ସମ୍ପାଦକୀୟ

ନଜର ତୁର୍କୀ ଉପରେ

ତୁର୍କୀର ରାଷ୍ଟ୍ରପତି ନିର୍ବାଚନ ଉପରେ ବିଶ୍ୱର ନଜର ରହିଛି। ମେ ୧୪ରେ ଅନୁଷ୍ଠିତ ନିର୍ବାଚନରେ ଦେଶକୁ ଦୁଇ ଦଶନ୍ଧି ଧରି ଶାସନ କରିଥିବା ରିସେପ ତଇପ ଏର୍ଡୋଗାନ ଓ ବିରୋଧୀ ଦଳର ନେତା କେମାଲ କିଲିକଡାରୋଗ୍ଲୁଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ…

ନିଃସ୍ଵ ମଣିଷ

କେହି ଜଣେ ବ୍ୟକ୍ତି ବିଦ୍ୱାନ ଚାଣକ୍ୟଙ୍କୁ ପ୍ରଶ୍ନ କଲେ ମହାଭାଗ! ବିଷ କ’ଣ? ଚାଣକ୍ୟ ଚମତ୍କାର ଉତ୍ତରଟିଏ ଦେଲେ। ”ଆବଶ୍ୟକତାଠାରୁ ଅଧିକ ମିଳିଥିବା ପ୍ରତ୍ୟେକ ଜିନିଷ ବିଷ । ଏହା କ୍ଷମତା, ଧନ, କ୍ଷୁଧା, ସ୍ବାଭିମାନ, ଲୋଭ, ଆଳସ୍ୟ, ପ୍ରେମ, ଘୃଣା…

କଷ୍ଟ ଦେଉଥିବା ଖୁସି

ସମସ୍ତଙ୍କ ଜୀବନ ହସଖୁସିରେ ଭରିଯାଉ ଏକଥା କିଏ ବା ନ ଚାହେଁ। ତା’ଛଡା ମଣିଷ ଜୀବନର ସଂକ୍ଷିପ୍ତ ଅବଧିକୁ ହସଖୁସିରେ ଅତିବାହିତ କରିବାଟା ସବୁ ଦୃଷ୍ଟିରୁ ଶ୍ରେୟସ୍କର ବୋଲି କେତେକେ ବି ମତ ରଖନ୍ତି। ତେବେ ଖୁସି ହେବା ବା ଖୁସିରେ…

ଏଇ ଭାରତରେ

ଆମ୍ବୁଲାନ୍ସ ପାଇଁ ପାଖରେ ଟଙ୍କା ନ ଥିବାରୁ ଶିଶୁପୁତ୍ରର ମୃତଦେହକୁ ବ୍ୟାଗରେ ରଖି ୨୦୦ କିଲୋମିଟର ଯାତ୍ରାକରିବା ଭଳି ଏକ ଅମାନବୀୟ ଘଟଣା ସାମ୍‌ନାକୁ ଆସିଛି ପଶ୍ଚିମବଙ୍ଗରେ। ଉତ୍ତର ପଶ୍ଚିମବଙ୍ଗର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଶିଶୁ…

ସ୍ବର୍ଗରେ ବି ନିୟନ୍ତ୍ରଣ

ଡ.ସତ୍ୟନାରାୟଣ ମିଶ୍ର ବିଶ୍ୱାସ ଓ ଉପଲବ୍ଧିରୁ ସୃଷ୍ଟି ହୋଇଥାଏ ପ୍ରତ୍ୟେକ ଜାତିର ଧର୍ମ, ଯାହାର ଏକ ନୀତି ନିୟମର ଶୃଙ୍ଖଳିତ ରଜୁରେ ବନ୍ଧାହୋଇଥାଏ ମଣିଷ। ଜନ୍ମ ହେଲେ ମୃତ୍ୟୁ ଓ ମୃତ୍ୟୁ ହେଲେ ଜନ୍ମ ହେଉଛି ଏକ ସନ୍ତୁଳିତ ବିଧି ବ୍ୟବସ୍ଥା…

ଶତ୍ରୁର ଶତ୍ରୁ

୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିଥିଲା। ଏହିି ଯୁଦ୍ଧକୁ ଏବେ ୧୫ ମାସ ଚାଲିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସାହସ ଓ ଧୈର୍ଯ୍ୟର ସହ ରୁଷିଆ ଆକ୍ରମଣର ମୁକାବିଲା କରିଚାଲିଛନ୍ତି। ଯୁଦ୍ଧରେ ୮ ମିଲିୟନ ୟୁକ୍ରେନ୍‌…

ଏଇ ଭାରତରେ

ବିନା ମାଟିରେ ଅର୍ଥାତ୍‌ କେବଳ ପାଣିରେ ଚାଷକରି ନିଜେ ରୋଜଗାର କରିବା ସହ ଅନେକ ହଜାର କୃଷକଙ୍କ ଉପତ୍ାଦନ ବୃଦ୍ଧି କରିବାରେ ସକ୍ଷମ ହୋଇଛନ୍ତି କୋଏମ୍ବାଟୁରର ଗୌରବ ନାରଙ୍ଗ। ସେ ସିଟି ଗ୍ରୀନ୍‌ ନାମକ ସଂସ୍ଥା ଗଠନ କରି ତା’ ମାଧ୍ୟମରେ…

ମହାନଦୀ ସମସ୍ୟାର ସମାଧାନ ଲୋଡ଼ା

ଅନିଲ ବିଶ୍ୱାଳ ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। ହେଲେ ଆଜି ଓଡ଼ିଶାରେ ମହାନଦୀ ବଡ଼ ସଙ୍କଟ ଭିତରେ ବୋହୁଛି। ମହାନଦୀ ଓ ଏହାର ଉପନଦୀଗୁଡ଼ିକ କେବଳ ବର୍ଷା ୪ ମାସକୁ ଛାଡ଼ିଦେଲେ ବାକି ସମୟରେ ଶୁଖିଲା ପଡ଼ୁଛି। ଛତିଶଗଡ଼ ସହିତ ମହାନଦୀକୁ…

ଏଇ ଭାରତରେ

ସମାଜର ବରିଷ୍ଠ ନାଗରିକମାନଙ୍କ ଯତ୍ନ ନେବା ଲାଗି ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ସେମାନଙ୍କ ମାନସିକସ୍ଥିତି ତଥା ଏକାନ୍ତପଣ ଦୂର କରିବା ଏବେ ଏକ ଆହ୍ବାନ ଭାବେ ଉଭା ହୋଇଛି। ତେବେ ଏଭଳି ସମସ୍ୟା ଦୂର କରିବା ପାଇଁ ହରିୟାଣାର ଏମ୍‌.ପି.…

ଲାଞ୍ଛିତ ଭାରତୀୟ ମାତୃତ୍ୱ

ଡ. ନିଖିଳାନନ୍ଦ ପାଣିଗ୍ରାହୀ   ଜୈନ ସମ୍ପ୍ରଦାୟର ଏକ ଭାରତୀୟ ଦମ୍ପତି, ଭବେଶ ଓ ଧାରା ସାହା। ଜର୍ମାନୀର ବର୍ଲିନ୍‌ଠାରେ ଆଇ.ଟି. ସେକ୍ଟରରେ ନିଯୁକ୍ତ ହୋଇଥିଲେ। ସେମାନଙ୍କ ପାଖରେ ଶିଶୁକନ୍ୟା ଆରିହା ଓ ଭବେଶଙ୍କ ମା’ ରହୁଥିଲେ। ସେପ୍ଟେମ୍ବର ୨୦୨୧ରେ ଆରିହାର…

ପ୍ରଗତିବାଦୀ ଚେତନା ଓ କାଳିନ୍ଦୀଚରଣ

ପ୍ରଫୁଲ୍ଲ କୁମାର ସାହୁ   “ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ ମାନ, ଆମ ଝିଅ ବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର ଯିଏ ବାଢ଼ିଛନ୍ତି, ସେ ହେଉଛନ୍ତି ପ୍ରଗତିବାଦୀ…

ଅପ୍ରତ୍ୟାଶିତ ଫଳାଫଳ

କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ଏହି ପୁରାତନ ଜାତୀୟ ଦଳ ଭିତରେ ଜୀବନୀଶକ୍ତି ଭରିଦେଲା ଭଳି ମନେହେଉଛି। କାରଣ କିଛିବର୍ଷ ହେବ ଭାରତୀୟ ଜନତା ପାର୍ଟି (ଭାଜପା) କଳେ ବଳେ କୌଶଳେ ରାଜନୈତିକ ରଣନୀତିରେ ଆଗରେ ରହି ଜାତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri