ସମ୍ପାଦକୀୟ

ପିଲା ଯାଉଥିଲେ ବାଲିଯାତ୍ରା

ସର୍ବଭାରତୀୟ ସ୍ତରରେ କଟକ ବାଲିଯାତ୍ରାର ସ୍ଥାନ ସ୍ବତନ୍ତ୍ର। ସପ୍ତାହବ୍ୟାପୀ ଏହି ବାଲିଯାତ୍ରାରେ ଆନନ୍ଦ ଓ ମନୋହରର ବିପଣୀରେ ସାମିଲ ହେବା ପାଇଁ ଜନସାଧାରଣଙ୍କ ଭିତରେ ପିଲାମାନେ ସାମିଲ ହୋଇଥାନ୍ତି। ପିଲାମାନଙ୍କ ପାଇଁ ବାଲିଯାତ୍ରାର ମହକ ବି ଏକ ସ୍ବତନ୍ତ୍ର ସ୍ଥାନ...

ବଦଳୁଥିବା ସମୟ

ଯୁଗ ବଦଳୁଛି ଓ ତା’ ସହ ବଦଳୁଛି ଆମ ଚାଲିଚଳନ, ବେଶଭୂଷା, ଖାଦ୍ୟପେୟ, ବୃତ୍ତି ଓ ଆମର ଦୈନନ୍ଦିନ ବ୍ୟବହାରରେ ଆସୁଥିବା ପ୍ରତିଟି ସାମଗ୍ରୀ। ଗତ ତିନି ଦଶନ୍ଧି ଧରି ଏ ସବୁର ପରିବର୍ତ୍ତନ କ୍ଷିପ୍ର ଗତିରେ ଘଟୁଛି। ନବେ...

ଏଇ ଭାରତରେ

ରାଜସ୍ଥାନର ଏକ ଛୋଟ ଗାଁ ବିଳାସପୁର। ଉକ୍ତ ଗାଁର ପାନଦୋକାନୀ ବିଳାସ ରାମ ମଓ୍ବୋଡ ପାନ ବିକ୍ରି କରିବା ସହ ଗାଁକୁ ପ୍ଲାଷ୍ଟିକ୍‌ ମୁକ୍ତ ରଖିବା ଲାଗି ଚଳାଇଥିବା ଅଭିଯାନ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି। ସେ ପ୍ରତିମାସରେ ୫୦...

ଏଇ ଭାରତରେ

ଦିନମଜୁରିଆଙ୍କ ଅଭାବୀ ଜୀବନର ଦୁଃଖକୁ ଅନୁଭବ କରିଛନ୍ତି ଦିଲ୍ଲୀର ଦୁଇ ଭାଇ। ସେମାନେ ଦିନମଜୁରିଆମାନଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ବ୍ରିଗେଡିୟର ପ୍ରେମ୍‌ଜିତ ସିଂ ପାନେସର ଓ କରମ୍‌ଜିତ ସିଂ ‘ବୀରଜିକା ଡେରା’ର ସ୍ବେଚ୍ଛାସେବୀମାନଙ୍କ ସାହାଯ୍ୟରେ ମେଡିକାଲ କ୍ୟାମ୍ପ...

ପ୍ରଶ୍ନ ପଚାରିବାର ଅଭ୍ୟାସ

ଡ. ନିରଞ୍ଜନ ମିଶ୍ର   ଓଡ଼ିଆମାନଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆମେ ଅନେକ ନାମରେ ଡାକିଥାଉ। ଯଥା- କାଳିଆ ସାଆନ୍ତ, ଅଧାଗଢ଼ା ଦିଅଁ, ଦାରୁବ୍ରହ୍ମ, ଭାବଗ୍ରାହୀ ଇତ୍ୟାଦି। ସତରେ ତାଙ୍କ କଥା ଭାବିଲେ ଓ ତାଙ୍କ ଜଣାଣ ଶୁଣିଲେ...

ନିରର୍ଥକ ହଲ୍ଲାଗୁଲ୍ଲା

ନାରାୟଣ ମିଶ୍ର   ଏବେ ପ୍ରତି ୨/୩ ମାସରେ ଥରେ ବାରମ୍ବାର ଶ୍ରେଷ୍ଠ ପୁରସ୍କାର ପାଉଥିବା ଆମ ରାଜ୍ୟରେ ଗୋଟାଏ ଲେଖାଁ ଜଘନ୍ୟ ହତ୍ୟାକାଣ୍ଡ, ଦୁଷ୍କର୍ମ, ହତ୍ୟା ଇତ୍ୟାଦି ଘଟି ଚାଲିଛି। କୌଣସି ଏକ ପାଶବିକ, ଅମାନୁଷିକ, ବର୍ବରୋଚିତ ଘଟଣା...

ବଟୁଆ ଖୋଲୁନାହାନ୍ତି

ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱରେ ବାତ୍ୟା, ବନ୍ୟା, ମରୁଡ଼ି, ବନାଗ୍ନି, ହିମ ଓ ଭୂସ୍ଖଳନ ଏବଂ ସମୁଦ୍ର ଜଳପତ୍ତନ ବୃଦ୍ଧି ଘଟି ବ୍ୟାପକ ଧନଜୀବନ କ୍ଷତି ହେଉଛି। ଏହାସହ ଜଳବାୟୁଜନିତ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ି ପାଶ୍ଚାତ୍ୟରେ ସାମାଜିକ ଓ ଅର୍ଥନୈତିକ...

ଏଲନ୍‌ଙ୍କ ଟୁଇଟର

ସାମାଜିକ ଗଣମାଧ୍ୟମରେ ରାଜୁତି କରୁଥିବା ଅନ୍ୟତମ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟରର ମାଲିକାନା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କଙ୍କ ହାତକୁ ଚାଲିଯିବା ପରେ ଦିନକୁଦିନ ନୂଆ ଖବର ପଦାକୁ ଆସୁଛି। ‘ବ୍ଲୁ ଟିକ୍‌’ ପାଇଁ ଅର୍ଥ ଚାର୍ଜ କରିବା...

ଏଇ ଭାରତରେ

‘କନ୍ୟାରତ୍ନ’ ଏକଥା ଜାଣି ମଧ୍ୟ ଅନେକେ ଏବେ ସୁଦ୍ଧା ସେମାନଙ୍କୁ ମାତୃଗର୍ଭରୁ ହତ୍ୟା କରୁଛନ୍ତି। ଭ୍ରୂଣ ନିରୂପଣ ଓ ହତ୍ୟା ଭଳି ବେଆଇନ କାର୍ଯ୍ୟ ଲାଗି ଦଣ୍ଡ ବ୍ୟବସ୍ଥା କରାଯାଇଥିଲେ ବି ଲୁଚାଛପାରେ ଏହା ଚାଲିଛି। ତେବେ କନ୍ୟାଭ୍ରୂଣ ହତ୍ୟା...

ପ୍ରଗତି ଓ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ମାନବୀୟ ବିଚାରବୋଧରୁ ବିକଶିତ ସାମାଜିକ ଜୀବନଧାରା ହେଉଛି ସଂସ୍କୃତି। ରୀତିନୀତି,ଧର୍ମକର୍ମ, ଖାଦ୍ୟପେୟ, ବେଶପୋଷାକ,ପର୍ବପର୍ବାଣି ଓ ପ୍ରଥା-ପରମ୍ପରା ଇତ୍ୟାଦି ତା’ର ଅଙ୍ଗୀଭୂତ ବିଷୟ। ଅର୍ଥାତ୍‌ ଜୀବନ ବଞ୍ଚିବା ପାଇଁ ମଣିଷ ଯେତେ ଯାହା ଆବଶ୍ୟକ କରେ...

ଜୀବନଶୈଳୀ ଓ ଜଳବାୟୁ ପରିବର୍ତ୍ତନ

ଡ. ଜୟକୃଷ୍ଣ ପାଣିଗ୍ରାହୀ ସମ୍ପ୍ରତି ବିକାଶ ଓ ପ୍ରଗତିର ମାୟାଜାଲରେ ବଶୀଭୂତ ହୋଇ ମାନବ ସମାଜ ଏକ ଅସହନୀୟ ମାର୍ଗରେ ଅଗ୍ରସର ହେଉଛି। ଏହା ଆମ ଗ୍ରହର ପ୍ରକୃତି ଓ ପରିବେଶର ଗୁଣାତ୍ମକ ମାନରେ ଅବକ୍ଷୟ ଘଟାଇ ବିନାଶକାରୀ ପ୍ରଭାବ...

୬ ବର୍ଷ ପରେ

ବିମୁଦ୍ରୀକରଣକୁ ୮ ନଭେମ୍ବର ୨୦୨୨ରେ ୬ ବର୍ଷ ପୂରିଲା। ଏହି ସମୟ ମଧ୍ୟରେ ଭାରତର ଅର୍ଥନୀତି କେଉଁ ସ୍ତରକୁ ଖସିଛି, ତାହା ପ୍ରତ୍ୟେକ ଦେଶବାସୀ ଦୈନନ୍ଦିନ ଅନୁଭବ କରୁଛନ୍ତି। କିନ୍ତୁ କେହି କିଛି କରିବା ସ୍ଥିତିରେ ନାହାନ୍ତି। ୮ ନଭେମ୍ବର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri