ଏଇ ଭାରତରେ

ରୋଗ ହେଲେ ସମସ୍ତେ ଡାକ୍ତରଙ୍କ ପାଖକୁ ଯାଆନ୍ତି, କିନ୍ତୁ ଡାକ୍ତର ଲୋକଙ୍କ ଘରକୁ ଯିବା କେବେ ଦେଖିଛନ୍ତି। ଏଭଳି ବ୍ୟବସ୍ଥା ଦେଖିବାକୁ ମିଳିଛି ତାମିଲନାଡୁ ମଦୁରାଇରେ। ସେଠାକାର ଡାକ୍ତର ଡ.ସ୍ବାମୀନାଥନ ସି ଗାଡ଼ିରେ ଲୋକମାନଙ୍କ ଘରେ ପହଞ୍ଚି ବରିଷ୍ଠ ନାଗରିକମାନଙ୍କୁ ଶସ୍ତାରେ ଚିକିତ୍ସା କରୁଛନ୍ତି। ଏବେ ସୁଦ୍ଧା ୨୫,୦୦୦ ବରିଷ୍ଠ ନାଗରିକଙ୍କୁ ସେ ସେବା ଯୋଗାଇ ସାରିଲେଣି। ‘ଡକ୍ଟର୍ସ ଅନ୍‌ ହ୍ବିଲ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଏଭଳି ସେବା ଜାରି ରହିଛି। ୨୦୧୯ରେ ଏହାକୁ ଆରମ୍ଭ କରାଯାଇଥିଲା। ୨୦୧୫ରେ ସ୍ବାମୀନାଥନ ଡାକ୍ତରୀ ଶିକ୍ଷା ଶେଷ କରି ଏକ ଘରୋଇ ଡାକ୍ତରଖାନାରେ ଚାକିରି କରିଥିଲେ। ପରେ ତାହାକୁ ଛାଡ଼ି ୫ ବର୍ଷ ହେଲା ଏଭଳି ଚିକିତ୍ସା ଯୋଗାଇ ଚାଲିଛନ୍ତି। ତାଙ୍କ ଟିମ୍‌ରେ ଅଛନ୍ତି ଜଣେ ଡାକ୍ତର, ପିଜିଓଥେରାପିଷ୍ଟ, ରେଡିଓଲୋଜିଷ୍ଟ, ନର୍ସ ଏବଂ ଜଣେ ଡ୍ରାଇଭର। ପୂରା ଟିମ୍‌ ଦିନକୁ ୧୪ ଘଣ୍ଟା କାମ କରୁଛନ୍ତି। ଆବଶ୍ୟକ ହେଲେ ବରିଷ୍ଠ ନାଗରିକଙ୍କୁ ସେମାନଙ୍କ ପସନ୍ଦର ହସ୍ପିଟାଲରେ ଆଡ୍‌ମିଶନ କରି ମାଗଣାରେ ଚିକିତ୍ସା କରାଯାଉଛି। ଦିନକୁ ସ୍ବାମୀନାଥନଙ୍କୁ ୨୫ଟି କଲ ମିଳୁଛି ଓ ସେ ସେମାନଙ୍କ ଘରେ ପହଞ୍ଚୁଛନ୍ତି। ଦୂରତାକୁ ନେଇ ପୀଡ଼ିତଙ୍କଠାରୁ ୩୦୦ରୁ ୮୦୦ ଟଙ୍କା ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri