ଏଇ ଭାରତରେ
୨୦ ଟଙ୍କା ପାଇଁ ୨୨ ବର୍ଷ ନ୍ୟାୟିକ ଲଢ଼େଇ କଥା ଶୁଣିଛନ୍ତି କି? ଏମିତି ଏକ ଘଟଣା ସାମ୍ନାକୁ ଆସିଛି ମଥୁରାରେ। ସେଠାରେ ରହୁଥିବା ତୁଙ୍ଗନାଥ ଚତୁର୍ବେଦୀ ଏମିତି କେସ୍ ଲଢ଼ିଛନ୍ତି। ୨୦ ଟଙ୍କା ଫେରିପାଇବା ବଡ଼ କଥା ନୁହେଁ, ବରଂ…
ଏଇ ଭାରତରେ
ଅବସର ପରର ଦିନଗୁଡ଼ିକୁ ଅନେକେ ବିଶ୍ରାମର ସମୟ ବୋଲି କହୁଥିବାବେଳେ କେରଳ କୋଟାୟମର ଚିଙ୍ଗନାସ୍ମିରି ବାସିନ୍ଦା ଜୋଶେଫ କରାକାଡୁଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଭିନ୍ନ। ତାଙ୍କୁ ଏବେ ୭୨ ବର୍ଷ ବୟସ। ନିରନ୍ତର ପ୍ରଚେଷ୍ଟା ଦ୍ୱାରା ସେ ଡ୍ରାଗନ ଚାଷରେ ସଫଳ…
ବୟକଟ୍
ଡ.ମୌସୁମୀ ପରିଡ଼ା ବୟକଟ୍ ବା ବହିଷ୍କାର ଆଜିକାଲି ସୋସିଆଲ ମିଡିଆରେ ହଟଚମଟ ସୃଷ୍ଟି କରିଛି। ନାମୀଦାମୀ ଅଭିନେତା ନେଇ ବନାଯାଇଥିବା ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ହୋଇଚାଲିଛି। ଜନଶୂନ୍ୟ ସିନେମା ହଲ୍, ବିଭିନ୍ନ ତର୍କବିତର୍କ, ଅଭିନେତା ଓ ଅଭିନେତ୍ରୀମାନଙ୍କ ମନ୍ତବ୍ୟ ଓ…
ୟୁକ୍ରେନ୍ର ଉପନିବେଶୀକରଣ
ସାଲ୍ଭୋଜ ଜିଜେକ୍ ୟୁକ୍ରେନ୍ର ପ୍ରକୃତ ରାଷ୍ଟ୍ରପତି ହେବା ପୂର୍ବରୁ ଭୋଲୋଡ୍ମିର ଜେଲେନ୍ସ୍କି ଟେଲିଭିଜନ ଧାରାବାହିକ ‘ସର୍ଭାଣ୍ଟ ଅଫ୍ ଦି ପିପୁଲ’ରେ ରାଷ୍ଟ୍ରପତି ଭୂମିକାରେ ଅଭିନୟ କରିଥିବା ବିଷୟ ସମସ୍ତେ ଜାଣନ୍ତି। ସେଥିରେ ଭାସିଲି ପେଟ୍ରୋଭିକ ଗୋଲୋବୋରୋଡୋକୋ ନାମକ ସ୍କୁଲ ଶିକ୍ଷକ ଭୂମିକାରେ…
କିଏ ଆପଣା, କିଏ ପର
ଦେବାଶିଷ ରଥ ନବାଗତର ଆଗମନରେ ପରିବାରରେ ଆନନ୍ଦର ଲହରି ଖେଳିଯାଏ। ହୋଇପାରେ ସିଏ ପୁଅ କିମ୍ବା ଝିଅ। ଅବଶ୍ୟ ଝିଅ ଅପେକ୍ଷା ପୁଅର ଆଗମନରେ ଆନନ୍ଦର ମାତ୍ରା ଟିକିଏ ବେଶି ରହିଥାଏ। ଏହା ତ ପାରମ୍ପରିକ ସାମାଜିକ ଜୀବନରୁ ପ୍ରାୟତଃ ପରିବାର…
ଅଭିବ୍ୟକ୍ତିର ସ୍ବାଧୀନତା ଓ ବାଚନିକ ହିଂସା
ଇଂଲଣ୍ଡର ଲେଖକ ସଲମାନ ରଶ୍ଡିଙ୍କୁ ହତ୍ୟା କରିବା ଲାଗି ୨୪ ବର୍ଷୀୟ ଲେବାନୀୟ-ଆମେରିକୀୟ ହାଦି ମତାର ଉଦ୍ୟମ କରିଥିଲେ। ଏହି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ରୁହୋଲା ଖୋମିନିଙ୍କର ଜଣେ ପ୍ରଶଂସକ ବୋଲି ମତାର ଦାବି…
ନୂଆଁଖାଇର ନିଆରା ଧାରା
ଅନ୍ନର ଅନ୍ୟ ନାମ ବ୍ରହ୍ମ, ଈଶ୍ୱର। ପ୍ରତ୍ୟେକ ଏଇ ଅନ୍ନରୁ ଜାତ । ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଅନ୍ନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଜୀବନ ଧାରଣର ମାଧ୍ୟମ, ଆନନ୍ଦର ଉତ୍ସ ଏବଂ ଆତ୍ମାର ଅଙ୍ଗ । ତେଣୁ ଜୀବନ ଧାରଣ…
ଦ୍ୱନ୍ଦ୍ୱବାଦ ବିପ୍ଳବର ବୀଜଗଣିତ
ଜୀବନକୁ ଉନ୍ନତ କରିବା ପାଇଁ, ଦାରିଦ୍ର୍ୟ ଓ ଦୁଃଖକଷ୍ଟ, ଅବିଚାର ଓ ଯଥେଚ୍ଛାଚାର ଶାସନକୁ ଜୀବନରୁ ଦୂର କରିବା ପାଇଁ ଲୋକମାନେ ଚିରକାଳ ସ୍ବପ୍ନ ଦେଖି ଆସିଛନ୍ତି। ସେମାନେ ସେମାନଙ୍କର ମର୍ଯ୍ୟାଦାକୁ ବଜାୟ ରଖିବା ପାଇଁ ସଦାସର୍ବଦା ଉଦ୍ୟମ ଜାରି ରଖିଛନ୍ତି।…
ଏଇ ଭାରତରେ
୧୯୮୪ରେ ଆସାମର ଗୋପୀନାଥ ଶର୍ମା ଆରମ୍ଭ କରିଥିବା ଛୋଟ ନର୍ସରିଟି ଏବେ ସାରା ଦେଶରେ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛି। ଗୋପୀନାଥ ଗୁଆହାଟୀରୁ ୩୦ କି.ମି. ଦୂର ଧୁପଗୁରୀର ଏକ ସ୍କୁଲରେ ପ୍ରିନ୍ସିପାଲ ଥିବାବେଳେ ଗଛ ଲଗାଇବା ସହ ନର୍ସରି…
ଏଇ ଭାରତରେ
ଦିଲ୍ଲୀ ସହରରେ ଏମିତି ଏକ ଘର ଯେଉଁଠି ବିଦ୍ୟୁତ୍ ବିଲ୍ ଶୂନ। ଏହା ସମ୍ଭବ ହୋଇଛି ଆଇଟି କମ୍ପାନୀରେ କାମ କରୁଥିବା ଅମିତ୍ ମେହେଟାଙ୍କ ଦ୍ୱାରା। ଅମିତ୍ ତାଙ୍କ ଦୁଇ ମହଲା ବିଶିଷ୍ଟ ଘରକୁ ସମ୍ପୂର୍ଣ୍ଣ ସୌରଶକ୍ତିରେ ଚଳାଉଛନ୍ତି । ସେ…
ବେନାମୀ ଚିଠି
ହରିଶଙ୍କର ମିଶ୍ର ସରକାରୀ ଦପ୍ତରରେ କୌଣସି ବ୍ୟକ୍ତି ବା ସରକାରୀ ଅଧିକାରୀଙ୍କ ନାମରେ ଗୁରୁତର ତ୍ରୁଟିର ସୂଚନା ଥାଇ ପ୍ରେରକଙ୍କ ନାମ ନ ଥାଇ ଯେଉଁ ଚିଠି ପ୍ରାପ୍ତ ହୁଏ ତାହା ବେନାମୀ ଚିଠି ଭାବେ ନାମିତ କରାଯାଏ। ବେନାମୀ…
ଅଫିସ୍ ଅଫ୍ ପ୍ରଫିଟ୍
ସହଦେବ ସାହୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ମୁଖ୍ୟ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ୨୦୨୧ରେ ଖଣି ମନ୍ତ୍ରୀ ଥିବା ବେଳେ ନିଜେ ଏକ ଖଣି ଲିଜ୍ ନେଇଥିଲେ, ଅର୍ଥାତ୍ ସରକାର ଅଧୀନରେ ଖଣି କାରବାର କରୁଥିବା ଠିକାଦାର ହୋଇଗଲେ,…
Archives


