ସିଧା ଗାର
ବିଚାର ବିଭାଗ କିମ୍ବା ପୋଲିସ ହେପାଜତରେ ଥିବାବେଳେ ମହିଳା ଅଭିଯୁକ୍ତଙ୍କ ଭର୍ଜିନିଟି ବା କୁମାରିତ୍ୱ ପରୀକ୍ଷା କରାଯିବା ଅସାମ୍ବିଧାନିକ ବୋଲି ୭ ଫେବୃୟାରୀ ୨୦୨୩ରେ ଦିଲ୍ଲୀ ହାଇକୋର୍ଟ ଏକ ରାୟ ଦେଇଛନ୍ତି। କେରଳରେ ୧୯୯୨ରେ ସିଷ୍ଟର ଅଭୟାଙ୍କୁ ହତ୍ୟା କରାଯାଇଥିବା ଘଟଣାରେ…
କୁନ୍ତଳାଙ୍କ କାବ୍ୟରେ ଦେଶଭକ୍ତି ଝଲକ
ଜୀବନର ଅନେକ ସୁଖଦୁଃଖର ଶିଡ଼ି ଅତିକ୍ରମ କରି ନାରୀମାନଙ୍କ ମଧ୍ୟରେ ଆଧୁନିକ ସାରସ୍ବତ ଗଗନର ପ୍ରଭାତୀ ତାରା ରୂପେ ଉଇଁ କୁନ୍ତଳା କୁମାରୀ ନିଜକୁ କେବଳ ବିଭୁଭକ୍ତିର ଚତୁଃସୀମାରେ ଆବଦ୍ଧ ରଖି ନ ଥିଲେ, ବରଂ ତାଙ୍କ ଲେଖନୀରେ ଦେଶପ୍ରେମ ବ୍ୟଞ୍ଜକ…
ଈଶ୍ୱର ସମର୍ପିତ ଜୀବନରେ ବ୍ୟାଧି
ସାଧୁ, ସନ୍ଥ କିମ୍ବା ଈଶ୍ୱର ସମର୍ପିତ ଭକ୍ତମାନେ ଯେତେବେଳେ ଦୁଃଖ ଯନ୍ତ୍ରଣା ଓ ଦୁରାରୋଗ୍ୟ ବ୍ୟାଧିରେ ଆକ୍ରାନ୍ତ ହୁଅନ୍ତି ମନରେ ପ୍ରଶ୍ନ ଉଠେ ଈଶ୍ୱରଙ୍କ ପ୍ରତି ସମର୍ପିତ ହୋଇ ମଧ୍ୟ ଯଦି ସେସବୁଠୁ ମୁକ୍ତି ମିଳେ ନାହିଁ, ତା’ହେଲେ ଈଶ୍ୱର ଆରାଧନା…
ଏଇ ଭାରତରେ
ଛୋଟ ଚାକିରିରେ ସନ୍ତୁଷ୍ଟି ବା ଜବ୍ ସାଟିସ୍ଫିକେଶନ କେତେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ତାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବିବେକଙ୍କ କ୍ଷେତ୍ରରେ। ବିବେକ ପ୍ରଥମେ ଦିଲ୍ଲୀ ପୋଲିସରେ ହାବିଲଦାର ଥିଲେ ଓ ପରେ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ ପରୀକ୍ଷା ଦେଇ…
ଏଇ ଭାରତରେ
ଶିକ୍ଷାଲାଭ କରି ଉଚ୍ଚ ପଦବୀ ହାସଲ କରିବା ପଛରେ ଅନେକଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥାଏ, ଯାହାର ସାମ୍ନା କରିଛନ୍ତି ଉତ୍ତରାଖଣ୍ଡର ହିମାଂଶୁ କାଫାଲ୍ଟିଆ। ଦୁର୍ଗମ ଗାଁ ତୁର୍ସାରରେ ଜନ୍ମିତ ହିମାଂଶୁ ସିଭିଲ ସର୍ଭିସରେ ସଫଳ ହେବା ପରେ ତାଙ୍କ ଆଦ୍ୟ…
ମନ୍ଦିରରେ ଆତ୍ମିକ ସେବା
ଡ. ସତ୍ୟନାରାୟଣ ମିଶ୍ର ଭାରତୀୟ ହିନ୍ଦୁ ଜୀବନରେ ଧର୍ମ ଏକ ସତନ୍ତ୍ର ସ୍ଥାନ ଅଧିକାର କରିଥାଏ। ବିଶେଷତଃ ଦୁଇ ପ୍ରକାରର ବ୍ୟକ୍ତି ସମାଜରେ ଦୃଶ୍ୟମାନ ହୋଇଥାଏ, ଗୋଟିଏ ଆସ୍ତିକ ବା ଯେଉଁମାନେ ଧର୍ମକୁ ବିଶ୍ୱାସ କରିଥାନ୍ତି ଓ ଅନ୍ୟଟି ନାସ୍ତିକ, ଯେଉଁମାନେ…
ଜୈବିକ କୃଷି ଓ ପାରଜିନୀୟ ଫସଲ
ପ୍ର. ରମେଶ ଚନ୍ଦ୍ର ପରିଡ଼ା ସ୍ୱାଧୀନତା ପ୍ରାପ୍ତି ପରେ ପ୍ରାୟ ଦୁଇ ଦଶନ୍ଧି ଧରି ଆମ ଦେଶ କ୍ଷୁଧା ସହିତ ସଂଗ୍ରାମ ଚଳାଇ ଆସିଥିଲା ଆମେରିକା ବା ମେକ୍ସିକୋରୁ ଆମଦାନୀ ହେଉଥିବା ଗହମର ସହାୟତାରେ। ତେବେ କୃଷି ବିଜ୍ଞାନୀ ଏମ୍.ଏସ୍. ସ୍ବାମୀନାଥନଙ୍କ…
ଆଦାନୀ ନୁହେଁ ଭାରତ
ଆମେରିକାର ହିଣ୍ଡେନ୍ବର୍ଗ ରିସର୍ଚ୍ଚ ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍ ବିରୋଧରେ ଶକ୍ତିଶାଳୀ ଅଭିଯୋଗ ଆଣିବା ପରେ ଭାରତୀୟ ପୁଞ୍ଜିବଜାର ଦୋହଲିଯାଇଛି। ବିଶ୍ୱରେ ତୃତୀୟ ଧନୀ ବ୍ୟକ୍ତି ଭାବେ ପହଞ୍ଚତ୍ଥିବା ଆଦାନୀ ବହୁ ତଳକୁ ଖସିପଡ଼ିଛନ୍ତି। ସେ ଜାଣିଶୁଣି…
ଏଇ ଭାରତରେ
ବନ୍ଧୁତାର କୌଣସି ଧର୍ମ ନାହିଁ। କିନ୍ତୁ ବନ୍ଧୁତାର କିଛି କାହାଣୀ ଉଦାହରଣ ପାଲଟିଯାଏ। ଯେତେବେଳେ ଧର୍ମ ନାମରେ ଘୃଣା ବିସ୍ତାର କରିବାର ପ୍ରୟାସ ଦେଖାଯାଇଥାଏ ସେତେବେଳେ ଏଭଳି ଉଦାହରଣଗୁଡ଼ିକ ସମାଜର ଠିକାଦାରଙ୍କୁ ଉପଯୁକ୍ତ ଉତ୍ତର ଦେବାକୁ ସକ୍ଷମ ହୋଇଥାଏ। ସାଧାରଣତଃ ସାମାଜିକ…
ପୁଷ୍ଟିଶସ୍ୟର ଜୟଯାତ୍ରା
ଶ୍ରୁତକୀର୍ତ୍ତି ତ୍ରିପାଠୀ ଆମ ରାଜ୍ୟ ତଥା ଭାରତରେ ବହୁ ପୂର୍ବରୁ ବହୁଳ ମାତ୍ରାରେ ପୁଷ୍ଟିଶସ୍ୟର ଉତ୍ପାଦନ କରାଯାଉଥିଲା। ଏପରିକି ଚାଷୀମାନଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଥିଲା ନିଜ ଇଚ୍ଛାକୃତ ଶସ୍ୟ ଉତ୍ପାଦନ କରିବା ପାଇଁ। ମାତ୍ର କ୍ରମେ ସରକାରୀ ପ୍ରତିବନ୍ଧକ ଯୋଗୁ…
ଆର୍ଥିକ ଅନ୍ତର୍ଦୃଷ୍ଟି ଏବଂ ବିତ୍ତୀୟ ନିଅଣ୍ଟ
ଅମିୟ କୁମାର ମହାପାତ୍ର ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ଏବେ ତାହାର ପ୍ରାସଙ୍ଗିକତା ଏବଂ ଉପାଦେୟତା ଉପରେ ସମୀକ୍ଷା, ଆଲୋଚନା ଏବଂ ସମାଲୋଚନା ଚାଲିଛି। କୌଣସି ଦେଶର ବଜେଟ କେବଳ…
ଯୋଗାଡ଼ିଆ
ଭାରତ ଆଗାମୀ ଦିନରେ ବିଶ୍ୱର ନେତୃତ୍ୱ ନେବ ବୋଲି ଦେଶର ଶୀର୍ଷ ନେତା କହୁଛନ୍ତି। କହୁଛନ୍ତି ଭାରତ ହେବ ବିଶ୍ୱଗୁରୁ। ଆହୁରି ମଧ୍ୟ କୁହାଯାଉଛି ସ୍ୱାଧୀନତା ପରେ ଯାହା କରାଯାଇପାରି ନ ଥିଲା, ବିଗତ ୯ ବର୍ଷ ମଧ୍ୟରେ ତାହାଠାରୁ ଯଥେଷ୍ଟ…
Archives


