ଏଇ ଭାରତରେ

କାନପୁରରେ ଖୁସି ବାଣ୍ଟୁଛି ଉଦ୍ଦେଶ୍ୟ ସଚାନଙ୍କ ଗୁରୁକୁଳମ୍‌। ଏହାକୁ ‘ଖୁସିର ସ୍କୁଲ’ ଭାବେ ଲୋକେ ଜାଣନ୍ତି। ଏହା ଏକପ୍ରକାର ମୁକ୍ତ ସ୍କୁଲ; ଯେଉଁଠି ଗଣିତ ଓ ଅନ୍ୟାନ୍ୟ ବିଷୟ ଶିକ୍ଷା ଦିଆଯିବା ସହ ଜୀବନରେ ପିଲାମାନେ କେମିତି ସଫଳ ହେବେ ସେହି କୌଶଳ ମଧ୍ୟ ପ୍ରଦାନ କରାଯାଉଛି। ଅସହାୟ ବସ୍ତି ପିଲାମାନଙ୍କୁ ସେ ମାଗଣରେ ପଢ଼ାଉଛନ୍ତି। ଏବେ ୧୫୦ ପିଲା ସ୍କୁଲକୁ ଆସୁଛନ୍ତି। ସ୍କୁଲରେ ୪୦୦ ପର୍ଯ୍ୟନ୍ତ ପିଲାଙ୍କୁ ଶିିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି ସଚାନ। ଏଥିପାଇଁ ୩ ଜଣ ଶିକ୍ଷକଙ୍କୁ ନିଯୁକ୍ତ କରିଛନ୍ତି। ଲୋକଙ୍କ ଅନୁଦାନରେ ଚାଲିଛି ଏହି ସ୍କୁଲ। ସଚାନ ପିଲାଦିନ କଟିଥିଲା କାନପୁରରେ। ସେ ଦର୍ଶନଶାସ୍ତ୍ରରେ ଡିଗ୍ରୀ ହାସଲ କରିଛନ୍ତି। ଗରିବ ପିଲାମାନେ ପାଠରୁ ବଞ୍ଚିତ ନ ହୁଅନ୍ତୁ, ସେଥିପାଇଁ ସଚାନ ୨୦୧୯ରେ ପ୍ରତିଷ୍ଠା କରିଥିଲେ ଗୁରୁକୁଳ, ଯାହା ଏବେ ତାଙ୍କ ଉଦ୍ଦେଶ୍ୟ ପୂରଣ କରିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଳେବେଳେ ଗୋଟିଏ ଗୋଟିଏ ଘଟଣା ଜଣଙ୍କ ମାନସିକ ସ୍ତରରେ ପରିବର୍ତ୍ତନ ଆଣିଥାଏ, ଯାହା ଘଟିଛି ଗଭର୍ନମେଣ୍ଟ ରେଲଓ୍ବେ ପୋଲିସ କନଷ୍ଟେବଳ ରୋହିତଙ୍କ କ୍ଷେତ୍ରରେ। ତାଙ୍କର ପୂରା...

ବିବାଦୀୟ ଟୁଇଟ୍‌

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଦାୟିତ୍ୱହୀନ ଭାବେ ଟୁଇଟ୍‌ କରି ଏବେ ମହାରାଷ୍ଟ୍ର ଆଇଏଏସ୍‌ ଅଫିସର ନିଧି ଚୌଧରୀଙ୍କ କ୍ୟାରିୟର ବିପଦରେ ପଡ଼ିଛି। ଏହି କାରଣରୁ...

ଉଡ଼ତା ଓଡ଼ିଶା

ଅନିଲ ବିଶ୍ୱାଳ ୨୦୧୬ରେ ବଲିଉଡ୍‌ରେ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା, ଯାହାର ନାଁ ଥିଲା ଉଡ଼ତା ପଞ୍ଜାବ। ଚଳଚ୍ଚିତ୍ରଟି ଏକପ୍ରକାର ବ୍ୟବସାୟିକ ସଫଳତା ତ ପାଇଥିଲା...

ଅକାଳ ମୃତ୍ୟୁ

ଇଂ. ମୁରଲୀଧର ହୋତା ଯେଉଁ ପ୍ରବନ୍ଧରେ ଆଲୋଚକର ବହୁପାଠିତା, ପାଣ୍ଡିତ୍ୟ ଓ ଅନୁଶୀଳନ ଦକ୍ଷତା ପରିଦୃଷ୍ଟ ହୁଏ ଏବଂ ଯାହା ପାଠକର ପ୍ରାଣରେ କିଛିଟା ଆଲୋଡ଼ନ...

ସୁଖୀର ମନସ୍ତତ୍ତ୍ୱ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ମଣିଷ ଭ୍ରମବଶତଃ ଇନ୍ଦ୍ରିୟାନୁଭୂତ ଆନନ୍ଦକୁ ସୁଖ ମଣେ। ଇନ୍ଦ୍ରିୟତୃପ୍ତି ପାଇଁ ସେ ଅମାପ ଧନ ଅର୍ଜନ କରେ। ସେ ଭାବେ...

ଏଇ ଭାରତରେ

ନିଜ ଜୀବନରେ ଯାହା ଘଟିିଥିଲା ତାହା ଅନ୍ୟମାନଙ୍କ ଜୀବନରେ ନ ଆସୁ- ଏମିତି ଭାବନା ନେଇ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ମହାରାଷ୍ଟ୍ରର ଅନୁରାଧା...

ଏଇ ଭାରତରେ

ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଦିବସ ପାଳନ କରାଯାଉଛି। ହେଲେ ‘ନୋ ବ୍ୟାଗ୍‌ ଡେ’ ବିଷୟରେ କେବେ ଶୁଣିଛନ୍ତି କି? ଏମିତି ଏକ ଦିବସ ପାଳନ...

Dillip Cherian

ସନ୍ଦେହରେ ନିଯୁକ୍ତି

ନିକଟରେ କର୍ନାଟକର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ରୂପକ କୁମାର ଦତ୍ତଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି, ଯାହାକୁ ନେଇ ଚର୍ଚ୍ଚା ଜୋର୍‌...

Advertisement
Archives

Model This Week