ପ୍ରଶ୍ନ ପଚାରିବାର ଅଭ୍ୟାସ
ଡ. ନିରଞ୍ଜନ ମିଶ୍ର ଓଡ଼ିଆମାନଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆମେ ଅନେକ ନାମରେ ଡାକିଥାଉ। ଯଥା- କାଳିଆ ସାଆନ୍ତ, ଅଧାଗଢ଼ା ଦିଅଁ, ଦାରୁବ୍ରହ୍ମ, ଭାବଗ୍ରାହୀ ଇତ୍ୟାଦି। ସତରେ ତାଙ୍କ କଥା ଭାବିଲେ ଓ ତାଙ୍କ ଜଣାଣ ଶୁଣିଲେ ଭାବ…
ନିରର୍ଥକ ହଲ୍ଲାଗୁଲ୍ଲା
ନାରାୟଣ ମିଶ୍ର ଏବେ ପ୍ରତି ୨/୩ ମାସରେ ଥରେ ବାରମ୍ବାର ଶ୍ରେଷ୍ଠ ପୁରସ୍କାର ପାଉଥିବା ଆମ ରାଜ୍ୟରେ ଗୋଟାଏ ଲେଖାଁ ଜଘନ୍ୟ ହତ୍ୟାକାଣ୍ଡ, ଦୁଷ୍କର୍ମ, ହତ୍ୟା ଇତ୍ୟାଦି ଘଟି ଚାଲିଛି। କୌଣସି ଏକ ପାଶବିକ, ଅମାନୁଷିକ, ବର୍ବରୋଚିତ ଘଟଣା ଲୋକଲୋଚନକୁ…
ବଟୁଆ ଖୋଲୁନାହାନ୍ତି
ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱରେ ବାତ୍ୟା, ବନ୍ୟା, ମରୁଡ଼ି, ବନାଗ୍ନି, ହିମ ଓ ଭୂସ୍ଖଳନ ଏବଂ ସମୁଦ୍ର ଜଳପତ୍ତନ ବୃଦ୍ଧି ଘଟି ବ୍ୟାପକ ଧନଜୀବନ କ୍ଷତି ହେଉଛି। ଏହାସହ ଜଳବାୟୁଜନିତ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ି ପାଶ୍ଚାତ୍ୟରେ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ…
ଏଲନ୍ଙ୍କ ଟୁଇଟର
ସାମାଜିକ ଗଣମାଧ୍ୟମରେ ରାଜୁତି କରୁଥିବା ଅନ୍ୟତମ ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟରର ମାଲିକାନା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ହାତକୁ ଚାଲିଯିବା ପରେ ଦିନକୁଦିନ ନୂଆ ଖବର ପଦାକୁ ଆସୁଛି। ‘ବ୍ଲୁ ଟିକ୍’ ପାଇଁ ଅର୍ଥ ଚାର୍ଜ କରିବା ଯୋଜନାଠାରୁ…
ଏଇ ଭାରତରେ
‘କନ୍ୟାରତ୍ନ’ ଏକଥା ଜାଣି ମଧ୍ୟ ଅନେକେ ଏବେ ସୁଦ୍ଧା ସେମାନଙ୍କୁ ମାତୃଗର୍ଭରୁ ହତ୍ୟା କରୁଛନ୍ତି। ଭ୍ରୂଣ ନିରୂପଣ ଓ ହତ୍ୟା ଭଳି ବେଆଇନ କାର୍ଯ୍ୟ ଲାଗି ଦଣ୍ଡ ବ୍ୟବସ୍ଥା କରାଯାଇଥିଲେ ବି ଲୁଚାଛପାରେ ଏହା ଚାଲିଛି। ତେବେ କନ୍ୟାଭ୍ରୂଣ ହତ୍ୟା ରୋକିବା…
ପ୍ରଗତି ଓ ପରମ୍ପରା
ଡ. ପ୍ରଫୁଲ୍ଲ କୁମାର ସାହୁ ମାନବୀୟ ବିଚାରବୋଧରୁ ବିକଶିତ ସାମାଜିକ ଜୀବନଧାରା ହେଉଛି ସଂସ୍କୃତି। ରୀତିନୀତି,ଧର୍ମକର୍ମ, ଖାଦ୍ୟପେୟ, ବେଶପୋଷାକ,ପର୍ବପର୍ବାଣି ଓ ପ୍ରଥା-ପରମ୍ପରା ଇତ୍ୟାଦି ତା’ର ଅଙ୍ଗୀଭୂତ ବିଷୟ। ଅର୍ଥାତ୍ ଜୀବନ ବଞ୍ଚିବା ପାଇଁ ମଣିଷ ଯେତେ ଯାହା ଆବଶ୍ୟକ କରେ ସେ…
ଜୀବନଶୈଳୀ ଓ ଜଳବାୟୁ ପରିବର୍ତ୍ତନ
ଡ. ଜୟକୃଷ୍ଣ ପାଣିଗ୍ରାହୀ ସମ୍ପ୍ରତି ବିକାଶ ଓ ପ୍ରଗତିର ମାୟାଜାଲରେ ବଶୀଭୂତ ହୋଇ ମାନବ ସମାଜ ଏକ ଅସହନୀୟ ମାର୍ଗରେ ଅଗ୍ରସର ହେଉଛି। ଏହା ଆମ ଗ୍ରହର ପ୍ରକୃତି ଓ ପରିବେଶର ଗୁଣାତ୍ମକ ମାନରେ ଅବକ୍ଷୟ ଘଟାଇ ବିନାଶକାରୀ ପ୍ରଭାବ ବିସ୍ତାର…
୬ ବର୍ଷ ପରେ
ବିମୁଦ୍ରୀକରଣକୁ ୮ ନଭେମ୍ବର ୨୦୨୨ରେ ୬ ବର୍ଷ ପୂରିଲା। ଏହି ସମୟ ମଧ୍ୟରେ ଭାରତର ଅର୍ଥନୀତି କେଉଁ ସ୍ତରକୁ ଖସିଛି, ତାହା ପ୍ରତ୍ୟେକ ଦେଶବାସୀ ଦୈନନ୍ଦିନ ଅନୁଭବ କରୁଛନ୍ତି। କିନ୍ତୁ କେହି କିଛି କରିବା ସ୍ଥିତିରେ ନାହାନ୍ତି। ୮ ନଭେମ୍ବର ୨୦୧୬ରେ…
ଏଇ ଭାରତରେ
ପରିବେଶକୁ ପ୍ରଦୂଷଣମୁକ୍ତ କରିବା ଲାଗି ଗୁଣ୍ଡୁଚିମୂଷା ଭଳି କାର୍ଯ୍ୟ କରୁଥିବା ଅନେକଙ୍କ ମଧ୍ୟରେ ଦିଲ୍ଲୀର ମିନାକ୍ଷୀ ଶର୍ମାଙ୍କ ଯୋଗଦାନ ପ୍ରେରଣାଦାୟକ। ମିନାକ୍ଷୀ ବର୍ଜ୍ୟ କପଡ଼ାକୁ ଅପ୍ସାଇକେଲ କରୁଛନ୍ତି। ସେ ‘ୟୁଜ ମି ଓ୍ବାର୍କ୍ସ’ କମ୍ପାନୀ ପ୍ରତିଷ୍ଠା କରି ବର୍ଜ୍ୟ କପଡ଼ାରୁ ଆକର୍ଷଣୀୟ…
ରାତି ଆକାଶରେ ଚଳନ୍ତା ରେଳଗାଡ଼ି
ପ୍ରଫେସର ସିତାଂଶୁ କୁମାର ସାମଲ ଗତ ସେପ୍ଟେମ୍ବରରେ ଉଭୟ ବୈଦ୍ୟୁତିକ ଏବଂ ଛାପା ଗଣମାଧ୍ୟମରେ ରାତି ଆକାଶରେ ଚଳନ୍ତା ରେଳଗାଡ଼ି ଚର୍ଚ୍ଚାର ବିଷୟ ଥିଲା। ଚର୍ଚ୍ଚାର କାରଣ ହେଲା ଉତ୍ତର ଭାରତର ବହୁଅଞ୍ଚଳରେ ପ୍ରାୟ ରାତି ଆଠଟାରେ ଅନେକ ସମଦୂରତାରେ…
ଲୋକାଚାର ଦଳିବି ଚରଣେ
ଅଧ୍ୟାପକ ନିରଞ୍ଜନ ପାଢ଼ୀ କେଉଁ ଏକ ବିଦ୍ରୋହର ଆବେଶରେ ସେଦିନ ସେ କବି ଲେଖିଥିଲେ କେଜାଣି- ”ସମାଜ ମୁଁ ମାନିବିନି ଲୋକମତ ଦଳିବି ଚରଣେ“, ସେଇ ଢାଞ୍ଚାରେ ଏବେ ନିଜକୁ ହେତୁବାଦୀ ବୋଲାଉଥିବା ଥୋକେ ଲୋକ ନିଜ ଆଚରଣରେ ଅବ୍ୟକ୍ତ…
ସମାଜ-ଅର୍ଥନୀତି-ନିଯୁକ୍ତି
ଭାରତରେ ବେକାର ଯୁବତୀଯୁବକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାହା ଦେଶ ପାଇଁ ଏକ ବିପଜ୍ଜନକ ସ୍ଥିତି ସୃଷ୍ଟି କଲାଣି। ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍ଆଇଇ) ଦ୍ୱାରା ଏବେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ଅକ୍ଟୋବରରେ ଦେଶରେ ବେକାରିଙ୍କ ସଂଖ୍ୟା…
Archives


