ହରିନାମେ କି ରସ ଅଛି
ନିଜେ ନ ମଲେ ଯେମିତି ଯମରାଜଙ୍କ ଦର୍ଶନ ମିଳେନା, ସେମିତି ନିଜେ ନ ପିଇଲେ ହରିନାମରେ ଥିବା ରସର ସ୍ବାଦ ଜାଣିହୁଏନା। ଏକାନ୍ତ ବ୍ୟକ୍ତିଗତ ୟେ ଅନୁଭବ, ଯାହାକୁ କାହା ସହିତ ବାଣ୍ଟିହୁଏନା କି ଯେତେ ପିଇଲେ ବି ତୃଷ୍ଣା ମେଣ୍ଟେନା।…
ଚନ୍ଦ୍ରାଭିମୁଖୀ ମହାକାଶଚାରୀ
ଲାଟି ବେଳୁ ଇଚ୍ଛା ଥିଲା ମହାକାଶକୁ ଯିବେ। ତାହା ସମ୍ଭବ ହେଲା। ଏବେ ପୃଥିବୀର ପ୍ରଥମ ମହିଳା ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଆଶା ତାଙ୍କର ପୂରଣ ହେବାକୁ ଯାଉଛି। ସେ ହେଲେ ଆମେରିକୀୟ ମହାକାଶ ସଂସ୍ଥା ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍…
ଏଇ ଭାରତରେ
ନାଁ ରୁହାନି ବର୍ମା। ବୟସ ୧୮। ସେ ଏହି ବୟସରେ ଆର୍କିଟେକ୍ ଶ୍ରୀଧର ରାଓଙ୍କ ସହ ମିଶି ଏକ କାର୍ବନ ନିର୍ଗମନ ଶୂନ୍ୟ ଶୌଚାଳୟ ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି, ରୁହାନି ଏହି ଶୌଚାଳୟକୁ କେବଳ…
ଏଇ ଭାରତରେ
ଅଭିଭାବକମାନେ ପିଲାଙ୍କ ପାଇଁ ଜୋତା କିଣି କିଛିଦିନ ପରେ ଛୋଟ ହେଲେ ତାହାକୁ ଫିଙ୍ଗିଦିଅନ୍ତି। କାରଣ ପିଲାଙ୍କ ବୟସ ଅନୁସାରେ ପାଦ ବଢିବା ଯୋଗୁ ତାହା ସେମାନଙ୍କ ପାଦକୁ ଫିଟ୍ ହୋଇ ନ ଥାଏ। ତେବେ ପିଲାଙ୍କ ପାଇଁ କମ୍ ସମୟ…
ପ୍ରଶଂସାର ଓଜନ
ଡ.ସତ୍ୟନାରାୟଣ ମିଶ୍ର ପ୍ରଶଂସା ଓ ନିନ୍ଦା ପ୍ରତ୍ୟେକ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ କର୍ମର ପ୍ରତିଫଳନ। ମଣିଷର କର୍ମକୁ ନେଇ ପ୍ରଶଂସା ଓ ନିନ୍ଦାର ସୃଷ୍ଟି। ମଣିଷ ମହତ୍ କର୍ମ କଲେ ପ୍ରଶଂସା ପାଇଥାଏ ଓ ଖରାପ କାର୍ଯ୍ୟ କଲେ ନିନ୍ଦିତ…
ବ୍ୟାଙ୍କ ଋଣ ଫେରସ୍ତ ମିଳିବ ତ
କିଶୋର ଜେନା ବ୍ୟାଙ୍କରୁ ନେଇଥିବା ୨୨ ହଜାର କୋଟି ଟଙ୍କାର ଋଣ ପରିଶୋଧ କଲେ ନାହିଁ ବିଗ୍ବଜାର, ବ୍ୟାଣ୍ଡ ଫ୍ୟାକ୍ଟ୍ରି, ପାଣ୍ଟାଲୁନ୍ର ମାଲିକ କିଶୋର ଭିୟାନୀ। ବ୍ୟାଙ୍କର ୧୨ ହଜାର କୋଟି ଟଙ୍କାର ଋଣ ଥିଲା, ତାହା ପରିଶୋଧ କରି ନ…
ଲାଟେରାଲ ଏଣ୍ଟ୍ରିର ସ୍ଥିତି
ପ୍ରଶାସନିକ କାର୍ଯ୍ୟରେ ଉନ୍ନତି ଆଣିବା ଲାଗି ୨୦୧୮ରେ ମୋଦି ସରକାର ବହୁ ପ୍ରତୀକ୍ଷିତ ପ୍ରୋଗ୍ରାମ ଲାଟେରାଲ ଏଣ୍ଟ୍ରି (ବାହାର କ୍ଷେତ୍ରରୁ ବିଶେଷଜ୍ଞମାନଙ୍କୁ ଆଣି ସରକାରରେ ପ୍ରବେଶ କରାଇବା) ଆରମ୍ଭ କରିଥିଲେ। ସରକାରୀ ବ୍ୟବସ୍ଥାଗୁଡ଼ିକରେ ନୂଆ ଦୃଷ୍ଟିକୋଣ, ବିଶେଷଜ୍ଞତା ଓ ଦକ୍ଷତା ଆଣିବା…
ମାନବୀୟ ଶିକ୍ଷାର ଆଶା
ନିକଟରେ ଜର୍ମାନୀ ଓ ଆମେରିକାର ବିଦ୍ୱାନ ସାହିତି୍ୟକମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସେଠାରେ ମୁଁ ପରାମର୍ଶ ଦେଇଥିଲି ଯେ, ଯଦି ଆମେ ଛାତ୍ରମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବା ତେବେ ଆମର ଏହି ଉଚ୍ଚସ୍ତରୀୟ ଆଲୋଚନାର ମହତ୍ତ୍ୱ ରହିବ।…
ଅର୍ଥନୀତି ଉପରେ କ୍ୟାନ୍ସର ବୋଝ
ଭାରତରେ ସଙ୍କଟ ସୃଷ୍ଟି କରିବାକୁ ଯାଉଛି କ୍ୟାନ୍ସର। ‘ଇଣ୍ଡିଆନ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ’ର ରିପୋର୍ଟ ଅନୁଯାୟୀ ୨୦୨୪ ସୁଦ୍ଧା ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ୧୭.୩ ଲକ୍ଷରେ ପହଞ୍ଚତ୍ବ। ଏଯାବତ୍ ଭାରତରେ ହୃଦ୍ଘାତ ପରେ ଦ୍ୱିତୀୟ ଘାତକ ରୋଗ ହେଉଛି…
ଏମାନଙ୍କୁ କ୍ଷମା କର
ପ୍ରଭୁ ଯିଶୁଖ୍ରୀଷ୍ଟଙ୍କୁ ୩୨ ଖ୍ରୀଷ୍ଟ ପୂର୍ବ(ଏଡି)ରେ ରୋମୀୟ ସାମ୍ରାଜ୍ୟ ସମୟରେ ତାଙ୍କ ବିରୋଧରେ ରାଜଦ୍ରୋହ ଓ ଅନ୍ୟାନ୍ୟ ମିଥ୍ୟା ଅଭିଯୋଗ ଆଣି ଜଘନ୍ୟ ଅପରାଧୀଙ୍କ ପରି କ୍ରୁଶ ଉପରେ ବର୍ବରୋଚିତ ଭାବରେ ହତ୍ୟା କରାଯାଇଥିବା ଦିନକୁ ”କଳା(ବ୍ଲାକ୍) ଶୁକ୍ରବାର“ ବା ଅନ୍ଧକାର…
ଏଇ ଭାରତରେ
ଏମିତି ବ୍ୟକ୍ତି ଦେଖିଛନ୍ତି ଯିଏ ତାଙ୍କ ସବୁ ସଞ୍ଚତ୍ତ ଧନ ଓ ସ୍ତ୍ରୀଙ୍କ ଗହଣା ବିକ୍ରି କରି ଗରିବଙ୍କୁ ଖାଦ୍ୟ ଯୋଗାଉଛନ୍ତି? ହଁ, ଦିଲ୍ଲୀର ପ୍ରବୀଣ ଗୋୟଲ ଏହି କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଶ୍ୟାମ ଗୋୟଲ ରୋଷେଇ…
ଏଇ ଭାରତରେ
ବିଶ୍ୱରେ ସବୁଠୁ ଜନବହୁଳ ଦେଶ ହେବାକୁ ଯାଉଥିବା ଭାରତରେ ପ୍ରତିବର୍ଷ ୧୪ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ଖାଦ୍ୟଶସ୍ୟ ନଷ୍ଟ ହେଉଛି ବୋଲି ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ପ୍ରକାଶ କରିଛି। କୃଷି ଉପତ୍ାଦ ୨୭୦ ମିଲିୟନ ଥିବା ବେଳେ…
Archives


