ପକ୍ଷୀ ଓ ପରିବେଶ
ଡ. ପ୍ରଫୁଲ୍ଲ କୁମାର ସାହୁ ଆଗେ ପ୍ରାୟତଃ ସବୁ ଗଁା ମୁଣ୍ଡରେ ଥିଲା ବଡ଼ ବଡ଼ ଝଙ୍କାଳିଆ ବରଗଛ। କେଉଁ ସ୍ମରଣାତୀତ କାଳରୁ ରହିଆସିଥିବା ଏହି ବୃକ୍ଷର ଶାଖା ପ୍ରଶାଖାର ବିସ୍ତୃତି ତଥା ଚେର ଓ ଓହଳମାନଙ୍କ ପରସ୍ପର ସହଯୋଗ କାରଣରୁ…
ଆଣବିକ ଭୟ ବଢ଼ୁଛି
ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ କହିଛନ୍ତି ଯେ, ବେଲାରୁୁଷ୍ରେ କୌଶଳଗତ ଆଣବିକ ଅସ୍ତ୍ରଶସ୍ତ୍ର ମୁତୟନ କରାଯିବ। ପୁଟିନ୍ଙ୍କର ଏଭଳି ଯୋଜନା ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତିରେ ଅଧିକ ଉତ୍ତେଜନା ସୃଷ୍ଟି କରିବା ସହ ଏହା ୟୁକ୍ରେନ୍କୁ ସାମରିକ ସହଯୋଗ କରୁଥିବା ନାଟୋକୁ ଚେତାବନୀ…
ପାଣି ପଞ୍ଚାୟତ
ଗଙ୍ଗାଧର ସାମଲ ଆମ ରାଜ୍ୟର ପ୍ରାୟ ସତୁରି ଭାଗ ଲୋକ କୃଷି ଉପରେ ନିର୍ଭର କରି ଚଳନ୍ତି। ଏଠାରେ ଅଣଜଳସେଚିତ ଜମି ଅଧିକ ଥିବାରୁ ବନ୍ୟା, ମରୁଡ଼ିର ଚାଷୀ ଶିକାର ହୋଇ ଋଣ ଶୁଝି ନ ପାରି ସର୍ବସ୍ବାନ୍ତ ହୁଅନ୍ତି। ଏହି…
ଏଇ ଭାରତରେ
ପରିବେଶକୁ କାର୍ବନମୁକ୍ତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ବି ମହାରାଷ୍ଟ୍ରର ଏକ ଏନ୍ଜିଓର ସଫଳତା ଉଦାହରଣ ସୃଷ୍ଟି କରିଛି। ଆୟୁର୍ବେଦିକ୍ ଡାକ୍ତର ଦମ୍ପତି ପ୍ରସାଦ ଓ ହର୍ଷଦା ଦେଓଧରଙ୍କ ଦ୍ୱାରା ପ୍ରତିଷ୍ଠିତ ଭଗୀରଥ ଗ୍ରାମ୍ୟ ବିକାଶ ପ୍ରତିଷ୍ଠାନ ଦ୍ୱାରା…
ଏଇ ଭାରତରେ
ଲେବର ବ୍ୟାଙ୍କ ବା ଶ୍ରମିକ ବ୍ୟାଙ୍କ ନାଁ କେବେ ଶୁଣିଛନ୍ତି। ଏମିତି ଏକ ବ୍ୟାଙ୍କ ଚାଲିଛି କର୍ନାଟକରେ। ଅନ୍ୟମାନଙ୍କୁ କାମ ଯୋଗାଇ ଅଭାବ ଦୂର କରିବା ଲାଗି ଏହି ବ୍ୟାଙ୍କ ପ୍ରତିଷ୍ଠା କରିଛନ୍ତି ଶାମଶୁଦ୍ଧିନ ବଲିଗର। ସେ ରାଣେବେନୁର ସହର ପାଖ…
ଜଙ୍ଗଲ ସ୍କୁଲରେ ମାଛ ଛାତ୍ର
ଡ. ମନୋରଞ୍ଜନ ପ୍ରଧାନ ସାମାଜିକ ଗଣମାଧ୍ୟମରେ ଏକ ରୋଚକ କାହାଣୀ ପଢ଼ିବାର ସୁଯୋଗ ମିଳିଲା। କାହାଣୀଟି କାଳ୍ପନିକ ହୋଇଥିଲେ ମଧ୍ୟ ବିଷୟବସ୍ତୁ ତଥ୍ୟ ଓ ସତ୍ୟ ଉପରେ ଆଧାରିତ ଯାହାକି ଚିନ୍ତନଶୀଳ ଓ ଶିକ୍ଷଣୀୟ। କାହାଣୀର ସଂକ୍ଷିପ୍ତ ଅବତାରଣା କରୁଛୁ।…
କାଠଗଡ଼ାରେ ରାଜ୍ୟପାଳ ପଦବୀ
ସୌଭାଗ୍ୟ ସୁନ୍ଦରରାୟ ‘ରାଜନୈତିକ ପ୍ରକ୍ରିୟା ସହ ରାଜ୍ୟପାଳ ଜଡ଼ିତ ହେବା କିମ୍ବା କୌଣସି ସରକାର ପତନରେ ଭାଗୀଦାରି ହେବା ଉଚିତ ନୁହେଁ।’ ମହାରାଷ୍ଟ୍ରରେ ଉଦ୍ଧବ ଠାକ୍ରେ ନେତୃତ୍ୱାଧୀନ ସରକାର ପତନ ପରିପ୍ରେକ୍ଷୀରେ ଦେଶର ଶୀର୍ଷ ଅଦାଲତଙ୍କ ଏହି ମନ୍ତବ୍ୟ ଭାରତୀୟ…
ମାନହାନି ଅଡ଼ୁଆ
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏମ୍ପି ଭାବେ ଅଯୋଗ୍ୟ ଘୋଷଣା କରାଯିବା ପରେ ପାର୍ଲାମେଣ୍ଟରେ ତାଙ୍କ ସଦସ୍ୟ ପଦ ରଦ୍ଦ କରାଯାଇଛି। ଏହି ଘଟଣା ଏବେ ସମଗ୍ର ଦେଶରେ ପ୍ରମୁଖ ଚର୍ଚ୍ଚିତ ଖବର ପାଲଟିଛି। ବିରୋଧୀମାନେ କୋର୍ଟଙ୍କ ନିଷ୍ପତ୍ତି ରାଜନୈତିକ ଉଦ୍ଦେଶ୍ୟ…
ଏଇ ଭାରତରେ
ଲୁହାକୁ ଯେତେ ପିଟିବ ତାହା ସେତେ ମଜଭୁତ ହେବ- ଏହି କଥାଟିକୁ ସେହି ମହିଳା ଜଣକ ବାରମ୍ବାର ଦୋହରାନ୍ତି ଯିଏ କି ପିଲାଦିନରୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ବେଶ୍ ମଜଭୁତ ହୋଇପାରିଛନ୍ତି। ଏହି ମହିଳା ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ୨୬…
ଗଣିତର ମେସି
ଲୁଇଜ୍ କାଫାରେଲି ବୈଦିକ ସମୟରୁ ଆଜିଯାଏ ଗଣିତ ଏକ ଜଟିଳ ବିଷୟ ରହିଆସିଛି। ତାହା କେତେକଙ୍କ ପାଇଁ ସହଜ ହୋଇଥିବା ବେଳେ ଅନେକଙ୍କ ସକାଶେ ଜଟିଳ ହୋଇଥାଏ। ଏ ଦିଗରେ ଗବେଷଣା କରି ଯେଉଁମାନେ ନୂତନ ସମାଧାନ ସୂତ୍ର ବାହାର କରିଥାଆନ୍ତି,…
ଉତ୍ତର ନ ଥିବା ପ୍ରଶ୍ନ
ଚିତ୍ର ଚରିତ୍ର ମଣିଷର ଜ୍ଞାନ ବିଜ୍ଞାନ, ବିଦ୍ବତ୍ତା ଓ ବୌଦ୍ଧିକତା ଯେତେ ପ୍ରଖର ହେଲେ ବି କିଛି ଆଧିଭୌତିକ ପ୍ରଶ୍ନ ଚିରକାଳ ତା’ ପାଇଁ ରହସ୍ୟ ହୋଇ ରହିଆସିଛି, ଯାହାର ଉତ୍ତର ଖୋଜିବା ତା’ ପାଇଁ ଏକ ଆହ୍ବାନ ହୋଇ ଛିଡ଼ା…
ରାସ୍ତା ବଦଳାଇବାର ବେଳ
୨୦୧୪ରେ ମନମୋହନ ସିଂ କହିଥିଲେ- ଏହା ମୋର ଦୃଢ଼ ବିଶ୍ୱାସ, ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ହେଲେ ତାହା ଦେଶ ପାଇଁ ବିପର୍ଯ୍ୟୟ ଆଣିବ। ଏହାର ୪ ବର୍ଷ ପରେ ସେ ପୁଣି କହିଥିଲେ, ଅତ୍ୟଧିକ ଲୋକ ମୋଦିଙ୍କ ଦକ୍ଷତା କିମ୍ବା…
Archives


