ସମ୍ପାଦକୀୟ

ଏଇ ଭାରତରେ

ସ୍କୁଲ ଦୁଆରମୁହଁ ମାଡ଼ି ନ ଥିଲେ ବି ବହୁ ସମୟରେ ତୃଣମୂଳସ୍ତରରେ ବହୁ ମହିଳା ନିଜର ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ନୂତନତ୍ୱ ହାସଲ କରିଥା’ନ୍ତି, ଯାହାର ଏକ ଦୃଷ୍ଟାନ୍ତ ହେଉଛନ୍ତି ଲହରି ବାଈ। ମଧ୍ୟପ୍ରଦେଶର ବଇଗା ଆଦିବାସୀ ମହିଳା ଲହରି…

ଜ୍ଞାନ ଅଜ୍ଞାନ

ରିତେଶ କୁମାର ଶିଶୁ   ସାରା ସଂସାରରେ ଯେତେସବୁ ଜ୍ଞାନ ଅଛି, ତାହା ଏ ମାନବ ଜାତିର ଏକ ସାମୂହିକ ସଫଳତା। ପିଢ଼ି ପରେ ପିଢ଼ି ଅନେକ ବ୍ୟକ୍ତିଙ୍କର ଲବ୍ଧ ଜ୍ଞାନ ମିଶି ଆଜି ମାନବ ସମାଜର ସାମଗ୍ରିକ ବିକାଶ ହୋଇଛି।…

ଅନୁଶାସନ ଅପରାଧ ନୁହେଁ

ଯଦୁମଣି ପାଣିଗ୍ରାହୀ   ସରକାରୀ ସ୍ତରରେ ଯେଉଁଦିନଠାରୁ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରି ନିୟମ ପ୍ରଣୟନ କରାଗଲା ଅନେକ ମାତାପିତା ଓ ଅଭିଭାବକ ଏଥିରେ କିଛିଟା ଖୁସିବ୍ୟକ୍ତ କରିଥିଲେ। ସେମାନଙ୍କ ପିଲାଙ୍କୁ ଆଉ ଏଥର ଶିକ୍ଷକମାନେ ମାରି ପାରିବେନି।…

ଲୋଭର ଅନ୍ତ ନାହିଁ

ଏବେ ଆଦାନୀ ଘଟଣା ଦେଶକୁ ମାଡ଼ି ବସିଛି। ତାହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ସୁନିଶ୍ଚିତ ପଡ଼ିବ ବୋଲି ଦେଶର ଶିକ୍ଷିତ ନାଗରିକ ବୁଝିସାରିଲେଣି। ଦେଖିବାକୁ ଗଲେ, ଭାରତର ଅର୍ଥନୀତି ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିବାର ସବୁ ଲକ୍ଷଣ ଦେଖାଯାଉଛି। କେବଳ ଆମେରିକୀୟ…

ଏଇ ଭାରତରେ

ସ୍କୁଲ ଛାଡ଼ୁଥିବା ପିଲାମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଅଶୋକ ରାଠୋର। ଅଶୋକ ରହୁଛନ୍ତି ମୁମ୍ବାଇରେ। ମୁମ୍ବାଇ ବସ୍ତିରେ ଅର୍ଥାଭାବରୁ ପଢ଼ା ଛାଡ଼ି ଦେଉଥିବା ପିଲାମାନଙ୍କୁ ସେ ଫୁଟ୍‌ବଲ ମାଧ୍ୟମରେ ଆକର୍ଷିତ କରି ପୁନର୍ବାର ଶିକ୍ଷାର ମୁଖ୍ୟ ସ୍ରୋତକୁ ଆଣୁଛନ୍ତି। ଅଶୋକ ନିଜେ…

ବହୁଦର୍ଶୀ ସାମ୍ବାଦିକ

ଜୀବନସାରା ସାମ୍ବାଦିକ ଅନ୍ୟମାନଙ୍କ କଥା କହେ। ଯାହାଙ୍କ ବ୍ୟକ୍ତିତ୍ୱ ବିଷୟରେ ବର୍ଣ୍ଣନା କରିବାକୁ ଥିବ, ସେଥିନେଇ ସେ ତଥ୍ୟ ସଂଗ୍ରହ କରେ। ହେଲେ ନିଜ ଜୀବନର କଥା ବଖାଣିବାକୁ ତା’ ପାଖରେ ତର ନ ଥାଏ। ଏହି ସ୍ତମ୍ଭରେ ସାମ୍ବାଦିକ ଏନି…

ପ୍ରଶାସନରେ ବର୍ଦ୍ଧିଷ୍ଣୁ ବିଶୃଙ୍ଖଳା

ସହଦେବ ସାହୁ   କେଓସ୍‌ (ବିଶୃଙ୍ଖଳା ଘଟିବା) ଏକ ପ୍ରାକୃତିକ ପ୍ରକ୍ରିୟା। ଯଦି ବାହାରୁ ସୂର୍ଯ୍ୟ ଓ ଅନ୍ୟ ତାରକାଙ୍କଠାରୁ ଶକ୍ତି ପାଉ ନ ଥାନ୍ତା ତେବେ ପୃଥିବୀଟା କେଉଁ କାଳରୁ ଏକ ଶୁଷ୍କ ଶିଳା ପେଣ୍ଡୁ ହୋଇଯାଆନ୍ତାଣି। ପଦାର୍ଥ ବିଜ୍ଞାନୀ…

ଭିଡ଼ହିଂସାର ଭିତିରି କଥା

ଆକାର ପଟେଲ   ନ୍ୟୁଜ୍‌ କହିଲେ ସାମ୍ପ୍ରତିକ ଘଟଣା କିମ୍ବା ଏବକାର ପରିବର୍ତ୍ତିତ ସ୍ଥିତି ସମ୍ପର୍କିତ ତଥ୍ୟକୁ ବୁଝାଏ। ଏବେ କିନ୍ତୁ ଏଥିରେ କିଛି ଅଭାବ ରହୁଛି ଏବଂ ଯାହା ନ୍ୟୁଜ୍‌ ପାଇଁ ଯୋଗ୍ୟ ତାହାକୁ ବାଦ୍‌ ଦିଆଯାଉଛି। ଯେଉଁ ବିଷୟଗୁଡ଼ିକ…

ଏଇ ଭାରତରେ

ସୁନା ମୂଲ୍ୟ ଅମୂଲମୂଲ। ଯେଉଁ ଜିନିଷକୁ ସୁନା ସହ ତୁଳନା କରାଯାଏ ତାହାର ମୂଲ୍ୟ ବି ଅଧିକ। ଏମିତି ଏକ କଳାସୁନା ବା ଜିଆଖତ ତିଆରି କରିଛନ୍ତି ଉତ୍ତରପ୍ରଦେଶର ସନା ଖାନ୍‌। ସେ ଏସ୍‌.ଜେ. ଅର୍ଗାନିକ୍ସ ପ୍ରତିଷ୍ଠା କରି ସେଠାରେ ଏହା…

ଦୁଃଖ ଓ ଯନ୍ତ୍ରଣା

ଆରତି ମହାନ୍ତି ଦୁଃଖରୁ ରକ୍ଷାପାଇବାକୁ ମଣିଷ ନାନା ଉପାୟ ପାଞ୍ଚିଛି-ଠାକୁର ପୂଜା କରି କି ନାନା ରକମର ମଉଜ ମଜଲିସ୍‌ ଭିତରେ ନିଜକୁ ମନେଇ ରଖି ଇତ୍ୟାଦି। କିନ୍ତୁ ସେଥିରେ ସେ ସଫଳ ହୋଇପାରି ନାହିଁ। ଦୁଃଖକୁ ଆଡ଼େଇଦେଲେ କି ଦବେଇ…

ଧନୀ ହେବା ପାଇଁ ଟିକସ

ଶୈଳେନ୍ଦ୍ର ଦ୍ୱିବେଦୀ ଯେଉଁମାନେ ଭାରତର ଦାରିଦ୍ର୍ୟ ନେଇ ‘ଅକ୍ସଫାମ୍‌’ ସମେତ ଅନ୍ୟାନ୍ୟ ଆନ୍ତର୍ଜାତିକ ରିପୋର୍ଟଗୁଡ଼ିକୁ ଅଣଦେଖା କରନ୍ତି ସେମାନଙ୍କ ପାଇଁ ଉଲ୍ଲେଖ କରିବା ଉଚିତ ମନେକରୁଛି ଯେ, ସ୍ବୟଂ ସରକାର ମଧ୍ୟ ବିଭିନ୍ନ ସମୟରେ ସ୍ବୀକାର କରି ଆସୁଛନ୍ତି : ଆମ…

ବିନା ପଦବୀରେ ବଦଳି

ମହାରାଷ୍ଟ୍ର ସରକାର ବରିଷ୍ଠ ବାବୁମାନଙ୍କ ନିଯୁକ୍ତିରେ ବିଳମ୍ବ କରୁଥିବାରୁ ତାକୁ ନେଇ ସେମାନେ କ୍ଷୋଭ ପ୍ରକାଶ କରୁଛନ୍ତି। ସମ୍ଭବତଃ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଯୋଗୁ ଏଭଳି ବିଳମ୍ବ ଘଟୁଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri