ସମ୍ପାଦକୀୟ

ନଦୀ ମାନବ

– ଜିତେନ୍ଦ୍ର କୁମାର ନାୟକ   ଇତିହାସରୁ ପଢ଼ିଛେ ବିଶ୍ୱଯୁଦ୍ଧ ଓ ମହାମାରୀ ମଣିଷ ଜାତି ପାଇଁ ଆଣିଥିଲା ବଡ଼ ବିପଦ। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଜଗତ ଜୀବନକୁ କଲବଲ କରିଚାଲିଛି। ମନ୍ଥର ଗତିରେ ଯାଉଥିଲେ ହେଁ ମହାବିପତ୍ତି...

କିମାଶ୍ଚର୍ଯ୍ୟମ୍‌

ସହଦେବ ସାହୁ   ଦଳର ସଦସ୍ୟ ହେଲା ମାନେ ଦଳର ଦୋଷତ୍ରୁଟି ତିଳେମାତ୍ର ବି ପଦାରେ ପକାଇବ ନାହିଁ, ଗୋଟିଏ କଥାରେ କହିଲେ ତମେ, ତୁମର ବିବେକ ଦଳ ପାଖରେ ଅର୍ଥାତ୍‌ ଦଳର ମୁଖିଆଙ୍କ ପାଖରେ ବନ୍ଧା ପକାଇଲ! ତୁମେ ବୋକା...

ବିଶ୍ୱାସର ଅଭାବ

ଦକ୍ଷିଣ ଏସିଆର ଅନ୍ୟ ଦେଶଗୁଡ଼ିକଠାରୁ ଭାରତ କୌଣସି ବାଟରେ ଭିନ୍ନ ବୋଲି ଆମେ ଭାବୁଛୁ, କିନ୍ତୁ ବାସ୍ତବତା ତାହା ନୁହେଁ। ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କରେ ବାଂଲାଦେଶୀ ଓ ପାକିସ୍ତାନୀଙ୍କଠାରୁ ଭାରତୀୟମାନେ ସେମିତି କିଛି ଅଲଗା ସ୍ଥିତିରେ ଥିବା ଜଣାଯାଆନ୍ତି ନାହିଁ। ଅପେକ୍ଷାକୃତ...

ଏଇ ଭାରତରେ

ବୟସ ୮୮। ତଥାପି ଚଳଚଞ୍ଚଳ ତାମିଲନାଡୁର ନଞ୍ଜାମଲ। ସେ ଦୁଇଟି ଗାଁର ପ୍ରାୟ ସବୁ ପରିବାରକୁ କିଚେନ ଗାର୍ଡେନ କରିବାରେ ସହଯୋଗ କରିଛନ୍ତି। କୋଏମ୍ବାଟୁର ପୁଙ୍ଗନଗରର ଥୋପାମପଟ୍ଟି ନିବାସୀ ନଞ୍ଜାମଲ ନିଜେ କରିଥିବା କିଚେନ ଗାର୍ଡେନରୁ ୧୭ ପ୍ରକାର ପରିବା...

ଖୁସି ଓ ଅବସାଦ

ରିତେଶ କୁମାର ଶିଶୁ ଆଜିକାଲି ଆତ୍ମହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି। ବିଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ଆମତ୍ହତ୍ୟା ହାର ୨୦.୨୦ ପ୍ରତିଶତ ବୃଦ୍ଧି ପାଇଛି। ଜାତୀୟ ସ୍ତରରେ ମଧ୍ୟ ଏହି ହାର କମ୍‌ ନୁହେଁ। କ୍ରମବର୍ଦ୍ଧିଷ୍ଣୁ ଆମତ୍ହତ୍ୟା ପ୍ରବଣତାର...

ସ୍ପୋଟର୍‌ସ କ୍ୟାପିଟାଲ ଓ କ୍ରୀଡ଼ାର ବିକାଶ

ଅନିଲ ବିଶ୍ୱାଳ ଓଡ଼ିଶା ହେଉଛି ଦେଶର ସ୍ପୋଟର୍‌ସ କ୍ୟାପିଟାଲ ଅର୍ଥାତ୍‌ ଖେଳର ରାଜଧାନୀ। ବିଭିନ୍ନ ସଭାସମିତିରେ, ସରକାରଙ୍କର ପ୍ରଚାରପତ୍ରରେ, ଗଣମାଧ୍ୟମରେ ପ୍ରକାଶିତ ବିଜ୍ଞାପନ ମାଧ୍ୟମରେ ଏହି ଶବ୍ଦ ଏପରି ପ୍ରଚଳନ ହୋଇଯାଇଛି ଯେ ଯେମିତି ଲାଗୁଛି ଓଡ଼ିଶା ଭାରତରେ ବୋଧହୁଏ...

କିଏ ଜିତିବ

ରେଲ୍‌ଓ୍ବେରେ ଉଚ୍ଚ ପଦବୀଗୁଡ଼ିକୁ ପଦୋନ୍ନତି ପାଇଁ ନୂଆ ନିୟମ ଘୋଷଣା ହେବାର ପାଖାପାଖି ୪ ମାସ ବିତିଗଲାଣି। ରେଲ୍‌ ବାବୁମାନେ ବି ପ୍ରଥମ ବ୍ୟାଚ୍‌ ପଦୋନ୍ନତିକୁ ଏ ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି। ତେବେ ଘୋଷଣା ହେବା ପରେ ଦୀର୍ଘଦିନର ନୀରବତାକୁ...

ଏଇ ଭାରତରେ

ଗରିବ ଓ ଅସହାୟ ପିଲାଙ୍କୁ ଛାତ୍ରବୃତ୍ତି ପାଇବାରେ କର୍ନାଟକର ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପ୍ରୟାସ ଏକ ଉଦାହରଣ ସୃଷ୍ଟି କରିଛି। ଦକ୍ଷିଣ କନ୍ନଡ ଜିଲା କାର୍ପେ ଗାଁର ଶିକ୍ଷକ ନାରାୟଣ ନାୟକ ଏହି କାର୍ଯ୍ୟ ବିଗତ ୨୧ ବର୍ଷ ହେଲା...

କାନ୍ଦୁଛି ଗଜରାଜ

ବିମଳ ପ୍ରସନ୍ନ ଦାସ ମନୁଷ୍ୟକୃତ ଏକାଧିକ କାରଣ ହେତୁ ଏବେ ହାତୀ ବଂଶ ବିଲୋପ ଅଭିମୁଖୀ। ହାତୀ ଓ ମଣିଷ ମଧ୍ୟରେ ଲଢ଼େଇ ଜାରି ରହିଥିବାବେଳେ ଉଭୟଙ୍କ ଜୀବନ ଯାଉଛି। କେତେ ଗଁା ଗଣ୍ଡାର ଘରଦ୍ୱାର ହାତୀ ଭାଙ୍ଗୁଛି ତ,...

ପ୍ରକୃତି ସୁରକ୍ଷା ପ୍ରତିବଦ୍ଧତା

ହିନ୍ଦୌ ଇବ୍ରାହିମ୍‌ ପ୍ରାକୃତିକ ପରିବେଶ ପାଇଁ ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ। ଚଳିତ ବର୍ଷ ଡିସେମ୍ବରରେ ମଣ୍ଟ୍ରିଲରେ ହେବାକୁ ଥିବା ବିଶ୍ୱ ନେତାମାନଙ୍କ ଚୁକ୍ତିଗୁଡ଼ିକ ୨୦୨୦ ପର ଗ୍ଲୋବାଲ ବାୟୋଡାଇଭର୍ସିଟି ଫ୍ରେମ୍‌ଓ୍ବାର୍କ ବା ବୈଶ୍ୱିକ ଜୈବବିବିଧତା ଢାଞ୍ଚାର ଭାଗ୍ୟ...

ସାହିତ୍ୟର ପ୍ରଭାବ ବନାମ ପ୍ରଚାର

ଡ. ମନୋରଞ୍ଜନ ବିଷୋୟୀ ଆମର ଅନେକ ବର୍ଷର ଅନେକ ଭାଷା, ଅନେକ ସାହିତ୍ୟ ଥିଲେ ହେଁ ଉତ୍ସ ପ୍ରାୟ ସମାନ ା ଏବେ ଆଧୁନିକ ସାହିତ୍ୟ ପାଶ୍ଚାତ୍ୟ ସାହିତ୍ୟ ଭୂମିରୁ ଉତ୍ସାହ ଖୋଜିଛି, କିନ୍ତୁ ପରମ୍ପରାରୁ କେବେ କେଉଁଠି ସମ୍ପୂର୍ଣ୍ଣ...

ଜି୭ର ଶକ୍ତି ଜାଗରଣ

ଥରେ ନୋବେଲ ବିଜେତା ରାସାୟନଶାସ୍ତ୍ରବିତ୍‌ ରିଚାର୍ଡ ସ୍ମଲେଙ୍କୁ ଜରୁରୀଭିତ୍ତିରେ ବୈଶ୍ୱିକ ଆହ୍ବାନଗୁଡ଼ିକୁ ତାଲିକାଭୁକ୍ତ କରିବାକୁ କୁହାଯାଇଥିଲା। ଦାରିଦ୍ର୍ୟ, କ୍ଷୁଧା, ସଂଘର୍ଷ ଏବଂ ସଂସାଧନ ଉପଲବ୍ଧତାର ଚିରାଚରିତ ପ୍ରସଙ୍ଗକୁ ଦର୍ଶାଇବାବେଳେ ସେ ଶକ୍ତି ସୁରକ୍ଷାକୁ ତାଙ୍କ ତାଲିକାର ଶୀର୍ଷରେ ରଖିଥିଲେ। ସ୍ମଲେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri