ସମ୍ପାଦକୀୟ

ଏଇ ଭାରତରେ

ସମସ୍ତେ ଭିନ୍ନ ଭିନ୍ନ ଡିଜାଇନର ଆକର୍ଷଣୀୟ ଘର କରୁଛନ୍ତି କିନ୍ତୁ ବେଙ୍ଗାଲୁରୁର ଦମ୍ପତି ଶ୍ରୀନି ଏବଂ ସୁଷମା ଏଭଳି ଘର ନିର୍ମାଣ କରିଛନ୍ତି, ଯେଉଁଥିରେ ବିଦ୍ୟୁତ ଓ ପାଣି ପାଇଁ ବାହାର ଉପରେ ନିର୍ଭର କରିବାକୁ ପଡ଼ୁନାହିଁ। ଘରେ ସବୁଜ ଶକ୍ତିର…

ତଳ ଦେଶର ଲୋକ

ଦ୍ୱିତୀ ଚନ୍ଦ୍ର ସାହୁ ପାରମ୍ପରିକ ବାଜା ବାଜୁଥିଲା। ଢାମ୍ପ, ମହୁରୀ ଓ ତୁଡୁମର ନାଦରେ ଗଗନ ପବନ କମ୍ପି ଉଠୁଥିଲା। ଗୁରୁମାଇ ସବୁ ଧଳାଲୁଗା ପିନ୍ଧି ମନ୍ତ୍ର ପଢ଼ୁଥିଲେ। ଅଲିଖିତ ଧାରାରେ ନାଚୁଥିଲେ ସେମାନେ। ବାକି ଗଁା ଲୋକ ପାରମ୍ପରିକ ଅସ୍ତ୍ରଶସ୍ତ୍ର…

ଶିଶୁଶ୍ରମରୁ ଶିକ୍ଷାୟତନ

ରାଜୀବ କୁମାର ନାୟକ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଏକ ଛୋଟ ଗାଁ ବାବୁପାଲି । ଏହି ଗାଁର ଗୌଡ଼ଗୋଠରେ ବାସ କରନ୍ତି ସୁନୀତା ଭୋଇ,ଆକାଶ ଗୁରୁ,ଦୁର୍ଯ୍ୟୋଧନ ଭୋଇ ଏବଂ ବେଣୁଧର ପୋଢ଼। ସମସ୍ତଙ୍କର ବୟସ ପାଖାପାଖି ୧୬ ।…

ମିଳିଲେ କିଣିବେ

ମେ’ ପ୍ରଥମ ସପ୍ତାହରେ ସର୍ବିଆର ରାଜଧାନୀ ବେଲ୍‌ଗ୍ରେଡର ଏକ ପ୍ରାଥମିକ ସ୍କୁଲରେ ଜଣେ ୧୩ ବର୍ଷ ବୟସ୍କ ବାଳକର ଆଖିବୁଜା ଗୁଳିଚାଳନା ଯୋଗୁ ୮ଜଣ ଛାତ୍ରଙ୍କ ସମେତ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା। ତା’ ପରଦିନ ରାଜଧାନୀ ବେଲ୍‌ଗ୍ରେଡର ଦକ୍ଷିଣକୁ…

ରାଶିଫଳ: ମଙ୍ଗଳବାର , ମେ ୯ ତାରିଖ – Daily Horoscope

ମେଷ ଆଜି ଭାଇ, ବନ୍ଧୁ, ସମ୍ପର୍କୀୟ କିମ୍ବା ଆମତ୍ୀୟଙ୍କ ସାହାଯ୍ୟରୁ ଅର୍ଥ ପାଇବେ। ବନ୍ଧୁଙ୍କ ଆସିବା ବାଟକୁ ଅପେକ୍ଷା କରିବା କାରଣରୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। କ୍ରୀଡ଼ା,…

ଏଇ ଭାରତରେ

ତାମିଲନାଡୁର ଆର୍ଟିଷ୍ଟ ଏସ୍‌. ଜେୟା କ୍ରୁଜ୍‌ ଷଢ଼େଇର ପୁନଃଉପଯୋଗ କରି ଏହାକୁ ନାରୀ ସଶକ୍ତୀକରଣର ମାଧ୍ୟମରେ ପରିଣତ କରିଛନ୍ତି। ବଡ଼ କଥା ହେଉଛି ସେ ଷଢ଼େଇରେ ବିଭିନ୍ନ କଳାକୃତି ଓ ଗହଣା ତିଆରି କରି ଚର୍ଚ୍ଚାରେ ରହିଛନ୍ତି। ଜେୟା ଏଣେତେଣେ ଫିଙ୍ଗି…

ମଣିଷ ପ୍ରକୃତିକୁ ଫେରୁଛି

ବିଭାବତୀ ଦାଶ   ଜହ୍ନ ଯେତେଦିନ ଯାଏ ମାମୁ ହୋଇ ରହିଥିଲା, ସେତେଦିନ ଯାଏ ଜୀବନ କେତେ ସରଳ, ସ୍ବଚ୍ଛନ୍ଦ, ନିର୍ବିକାର ଥିଲା। ତାରାମାନେ ଥିଲେ ସାଙ୍ଗ। ତାରାକୁ ତାରା ଯୋଡ଼ି ଦା’ବେଣ୍ଟ ପରି ସପ୍ତର୍ଷି ମଣ୍ଡଳକୁ ସଞ୍ଜ ଆକାଶରେ ଖୋଜି…

ବିଧିଶାସ୍ତ୍ର କଷଟିରେ ବିବାହ

ଡ.ଗୌରୀଶଙ୍କର ସାହୁ     ଅତିବଡ଼ୀ ଜଗନ୍ନାଥ ଦାସ ଶ୍ରୀମଦ୍ଭାଗବତ ମହାପୁରାଣର ଦଶମ ସ୍କନ୍ଧ ଦ୍ୱାବିଂଶ ଅଧ୍ୟାୟରେ ଶରତ ଋତୁ ଆଗମନ ମାତ୍ରେ ପଶୁ, ପକ୍ଷୀ, ମାନବୀଙ୍କ ମନରେ ଅଙ୍କୁରିତ ବାସନା ବିଷୟରେ ସୁନ୍ଦର ବର୍ଣ୍ଣନା କରିଛନ୍ତି। ସମୟ ଓ ପ୍ରକୃତି…

ମଣିପୁର ନିଆଁ

ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଂଖ୍ୟାଗରିଷ୍ଠ ମେଇତି ସମ୍ପ୍ରଦାୟ ଓ ଆଦିବାସୀଙ୍କ ମଧ୍ୟରେ ଲାଗିଥିବା ହିଂସାରେ ୫୫ ଜଣଙ୍କ ପ୍ରାଣହାନି ଘଟିଥିବା ସରକାରୀ ଭାବେ ତଥ୍ୟ ଦିଆଯାଇଛି। ହେଲେ ବେସରକାରୀ ସଂଖ୍ୟା ଅଧିକ ହେବ ବୋଲି କୁହାଯାଉଛି। ଭାରତବର୍ଷର ବିଭିନ୍ନ ପ୍ରାନ୍ତରରେ…

ଏଇ ଭାରତରେ

ବୟସ ୬୦। କିନ୍ତୁ ବେଙ୍ଗାଲୁରୁରେ ଏକ ଶୁଷ୍କ ହ୍ରଦକୁ ପୁନରୁଦ୍ଧାର କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ରେବତୀ କମାଥ। ସେ ଜଳ ସମସ୍ୟା ସୁଧାରିବା ଲାଗି ସଂଗ୍ରାମ ଜାରି ରଖିବା ସହ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରୁଛନ୍ତି। ବେଙ୍ଗାଲୁରୁର ୨୫…

ବାଫ୍‌ଟା ବିଜୟିନୀ

ମୀରା ସାୟଲ ବ୍ରିଟିଶ୍‌ ଏକାଡେମୀ ଅଫ୍‌ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ ଆଟର୍‌ସ (ବାଫ୍‌ଟା)। କଳାର ପ୍ରସାର କରୁଥିବା ବିଶ୍ୱର ଏହି ଅଗ୍ରଣୀ ସ୍ବାଧୀନ ଦାତବ୍ୟ ସଂସ୍ଥାର ପୁରସ୍କାର ଉତ୍ସବ ଉପରେ ସମସ୍ତଙ୍କ ନଜର ଥାଏ। ପୁରସ୍କାର ସମାରୋହ ସହିତ ବର୍ଷବ୍ୟାପୀ କଳା…

ନକଲି ସାର୍ଟିଫିକେଟ ଓ ବ୍ୟବସ୍ଥାଗତ ତ୍ରୁଟି

ଅଧ୍ୟାପକ ଗୋପବନ୍ଧୁ ସୁଶାସନ ପାଇଁ ଶାସନଗତ ଦୃଢ଼ତା ଅତ୍ୟନ୍ତ ଜରୁରୀ। ଶାସନ ବ୍ୟବସ୍ଥା ହୁଗୁଳି ଗଲେ ଅରାଜକତା ଦେଖାଦିଏ। ଚାରିଆଡ଼େ ମାଫିଆମାନଙ୍କ ପ୍ରାଦୁର୍ଭାବ ବଢ଼ିଯାଏ। ବ୍ୟବସ୍ଥା ବିରୋଧୀ ଅରାଜକ ତତ୍ତ୍ବ ଆତ୍ମପ୍ରକାଶ କରନ୍ତି। ନିଜ ସ୍ବାର୍ଥପାଇଁ ଏମାନେ ସମାନ୍ତରାଳ ବ୍ୟବସ୍ଥା ଚାଲୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri