ସମ୍ପାଦକୀୟ

ଏଇ ଭାରତରେ

ଭୋପାଳରେ ଦେଶର ପ୍ରଥମ ଛାଡ଼ପତ୍ର ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ୧୮ ଜଣ ପୁରୁଷ ଏବଂ ସେମାନଙ୍କ ପରିବାର ଅନ୍ତର୍ଭୁକ୍ତ ହେବେ, ଯେଉଁମାନେ ଛାଡ଼ପତ୍ର ଆଦେଶ ପାଇଛନ୍ତି। ଭୋପାଳ ଭାଇ ୱେଲଫେୟାର ସୋସାଇଟି ୧୮ ସେପ୍ଟେମ୍ବରରେ ଏହି ଉତ୍ସବ ଆୟୋଜନ…

ବ୍ରିଟେନ ସମ୍ରାଟ

– ଜିତେନ୍ଦ୍ର କୁମାର ନାୟକ   ବିଶ୍ୱବ୍ୟାପୀ ଯେତେଆଡ଼େ ରାଜତନ୍ତ୍ର ଥିଲା ବା ରହିଛି, ସେଥିମଧ୍ୟରୁ ବ୍ରିଟିଶ ସାମ୍ରାଜ୍ୟ ଓ ରାଜ ପରିବାରର କାହାଣୀ ବିଷୟରେ ଅଧିକ ଚର୍ଚ୍ଚା ହୋଇଥାଏ। ଏକଦା ସର୍ବାଧିକ ଦେଶକୁ ଶାସନ କରିଥିବା ବ୍ରିଟେନ ପାଇଁ ଏକ…

ସମୟ କିଛି କରେନା

ବ୍ରଜମୋହନ ମିଶ୍ର   ଅନେକ ବ୍ୟଥାପ୍ରଦ ଭାବନା ମଧ୍ୟରେ ଏବର ପିଢ଼ିର ଆଚରଣରୁ ବେଶ୍‌ ବାରି ହୋଇ ପଡ଼ୁଥିବା ସେମାନଙ୍କ ମାନସିକ ଧ୍ୱଜଭଙ୍ଗ ଖୁବ୍‌ ଆଚ୍ଛନ୍ନ କରୁଛି। ଏ ପିଢ଼ିର ବୟସ ହୁଏତ ଆଦ୍ୟ କୈଶୋରରୁ ଆରମ୍ଭ ହୋଇ ଅସ୍ତ ଯୌବନଯାଏ…

ପ୍ରତିବାଦ ଅଧିକାର

ଭାରତର ଉଚ୍ଚତମ ନ୍ୟାୟାଳୟ(ସୁପ୍ରିମକୋର୍ଟ) ଉଦାରତାପୂର୍ବକ ନାଗରିକମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରତିବାଦ କରିବାର ଅଧିକାର ପ୍ରଦାନ କରିଛନ୍ତି। ଶାହିନବାଗରେ ନାଗରିକତ୍ୱ ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକ ପଞ୍ଜୀକରଣ ବିରୋଧୀ ପ୍ରତିବାଦକୁ ନିନ୍ଦା କରିବା ସହ କୋର୍ଟ ତାଙ୍କ ରାୟରେ ଏହା ପ୍ରକାଶ…

ଏଇ ଭାରତରେ

ବିନା ଚାରାରେ ଅଭିନବ ପଦ୍ଧତିରେ ଜଙ୍ଗଲ ସୃଷ୍ଟି କରୁଛନ୍ତି ମହାରାଷ୍ଟ୍ର ଲାଟୁରର ଅଦିତି ପାଟିଲ। ଉଡ୍‌ଗିରରେ ରୁହନ୍ତି ୩୦ ବର୍ଷୀୟ ଅଦିତି। ସେ ୨୦୧୮ରେ ସିଡ୍‌ବଲ ଅଭିଯାନ ଆରମ୍ଭ କରିଥିଲେ। ତାଙ୍କ ସଂସ୍ଥା କାରଓ୍ବାଁ ମାଧ୍ୟମରେ ୪ ବର୍ଷରେ ବିଭିନ୍ନ ସ୍ଥାନରେ…

ଆତ୍ମହତ୍ୟା ଏକ ଗମ୍ଭୀର ସମସ୍ୟା

ଡା. ସତ୍ୟକାମ ମହାପାତ୍ର ସାରା ବିଶ୍ୱରେ ପ୍ରତି ବର୍ଷ ଦଶ ଲକ୍ଷ ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥାନ୍ତି। ଭାରତବର୍ଷରେ ଆତ୍ମହତ୍ୟାର ସ୍ଥିତି ଆହୁରି ଭୟାନକ। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ର ରିପୋର୍ଟ ଅନୁସାରେ ୨୦୨୧ରେ ଭାରତରେ ୧,୬୪,୦୦୦ ଲୋକ…

ୱେବ୍‌ ଓ ୱେବ୍‌ ଆଖିରେ ସଚରାଚର

ଡ. ଗୌରୀଶଙ୍କର ସାହୁ ଟେଲିଫୋନ୍‌ର ମଜା, ଶହେ କୋଶରୁ କଥା ହେଉଛି ଆଈ ସାଥିରେ ଅଜା“। ଓଡ଼ିଶାରେ ପ୍ରଳିତ ଏହି କଥା, ବୈଜ୍ଞାନିକ ଉଦ୍ଭାବନ କିପରି ସମ୍ପର୍କକୁ ନୂଆ ଦିଗ ଓ ଦିଗନ୍ତ ଦେଉଛି ତାହା ପ୍ରକାଶିତ କରୁଛି। ମଣିଷ ଏକ…

ବିବାଦର ସଙ୍କେତ

ଉତ୍ତରପ୍ରଦେଶ(ୟୁପି)ର ଅତିରିକ୍ତ ମୁଖ୍ୟ ସଚିବ(ଗୃହ)ଅଓ୍ବନିଶ କୁମାର ଅଓ୍ବସ୍ତିଙ୍କ କାର୍ଯ୍ୟକାଳ ସମ୍ପ୍ରସାରିତ ହେବ କିମ୍ବା ତାଙ୍କୁ ସେବାନିବୃତ୍ତ କରାଯିବ ତାହାକୁ ନେଇ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କେହି ଜଣେ ବି ନିଶ୍ଚିତ ନ ଥିଲେ। ଏହା ବିଶେଷ କରି ରହସ୍ୟରେ ରହିଥିଲା। ଉଭୟ…

ସାମାଜିକ ସମ୍ପର୍କ ବିଗୁଡୁଛି

ଅନେକ ବିଲିୟନ ଲୋକ ଏବେ ମୋବାଇଲ ଫୋନ୍‌ ସହ ଅତ୍ୟଧିକ ଜଡ଼ିତ ହୋଇଯାଇଛନ୍ତି । ସେମାନେ ଉପଯୋଗ କରୁଥିବା ସୂଚନା ବି ନାଟକୀୟ ଢଙ୍ଗରେ ପରିବର୍ତ୍ତନ ହୋଇଯାଇଛି। ଏହି ପରିବର୍ତ୍ତନ ଭଲ ପାଇଁ ହୋଇନାହିଁ। ଫେସ୍‌ବୁକ ଭଳି ପ୍ରାଧାନ୍ୟ ବିସ୍ତାର କରିଥିବା…

ଓଡ଼ିଆ ଜାତିର ବିକାଶ କଥା

ଜଗତୀକରଣ ପ୍ରକ୍ରିୟାରେ ଓଡ଼ିଆମାନେ ସମଗ୍ର ବିଶ୍ୱରେ ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି। ପୃଥିବୀରେ ଏମିତି ଗୋଟିଏ ଦେଶ ନାହିଁ, ଯେଉଁଠିକୁ ଜଣେ ଓଡ଼ିଆ ବୃତ୍ତିଗତ ସନ୍ଧାନରେ ଯାଇନାହିଁ। ତେଣୁ ଗୋଟିଏ ଆଞ୍ଚଳିକ ଜାତି, ଯେତେବେଳେ ବୃତ୍ତିଗତ ଯାତ୍ରାରେ ସାରା ପୃଥିବୀ…

ରାଜଧାନୀର ପରିବର୍ତ୍ତିତ ପରିବେଶ

ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ନୂତନ ରାଜଧାନୀ ରୂପେ ସ୍ବୀକୃତି ହାସଲ କରିଥିଲା। ପ୍ରାରମ୍ଭରେ ପଚାଶ ହଜାର ଲୋକଙ୍କର ସହାବସ୍ଥାନ ନିମନ୍ତେ ଜର୍ମାନ୍‌ ସ୍ଥପତି ଅଟ୍ଟୋ କୋନିସ୍‌ବର୍ଗରଙ୍କ ଦ୍ୱାରା ପରିକଳ୍ପିତ ହୋଇଥିବା ଏହି ସହର ଏକ ଯୋଜନାବଦ୍ଧ, ଆକର୍ଷଣୀୟ, ଆଧୁନିକ ସହରର…

ଏଇ ଭାରତରେ

ଭୋକିଲାଙ୍କ ଜୀବନ ବ୍ୟଥିତ କରିଛି ବିହାରର ରବିଶଙ୍କର ଉପାଧ୍ୟାୟଙ୍କୁ, ଯେଉଁଥିତ୍ପାଇଁ ସେ ସେମାନଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ଛପରାରେ ସେ ରୋଟି ବ୍ୟାଙ୍କ ଜରିଆରେ ଏହି କାର୍ଯ୍ୟ କରୁଛନ୍ତି। ରବିଶଙ୍କର ପେସାରେ ଜଣେ ଶିକ୍ଷକ। ୨୦୧୮ ଅକ୍ଟୋବର ଦଶହରାରେ ସେ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri