ଜଣାପଡ଼େ ନାହିଁ ଟାଣେ ପଇସା
ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ପ୍ରମୁଖ ସମସ୍ୟା ଭିତରେ ତମାଖୁ ସେବନ ଅନ୍ୟତମ। ପ୍ରତିବର୍ଷ ପୃଥିବୀର ଜନସଂଖ୍ୟାର ହାରାହାରି ୬ ପ୍ରତିଶତ ଲୋକ ତମାଖୁ ସେବନ ଯୋଗୁ ଅକାଳ ମୃତ୍ୟୁବରଣ କରିଥାନ୍ତି। ଶରୀରରେ ଏଭଳି କେତେକ ନିର୍ଦ୍ଦିଷ୍ଟ ଜିନ୍ ରହିଥାଏ,…
ସାହସିକତା ଓ ବୁଦ୍ଧିମତ୍ତା
ବିପଦ ସମୟରେ ବିଜ୍ଞବ୍ୟକ୍ତି ମଧ୍ୟ ବିଚଳିତ ହୋଇପଡ଼େ। ମାତ୍ର ପରିସ୍ଥିତିକୁ ଆୟତ୍ତ କରି କିଛି ତତ୍କାଳ ପଦକ୍ଷେପ ନେବାଦ୍ୱାରା କେବଳ ସେ ମୁହୂର୍ତ୍ତର ବିପଦ ଟଳିଯାଏ ନାହିଁ ବରଂ ଆଗକୁ ଯିବା ପାଇଁ ମିଳେ ପ୍ରେରଣା ଓ ଭବିଷ୍ୟତର ସମସ୍ତ ବିପଦକୁ…
ଏଇ ଭାରତରେ
ଏ ଦୋସ୍ତି ହମ ନେହିଁ ତୋଡଙ୍ଗେ…ଗୀତଟି ବଲିଉଡ୍ର ବ୍ଲକବଷ୍ଟର ଚଳଚ୍ଚିତ୍ର ଶୋଲେର। ଏହି ଗୀତରେ ଦୁଇ ସାଙ୍ଗଙ୍କ ବନ୍ଧୁତା ଦର୍ଶାଯାଇଛି। ଚଳଚ୍ଚିତ୍ରରେ ଜୟ ଏବଂ ବୀରୁଙ୍କ ମଧ୍ୟରେ ଥିବା ରିଲ୍ ଲାଇଫର ବନ୍ଧୁତାର ଉଦାହରଣ ଏବେ ରିୟଲ ଲାଇଫ୍ରେ ଘଟିଛି। ଜୟଙ୍କ…
ଏଇ ଭାରତରେ
ଉତ୍ତର ଭାରତରେ ମୁଖ୍ୟତଃ ପଞ୍ଜାବ, ହରିୟାଣା, ଦିଲ୍ଲୀ ଓ ଉତ୍ତରପ୍ରଦେଶର କେତେକାଂଶରେ ଶସ୍ୟଖୁଣ୍ଟା ଓ ଅବଶେଷାଂଶ ପୋଡ଼ି ଯୋଗୁ ବାୟୁ ପ୍ରଦୂଷଣ ବଢ଼ୁଥିବାରୁ ଏହା ଉପରେ କଟକଣା ଲଗାଯାଇଛି। ତଥାପି କୃଷକମାନେ ବହୁ ସ୍ଥାନରେ ନଡ଼ା ପୋଡୁଛନ୍ତି। ଏଭଳି ଅଭ୍ୟାସରୁ ସେମାନଙ୍କୁ…
ସତତ ବିକାଶ ଲକ୍ଷ୍ୟ ୫.୩
ଘାସିରାମ ପଣ୍ଡା ସମଗ୍ର ବିଶ୍ୱରେ ବାଲ୍ୟବିବାହର ସ୍ଥିତିରେ ପରିବର୍ତ୍ତନ ଆସିଛି। ୧୦ ବର୍ଷ ପୂର୍ବେ ପ୍ରତି ୪ଜଣରେ ଜଣେ ଝିଅ ବାଲ୍ୟବିବାହର ଶିକାର ହେଉଥିବା ବେଳେ ଏବେ ୫ ଜଣରୁ ଜଣେକୁ ଏହା ଖସି ଆସିଛି। ୨୦୨୩ ମେ’ରେ ୟୁନିସେଫ୍ ପକ୍ଷରୁ…
ସତ୍ୟପାଠର ସତ୍ୟତା
ହରିଶଙ୍କର ମିଶ୍ର ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କରେ ୨୦୧୮ ମସିହାରେ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ୫ ବର୍ଷ ଓ ଛବିଶଟି ଶୁଣାଣି ପରେ ବନ୍ଦ କରିଦେଲେ। ମାମଲା ଦାଏର ପରେ କୋର୍ଟଙ୍କ ନିର୍ଦ୍ଦେଶରେ ପୁରୀ ଜିଲା ଜଜ୍ଙ୍କ…
ସତ୍ୟପାଠର ସତ୍ୟତା
ହରିଶଙ୍କର ମିଶ୍ର ଶ୍ରୀଜଗନ୍ନାଥ ମନ୍ଦିର ସମ୍ପର୍କରେ ୨୦୧୮ ମସିହାରେ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ୫ ବର୍ଷ ଓ ଛବିଶଟି ଶୁଣାଣି ପରେ ବନ୍ଦ କରିଦେଲେ। ମାମଲା ଦାଏର ପରେ କୋର୍ଟଙ୍କ ନିର୍ଦ୍ଦେଶରେ ପୁରୀ ଜିଲା ଜଜ୍ଙ୍କ…
ନିଆଁ ଲଗାଇଲେ, ଲିଭାଇ ପାରିଲେନି
ମଣିପୁରରେ ଏପ୍ରିଲ ତୃତୀୟ ସପ୍ତାହରେ ମେତେଇ ଓ କୁକି ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ହିଂସା ଦେଖାଦେଇଥିଲା। ମଣିପୁର ଉଚ୍ଚ ନ୍ୟାୟାଳୟ ମେତେଇ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ଲାଗି ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ଏହି…
ଏଇ ଭାରତରେ
କୀଟନାଶକର ନକାରାତ୍ମକ ପ୍ରଭାବରୁ ପ୍ରତିବର୍ଷ ଅନେକ ହଜାର ଚାଷୀଙ୍କ ଜୀବନ ଯାଉଛି। କୀଟନାଶକ ସ୍ପ୍ରେ କରିବା ସମୟରେ ସିଧାସଳଖ ଏହା ସଂସ୍ପର୍ଶରେ ଆସିବା ଯୋଗୁ ଏଭଳି ଘଟୁଛି। ତେବେ ଏହି ସମସ୍ୟାର ସମାଧାନ କରିବା ସହ ମୃତ୍ୟୁ ସଂଖ୍ୟା କମାଇ ପାରୁଛି…
ବିଜୁଳି କାଟ୍ର ପ୍ରତିକାର କାହିଁ
ଗଙ୍ଗାଧର ସାମଲ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇ ଏବେ ଝାଞ୍ଜି ପବନ ଆରମ୍ଭ ହୋଇଯାଇଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରଚଣ୍ଡ ଖରା ତାତିରେ ସିଝିବା ପରେ ଏବେ ଉପକୂଳ ଓଡ଼ିଶାରେ ତାତି ଅନୁଭବ ହେଉଛି। ବର୍ତ୍ତମାନ…
ପଶୁତ୍ୱର ଆକ୍ରମଣ
ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ମଣିଷ ମୂଳତଃ ଗୋଟିଏ ପଶୁ ଏବଂ ପ୍ରକୃତିଗତ ଭାବରେ ଆହାର-ନିଦ୍ରା-ଭୟ-ମୈଥୁନର ଆଦିମ ସମ୍ବେଗ ଅନ୍ୟାନ୍ୟ ପଶୁ ଭଳି ତାହାର ଜୀବନକୁ ମଧ୍ୟ ପରିଚାଳିତ କରିଥାଏ। ଏହି ପଶୁ ପ୍ରବୃତ୍ତିର ଊର୍ଦ୍ଧ୍ୱକୁ ଉଠି ଉନ୍ନତ ମାନବ ଧର୍ମର ଆଚାର-ଆଚରଣଗୁଡ଼ିକୁ…
ସେ ତ ଭକତ ଭାବରେ ବନ୍ଧା…
ରଞ୍ଜନ କୁମାର ଦାସ କାଳେ କାଳେ ସେ ଗୋଟିଏ କଥା ରହିଛି ଯେ, ଭଗବାନ ସବୁବେଳେ ଭକ୍ତର ଭାବରେ ବନ୍ଧା। ଯାହାକୁ ସେ ଥରେ ଭଲ ପାଆନ୍ତି ତାକୁ ଅନ୍ତରରେ ନେଇ ସ୍ଥାନ ଦିଅନ୍ତି। ଧ୍ରୁବଙ୍କଠାରୁ ଆରମ୍ଭକରି ପ୍ରହଲ୍ଲାଦ ଯାଏ…
Archives


