୀତି ଭଲ ରହିଛି ଓ ଏହା ଦ୍ରୁତ ଅଭିବୃଦ୍ଧି କରିଚାଲିଛି। ତେଣୁ ଭାରତରେ ମାନ୍ଦାବସ୍ଥା ଆସିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ…
ଏଇ ଭାରତରେ
ବାଉଁଶକଳାର କରିସ୍ମା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ମୀନାକ୍ଷୀ ଓ୍ବାକେଙ୍କ ହସ୍ତକଳାରେ। ତାଙ୍କ ଦ୍ୱାରା ନିର୍ମିତ ବାଉଁଶ ରାଖୀର ଆଦର କାହିଁରେ କ’ଣ। ମୀନାକ୍ଷୀ ‘ବାମ୍ବୋ ଲେଡି’ ବା ‘ବାଉଁଶ ମହିଳା’ ଭାବେ ଜଣାଶୁଣା। ତାଙ୍କ ବୟସ ଏବେ ୨୯। ରହନ୍ତି ଚନ୍ଦ୍ରପୁରାରେ।…
ଯଶର ଫାଶ
ଯଦୁମଣି ପାଣିଗ୍ରାହୀ ଯେଉଁମାନେ ସେମାନଙ୍କ ଜୀବଦ୍ଦଶାରେ ମଣିଷ ସମାଜର ହିତ ପାଇଁ କିଛି ସୁକର୍ମ କରି ଯଶକୀର୍ତ୍ତି ଅର୍ଜନ କରି ଯାଇଥାନ୍ତି, ସେମାନଙ୍କ ମୃତ୍ୟୁ ପରେ ବି ଏ ସମାଜ ସେମାନଙ୍କୁ ମନେ ରଖିଥାଏ। ସେମାନଙ୍କ ଅବର୍ତ୍ତମାନରେ ଏ ଜାତି ସେମାନଙ୍କୁ…
ଆହାର ଉପରେ ପାହାର
ଡ. ସନ୍ତୋଷ କୁମାର ମହାପାତ୍ର ମଣିଷ ବଞ୍ଚତ୍ବା ପାଇଁ ଆବଶ୍ୟକ ପାଣି ଓ ଖାଦ୍ୟସାମଗ୍ରୀ। କିନ୍ତୁ ଏବେ କୋଟି କୋଟି ଲୋକ ଅର୍ଥ ଅଭାବରୁ ଓଳିଏ ଖାଇଲେ ଓଳିଏ ଖାଇବାକୁ ପାଆନ୍ତି ନାହିଁ ଓ ଭୋକରେ ନିଦ ଯାଆନ୍ତି। ଭାରତରେ ପୁଷ୍ଟିହୀନତାର…
ପେନ୍ସିଲ ନୁହେଁ ପତାକା
ଉତ୍ତରପ୍ରଦେଶ କନୌଜ ଜିଲା ଛିବ୍ରାମାଉ ସହରର ଜଣେ ୬ ବର୍ଷର ବାଳିକା କ୍ରିତି ଦୁବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖି ଦରବୃଦ୍ଧି ଯୋଗୁ ସେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବିଷୟ ଜଣାଇଛନ୍ତି। ତାଙ୍କ ପେନ୍ସିଲ ଚୋରି…
କୋହ୍ଲାପୁରୀ ଚପଲ
ଭାରତରେ ରାଜ୍ୟପାଳଙ୍କ ପଦବୀ ଏକ ସାମ୍ବିଧାନିକ ମର୍ଯ୍ୟାଦା ବହନ କରୁଥିବାରୁ ତାହା ବିବାଦରୁ ଊର୍ଦ୍ଧ୍ୱରେ ରହିବା କଥା। ହେଲେ ଦେଖାଯାଉଛି, କିଛି ବର୍ଷ ହେବ ବିଭିନ୍ନ ରାଜ୍ୟରେ ନିଯୁକ୍ତ କେତେକ ରାଜ୍ୟପାଳ କେନ୍ଦ୍ରରେ ଶାସିତ ସରକାରଙ୍କ ରାଜନୈତିକ ଏଜେଣ୍ଟ ଭଳି କାମ…
ସଚେତନ ହେବା ଆବଶ୍ୟକ
ଜଣେ ବ୍ୟକ୍ତିର ଅର୍ଥ ଦେବା ନେବା କଥାର ସତ୍ୟତା, ଅନ୍ୟ ପ୍ରତି ଥିବା ଦୃଷ୍ଟିଭଙ୍ଗୀ ଓ ଚିନ୍ତାଧାରାକୁ ନେଇ ତା’ର ଇଜ୍ଜତକୁ ମପାଯାଇଥାଏ। ଠିକ୍ ସେହିପରି ଗୋଟିଏ ସରକାରଙ୍କ ଅର୍ଥନୀତି, ଜନସାଧାରଣଙ୍କ ପ୍ରତି ଥିବା ଦୃଷ୍ଟିଭଙ୍ଗୀ ଓ କ୍ରିୟାକଳାପକୁ ନେଇ ତା’ର…
ଜଳବାୟୁ ସତର୍କବାଣୀ
ସମ୍ପ୍ରତି ୟୁରୋପରେ ଘାତକ ଗ୍ରୀଷ୍ମପ୍ରବାହ ଏବଂ ବନାଗ୍ନିଜନିତ ଉତ୍ତାପର ଶିକାର ହୋଇ ହଜାର ହଜାର ଲୋକ ସ୍ଥାନାନ୍ତରିତ ହେଉଛନ୍ତି, ଯାହା ହେଉଛି ଜଳବାୟୁ ପରିବର୍ତ୍ତନର ଗମ୍ଭୀର ପ୍ରଭାବର ପରିସ୍ଫୁଟନ I ରୁଷିଆ-ୟୁକ୍ରେନ୍ ମଧ୍ୟରେ ବିଧ୍ୱଂସକାରୀ ଯୁଦ୍ଧର ଘନଘଟା ଭିତରେ ୨୦୨୨ ଫେବୃୟାରୀରେ…
ଏଇ ଭାରତରେ
କୋରିଓଗ୍ରାଫର ବିନୟ ଶର୍ମାଙ୍କ ସମର୍ପିତ ଜୀବନ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା। ସେ ନିର୍ଦ୍ଦେଶନା ଛାଡ଼ି ବସ୍ତି ପିଲାମାନଙ୍କୁ ମାଗଣାରେ ଡ୍ୟାନ୍ସ ଶିକ୍ଷା ଦେଉଛନ୍ତି। ବିନୟଙ୍କ ବୟସ ୩୫। ରହୁଛନ୍ତି ଦିଲ୍ଲୀରେ। ସେ ୨୦୧୬ରେ ‘ଡ୍ୟାନ୍ସ ଆଉଟ ଅଫ୍ ପଭର୍ଟି’ ଆରମ୍ଭ…
ଇଡିକୁ ଏତେ କ୍ଷମତା?
ପୋଲିସ ଷ୍ଟେଟ୍କୁ ଏକ ପଲିଟିକାଲ ୟୁନିଟ୍ ଭାବେ ଶବ୍ଦକୋଷ ନିଶ୍ଚିତ କରିଛି, ଯାହା ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଜୀବନକୁ ପୋଲିସ ଦ୍ୱାରା କ୍ଷମତାର ମନଇଚ୍ଛା ପ୍ରୟୋଗ ଏବଂ ସରକାରଙ୍କ ଦମନକାରୀ ନିୟନ୍ତ୍ରଣକୁ ସୂଚିତ କରେ। ଏହା ବିଶେଷକରି ପ୍ରଶାସନ ଓ…
Archives


