କୁକୁର ଆତଙ୍କ ପାଇଁ ଦାୟୀ କିଏ
ଡ.ଜଗବନ୍ଧୁ ଷଡ଼ଙ୍ଗୀ କିଛିଦିନ ତଳେ ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରେ ଗୋଟିଏ ପୋଷା କୁକୁର ଜଣେ ବ୍ୟକ୍ତିଙ୍କୁ କାମୁଡ଼ିଦେଲା। ସେଠାକାର ଲୋକମାନେ ଆନ୍ଦୋଳନ କଲେ ଓ ଉକ୍ତ ପୋଷା କୁକୁରକୁ ତଡ଼ି ପାର କରିବାକୁ ଦାବି ହେଲା। ଭୁବନେଶ୍ୱର ମହାନଗର ନିଗମ ମଧ୍ୟ…
ଏଇ ଭାରତରେ
ସ୍ତ୍ରୀ ହତ୍ୟା ଅଭିଯୋଗରେ ସ୍ବାମୀ ଓ ତାଙ୍କ ସାଥୀଙ୍କୁ ତିନିବର୍ଷ ଜେଲ୍ଦଣ୍ଡ ପରେ ସ୍ତ୍ରୀ ଫେରିବା ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ଉତ୍ତରପ୍ରଦେଶର କୌଶୀର ବାସିନ୍ଦା ଆରତୀ ଦୌସର ମେହନ୍ଦୀପୁର ବାଲାଜୀରେ ରହୁଥିଲେ। ସେ ଛୋଟମୋଟ କାମ କରୁଥିଲେ। ସେଠାରେ ସେ…
ଯାହା ଅଛି ତା’ରି ଭିତରେ ରହ
ଆରତି ମହାନ୍ତି ସଂଘର୍ଷ କହିଲେ କାହାକୁ ବୁଝାଏ ତାହା ଆମେ ଜାଣିଛୁ। ପ୍ରତିଦିନର ଘଟଣା ପ୍ରବାହ ଭିତରେ ସଂଘର୍ଷକୁ ଯେତେ ବୁଝି ନ ହୁଏ ତା’ଠୁ ବେଶି ବୁଝିହୁଏ ମନ ଭିତରେ ଅର୍ଥାତ୍ ଆମର ମାନସ ସ୍ତରରେ। ଆଉ ଏତକ…
ସାଗର ମିତ୍ର ପ୍ରବାଳ
ପ୍ରଫେସର ସିତାଂଶୁ କୁମାର ସାମଲ ସମଗ୍ର ପୃଥିବୀର ହାରାହାରି ତିନି ଚତୁର୍ଥାଂଶ ଜଳଭାଗ ଏବଂ ଏକ ଚତୁର୍ଥାଂଶ ସ୍ଥଳଭାଗ। ଉକ୍ତ ଜଳଭାଗର ପ୍ରାୟ ୯୬ ପ୍ରତିଶତ ସାଗର ଏବଂ ମହାସାଗର ଦ୍ୱାରା ଆବୃତ୍ତ। ବାୟୁମଣ୍ଡଳରେ ସବୁଜଗୃହ ବାଷ୍ପର ପରିମାଣ ବୃଦ୍ଧି…
ଏକ ଅବାସ୍ତବ ପ୍ରୟାସ
ଲିଲି ଫୁହର୍ ଜଳବାୟୁ ପରିବର୍ତ୍ତନର ଅନିଶ୍ଚିତ ସ୍ଥିତି ପାଶ୍ଚାତ୍ୟ ଦେଶ ଓ ବିଶ୍ୱର ଅତି ଧନୀମାନଙ୍କ ଜୀବନଶୈଳୀ ପ୍ରତି ବିପଦ ସୃଷ୍ଟି କରିଛି। ଏହି ସ୍ଥିତିରେ ଜୀବାଶ୍ମ ଇନ୍ଧନ ନିର୍ଭରଶୀଳତାକୁ ତୁରନ୍ତ ପରିହାର କରିବା ପାଇଁ ସାମାଜିକ ଓ ଆର୍ଥିକ…
ପୁଣି ଚାଇନା
ଡିସେମ୍ବର ୧ରେ ଭାରତ ଜି୨୦ ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିବା ପରେ ଦେଶବାସୀଙ୍କ ପାଇଁ ଏହା ଗର୍ବ ଆଣିଦେଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ କହିଚାଲିଛନ୍ତି। ଭାରତ ଏହାଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ନିଜର…
ଇନ୍ଧନ ଡ୍ରାମା
ମଣିଷ ହେଉଛି ଏଭଳି ଏକମାତ୍ର ଜୀବ ଯିଏ ତାହାର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଇନ୍ଧନ ବ୍ୟବହାର କରିଥାଏ। ସେଥିପାଇଁ ବିନା ଇନ୍ଧନରେ ବଞ୍ଚିବା ହୁଏତ ମଣିଷ ପାଇଁ ଅସମ୍ଭବ ହୋଇପାରେ। ବିଶ୍ୱବ୍ୟାପୀ ଏବେ ଫଶିଲ ଫୁଏଲ ବା ଜୀବାଶ୍ମ ଇନ୍ଧନ…
ବିଜ୍ଞାନରେ ଟେଲିପାଥି
ପ୍ରାଚୀନ ପୌରାଣିକ ଯୁଗରେ ମୁନି ଋଷିମାନେ ଅନ୍ୟର ମନକୁ ପଢ଼ିପାରୁଥିଲେ ଓ ନିଜକୁ ଗୋଟିଏ ସ୍ଥାନରୁ ଅନ୍ୟ ଜାଗାକୁ ଯିବାକୁ ହେଲେ ଅନାୟାସରେ ଅଦୃଶ୍ୟ ହେଇ ଆବିର୍ଭାବ ହୋଇପାରୁଥିଲେ। ଆଧୁନିକ ବିଜ୍ଞାନରେ ଏହାକୁ ଟେଲିପାଥି କୁହାଯାଏ। ବିଜ୍ଞାନ ଏବେ ଏ ସବୁରେ…
ଏଇ ଭାରତରେ
କାନପୁରରେ ଖୁସି ବାଣ୍ଟୁଛି ଉଦ୍ଦେଶ୍ୟ ସଚାନଙ୍କ ଗୁରୁକୁଳମ୍। ଏହାକୁ ‘ଖୁସିର ସ୍କୁଲ’ ଭାବେ ଲୋକେ ଜାଣନ୍ତି। ଏହା ଏକପ୍ରକାର ମୁକ୍ତ ସ୍କୁଲ; ଯେଉଁଠି ଗଣିତ ଓ ଅନ୍ୟାନ୍ୟ ବିଷୟ ଶିକ୍ଷା ଦିଆଯିବା ସହ ଜୀବନରେ ପିଲାମାନେ କେମିତି ସଫଳ ହେବେ ସେହି…
ଏଇ ଭାରତରେ
ବନ ସଂରକ୍ଷଣରେ ବ୍ରତୀ ମଣିପୁରର ମୋଇରଙ୍ଗଥେମ ଲୋଇଆଙ୍କ ଜୀବନ ଅତ୍ୟନ୍ତ ପ୍ରେରଣାଦାୟକ। ସେ ଚାକିରି ଛାଡ଼ି ଦୀର୍ଘ ୨୦ ବର୍ଷ ହେଲା ୩୦୦ ଏକର ପାହାଡ଼ି ଜମିରେ ଜଙ୍ଗଲ ସୃଷ୍ଟିକରି ତାହାର ଯତ୍ନ ନେଉଛନ୍ତି। ଜଙ୍ଗଲରେ ସେ ୧୦୦ରୁ ଊର୍ଦ୍ଧ୍ୱ କିସମର…
ଜଳବାୟୁ ପରିବର୍ତ୍ତନ ଓ ସ୍ବାସ୍ଥ୍ୟ ସମସ୍ୟା
ଡା. ସମ୍ରାଟ୍ କର ଗତ କିଛି ଦଶନ୍ଧିରେ ବିଶ୍ୱସ୍ତରରେ ଜଳବାୟୁ ଦ୍ୱାରା ସୃଷ୍ଟି ହେଉଥିବା ବିପର୍ଯ୍ୟୟ ମାନବ ଜୀବନ ଓ ଏହାର ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଉତ୍ତରପ୍ରଦେଶ, ତାମିଲନାଡୁ, ବିହାର, ଆସାମ, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରେ ଦେଖାଦେଉଥିବା ବନ୍ୟା…
ଡ୍ୟୁଟି ନ କଲେ ବି ଦରମା ମିଳୁଛି
ସହଦେବ ସାହୁ ଏବେ ପ୍ରତି ନାଗରିକଙ୍କ ମନରେ ସନ୍ଦେହ ଉଠିଲାଣି ‘ଆମ ଏମ୍ପିମାନଙ୍କୁ ଦିଆଯାଉଥିବା ପଇସାର ମୂଲ୍ୟ ମିଳୁଛି ତ?’ (ସମାନ ସନ୍ଦେହ ଓ ପ୍ରଶ୍ନ ଆମ ଏମ୍ଏଲ୍ଏମାନଙ୍କ ପ୍ରତି ଲାଗୁ ହେବ।) ସମସ୍ତେ ଚାହାନ୍ତି ଜିନିଷପତ୍ରର ମୂଲ୍ୟ ବଢ଼ିବା (ମୁଦ୍ରାସ୍ଫୀତି…
Archives


