ସମ୍ପାଦକୀୟ

ସରକାରୀ କର୍ମଚାରୀଙ୍କ ବଦଳି ସମସ୍ୟା

ସୁଧୀର କୁମାର ନାୟକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ପ୍ରତ୍ୟେକ ଶ୍ରେଣୀ ବା ବର୍ଗର କର୍ମଚାରୀମାନଙ୍କ ପାଇଁ ବଦଳି ଏକ ଶୃଙ୍ଖଳିତ ବ୍ୟବସ୍ଥା। କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କ ବଦଳି ନିୟମାବଳୀ ଓ ରାଜ୍ୟ ସରକାରଙ୍କ ନିୟମାବଳୀ ଏକା…

ପୁନର୍ଗଠନ ଚିନ୍ତା

ଟେଲିକମ୍‌ ସେକ୍ଟରର ପୁନର୍ଗଠନ ଲକ୍ଷ୍ୟରେ ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ୍‌ ଇଣ୍ଡିଆ (ଟିଆର୍‌ଏଆଇ)ଆଇନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିବାକୁ କେନ୍ଦ୍ର ଚିନ୍ତା କରୁଥିବା ଜଣାପଡ଼ିଛି। ଏହି ସଂଶୋଧନ ବରିଷ୍ଠ କର୍ପୋରେଟ କାର୍ଯ୍ୟନିର୍ବାହୀମାନଙ୍କୁ ଟିଆର୍‌ଏଆଇର ଅଧ୍ୟକ୍ଷ ହେବାକୁ ସୁଯୋଗ ଦେବ। ପ୍ରମୁଖ ନିୟାମକ…

କର୍କଟ ଚିକିତ୍ସା ପାଇଁ ସୁଯୋଗ

ୟୁନିଭର୍ସାଲ ହେଲ୍‌ଥ କଭରେଜ (ୟୁଏଚ୍‌ସି) ଏକ ସ୍ବାସ୍ଥ୍ୟସେବା ବ୍ୟବସ୍ଥା। ଏଥିରେ ବିନା ଆର୍ଥିକ କଷ୍ଟରେ ବିଶ୍ୱରେ ରୋଗ ନିବାରଣ, ପ୍ରଭାବଶାଳୀ ଚିକିତ୍ସା, ପୁନଃ ଥଇଥାନ ଏବଂ ଉପଶମକ ସେବା ଯୋଗାଇଦିଆଯାଏ। ୟୁଏଚ୍‌ସି ଉପରେ ଅନୁଷ୍ଠିତ ଜାତିସଂଘର ଦ୍ୱିତୀୟ ମିଳିତ ଉଚ୍ଚସ୍ତରୀୟ ବୈଠକରେ…

ଆତଙ୍କବାଦୀ ଆକ୍ରମଣ ଓ କଶ୍ମୀର

ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର ଗଡୋଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ସେନାର ୪ ଯବାନ ଶହୀଦ ହେବା ଘଟଣା ଜମ୍ମୁ-କଶ୍ମୀର ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟା ପ୍ରତି କେବଳ ଏକ ନୂତନ ଚାଲେଞ୍ଜ ଭାବେ ଉଭା ହୋଇନାହିଁ, ଶାନ୍ତି ପ୍ରକ୍ରିୟା ଉପରେ ଏକ…

ଏକ ଅଧୁରା ବିଲ୍‌

କେନ୍ଦ୍ର ସରକାରଙ୍କ ଦ୍ୱାରା ତରବରିଆ ଭାବେ ଡକାଯାଇଥିବା ସଂସଦର ବିଶେଷ ଅଧିବେଶନରେ ବହୁଚର୍ଚ୍ଚିତ ମହିଳା ସଂରକ୍ଷଣ ବିଲ୍‌(‘ନାରୀଶକ୍ତି ବନ୍ଦନା ଅଧିନିୟମ – ୨୦୨୩’ ନାମରେ ନାମିତ) କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ସିଂ ମେଘୱାଲ ସଂସଦରେ ଉପସ୍ଥାପନ କରିବା ପରେ ତାହା ଉଭୟ…

ଏଇ ଭାରତରେ

ତ୍ରିପୁରାରେ ବାଲ୍ୟବିବାହ ବନ୍ଦ କରିବା ସହ ପଢ଼ା ଛାଡ଼ୁଥିବା ଝିଅମାନଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବା ଲାଗି ଆଇଏଏସ୍‌ ଅଧିକାରୀ ସାଜୁ ବହିଦଙ୍କ ପ୍ରୟାସ ପ୍ରଶଂସନୀୟ। ସେ ଦକ୍ଷିଣ ତ୍ରିପୁରା ଜିଲାର ଜିଲାପାଳ ଅଛନ୍ତି। ପ୍ରତି ୧୦ ଜଣରେ ଜଣେ ଝିଅ…

ଚାଷ ଜମିରେ ଜୈବ ବିପ୍ଳବ

ଡି ଶୁଭମ୍‌   ଜୈବିକ କୃଷକୁ ଏବେ ପ୍ରାଥମିକତା ଦିଆଯାଉଛି। କମ୍‌ ଖର୍ଚ୍ଚ, ସ୍ବଳ୍ପ ସମୟ ଓ ଅଧିକ ଆୟର ମାଧ୍ୟମ ହୋଇଛି ଏହି ଜୈବିକ କୃଷି। କୃଷିକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ଚାଷୀଙ୍କ ଭିତରେ ନୂଆ ଜାଗରଣ ଭରି…

ସହଯୋଗିତା ଓ ପ୍ରତିଯୋଗିତା

ଜଚ୍ଚିଦାନନ୍ଦ ଦାଶ   ଆଜିର ଦୁନିଆରେ ପ୍ରତି ମୁହୂର୍ତ୍ତରେ ମଣିଷ ପ୍ରତିଯୋଗିତାମୂଳକ ବାତାବରଣର ସମ୍ମୁଖୀନ ହେଉଛି। ଶିଶୁଟି ଜନ୍ମ ହେବାର କିଛି ଦିନ ପରେ ମଧ୍ୟ ପ୍ରତିଯୋଗିତାର ସମ୍ମୁଖୀନ ହେଉଛି। ଛାତ୍ରଟି ସ୍କୁଲରେ ପଢ଼ିବାକୁ ଯାଇ ମଧ୍ୟ ପ୍ରତିଯୋଗିତାର ସାମ୍ନା କରୁଛି…

ଡଲାରର ପ୍ରଭାବ

କାର୍ଲା ନୋରର୍ଲୋଫ୍‌   ଅନେକ ବିଶେଷଜ୍ଞ ବିଶ୍ୱାସ କରନ୍ତି, ପ୍ରାୟ ୮୦ ବର୍ଷ ଧରି ଚାଲିଆସୁଥିବା ଆମେରିକୀୟ ଡଲାରର ବିଶ୍ୱସ୍ତରୀୟ ପ୍ରଭାବ ଶେଷରେ ଶେଷହେବାକୁ ଯାଉଛି। ଏହା ଅସମ୍ଭବ ନୁହେଁ,କାରଣ ଅର୍ଥନୈତିକ ସଙ୍କଟ, ଦେଶୀୟ ଧ୍ରୁବୀକରଣ ବୃଦ୍ଧି ଏବଂ ଦୃଢ଼ ଭୂରାଜନୈତିକର…

ଏଇ ଭାରତରେ

ପକ୍ଷୀମାନଙ୍କ ପାଇଁ ଆମ୍ବୁଲାନ୍ସ ଚଳାଉଛନ୍ତି ଚଣ୍ଡିଗଡ଼ର ମନ୍‌ଜିତ ସିଂହ। ସେ ଏହି ଆମ୍ବୁଲାନ୍ସ ଚଳାଇଛନ୍ତି ଏକ ସାଇକେଲରେ। ମନ୍‌ଜିତ ଜଣେ ଆର୍ଟ ଶିକ୍ଷକ ଭାବେ ପିଲାଙ୍କୁ ଶିକ୍ଷା ଦେଉଥିଲେ। ଥରେ ଚଣ୍ଡିଗଡ଼ରେ ୫୦ ଜଣ ପିଲାଙ୍କୁ ନେଇ ଏକ କ୍ୟାମ୍ପରେ ଥିବାବେଳେ…

ଆଗକୁ ଅନା

ଦ୍ୱିତୀ ଚନ୍ଦ୍ର ସାହୁ କ’ଣ ପାଇଁ ଏତେ ପଛକୁ ଅନଉଛନ୍ତି ଆପଣ! ଝୁଣ୍ଟି ପଡ଼ିବେ। ମୁହଁମାଡି ପଡିବେ। ହୁଏତ ଆଉ ଉଠି ପାରିବେନି। ଦେଖୁଥିବା ଲୋକ ଟାହିଟାପରା କରିବେ। ନ ଦେଖୁଥିବା ଲୋକ ଆହାଃ ଚୁ ଚା କରିବା ବାହାନାରେ ଭିତରେ…

ରାଷ୍ଟ୍ରୀୟ ସଂହତିର ଗୁରୁତ୍ୱ

ହରେକୃଷ୍ଣ ପଣ୍ଡା ରାଷ୍ଟ୍ରୀୟ ସଂହତିକୁ ବାଦ୍‌ଦେଇ କୌଣସି ରାଜନୈତିକ ଦଳ କ୍ଷମତାସୀନ ହେଲେ, ସେହି ରାଷ୍ଟ୍ରର ଅଧୋଗତି ସୁନିଶ୍ଚିତ। ଦେଶ ଗଠନ, ଦେଶର ବିକାଶ, ପ୍ରଗତି ଦଳୀୟ ରାଜନୀତିର ଆଭିମୁଖ୍ୟ ହେବା ଉଚିତ। କିନ୍ତୁ ଆମ ଦେଶରେ ଦେଖାଯାଉଛି କ୍ଷମତାସୀନ ହେବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri