ସନ୍ଥସାଧକ ଭୀମ ଭୋଇ
ପୁଣ୍ୟ ଭୂମି ତଥା ଦେବଭୂମି ହେଉଛି ଉତ୍କଳ। ଏହି ପବିତ୍ର ଭୂମିରେ ଆବିର୍ଭାବ ଘଟିଛି ଅନେକ ମହାତ୍ମା ମହାପୁରୁଷ ତଥା ସନ୍ଥ ସାଧକମାନଙ୍କର ବିଭିନ୍ନ ସମୟରେ। ସେମାନଙ୍କ ମଧ୍ୟରେ ସନ୍ଥ ସାଧକ ମହାତ୍ମା ଭୀମ ଭୋଇ(୧୮୪୬-୧୮୯୫) ଅନ୍ୟତମ। ତାଙ୍କର ଶାଶ୍ୱତ ବାଣୀ…
ଅନିଶ୍ଚିତ ଓ ଅସହାୟ
ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆମ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ପରିଚାଳନା ଖୁବ୍ ଭଲ, ଅନାହାର ମୃତ୍ୟୁର ଖବର ବି ନାହିଁ, ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପୁଷ୍ଟିହୀନତା ସମ୍ବେଦନଶୀଳ ସ୍ଥିତିରେ। ରାତିରେ ଶୋଇଲା ବେଳେ କେହି…
ଏଇ ଭାରତରେ
ନିଯୁକ୍ତି ଅଭାବ ଏକ ପ୍ରମୁଖ ସମସ୍ୟା ହୋଇଥିବାବେଳେ ଏବେ ବହୁ ଉଚ୍ଚ ଡିଗ୍ରୀଧାରୀ କୃଷି କିମ୍ବା ଏହା ସମ୍ପର୍କିତ କ୍ଷେତ୍ରରେ ରୋଜଗାର ସୃଷ୍ଟି କରିବାରେ ଉଦାହରଣ ପାଲଟିଛନ୍ତି । ବେଙ୍ଗାଲୁରୁର ହାସନ ଚୈତନ୍ୟ ଏମ୍ବିଏରେ ଡିଗ୍ରୀ ହାସଲ କରି ଜୈବିକ କୃଷି…
ଏଇ ଭାରତରେ
ତିନି ବନ୍ଧୁ ଗ୍ରାମୀଣ ଅଞ୍ଚଳର ରୋଗୀମାନଙ୍କୁ ମାତ୍ର ୧ ଟଙ୍କାରେ ଇ-କ୍ଲିନିକ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେବାର ବ୍ୟବସ୍ଥା କରିଛନ୍ତି। ଆଙ୍କାଶ ଟଣ୍ଡନ ଏବଂ ତାଙ୍କର ଦୁଇ ବନ୍ଧୁ ସକେତ ଆସତି ଓ ଅଙ୍କୁର ଚୌରାସିଆ ଡିଗିକ୍ୟୁରେ ଷ୍ଟାର୍ଟଅପ୍ ମାଧ୍ୟମରେ ଏହି…
ବିଦ୍ୟାଳୟ ଶିକ୍ଷାର ସ୍ଥିତି
ରବିନାରାୟଣ ସାମଲ ଦେଶର ସରକାରୀ ବିଦ୍ୟାଳୟରେ ୨୦୧୮-୧୯ରେ୧୦ଲକ୍ଷ୮୩ହଜାର ଛାତ୍ରୀଛାତ୍ର ଥିଲା ବେଳେ ୨୦୨୦-୨୧ରେ ଏହା ହ୍ରାସ ପାଇ୧୦ ଲକ୍ଷ ୩୨ ହଜାରରେ ପହଁଞ୍ଚିଛି । ଅନ୍ୟ ପକ୍ଷରେ ଘରୋଇ ବିଦ୍ୟାଳୟରେ ୨୦୧୮-୧୯ରେ ୩ ଲକ୍ଷ ୨୫ ହଜାର ଛାତ୍ରୀଛାତ୍ର ଥିଲା…
ସହାସ୍ୟ ଜୀବନ
ଇଂ. ସଚ୍ଚିଦାନନ୍ଦ ନନ୍ଦ ବିରସ ବଦନ ରହିବା ବା ଦେଖିବାକୁ କେହି ପ୍ରାୟ ଭଲ ପାଆନ୍ତି ନାହିଁ। ମାତୃଗର୍ଭରୁ ଯିଏ ଯେତିକି ସୁନ୍ଦର ହୋଇ ଜନ୍ମ ହୋଇଛି ତା’ ସୌନ୍ଦର୍ଯ୍ୟ କିଛି ମାତ୍ରାରେ ବଢ଼ି ଯାଏ ସହାସ୍ୟ ଜୀବନଯାପନ କଲେ।…
ଇଏସ୍ଜି ରେଟିଂର ଆବଶ୍ୟକତା
ହାଜେଲ ଇଲାଙ୍ଗୋ ମୋର୍ଗାନ ଷ୍ଟାନ୍ଲେ କ୍ୟାପିଟାଲ ଇଣ୍ଟରନ୍ୟାଶନାଲ ବା ଏମ୍ଏସ୍ସିଆଇ ଏକ ଫାର୍ମ ଯାହା ନିବେଶ ତଥ୍ୟ ଏବଂ ଆନାଲିଟିକ ସର୍ଭିସ ନିବେଶକଙ୍କୁ ଯୋଗାଇଦିଏ। ଏହା ପରିବେଶ, ସାମାଜିକ ଓ ଶାସନ ରେଟିଂ(ଇଏସ୍ଜି ରେଟିଂ)ର ସବୁଠୁ ପ୍ରଭାବଶାଳୀ ନିୟନ୍ତ୍ରକ। ଇଏସ୍ଜି…
କଳା ପାଇଁ ବିପତ୍ତି
କଶ୍ମୀର ପଣ୍ଡିତମାନଙ୍କ ନିର୍ଯାତନା ଏବଂ ସେମାନଙ୍କ ସଂଘର୍ଷକୁ ନେଇ କଶ୍ମୀର ଫାଇଲ୍ସ ସିନେମା ପ୍ରସ୍ତୁତ ହୋଇଥିଲା ବୋଲି କୁହାଯାଉଛି। ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ସିନେମା ଅତ୍ୟନ୍ତ ବିବାଦୀୟ ହୋଇଯାଇଥିଲା। ସମାଲୋଚକଙ୍କ ଅନୁସାରେ ଏହି ସିନେମା ଜନମତକୁ ପ୍ରଭାବିତ କରିବାର…
ସମୁଦ୍ର ମାଡ଼ିଆସିବ
‘ବାଇଶି ପାହାଚେ ଖେଳିବ ମୀନ’ ଏକଥା ମାଳିକାରେ ଲେଖା ଅଛି। ଅର୍ଥାତ୍ ଶ୍ରୀମନ୍ଦିର ଭିତର ଯାଏ ସମୁଦ୍ର ପାଣି ମାଡ଼ି ଆସିବ ବୋଲି ମାଳିକାରେ ବର୍ଣ୍ଣନା ଅଛି। ଏହା ଏକ ଭବିଷ୍ୟତ ବାଣୀ ହୋଇପାରେ। ପାଞ୍ଚଶହ ବର୍ଷ ପୂର୍ବରୁ ଏପରି ଭବିଷ୍ୟତ…
କୃତ୍ରିମ ବୁଦ୍ଧିର ଆତଙ୍କ ଅଯୌକ୍ତିକ
ଲୋକେ କହୁଛନ୍ତି କୃତ୍ରିମ ବୁଦ୍ଧି (କୃବୁ) (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ) ମଣିଷକୁ ଖତମ କରିଦେବ। କୃବୁ ଗବେଷଣାରେ ଲାଗିଥିବା କେତେକ ବୈଜ୍ଞାନିକ ବି ଏ ଆଶଙ୍କା କରୁଛନ୍ତି। ୧୯୫୦ ଦଶକରେ ଏ ପଦ ବା ଶବ୍ଦର ସୃଷ୍ଟି, ସେତେବେଳେ କମ୍ପ୍ୟୁଟରର…
ଏଇ ଭାରତରେ
ବିହାରର ସମସ୍ତିପୁରରେ ଭାଇ ଏବଂ ଭଉଣୀ ମଧ୍ୟରେ ଥିବା ନିବିଡ଼ ସ୍ନେହର ଏହା ଏକ ଉଦାହରଣ ପାଲଟିଛି। ସାତ ଫେରା ନେବା ପରେ ମଧ୍ୟ ଭଉଣୀ ଶାଶୁ ଘରକୁ ଯିବାକୁ ମନା କରିଦେଇଛନ୍ତି। ଏହି ଘଟଣା ସମସ୍ତିପୁର ଜିଲାର ମୁଫାସିଲ ପୋଲିସ…
ଏଇ ଭାରତରେ
ଦସ୍ୟୁ ରତ୍ନାକର ବାଲ୍ମୀକି ହେବା ଭଳି ନାଗାଲାଣ୍ଡର ରୁଭୁତୋ ବେଲ୍ହୋ ଶିକାର ଛାଡ଼ି ପ୍ରାଣୀ ସଂରକ୍ଷକ ପାଲଟିିଯାଇଛନ୍ତି। ପିଲାଟି ଦିନରୁ ଶିକାର ସହ ଅଭ୍ୟସ୍ତ ରହି ବହୁ ଜୀବଙ୍କୁ ହତ୍ୟା କରିଥିବା ବେଲ୍ହୋ ପ୍ରାଣୀ ଉଦ୍ଧାର କାର୍ଯ୍ୟରେ ଲିପ୍ତ ରହିଛନ୍ତି। ଏବେ…
Archives


