ଗ୍ରନ୍ଥାଗାରିକ: ଶ୍ରେଣୀଗୃହ ବିନା ଶିକ୍ଷକ
ନିରଞ୍ଜନ ମହାପାତ୍ର ସମୟର ସୁଅ ସହିତ ଟେକ୍ନୋଲୋଜିର ଉନ୍ନତି ହୋଇଛି, ଯାହା ଦ୍ୱାରା ସମାଜରେ ଅନେକ ପରିବର୍ତ୍ତନ ଆସିଛି। ପରିବହନ, ଦକ୍ଷତା ଏବଂ ନିରାପତ୍ତାଠାରୁ ଆରମ୍ଭ କରି ଖାଦ୍ୟ ଏବଂ ସ୍ବାସ୍ଥ୍ୟସେବା, ସାମାଜିକୀକରଣ ଏବଂ ଉତ୍ପାଦକତା ପର୍ଯ୍ୟନ୍ତ ଟେକ୍ନୋଲୋଜି ଜୀବନର ସମସ୍ତ…
ସାତଦିନରେ ଭାରତ ଇତିହାସ
ଭାରତର ଇତିହାସକୁ ସଂକ୍ଷିପ୍ତ କରି ଏକ ସପ୍ତାହରେ ସୀମିତ ରଖାଗଲେ ସେଥିରୁ ଆମକୁ ଅତୀତର ଖୁବ୍ ରୋଚକ ଦୃଷ୍ଟିକୋଣ ଦେଖିବାକୁ ମିଳେ। ଭାରତ ଇତିହାସର ଅବଧି ପ୍ରାଚୀନ ହରପ୍ପା ସଭ୍ୟତା ସମୟରୁ ଏପର୍ଯ୍ୟନ୍ତ ପ୍ରାୟ ୫,୦୦୦ ବର୍ଷ। ଏହାକୁ ସାତଦିନରେ ସଂକ୍ଷିପ୍ତ…
ରକ୍ଷାବନ୍ଧନ
ହିନ୍ଦୁ ଧର୍ମଶାସ୍ତ୍ରରେ ଶ୍ରାବଣ ମାସ (ଜୁଲାଇ-ଅଗଷ୍ଟ)ର ପୂର୍ଣ୍ଣିମାକୁ ରାଖୀପୂର୍ଣ୍ଣିମା ଭାବେ ପାଳନ କରାଯାଏ। ଏହି ଦିନ ପ୍ରତ୍ୟେକ ଭଉଣୀ ଭାଇମାନଙ୍କୁ ରାଖୀ ବାନ୍ଧି ନିଜ ସୁରକ୍ଷା ପାଇଁ ପ୍ରତିଜ୍ଞାବଦ୍ଧ କରାଇଥାନ୍ତି। ରକ୍ଷାବନ୍ଧନର ଇତିହାସ ହିନ୍ଦୁ ପୁରାଣରେ ବର୍ଣ୍ଣିତ ହୋଇଛି। ବାମନାବତାର ନାମକ…
ଛଳନା ନ କରି ଚଳିହେବ କି
ଆପଣ କେବେ ବୁଢ଼ିଆଣୀର ଘର ଦେଖିଛନ୍ତି- ଘର ମାନେ ଜାଲ। ଜାଲ ତିଆରି କରି ଏପରି ଜାଗାରେ ସେ ମେଲି ଦେଇଥାଏ ଯେ, ସେଇ ବାଟ ଦେଇ ଆସୁଥିବା କୀଟ ପତଙ୍ଗ ସହଜରେ ପଡ଼ିଯାଏ ଫାଶରେ। ସେଠାରୁ ବାହାରିବାର ଯୁ ମିଳେନା…
ଏଇ ଭାରତରେ
ଗାଡ଼ି ପଙ୍କ୍ଚର ମରାମତି କରୁଥିବା ମହିଳାଙ୍କୁ କେବେ ଦେଖିଛନ୍ତି କି? ଯଦି ଦେଖିନାହାନ୍ତି, ତେବେ ଜାଣନ୍ତୁ ୫୫ ବର୍ଷୀୟା ମହିଳା ମେକାନିକ୍ କମଳା ନେଗିଙ୍କ କାହାଣୀ। କମଳା ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ, ପାଖାପାଖି ୧୫ ବର୍ଷ ହେବ ବାଇକ୍,…
ଏଇ ଭାରତରେ
ପ୍ଲାଷ୍ଟିକ ବର୍ଜ୍ୟର ପୁନଃ ଉପଯୋଗ କରି ପରିବେଶ ପ୍ରଦୂଷଣ ରୋକିବା ଲାଗି ବିଭିନ୍ନ ସ୍ତରରେ ପ୍ରଚେଷ୍ଟା ଜାରି ରହିଥିବାବେଳେ ଏବେ ‘ପଟହୋଲ୍ରାଜ’ ନାମକ ସୋସିଆଲ ଏଣ୍ଟରପ୍ରାଇଜ୍ ଏକ ଭିନ୍ନ ଉପାୟ ଆପଣାଇଛି। ଏହି ସଂସ୍ଥା ବେଙ୍ଗାଲୁରୁରେ ପରିବେଶ ଉପଯୋଗୀ ତଥା ସ୍ଥାୟୀ…
ପ୍ରତିକ୍ରିୟାଶୀଳ ଶାସନତନ୍ତ୍ର
ରବିନାରାୟଣ ସାମଲ ଭୀମାନଦୀ କୂଳରେ କୋରେଗାଓଁ ଗ୍ରାମ। ବର୍ତ୍ତମାନ ଏହା ଏକ ଛୋଟ ସହର। ମହାରାଷ୍ଟ୍ରର ସତାରା ଜିଲାରେ ଅବସ୍ଥିତ ଏହି ସହରୀ ଗ୍ରାମ ଅଷ୍ଟାଦଶ ଶତାବ୍ଦୀରେ କୋରେଗାଓଁ-ଭୀମା ନାମରେ ପରିଚିତ ଥିଲା। ଉଚ୍ଚ ବର୍ଣ୍ଣର ମରାଠୀ ଓ ଦଳିତ…
ଭାଷାରେ ପୁରୁଷ ପ୍ରାଧାନ୍ୟ
ବିଜୟନୀ ମିଶ୍ର ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରାଷ୍ଟ୍ରପତି ଆସନରେ ୨୦୦୭ରେ ଦେଶର ପ୍ରଥମ ମହିଳା ଭାବେ ପ୍ରତିଭା ଦେବୀ ସିଂ ପାଟିଲ ଆସୀନ ହେବା ପରେ ତାଙ୍କୁ ହିନ୍ଦୀରେ କେଉଁ ଭଳି ସମ୍ବୋଧନ କରାଯିବା ଉଚିତ, ସେନେଇ ସେତେବେଳେ…
ବିକଳ୍ପ ଦିଶିଲାଣି
ବିହାରରେ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଓ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ୨୦୨୦ରୁ ଚାଲିଆସିଥିବା ମେଣ୍ଟ ସରକାର ୯ ଅଗଷ୍ଟରେ ଭାଙ୍ଗିଯାଇଛି। ନିଜେ ନୀତୀଶ କୁମାର ଏହା ଘୋଷଣା କରି ରାଜ୍ୟପାଳ ଫାଗୁ ଚୌହ୍ବାନଙ୍କୁ ଭେଟି ନିଜ ଇସ୍ତଫାପତ୍ର…
ଏଇ ଭାରତରେ
ଅହମଦାବାଦର ଶିଳ୍ପା ପଟେଲଙ୍କ ପରିବାର ପରିବେଶ ଉପଯୋଗୀ କପଡ଼ା ତିଆରି କରି ପରିବେଶ ସଚେତନତାର ବାର୍ତ୍ତା ଦେଇଆସୁଛନ୍ତି। ଉକ୍ତ ପରିବାର ‘ଛାପା’ ନାମକ ପରିବେଶ ସହନୀୟ ଷ୍ଟାର୍ଟଅପ୍ ବ୍ରାଣ୍ଡ୍ରେ ଏହାକୁ ପ୍ରସ୍ତୁତ କରୁଛନ୍ତି। ଏଥିରେ ସେମାନେ ବହୁ ପୁରୁଣା ହ୍ୟାଣ୍ଡ ବ୍ଲକ୍…
ଆତ୍ମହତ୍ୟା ପ୍ରବଣତା ଓ ନିରାକରଣ
ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଗଣମାଧ୍ୟମରେ ନିୟମିତ ଆତ୍ମହତ୍ୟା ସମ୍ପର୍କିତ ଖବର ପ୍ରକାଶ ପାଇବା ଯୋଗୁ ତାହା ସ୍ଥଳବିଶେଷରେ ବିଷମ ସ୍ଥିତି ସୃଷ୍ଟି କରୁଛି। କେଉଁଠି ତଦନ୍ତକୁ ବାଟବଣା କରିବାକୁ ହତ୍ୟାକାରୀମାନେ ଆତ୍ମହତ୍ୟାର ନାଟକ ସୃଷ୍ଟି କରୁଥିବା ବେଳେ କେଉଁଠି ଆତ୍ମହତ୍ୟା…
ଆଦିବାସୀ ଓ ଅଧିକାର
ଭାଲଚନ୍ଦ୍ର ଷଡ଼ଙ୍ଗୀ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି ପଦବୀରେ ବସିବାର ସୁଯୋଗ ପାଇଛନ୍ତି। ଏହି ପରିପ୍ରେକ୍ଷୀରେ ଜାତୀୟ ରାଜନୀତିରେ ଆଦିବାସୀ ପ୍ରସଙ୍ଗଟି ଗତ କିଛିଦିନ ଧରି ଚର୍ଚ୍ଚାରେ ରହି ଆସିଛି। କିନ୍ତୁ ପରିତାପର ବିଷୟ ଉପରୋକ୍ତ…
Archives


