ଏଇ ଭାରତରେ

ଅବସର ପରର ଦିନଗୁଡ଼ିକୁ ଅନେକେ ବିଶ୍ରାମର ସମୟ ବୋଲି କହୁଥିବାବେଳେ କେରଳ କୋଟାୟମର ଚିଙ୍ଗନାସ୍ମିରି ବାସିନ୍ଦା ଜୋଶେଫ କରାକାଡୁଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଭିନ୍ନ। ତାଙ୍କୁ ଏବେ ୭୨ ବର୍ଷ ବୟସ। ନିରନ୍ତର ପ୍ରଚେଷ୍ଟା ଦ୍ୱାରା ସେ ଡ୍ରାଗନ ଚାଷରେ ସଫଳ ହୋଇଛନ୍ତି। ତାଇଓ୍ବାନ,ବ୍ରାଜିଲ,ଫିଲିଫାଇନ୍ସ, ଅଷ୍ଟ୍ରେଲିଆ, ଇକ୍ୱେଡର ଓ ଆମେରିକାରୁ ଡ୍ରାଗନ୍‌ ଷ୍ଟେମ୍‌ ମଗାଇ ଦେଶର ବିଭିନ୍ନ ଅଞ୍ଚଳକୁ ପଠାଇବା ସହ ନିଜେ ଚାଷ ମଧ୍ୟ କରୁଛନ୍ତି ଓ ବିଭିନ୍ନ ଦେଶକୁ ୮୮ କିସମର ଡ୍ରାଗନ ଫ୍ରୁଟସ୍‌ ରପ୍ତାନୀ କରୁଛନ୍ତି। ପେସାରେ କରାକାଡ୍ଡୁ ଜଣେ ଇଣ୍ଡଷ୍ଟ୍ରିଆଲ ଟେକ୍‌ନିସିଆନ। ସେ ଚାକିରିରୁ ଅବସର ନେବାପରେ ପିଲାମାନଙ୍କ ପଢ଼ା ଲାଗି ଡ୍ରାଗନଫ୍ରଟ୍ସ ନର୍ସରୀ ଆରମ୍ଭ କରିଥିଲେ। କରାକାଡ୍ଡୁ ନିଜେ ମଧ୍ୟ ଦୁଇଟି କିସମର ଡ୍ରାଗନ୍‌ଫ୍ରୁଟ ବିକାଶ କରଛନ୍ତି। ଗୋଟିଏର ନାମ ‘ଲାଲମିଚ୍ଚର୍’ି ଓ ଅନ୍ୟଟିର ନାମ ରଖିଛନ୍ତି ‘ଓ୍ବଣ୍ଡର ବୟ’। ଗୋଟିଏ ନୂଆ ପ୍ରକାର ଫଳ ବିକଶିତ କରି ସ୍ବୀକୃତି ପାଇଁ ୫ ବର୍ଷ ଲାଗିଯାଏ ବୋଲି କହନ୍ତି କରାକାଡ୍ଡୁ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri