ସମ୍ପାଦକୀୟ

ଜଳବାୟୁ ନ୍ୟାୟ

ସାମାଜିକ ନ୍ୟାୟ ପରି ପରିବେଶ ନ୍ୟାୟ, ପରିବେଶ ଉପରେ ବିଶ୍ୱର ସମସ୍ତ ଜନତାଙ୍କ ସମାନ ଅଧିକାର ତଥା ଏବର ପିଢ଼ି ସହିତ ଆଗାମୀ ପିଢ଼ିର ଜନତାଙ୍କ ସମାନ ଅଧିକାର ଉପରେ ଆଧାରିତ ଏକ ଗଣତାନ୍ତ୍ରିକ ବିଚାର। ଆନ୍ତଃରାଜ୍ୟ ନଦୀରୁ ଉପରମୁଣ୍ଡ ରାଜ୍ୟ…

ଏଇ ଭାରତରେ

ପ୍ଲାଷ୍ଟିକ କିମ୍ବା କୃଷି ବର୍ଜ୍ୟର ପୁନଃ ଉପଯୋଗ କରିବା ଲାଗି ଅନେକେ ପ୍ରୟାସ କରୁଛନ୍ତି। କିନ୍ତୁ ଇ-ବର୍ଜ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ହାତଗଣତି କେତେଜଣଙ୍କ ମଧ୍ୟରେ ବେଙ୍ଗାଲୁରୁର ବିଶ୍ୱନାଥ ମାଲାବାଡ଼ି ଦବଙ୍ଗେର ଅନ୍ୟତମ। ସେ ବିଭିନ୍ନ ସ୍ଥାନରୁ ଅଦରକାରୀ କମ୍ପ୍ୟୁଟର, କି-ବୋର୍ଡ,…

ଏଇ ଭାରତରେ

ଜୀବେ ଦୟା ଭାବକୁ ପ୍ରତିପାଦିତ କରିଛନ୍ତି ପଟିଆଲାର ସୁଷମା ସିଂ। ସେ ବୁଲାକୁକୁରଙ୍କୁ ଉଦ୍ଧାର କରି ଘରେ ଆଶ୍ରୟ ଦେବା ସହ ସେମାନଙ୍କ ଯତ୍ନ ନେଉଛନ୍ତି। ଏହି କାର୍ଯ୍ୟ ସେ ୯ ବର୍ଷ ବୟସରୁ ଆରମ୍ଭ କରିଛନ୍ତି। ସେ ଏବେ ଘରେ…

ଆଦିମାନବର କଥା

ବିକାଶର ଧାରାରେ ଶିଳ୍ପକୁ ପ୍ରାଧାନ୍ୟ ଦିଆଯାଉଛି। ଏଥିପାଇଁ ଜଙ୍ଗଲ କାଟି ଶିଳ୍ପ ପ୍ରତିଷ୍ଠା କରାଯାଉଛି। ଅନ୍ୟପକ୍ଷରେ କଟାଯାଉଥିବା ଜଙ୍ଗଲର ସୁରକ୍ଷା ପାଇଁ ଆମେ ଆଇନ ଗଢ଼ିଛୁ। କିନ୍ତୁ ଏହି ଆଇନକୁ ଅମାନ୍ୟକରି ଶିଳ୍ପ ଲାଗି ପଥ ପରିଷ୍କାର କରାଯାଉଛି। ଏହି କାରଣରୁ…

ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏକ ପ୍ରୟାସ: ଭାରତର ଜି୨୦ ଅଧ୍ୟକ୍ଷତା ଏବଂ ଏକ ନୂତନ ବହୁପକ୍ଷବାଦର ପ୍ରାରମ୍ଭ

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ     ଭାରତ ଜି୨୦ ଅଧ୍ୟକ୍ଷତା ଗ୍ରହଣ କରିବାକୁ ଆଜି ୩୬୫ ଦିନ ପୂରିଛି। ‘ବସୁଧୈବ କୁଟୁମ୍ବକମ’- ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ର ଭାବନାକୁ ପ୍ରତିଫଳିତ କରିବା, ସଂକଳ୍ପବଦ୍ଧ ହେବା ଏବଂ ଏହାକୁ ପୁନର୍ଜୀବିତ…

ସ୍କୁଲ ହିଂସା

ଦୁଇ କିମ୍ବା ତିନି ଦଶନ୍ଧି ପୂର୍ବର ସ୍କୁଲ ଜୀବନ କଥା ଭାବିଲେ ସେତେବେଳର ପରିବେଶ ଏବକାଠାରୁ ନିଶ୍ଚିତ ଭିନ୍ନ ବୋଲି କୁହାଯାଇପାରେ। ବର୍ତ୍ତମାନ ଶିକ୍ଷା ଶୈଳୀ ଓ ଭିତ୍ତିଭୂମିରେ ଉନ୍ନତି ଘଟିଛି। ପରମ୍ପରିକ ଶିକ୍ଷା ସହ ଟେକ୍ନୋଲୋଜିର ପ୍ରବେଶ ସ୍କୁଲଶିକ୍ଷାକୁ ବ୍ୟାପକ…

ବୈଷୟିକ ଜ୍ଞାନ ନୁହେଁ

ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ଜାତୀୟ ରାଜପଥ ଉପରେ ନିର୍ମାଣାଧୀନ ସିଲ୍କୟାରା ସୁଡ଼ଙ୍ଗରେ ଫସିିଥିବା ୪୧ ଶ୍ରମିକ ୧୭ ଦିନ ପରେ ନଭେମ୍ବର ୨୮ ମଙ୍ଗଳବାର ସନ୍ଧ୍ୟାରେ ମୁକ୍ତ ପ୍ରଶ୍ୱାସ ନେବାର ସୁଯୋଗ ପାଇଲେ। ଏହି ଦୁର୍ଘଟଣା ଦର୍ଶାଇଲା ଯେ, ଭାରତର ବୈଷୟିକ ଜ୍ଞାନକୌଶଳ…

ସୁନ୍ଦର ହସ୍ତାକ୍ଷର, ସ୍ୱତନ୍ତ୍ର ପରିଚୟ

ଆମ ପିଲାବେଳେ ବିଦ୍ୟାଳୟରେ ପଢୁଥିବା ବେଳେ ଦୁଇଗୋଟି ହସ୍ତାକ୍ଷର ଖାତା ଲେଖୁଥିଲୁ। ପ୍ରଥମଟି ନିଜ ମାତୃଭାଷା ଏବଂ ଦ୍ୱିତୀୟଟି ଇଂରାଜୀ ଭାଷା ଥିଲା। ପ୍ରତ୍ୟେକ ଶ୍ରେଣୀର ପ୍ରଥମ ପିରିୟଡରେ ଶ୍ରେଣୀ ଶିକ୍ଷକ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ପକାଇବା ପରେ ଟେବୁଲ ଉପରେ ଥାକ…

ଦୁର୍ନୀତି: ଏକ ମାନସିକ ବ୍ୟାଧି

ସ୍ୱାଧୀନତାର ୭୬ ବର୍ଷ ପରେ ବି ଦେଶରୁ ଦାରିଦ୍ର୍ୟ ହଟୁନି କି ସମସ୍ତଙ୍କ ପାଖରେ ପହଞ୍ଚି ପାରୁନି ସର୍ବନିମ୍ନ ସୁବିଧା। ଅନ୍ୟପକ୍ଷରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢୁଛି। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ ତଥ୍ୟ ଅନୁସାରେ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ତାଲିକାରେ ଭାରତର ସ୍ଥାନ କ୍ରମାଗତ…

ଏଇ ଭାରତରେ

ଉତ୍ତରାଖଣ୍ଡ ପୋଲିସ ମହାନିର୍ଦ୍ଦେଶକ ଅଶୋକ କୁମାର ରାଜ୍ୟରେ ଭିକ୍ଷାବୃତ୍ତି କରୁଥିବା ତଥା ବିଭିନ୍ନ ହିଂସାର ଶିକାର ହେଉଥିବା ଗରିବ ପିଲାମାନଙ୍କୁ ଉଦ୍ଧାର କରି ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରୁଛନ୍ତି। ଏବେ ସୁଦ୍ଧା ସେ ୧୭୦୦ ଏଭଳି ଗରିବ ପିଲାଙ୍କୁ ଉଦ୍ଧାର…

ଏଇ ଭାରତରେ

ଭାରତ ଏବେ ସୁଦ୍ଧା ଶତ ପ୍ରତିଶତ ସାକ୍ଷରତା ହାସଲ କରିପାରିନାହିଁ। କିନ୍ତୁ ମଧ୍ୟପ୍ରଦେଶର ମାଣ୍ଡଲା ଜିଲାର ଜିଲାପାଳ ହର୍ଷିକା ସିଂଙ୍କ ଉଦ୍ୟମରେ ସେହି ଜିଲା ୧୦୦ ପ୍ରତିଶତ ସାକ୍ଷର ହୋଇ ଏକ ଉଦାହରଣ ସୃଷ୍ଟି କରିଛି। ହର୍ଷିକା ଏଥିପାଇଁ ଅନେକ କାର୍ଯ୍ୟକ୍ରମ…

ଆରୋ ପ୍ୟୁରିଫାଇର ନା ସାଧାରଣ ଫିଲ୍ଟର

ଡ. ନରେନ୍ଦ୍ର କୁମାର ସେଠୀ ଯଦିଓ ପୃଥିବୀରେ ଜଳ ଯଥେଷ୍ଟ ମାତ୍ରାରେ ଅଛି, ସେଥିରୁ ମାତ୍ର ୩% ମଧୁର ଜଳ ଓ ତାହା ମଧ୍ୟରୁ ଦୁଇ ତୃତୀୟାଂଶ ଗ୍ଲେସିୟରରେ ବରଫ ଆକାରରେ ଅଛି। ଯାହା ଫଳରେ ବିଶ୍ୱର ଶହେ ଦଶ କୋଟିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?