ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ
ପ୍ରକୃତ କଥା ହେଉଛି, ସରକାର ଆଗାମୀ ବଜେଟକୁ ଶେଷ ଓ ପ୍ରଭାବୀ ବୋଲି ବିଚାର କରି ଫାଇନାନ୍ସ ସର୍ଭିସ ସେକ୍ରେଟାରି ସଞ୍ଜୟ ମାଲହୋତ୍ରାଙ୍କୁ ନୂଆ ରାଜସ୍ବ ସଚିବ ଭାବେ ନିଯୁକ୍ତ କରିଛନ୍ତି। ରାଜସ୍ଥାନ କ୍ୟାଡର ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମାଲହୋତ୍ରା…
ଏଇ ଭାରତରେ
ମହାରାଷ୍ଟ୍ର ପିପଲ ଗାଁର ହରିଶ ଶାହା ଏବେ ୨୦୦୦ ପକ୍ଷୀ ଏକାବେଳକେ ଖାଇବା ଭଳି ସବୁଠୁ ବଡ଼ ବାର୍ଡ ଫିଡର ନିର୍ମାଣ କରିଛନ୍ତି। ସେ ପ୍ରଥମେ ଜଣେ ଗହଣା ଦୋକାନୀଙ୍କ ପ୍ରେରଣାରେ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ। ହରିଶ ଏକ…
କିଛି କଥା କିଛି ବ୍ୟଥା
ଡ. ସିଦ୍ଧାର୍ଥ କାନୁନ୍ଗୋ ରାଜନେତାଙ୍କଠାରୁ ଆରମ୍ଭ କରି ତଥାକଥିତ ସମାଜସେବୀ ଗଳାଫଟେଇ ଚିତ୍କାର କରନ୍ତି ଯେ, ପ୍ରକୃତି ତା’ର ସବୁକିଛି ସମ୍ପଦ ଆମ ରାଜ୍ୟରେ ଭରିଦେଇଛି। ରାଜ୍ୟର ଶାଳ ସୁଗନ୍ଧ ବିସ୍ତୀର୍ଣ୍ଣ ବନାନୀ, ଲୁହା, ମାଙ୍ଗାନିଜ୍, କ୍ରୋମାଇଟ୍ ଆଦି ଖଣିଜ ସମ୍ପଦରେ…
ରିପବ୍ଲିକାନ୍ ଓ ସମାଜବାଦ
ଜେମ୍ସ ଲିଭିଂଷ୍ଟୋନ୍ ଆଗକୁ ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ବିଜୟ ଲାଭ କରି ରିପବ୍ଲିକାନ ପାର୍ଟି ଉଭୟ ହାଉସ୍ ଅଫ୍ କଂଗ୍ରେସକୁ ଦଖଲ କରିବାକୁ ଅଗ୍ରସର ହେଉଛି। ତଥାପି ପାର୍ଟିକୁ ତା’ଉଗ୍ର ବାମପନ୍ଥୀ ବିଚାରକୁ ନେଇ ଭୟ…
ମନୋବଳ
ଜଚ୍ଚିଦାନନ୍ଦ ଦାଶ ମନୋବଳ କହିଲେ ମନର ମାନସିକ ଶକ୍ତିକୁ ବୁଝାଯାଏ। ଅର୍ଥାତ୍ କେତେ ପରିମାଣରେ ମନର ଶକ୍ତି ଅଛି ବିଭିନ୍ନ ଅପ୍ରତ୍ୟାଶିତ ପରିସ୍ଥିତିକୁ ସମ୍ମୁଖୀନ ହେବା ପାଇଁ। କିଛି କିଛି ଲୋକଙ୍କର ଶାରୀରିକ ଶକ୍ତି କମି ଥାଇପାରେ। ମାତ୍ର ମାନସିକ ଶକ୍ତିରେ…
ପୂର୍ବ ଭାରତର ଧର୍ମୀୟ ଗୁରୁତ୍ୱ
ଅଧିକାଂଶ ସମୟରେ ଆମେ ଭାରତର ହିନ୍ଦୁତ୍ୱ ସମ୍ପର୍କରେ ଚର୍ଚ୍ଚା କଲାବେଳେ ଅନ୍ୟ ଅଞ୍ଚଳ ବଦଳରେ ଉତ୍ତର ଓ ଦକ୍ଷିଣ ଭାରତର କାହାଣୀ ଉପରେ ଅଧିକ ଧ୍ୟାନ ଦେଇଥାଉ। କିନ୍ତୁ ଭାରତର ପୂର୍ବାଞ୍ଚଳ, ମୁଖ୍ୟତଃ ଗାଙ୍ଗେୟ ତ୍ରିକୋଣ ଭୂମି, ବ୍ରହ୍ମପୁତ୍ର ଏବଂ ମହାନଦୀ…
ବାସିରୁଟି
ଜଣେ ଧନୀ ଓ କୃପଣ ବ୍ୟକ୍ତି ଘରେ ଉପସ୍ଥିତ ଥିଲାବେଳେ ଜଣେ ସାଧୁ ଆସି ଦ୍ୱାରଦେଶରେ ଭୋଜନ ପାଇଁ କିଛି ମାଗିଲେ। ବ୍ୟକ୍ତିଟି ସେଥିକୁ କର୍ଣ୍ଣପାତ ନ କରିବାରୁ ,ଘର ଭିତରୁ ଗୁଣବତୀ ନୂଆବୋହୂଟି ସାଧୁଙ୍କୁ କହିଲା,”ବାବା! ଆମେ ତ ଆଜି…
ସ୍କୁଲ୍ରୁ କାଫେ
ଶିଶୁମାନଙ୍କର ଶିକ୍ଷା ଅଧିକାରକୁ ଭ୍ରୂକ୍ଷେପ ନ କରି ରାଜ୍ୟ ସରକାର ବିଗତ ଦିନଗୁଡ଼ିକରେ ରାଜ୍ୟର ଅନେକ ସ୍କୁଲ ବନ୍ଦ କଲେ। ୨୦୦୧ ମସିହାରେ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଆବଶ୍ୟକତା ନ ଥିବା ଅଞ୍ଚଳରେ ସରକାର ବିଦ୍ୟାଳୟ ମାନ ଖୋଲିଥିଲେ। ପରବର୍ତ୍ତୀ…
ଏଇ ଭାରତରେ
ରାଜସ୍ଥାନରେ ଅନେକ ପୁରୁଣା ପରମ୍ପରା ଏବଂ ରୀତିନୀତି ଅଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସମୟକ୍ରମେ ବହୁ ପରମ୍ପରାର ବିଧି ମଧ୍ୟ ବଦଳି ଯାଇଛି। ହେଲେ ପରସ୍ପରକୁ ବାଣ ଫିଙ୍ଗିବା ପରମ୍ପରା ବଜାୟ ରହିଛି। ଅଜମେରର କେକେଡ଼ି ସହରରେ ଖେଳାଯାଉଥିବା ଏପରି…
ଏଇ ଭାରତରେ
୧୭ ବର୍ଷ ବୟସରେ ଏକ ରୋବୋ ନିର୍ମାଣ କରି ନିଜ ପ୍ରତିଭାର ପରିଚୟ ଦେଇଛନ୍ତି କାନପୁରର ମହମ୍ମଦ ସୟଦ ଛାଥୋଥ୍। ସେ ଏବେ ଇ.କେ.ନାୟାନାର ମେମୋରିଆଲ ଗଭର୍ନମେଣ୍ଟ ଆୟର ସେକେଣ୍ଡାରୀ ସ୍କୁଲ, ଭେଙ୍ଗାଡର ଦ୍ୱାଦଶ ଶ୍ରେଣୀ କମ୍ପ୍ୟୁଟର ବିଜ୍ଞାନ ଛାତ୍ର। ୨୦୧୯ରେ…
ମନୁଷ୍ୟ ମଧ୍ୟରେ ପଶୁ ପ୍ରବୃତ୍ତି
ଡ. ପ୍ରମୋଦ କୁମାର ପଣ୍ଡା ମନୁଷ୍ୟ ସବୁ ଜୀବଙ୍କ ମଧ୍ୟରେ ଶ୍ରେଷ୍ଠ। ମନୁଷ୍ୟର ବୁଦ୍ଧି ଓ ଜ୍ଞାନର ପରିସୀମା ଅନନ୍ତ ଆଡକୁ ବ୍ୟାପିଥାଏ। ମନୁଷ୍ୟ ନିଜ ବୁଦ୍ଧି ଓ ଜ୍ଞାନ ବଳରେ ତା’ର ଉପଯୋଗିତାରେ ଲାଗୁଥିବା ଜୀବଜନ୍ତୁ, ବୃକ୍ଷଲତା, ମୃତ୍ତିକା,…
ୟେ ସମୟ ଚାଲିଯିବ
ଅଧ୍ୟାପକ ନିରଞ୍ଜନ ପାଢ଼ୀ ଜଣେ ମନ୍ତ୍ରୀ ଥିଲେ। ଥିଲେ ବୋଇଲେ କେଇବର୍ଷ ପୂର୍ବରୁ ଥିଲେ, ଏବେ ଆଉ ନାହାନ୍ତି। କେଇଦିନ ତଳେ ତାଙ୍କୁ ଏକ ସାଂସ୍କୃତିକ ସଭାର ଶ୍ରୋତାମେଳରେ ଦେଖିବାକୁ ମିଳିଲା। ପଛଧାଡ଼ିରେ ଏକା ଏକା ବସିଥିଲା ବେଳେ ତାଙ୍କୁ…
Archives


