ସମ୍ପାଦକୀୟ

ଉପକୂଳରେ ନୂଆ ସଙ୍କଟ

ବିପିନ ବିହାରୀ ରାଉତ   ନଦୀ ନାଳ ଦ୍ୱାରା ସମୁଦ୍ରକୁ ବିଭିନ୍ନ ପ୍ରକାର ପଥର, ଗୋଡ଼ି, ପଙ୍କ ପ୍ରବାହିତ ହୋଇ ଆସେ। ସମୁଦ୍ରକୁ ପାଣି ଯାଉଥିବା ବେଳେ ଏ ସବୁ କଠିନ ପଦାର୍ଥ ସମୁଦ୍ର ଢେଉରେ ଭାସି ଆସି କୂଳରେ ସମାନ…

ଅସଲି ରାମରାଜ୍ୟ

ଦେବଦତ୍ତ ପଟ୍ଟନାୟକ   ଥରେ ମୁଁ ଜଣେ ହିଞ୍ଜଡ଼ାଙ୍କୁ ପଚାରିଲି ତାଙ୍କ ସମୁଦାୟର କେଉଁ କାହାଣୀକୁ ସେ ପବିତ୍ର ମନେକରେ। ମୋ ପ୍ରଶ୍ନର ଉତ୍ତର ସେ ଯାହା ଦେଇଥିଲା ତାହା ଥିଲା ଏହିଭଳି। ୧୪ ବର୍ଷ ବନବାସ ପରେ ଶ୍ରୀରାମ ଅଯୋଧ୍ୟାକୁ…

କଫ ସିରପ୍‌ ଘାତକ

ଭାରତରେ ନକଲି ଓଷଧର କାୟା ବଢ଼ିବାରେ ଲାଗିଛି। ଅନେକ ସମୟରେ ଏହା ମୃତ୍ୟୁର କାରଣ ବି ହେଉଛି। ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ କମ୍ପାନୀ, ବ୍ୟବସାୟୀ, ବିତରକଙ୍କୁ ଠାବ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ମଧ୍ୟ କିଛିଦିନ ପରେ ଆଉ କେତେକ…

ବ୍ୟାଙ୍କ ଡୁବିଲେ

ଆମେରିକାର ଅନ୍ୟତମ ବୃହତ୍‌ ବାଣିଜି୍ୟକ ବ୍ୟାଙ୍କ ସିଲିକନ୍‌ ଭ୍ୟାଲି ବ୍ୟାଙ୍କ (ଏସ୍‌ଭିବି) ବନ୍ଦ ହେବାର ଦୁଇ ଦିନ ପରେ ଅର୍ଥାତ୍‌ ୧୩ ମାର୍ଚ୍ଚ ୨୦୨୩ରେ ନ୍ୟୁୟର୍କର ସିଗ୍‌ନେଚର ବ୍ୟାଙ୍କ ବୁଡ଼ିଯାଇଛି। ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଆମେରିକାର ଫେଡେରାଲ ରିଜର୍ଭ ସିଷ୍ଟମ୍‌…

ବିଶ୍ୱ ଭ୍ରାତୃତ୍ୱଭାବର ବାସ୍ତବତା

ଅନେକ ବିଜ୍ଞ ବ୍ୟକ୍ତିଙ୍କ ବିଶ୍ୱ ଭ୍ରାତୃତ୍ୱ ସପକ୍ଷରେ ଦେଉଥିବା ସ୍ଲୋଗାନ ପ୍ରତି ଦୃଷ୍ଟି ଆକର୍ଷଣ କରି ସ୍ବାମୀ ବିବେକାନନ୍ଦ ଭାରତର ଏକ ପୁରାତନ କାହାଣୀ ମନେ ପକାଇ ଦେଇଥିଲେ। ଭାରତରେ ମଦ୍ୟପାନକୁ ଏକ କୁଅଭ୍ୟାସ ଭାବରେ ବିବେଚନା କରାଯାଏ। ଦିନେ ରାତିରେ…

ବିପଜ୍ଜନକ ବିକିରଣ

ଜୀବଜଗତ ପାଇଁ ମାରାତ୍ମକ ପାଲଟିଛି ମୋବାଇଲ୍‌ ଟାୱାର। ଏଥିରୁ ବାହାରୁଥିବା ଚୁମ୍ବକୀୟ ବିକିରଣ ପଶୁ ସମ୍ପଦକୁ ଅଧିକ ହାନି ପହଞ୍ଚାଉଛି। ମଣିଷ ବି ଏଥିରେ ପ୍ରଭାବିତ। ଟାୱାରର ଚୁମ୍ବକୀୟ ବିକିରଣ ସଂସ୍ପର୍ଶରେ ଆସି ଲୋକେ କ୍ୟାନ୍‌ସର, ହୃଦ୍‌ରୋଗ, ମସ୍ତିଷ୍କ ଓ ଶ୍ୱାସ…

ଏଇ ଭାରତରେ

ପରିବେଶ ପାଇଁ କ୍ଷତିକାରକ ପ୍ଲାଷ୍ଟିକ୍‌ ଜିନିଷଠାରୁ ଦୂରେଇ ରହିବା ଲାଗି ଏହାର ବିକଳ୍ପ ଭାବେ ବାଉଁଶ ଜିନିଷ ପ୍ରସ୍ତୁତ କରିଛନ୍ତି କୋଲକାତାର ଅଗ୍ନି ମିତ୍ର। ସେ ‘ଆମୁଡୋ ଇକୋ ପ୍ରଡକ୍ଟ’ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରି ତା’ ମାଧ୍ୟମରେ ନିତ୍ୟବ୍ୟବହାର୍ଯ୍ୟ ବାଉଁଶ ଉତ୍ପାଦ…

ଏଇ ଭାରତରେ

ମାନବ-ଦେବତା ଭିତରେ ବାହାଘର, ଏକଥା ବିଶ୍ୱାସ କରି ହେଉ ନ ଥିଲେ ବି ସତ। ଏଭଳି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ଓରେୟା ଜିଲା ବିଧୁନାରେ। ସେଠାରେ ୩୦ ବର୍ଷୀୟା ରକ୍ଷା ଶ୍ରୀକୃଷ୍ଣ ଭଗବାନ୍‌ଙ୍କୁ ବିବାହ କରିଛନ୍ତି। ରକ୍ଷା ସ୍ନାତକୋତ୍ତର ଡିଗ୍ରୀ…

ଓଡ଼ିଆଙ୍କ ଅଭିଧାନରେ ଇଗୋ

ଅରୁଣ କୁମାର ତ୍ରିପାଠୀ ଗୋଟିଏ ଜାତିର ଉତ୍ଥାନ ନିମିତ୍ତ ସମସ୍ତଙ୍କ ଦୟାର୍ଦ୍ର ହୃଦୟ ତଥା ସମ୍ବେଦନଶୀଳତା ରହିବା ଅପରିହାର୍ଯ୍ୟ। ଉତ୍କଳମଣି ଲେଖିଥିଲେ, ‘ସ୍ବଦେଶ ମମତା ବିଶ୍ୱ ଜନପ୍ରୀତି, ଉତ୍କଳ ବାସୀର ହେଉ ଏହା ନୀତି’। ଅନେକେ ନିଜର ପୈତୃକ ପ୍ରାଣକୁ ବିସର୍ଜନ…

ରାହୁରୂପୀ କପି

ଅକ୍ଷୟ କୁମାର ମିଶ୍ର ଅଧୁନା କପି ହେବା, ପ୍ରଶ୍ନପତ୍ର ପ୍ରଘଟ ହେବା ସାଧାରଣ ଘଟଣାରେ ପରିଣତ ହେଲାଣି। ପରୀକ୍ଷାରେ କପି କାହିଁକି ହେଉଛି, କାରଣ କ’ଣ, ଏହା ପଛରେ ଦାୟୀ କେଉଁମାନେ, ଏସବୁ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବା ଏବଂ ପ୍ରତିକାର କ୍ଷେତ୍ରରେ…

ଅର୍ଥକରୀ ଫସଲ ଅଫିମ

ଅଫିମ ଓ ଗଞ୍ଜେଇ ଚାଷ କରିବା ଲାଗି ବହୁ ସରକାରୀ କଟକଣା ରହିଛି। ଏଗୁଡ଼ିକରେ ଔଷଧୀୟ ଗୁଣ ଥିଲେ ମଧ୍ୟ ମାଦକଦ୍ରବ୍ୟ ଭାବେ ଏହାର ବହୁଳ ଅପବ୍ୟବହାର କରାଯାଉଥିବାରୁ ଏଭଳି ପ୍ରତିବନ୍ଧକ ଲଗାଯାଇଛି। ବେଆଇନ ଭାବେ ଯେଉଁଠାରେ ଏହି ଚାଷ କରାଯାଉଛି…

ଏଇ ଭାରତରେ

ଡାକ୍ତର ହେବ ତ ଏମିତି, ଯାହା କରୁଛନ୍ତି ଆନ୍ଧ୍ର ପ୍ରଦେଶର ବିନ୍ଦୁ ମେନନ । ଗୋଟିଏ ପଟେ ଚାକିରି ଓ ଅନ୍ୟ ପକ୍ଷରେ ମାଗଣା ରୋଗୀସେବା କରୁଛନ୍ତି ଡା.ବିନ୍ଦୁ। ସେ ନେଲୋରର ନାରାୟଣ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ନ୍ୟୁରୋଲୋଜି ବିଭାଗରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri