ଏଇ ଭାରତରେ
ପରିବାର ଅଣଦେଖା କରୁଥିବା ମାନସିକ ଓ ଶାରୀରିକ ଦିବ୍ୟାଙ୍ଗମାନଙ୍କ ଅଶାବାଡ଼ି ପାଲଟିଛନ୍ତି ଉତ୍ତରପ୍ରଦେଶର ୩୮ ବର୍ଷୀୟ ଅନିଲ ଜୋଶେଫ। ସେ ଏଭଳି ପିଲାମାନଙ୍କ ପାଇଁ ଖାଦ୍ୟ, ବସ୍ତ୍ର, ଚିକିତ୍ସା ଆଦିର ସମସ୍ତ ବ୍ୟବସ୍ଥା କରୁଛନ୍ତି। ଅନିଲ ଏକ ଏନ୍ଜିଓରେ କାମ କରୁଥିବା…
କରୋନାର ଲେଉଟାଣି
ମାୟାଧର ନାୟକ ପୁଣି କରୋନାର କରାଳ ରୂପ ଚାଇନା, ଆମେରିକା, ଜାପାନ, କୋରିଆ ପ୍ରମୁଖ ଦେଶକୁ ଲେଉଟାଣି ବିଶ୍ୱବାସୀଙ୍କ ଚିନ୍ତାର କାରଣ ପାଲଟିଯାଇଛି। ୨୦୧୯ରୁ ଆଜିପର୍ଯ୍ୟନ୍ତ କରୋନାର କାଳବଳୟରେ ସମଗ୍ର ବିଶ୍ୱ ଜ୍ୱଳନ୍ତ ଜତୁଗୃହ। ଯେଉଁଠି ଚାହିଁଲେ କେବଳ ନୈରାଶ୍ୟ, ଆତଙ୍କର…
ନୂଆ ଦାୟିତ୍ୱ ଅପେକ୍ଷାରେ
ଅବସରପ୍ରାପ୍ତ ୧୯୮୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା ପୂର୍ବତନ ମୁମ୍ବାଇ ମ୍ୟୁନିସିପାଲ କମିଶନର ପ୍ରବୀଣ ପରଦେଶୀ କରୋନା ମହାମାରୀ ସଂକ୍ରମଣ ସମୟରେ ନିଗମର ନେତୃତ୍ୱ ନେଇ ଆବଶ୍ୟକ କୋଭିଡ୍ ଚିକିତ୍ସା ସୁବିଧା ଯୋଗାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଏବେ ପରଦେଶୀଙ୍କୁ ମହାରାଷ୍ଟ୍ର…
କୃଷକଙ୍କ ଆୟ ଦୁଇଗୁଣ ହେଲାନି
ଭାଲଚନ୍ଦ୍ର ଷଡ଼ଙ୍ଗୀ ୨୦୧୪ରେ କ୍ଷମତାକୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦଳ ଦେଶରେ କୃଷି ସଙ୍କଟର ସମାଧାନ ସହ କୃଷକଙ୍କ ପାଇଁ ଭଲ ଦିନ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ। ଭାଜପା ନେତାମାନେ କ୍ଷମତାକୁ ଆସିଲେ ଦେଶରେ କୃଷି ସଙ୍କଟର…
ଜୈବବିବିଧତାର ସ୍ୱଦେଶୀ ରକ୍ଷକ
ଫିଲିପାଇନ୍ସର ଦକ୍ଷିଣପଶ୍ଚିମରେ ଥିବା ଜଙ୍ଗଲରେ ବଟାକ୍ ଜନଜାତି ଲୋକେ ରହନ୍ତି। ଏହି ଜଙ୍ଗଲ ଜୈବବିବିଧତାର ପ୍ରମୁଖ ସ୍ଥଳୀ। କାନାଡ଼ାର ମଣ୍ଟ୍ରିଲ ଆକାର ଏହି ଜଙ୍ଗଲରେ ସ୍ତନ୍ୟପାୟୀ ପାଙ୍ଗୋଲିନ୍ ସମେତ ବିପଦରେ ଥିବା ତଥା ବିଲୁପ୍ତପ୍ରାୟ ୩୧ଟି ପ୍ରଜାତି ଜୀବ ଦେଖାଯାଆନ୍ତି। ୨୦୨୧ର…
ମୁଁ କିଏ
ବୋଧ କହିଲେ ବୁଝିବାକୁ ହୁଏ ଜ୍ଞାନ ଅଥବା ବୁଝିବା ଶକ୍ତି। ଏ ବୋଧଶକ୍ତି ବଳରେ ବୁଦ୍ଧତ୍ୱ ପ୍ରାପ୍ତ କରାଯାଇପାରେ ଏଥିରେ ତିଳେମାତ୍ର ଦ୍ୱିରୁକ୍ତି ନାହିଁ। ସେହିପରି ବୁଦ୍ଧ କୌଣସି ନାମ କି ଉପନାମ ନୁହେଁ। ପରନ୍ତୁ ତାହା ଏକ ଅବସ୍ଥା। ମନୁଷ୍ୟ…
ସ୍ମୃତି ଓ ଜହ୍ନରାତି
ଆମେ ସାଧାରଣତଃ ସ୍ମୃତିକୁ ଜହ୍ନରାତି ସହିତ ତୁଳନା କରିଥାଉ। କାରଣ, ଏ ଉଭୟ ଆମ ବିକ୍ଷୁବ୍ଧ ମନକୁ ଶାନ୍ତ କରିଥା’ନ୍ତି। ବିଜୁଳିବତି ନ ଥିବା ଯୁଗର ପଲ୍ଲୀଗ୍ରାମରେ ବଢ଼ିଥିବା ଲୋକେ ହିଁ କେବଳ ସ୍ମରଣ କରିପାରିବେ ଯେ, କର୍ମମୟ ଦିବସର ଅବସାନ…
ଏଇ ଭାରତରେ
ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଏକ ନିଆରା ଉପାୟ ଆପଣାଇଛନ୍ତି ଡ. ଗଜାନନ ଡି ମୁରାକ୍ତାର। ଲୋକମାନେ ଜଙ୍ଗଲକୁ ଅଧିକ ଗୁରୁତ୍ୱ ଦେଉଥିବାବେଳ ସେଠାରେ ଘାସପଡ଼ିଆ କଥା ଅଧିକ ଚିନ୍ତା କରୁଛନ୍ତି ଡ. ଗଜାନନ। ସେ ୨୫ ବର୍ଷ ହେଲା…
ଏଇ ଭାରତରେ
ଇ କମର୍ସ କମ୍ପାନୀଗୁଡ଼ିକ ଦ୍ୱାରା ପସନ୍ଦର ଜିନିଷ ଘରେ ପହଞ୍ଚୁଥିବା ଭଳି ଏବେ ବେଙ୍ଗାଲୁରୁର ୨ ଭଉଣୀ ଯଶୋଦା ଏବଂ ରେହା କାରୁତୁରି ଲୋକଙ୍କୁ ପୂଜାଫୁଲ ଦେଉଛନ୍ତି। ସେମାନେ ହୁଭୁ (କନ୍ନଡ ଭାଷାରେ ଫୁଲ) ଫ୍ରେଶ୍ ଷ୍ଟାର୍ଟଅପ୍ ଗଠନ କରି ତା’…
ଓଲଟାମତି, ଓଲଟଗତି
ଶୁଭନାରାୟଣ ଶତପଥୀ ସୁରାପାନ ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ପରିବ୍ୟାପ୍ତ। ସୁରା କବଳରୁ ଯୁବକ, ଯୁବତୀ, ମହିଳା ଏମିତି କି ଶିଶୁମାନେ ମଧ୍ୟ ବାଦ ପଡୁନାହାନ୍ତି। ଥରେ ଗୋଟିଏ ସ୍ଥାନରେ କେତେକ ପିଲା ସୁରାପାନ କରୁଥିବାର ଦେଖିବାକୁ ମିଳିଲା। ଏତିକିବେଳେ…
ମଣିଷ ସମୟର ଦାସ
ରାଧାଶ୍ୟାମ ରାଉଳ ସମୟର ପ୍ରବହମାନ ସ୍ରୋତରେ ଜୀବନରେ ଓ ଜଗତରେ ନାନା ଘଟଣା ଘଟୁଛି, ଅନେକ କିଛି ପରିବର୍ତ୍ତନ ହେଉଛି। ଇତିହାସ ହେଉ କି ପୁରାଣ ଶାସ୍ତ୍ରର ଚର୍ଚ୍ଚା ହେଉ; ସେଥିରୁ ଅନେକ ପ୍ରମାଣ ମିଳିବ ଯେ, କେତେକେତେ ପ୍ରତାପୀ,…
ବିଶ୍ୱାସରେ ସାନ୍ତା
ସାନ୍ତାକ୍ଲଜ୍ କିଏ ତାହା ସାମ୍ପ୍ରତିକ ସମୟରେ ସମୀକ୍ଷା କରାଯିବା ଦରକାର। ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ସହ ସାନ୍ତାକ୍ଲଜ୍ର ସମ୍ପର୍କ କ’ଣ ରହିଛି ତାହା ମଧ୍ୟ ଜାଣିବା ଆବଶ୍ୟକ। ପ୍ରଥମେ ଏଠାରେ ଏକ କାହାଣୀ ଅବତାରଣା କରାଯାଉଛି। ଜଣେ ଜାପାନୀଙ୍କ ଶପିଂ ମଲ୍କୁ ଜଣେ…
Archives


