ଏଇ ଭାରତରେ

ଅନେକେ ପ୍ଲାଷ୍ଟିକ ବର୍ଜ୍ୟ ସମସ୍ୟାର ସମାଧାନ ଉପାୟ ବାହାର କରୁଥିବାବେଳେ ନଏଡାର ମାଧୁରୀ ବାଲୋଡି ଓ ଅମିତ ସିଂ ଅଦରକାରୀ କାଚ ବୋତଲ ଅପ୍‌ସାଇକ୍ଲିଂ କରୁଛନ୍ତି। ଏବେ ସୁଦ୍ଧା ସେମାନେ ୮ ଲକ୍ଷ କାଚ ବୋତଲ ସଂଗ୍ରହ କରି ଅପ୍‌ସାଇକ୍ଲିଂ କରିସାରିଲେଣି। ସେମାନେ ୨୦୧୩ରେ ‘ଦି ପୋଏଟ୍ରି-ଆର୍ଟ ପ୍ରୋଜେକ୍ଟ’ ଆରମ୍ଭ କରି ତା’ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ବର୍ଜ୍ୟ ଗୋଟାଳି ଏବଂ ଅନ୍ୟମାନଙ୍କଠାରୁ ସେ ବୋତଲ ସଂଗ୍ରହ କରି ସେଥିରୁ ଆକର୍ଷଣୀୟ ଗ୍ଲାସ୍‌, ସର୍ଭିଂ ସେଟ୍‌, ଲ୍ୟାମ୍ପ ଏବଂ ଅନ୍ୟ ଘରସଜ୍ଜା ଉପକରଣ ଆଦି ତିଆରି କରୁଛନ୍ତି। ଏଗୁଡ଼ିକ ୩୦୦ ଟଙ୍କାରୁ ଆରମ୍ଭ ହୋଇ ୧,୬୦୦ ଟଙ୍କାରେ ବିକ୍ରି ହେଉଛି। ଏହିସବୁ ସାମଗ୍ରୀକୁ ସେମାନେ ଭାରତ ସମେତ କାନାଡା, ନେଦରଲାଣ୍ଡ୍ସ, ଦୁବାଇ ଏବଂ ବ୍ରିଟେନରେ ବିକ୍ରି କରୁଛନ୍ତି ଓ ୮୦ ହଜାର ଗ୍ରାହକ ସୃଷ୍ଟି କରିପାରିଛନ୍ତି। ବୋତଲ ସଂଗ୍ରହ କରିବା ଲାଗି ଫେସ୍‌ବୁକ୍‌ରେ ‘ବ୍ରିିଙ୍ଗ ୟୋର ଓନ୍‌ ବଟଲ’(ବିଓ୍ବାଇଓବି) ଅଭିଯାନ ଚଳାଇବା ଦ୍ୱାରା ଅନେକ ଲୋକ ଏଥିରେ ସାମିଲ ହୋଇ ସେମାନଙ୍କ ପାଖରେ ବୋତଲ ପହଞ୍ଚାଉଛନ୍ତି। କେବଳ ନଏଡାରେ ୧୫୦ ବର୍ଜ୍ୟ ସଂଗ୍ରହକାରୀ ଏଥିରେ ଯୋଡ଼ି ହୋଇଛନ୍ତି ଓ ଏଥିରୁ ଲାଭ ବି ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri