ଆଇନର ଶାସନରେ ଏନ୍କାଉଣ୍ଟର
ସୌଭାଗ୍ୟ ସୁନ୍ଦରରାୟ ଗତ କିଛିଦିନ ତଳେ ଉତ୍ତରପ୍ରଦେଶର ଝାନ୍ସୀ ନିକଟରେ ଆସାଦ ଅହମ୍ମଦ ନାମକ ଜଣେ ବ୍ୟକ୍ତିଙ୍କର ଏନ୍କାଉଣ୍ଟରରେ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଉତ୍ତରପ୍ରଦେଶର କୁଖ୍ୟାତ ଅପରାଧୀ ତଥା ରାଜନେତା ଅତିକ୍ ଅହମ୍ମଦଙ୍କ ପୁତ୍ର। ଏହା ଏକ ସତ୍ୟ ଏନ୍କାଉଣ୍ଟର…
ସୁସ୍ଥ ଜୀବନର ପ୍ରତ୍ୟାଶା
ଡ. ଜୟକୃଷ୍ଣ ପାଣିଗ୍ରାହୀ ସମ୍ପ୍ରତି ବିଶ୍ୱର ୮୦୦ କୋଟି ଲୋକ ଜୀବନ ନିର୍ବାହ କରୁଛନ୍ତି ଏବଂ ସମସ୍ତ ଆବଶ୍ୟକତାର ପରିପୂରଣ ନିମନ୍ତେ ଧରିତ୍ରୀର ସମ୍ବଳ ଉପରେ ସେମାନେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଠିକ୍ ସେହି ମର୍ମରେ ପ୍ରାୟ ୧୩.୬ ନିୟୁତ ସଂଖ୍ୟାରେ ଉପଲବ୍ଧ…
ଫେରିଲା ପୁରୁଣା ମାମଲା
କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏବେ ଭୋଟର ତଥ୍ୟ ଚୋରି ମାମଲା ପୁନର୍ବାର ସାମ୍ନାକୁ ଆସିଛି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ବେଙ୍ଗାଲୁରୁ ଡିଭିଜନର ଆଞ୍ଚଳିକ କମିଶନର ତଥା ଆଇଏଏସ୍ ଅଧିକାରୀ ଅମ୍ଳାନ ଆଦିତ୍ୟ ବିଶ୍ୱାସଙ୍କ ଦ୍ୱାରା ଏହା ଉପରେ…
ଏଇ ଭାରତରେ
ପିଲାଦିନରୁ ସଂଘର୍ଷ କରି ଉତ୍ତରାଖଣ୍ଡର ହିମାଂଶୁ କଫଲ୍ଟିଆ ସିଭିଲ୍ ସର୍ଭିସ୍ରେ କୃତକାର୍ଯ୍ୟ ହେବା ପରେ ଏସ୍ଡିଏମ୍ ଭାବେ ନିଜ ଦାୟିତ୍ୱ ନିର୍ବାହ କରୁଛନ୍ତି । ସେ କେବଳ ତାଙ୍କ ଦାୟିତ୍ୱ ଭିତରେ ସୀମିତ ରହିନାହାନ୍ତି, ବରଂ ଦୁର୍ଗମ ଅଞ୍ଚଳର ଗାଁଗୁଡ଼ିକରେ ଲାଇବ୍ରେରି…
ଆଇଏମ୍ଏଫ୍ର ଭିନ୍ନ ବିଚାର
ବହୁ ବିଳମ୍ବ ହୋଇଥିଲେ ବି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଶେଷରେ ଦେଶଗୁଡ଼ିକର ଋଣ ହ୍ରାସ ସମ୍ପର୍କିତ ସତ୍ୟକୁ ହୃଦୟଙ୍ଗମ କରିଛି। ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ନିକଟରେ ଋଣ ଫେରସ୍ତ କରିବା ପାଇଁ ଅନୁକୂଳ ସମୟ ରହିଛି ବୋଲି ଅନୁଭବ କରିଛି।…
ଜୀବନ ଚକ୍ରର ଅନୁଭବ
ବେଦରେ ବ୍ରହ୍ମବିଦ୍ୟା ସମ୍ବନ୍ଧୀୟ ବିଷୟବସ୍ତୁଗୁଡ଼ିକ ଉପନିଷଦ୍ ନାମରେ ଖ୍ୟାତ। ଋକ୍ବେଦ ଅନ୍ତର୍ଗତ ଐତରେୟ ଆରଣ୍ୟକର ୪ର୍ଥ, ୫ମ ଓ ୬ଷ୍ଠ ଅଧ୍ୟାୟ ଐତରେୟ ଉପନିଷଦ ଅନ୍ତର୍ଭୁକ୍ତ। ଏହି ୩ ଗୋଟି ଅଧ୍ୟାୟରେ ବ୍ରହ୍ମବିଦ୍ୟା ସମ୍ବନ୍ଧରେ ଆଲୋଚନା କରାଯାଇଛି। ଉପନିଷଦ୍ ଐତରେୟ ଆରଣ୍ୟକର…
କୃତ୍ରିମ ଅମରତ୍ୱ
ଯଦି ଆମେ ୮୦ ବର୍ଷ ବୟସରେ ଜନ୍ମଧାରଣ କରି ଧୀରେ ଧୀରେ ୧୮ ବର୍ଷ ଆଡ଼କୁ ଗତି କରିବା, ତେବେ ଜୀବନ ଅନିର୍ଦ୍ଦିଷ୍ଟ କାଳଯାଏ ସୁଖଶୀଳ ହୋଇ ରହିପାରିବ ବୋଲି ଆମେରିକାର ଖ୍ୟାତନାମା ସାହିତି୍ୟକ ମାର୍କ ଟ୍ବେନ୍ ଦେଇଥିବା ବକ୍ତବ୍ୟ ଯୁଗେ…
ଏଇ ଭାରତରେ
ନିର୍ବାଚନ ଆସିଲେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବା ଲକ୍ଷ୍ୟ କରାଯାଏ। ବହୁ ଆଡ଼ମ୍ବରରେ ପ୍ରାର୍ଥୀମାନେ ଆସି ଆବଶ୍ୟକ ଅର୍ଥ ପଇଠ କରି ଏହା କରିଥାନ୍ତି। କିନ୍ତୁ କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜଣେ ପ୍ରାର୍ଥୀ ୧୦,୦୦୦ ଟଙ୍କାର କେବଳ କଏନ…
ଏଇ ଭାରତରେ
ବିହାରରେ ଜଣେ ବ୍ୟକ୍ତି ନିଜକୁ ଜୀବିତ ସାବ୍ୟସ୍ତ କରିବା ପାଇଁ ଅଧିକାରୀଙ୍କୁ ଗୁହାରି କରୁଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହି ବ୍ୟକ୍ତି ଜଣକ ହେଉଛନ୍ତି ବଗାହ ଜିଲା ମଠିଆ ଗାଁର ବାସିନ୍ଦା ୬୦ ବର୍ଷ ବୟସ୍କ ଚାଷୀ ଅରବିନ୍ଦ…
ପରାଗ ଓ ପାକ
ପରାଗ ଓ ଗ୍ରହଣ ଏହି ଦୁଇଟି ମହାଜାଗତିକ ଘଟଣା ଘଟିବା ସମୟରେ ଉପବାସ ବା ଲଘୁପାକ(ଅଳ୍ପ ଜାଳରେ ସିଝୁଥିବା ଖାଦ୍ୟ)ଭୋଜନ କରିବା ନା ଗୁରୁପାକ (ଅଧିକ ଜାଳ ଆବଶ୍ୟକ କରୁଥିବା ଖାଦ୍ୟ) ଭୋଜନ କରିବା, ୟାକୁ ନେଇ ବହୁ ସମୟରେ ବିତର୍କ…
ସଂଗ୍ରାମୀ କବି ବାଞ୍ଛାନିଧି
ନିଶାକର ରାଉତ ବାଞ୍ଛାନିଧି ମହାନ୍ତି ୧୮୯୭ ଏପ୍ରିଲ ୨୦ ତାରିଖ ଭଦ୍ରକ ଜିଲା ଇରମ (ଚକଲା)ରେ ପିତା ଚିନ୍ତାମଣି ମହାନ୍ତି ଓ ମାତା ପବିତ୍ରା ଦେବୀଙ୍କ କୋଳମଣ୍ଡନ କରି ଭୂମିଷ୍ଠ ହୋଇଥିଲେ । ପିଲାଦିନରୁ ସଙ୍ଗୀତ, ଲେଖା ତଥା ସେବା…
ଜଙ୍ଗଲ ସଂରକ୍ଷଣ ଏକମାତ୍ର ବାଟ
ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡି ସିଲ୍ଭା ଜାନୁୟାରୀ ୨୦୨୩ରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଆମାଜନରେ ଅବୈଧ ଜଙ୍ଗଲ ଧ୍ୱଂସ ଶେଷ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ। ସେ ଜଙ୍ଗଲ ସୁରକ୍ଷାର ପାଣ୍ଠି ବୃଦ୍ଧି କରିବା ଲାଗି ଭାଗୀଦାରି…
Archives


