ଏଇ ଭାରତରେ
ଭୋକିଲାଙ୍କ ପେଟ ଭରୁଛନ୍ତି ମୁମ୍ବାଇର ଟ୍ରାନ୍ସଜେଣ୍ଡରମାନେ। ଏହି ସମୁଦାୟର ୫,୦୦୦ ଜଣ ଏକାଠି ଏକ କମ୍ୟୁନିଟି କିଚେନ କରି ଭୋକିଲାମାନଙ୍କୁ ୧ଟଙ୍କାରେ ଜଳଖିଆ ଓ ୧୦ ଟଙ୍କାରେ ମଧ୍ୟାହ୍ନଭୋଜନ ଯୋଗାଇ ଦେଉଛନ୍ତି। ମୁମ୍ବାଇ କଲ୍ୟାଣ ରେଲଓ୍ବେ ଷ୍ଟେଶନ ନିକଟରେ ସେମାନେ ଲୋକଙ୍କୁ…
ଏଇ ଭାରତରେ
ପରିବେଶ ସୁରକ୍ଷା ଆଗରେ ଚାକିରିର ମୂଲ୍ୟ କିଛି ନୁହେଁ, ଏହା ପ୍ରମାଣ କରିଛନ୍ତି ମୀରା ଚନ୍ଦ୍ରନ। କେରଳର ଉକ୍ତ ମହିଳା ବନ ବିଭାଗ ଓ ସ୍ଥାନୀୟ ଆଦିବାସୀମାନଙ୍କୁ ନେଇ ପଶ୍ଚିମଘାଟ ପର୍ବତମାଳାର ସୁରକ୍ଷାରେ ଲାଗିଛନ୍ତି। ମୀରା ଇଲେକ୍ଟ୍ରିକାଲ ଆଣ୍ଡ୍ ଇଲେକ୍ଟ୍ରୋନିକ ଇଞ୍ଜିନିୟରିଂରେ…
ମମି ଓ ମୋବାଇଲ
ଉପେନ୍ଦ୍ର ବିଶ୍ୱାଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜଣଙ୍କ ଶ୍ରେଣୀ ଗୃହରେ ସେଦିନ ପ୍ରବେଶକରି ପିଲାଙ୍କ ସହିତ ଆରମ୍ଭ କରିଦେଲେ କେତେକେତେ ମିଠାମିଠା ମଜାଳିଆ କଥା। ହାତରେ ଧରିଥିବା ଛୋଟ ଏକ ଫଳଟିକୁ ଦେଖାଇ ପଚାରିଲେ – ପିଲେ, କହିଲ ଦେଖି…
ସୁଖୀର ମନସ୍ତତ୍ତ୍ୱ
ଡ. ଛାୟାକାନ୍ତ ଷଡ଼ଙ୍ଗୀ ମଣିଷ ଭ୍ରମବଶତଃ ଇନ୍ଦ୍ରିୟାନୁଭୂତ ଆନନ୍ଦକୁ ସୁଖ ମଣେ। ଇନ୍ଦ୍ରିୟତୃପ୍ତି ପାଇଁ ସେ ଅମାପ ଧନ ଅର୍ଜନ କରେ। ସେ ଭାବେ ଧନ ହିଁ ସୁଖ ଆଣିପାରିବ। ତା’ ଦୃଷ୍ଟିରେ ସୁଖ ଏକ ପଣ୍ୟଦ୍ରବ୍ୟ ପାଲଟିଯାଏ। ଏହି…
ମିଶୁଛି ବେଲାରୁଷ
ରୁଷିଆ-ୟୁକ୍ରେନ୍ ଯୁଦ୍ଧ ପୁଣି ଭୟଙ୍କର ରୂପ ଧାରଣ କରିଛି। ଜୁନ୍ରୁ ଏହା ଟିକେ ଶିଥିଳ ପଡ଼ିଆସିଥିବା ବେଳେ ୮ ଅକ୍ଟୋବରରେ ରୁଷିଆରୁ କ୍ରିମିଆକୁ ସଂଯୋଗ କରୁଥିବା ସେତୁ ‘କର୍ଚ୍ଚ’କୁ ୟୁକ୍ରେନ୍ ଉଡ଼ାଇ ଦେଇଥିବା କୁହାଯାଉଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ୟୁକ୍ରେନ୍ର…
ଏଇ ଭାରତରେ
ବିନା ମାଟିରେ, କେବଳ ପାଣିରେ ଚାଷ(ହାଇଡ୍ରୋପୋନିକ୍ସ) କରିବା ଲାଗି ୫୦୦୦ କୃଷକଙ୍କୁ ସାହାଯ୍ୟ କରି ଏକ ଉଦାହରଣ ପାଲଟିଛନ୍ତି ଗୌରବ ନାରଙ୍ଗ। ସେ ଆଇଆଇଏମ୍ କୋଲ୍କାତାରୁ ଡିଗ୍ରୀ ହାସଲ କରିବା ପରେ ପ୍ରଥମେ ଫାର୍ମା ସେକ୍ଟରରେ କାର୍ଯ୍ୟ କରୁଥିଲେ। ୨୦୧୭ରେ ତାହାକୁ…
ବଳିଦାନର ଅନ୍ୟ ନାମ ବାଜି ରାଉତ
ପ୍ରହଲାଦ କୁମାର ସିଂହ ଏଡ଼ିକି ସେ ଅମାନିଆ ପିଲା ଫଉଜର ଗୁଳିଗୁଳା, ରଜା, ଝଡ଼ କିଛି ନ ମାନିଲା। ଧୂଳିଖେଳ ଛାଡ଼ି ଗୁଳି ଆଗେ ଜୀବନକୁ ହସିହସି ଦେଲା ସିନା ବାଢ଼ି।… ସ୍ବାଧୀନତା ସଂଗ୍ରାମ ସମୟରେ ଚାଲିଥିବା ଗଡ଼ଜାତ ପ୍ରଜା ଆନ୍ଦୋଳନରେ…
ରତ୍ନଭଣ୍ଡାରକୁ ନେଇ ସଂଶୟ
ଅନିଲ ବିଶ୍ୱାଳ ଆଜକୁ ୪ ବର୍ଷ ହେଲାଣି ମହାପ୍ରଭୁ ଶ୍ରୀଗଜନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ଚାବି ହଜିଥିବା କଥା ସାମ୍ନାକୁ ଆସିଲାଣି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗର ସମାଧାନ କରିବା ପାଇଁ ୪ ବର୍ଷ କିଛି କମ୍ ସମୟ ଅବଧି ନୁହେଁ। ରତ୍ନଭଣ୍ଡାରକୁ ଖୋଲି…
ସୁନ୍ଦର ନଗରୀ ଅସୁନ୍ଦର
ଭାରତ ଏବେ ଅର୍ଥନୈତିକ ଦୁଃସ୍ଥିତି ଦେଇ ଗତି କରୁଛି। ବେକାରିଙ୍କ ସଂଖ୍ୟା ବଢ଼ିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଉଥିବାରୁ ଲୋକେ ଦହଗଞ୍ଜ ହେଉଛନ୍ତି। ଏଭଳି ସ୍ଥିତିରେ ପଶ୍ଚିମ ଦିଲ୍ଲୀର ଭାଜପା ଏମ୍ପି ପରଭେଶ ସିଂ ବର୍ମା ଓ ଉତ୍ତର ପ୍ରଦେଶର…
ଏଇ ଭାରତରେ
ନିଷ୍ଠା ଓ କଠୋର ପରିଶ୍ରମ ସଫଳତାର ଚାବିକାଠି, ଯାହା ପ୍ରତିପାଦିତ କରିଛନ୍ତି ମହାରାଷ୍ଟ୍ରର ସବିତା ଡାକଲେ। ସବିତାଙ୍କ ବୟସ ୩୮। ରହୁଛନ୍ତି ଫୁଲାମ୍ବରୀ ଜିଲାରେ। ମାତ୍ର ୧୦ମ ଶ୍ରେଣୀ ଯାଏ ପଢ଼ି ପାଠ ଛାଡ଼ି ପରିବାର ପ୍ରତିପୋଷଣ ଦାୟିତ୍ୱ ମୁଣ୍ଡକୁ ନେବା…
କୋଣ-ଅନୁକୋଣରେ ଭାରତୀୟ ଡାକ
ଡ. ବିଭୁଦତ୍ତ ମିଶ୍ର ଭାରତର ବ୍ରିଟିଶ ରାଜତ୍ୱ ସମୟରୁ ୧ ଅକ୍ଟୋବର ୧୮୫୪ ମସିହା ଲର୍ଡ ଡେଲହାଉସିଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଡାକ ବିଭାଗ’ ସ୍ଥାପନାକୁ ଆଧୁନିକ ଯୁଗରେ ମଧ୍ୟ ପ୍ରତିଷ୍ଠା ଦିବସ ଭାବେ ଗ୍ରହଣ କରାଯାଇଥାଏ। ପ୍ରତ୍ୟେକ ବର୍ଷ ଅକ୍ଟୋବର ୯…
ହୀରାକୁଦ ବନ୍ୟା ରୋକିବ ନା ବଢ଼ାଇବ
ବିମଳ ପାଣ୍ଡିଆ ହୀରାକୁଦ ଜଳଭଣ୍ଡାରର ପ୍ରାୟ ୬୮ ବର୍ଷର ଇତିହାସରେ ବନ୍ୟା ମୁକାବିଲାରେ ତାହାର ଯୋଗଦାନ ପାଇଁ କିଛି ବାହାବା ଅବଶ୍ୟ ପାଇଛି। କିନ୍ତୁ ବନ୍ୟାକୁ ରୋକିପାରି ନ ଥିବା କାରଣରୁ ବା ବନ୍ୟାର କାରଣ ହୋଇଥିବାରୁ ଢେର୍ ଅଧିକ ଗାଳି…
Archives


