ସମ୍ପାଦକୀୟ

ଏଇ ଭାରତରେ

ହଜିଯାଇଥିବା ପିଲାମାନଙ୍କୁୁ ଖୋଜିଆଣି ସେମାନଙ୍କ ପରିବାରକୁ ଦେଉଛନ୍ତି ଆଇଏଏସ୍‌ ଅଧିକାରୀ ହିମାଂଶୁ ନାଗପାଲ। ବାରାଣସୀରେ ହଜିଯାଇଥିବା ୭୩୦ ପିଲାଙ୍କୁ ଖୋଜିପାଇବାରେ ସେ ସକ୍ଷମ ହୋଇଛନ୍ତି। ହିମାଂଶୁଙ୍କ ଜନ୍ମ ହରିୟାଣାର ହିସାର ଜିଲାରେ। ୨୦୧୯ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ହିମାଂଶୁଙ୍କୁ ଗତବର୍ଷ ବାରାଣସୀରେ…

ଗୀତାଭିନୟ ଯୁଗର ସ୍ରଷ୍ଟା

ବିମଳ ପ୍ରସନ୍ନ ଦାସ ମଧ୍ୟଯୁଗୀୟ ସାହିତ୍ୟରେ ସଙ୍ଗୀତ ଏତେ ନିବିଡ଼ ଓ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଯେ ଗୋଟିଏ ଜଳର ଗଭୀରତା ହେଲେ ଅନ୍ୟଟି ତା’ର ନୀଳିମା। ସେ ଯୁଗର କବିମାନଙ୍କର କାବ୍ୟକୃତି ଏହାର ଯଥାର୍ଥତା ପ୍ରତିପାଦନ କରିବା ସଙ୍ଗେ ସଙ୍ଗେ…

କିଶୋରୀ ଦଳର ବଳ

ବିଚିତ୍ର ବିଶ୍ୱାଳ ସ୍ଵୟଂ ସହାୟକ ଦଳ ଜରିଆରେ ନିୟମିତ ଭାବେ ବୈଠକ ବସି, ସଞ୍ଚୟ କରି, ବ୍ୟାଙ୍କରୁ ଋଣ ନେଇ ଛୋଟ ବ୍ୟବସାୟ ବା ଉଦ୍ୟୋଗ ଧନ୍ଦା କରି ମହିଳାମାନେ ନିଜର ଆର୍ଥିକ ପରିସ୍ଥିତିକୁ ସୁଧାରିବାରେ ଯଥେଷ୍ଟ ଅଗ୍ରଗତି କରିପାରିଛନ୍ତି। ସ୍ବୟଂ…

ସିବିଆଇରେ ଅଧିକ ନିଯୁକ୍ତି

ସରକାର ଶେଷରେ ଭାରତର ପ୍ରମୁଖ ଗୋଇନ୍ଦା ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକରେ ଦୀର୍ଘଦିନର ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ସର୍ବନିମ୍ନ ୫ ବର୍ଷ ସେବା କରିଥିବା ଅଧିକାରୀମାନେ ଏବେ ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ ଓ୍ବିଙ୍ଗ( ଆର୍‌ଆଣ୍ଡଏଡବ୍ଲ୍ୟୁ), ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି), ନ୍ୟାଶନାଲ…

ଏଇ ଭାରତରେ

ପିତାଙ୍କ ସ୍ମୃତିରେ ଜଙ୍ଗଲ ସୃଷ୍ଟି କରି ଏକ ନିଆରା କାର୍ଯ୍ୟ କରୁଛନ୍ତି ପୁତ୍ର ଜର୍ଜ ରେମିଡିଓସ। ଜର୍ଜ ଏକ ବିଜ୍ଞାପନ ଏଜେନ୍ସିରୁ ଚାକିରି ଛାଡ଼ି ‘ଦି ଟର୍ନିଂ ଟାଇଡ୍‌’ ସଂସ୍ଥା ଗଠନ କରି ତା’ ମାଧ୍ୟମରେ ମୁମ୍ବାଇର କେନ୍ଦ୍ରସ୍ଥଳୀରେ ୧୨ଟି ଜଙ୍ଗଲ…

ଆଇନର ନବୀକରଣ ଲୋଡ଼ା

ଡ.ମୌସୁମୀ ପରିଡ଼ା   କୌଣସି ଦୁର୍ଘଟଣାର ପୁନରାବୃତ୍ତି ଘଟିବା ଦୁର୍ଭାଗ୍ୟଜନକ। ସେଥିପାଇଁ ଆଇନକାନୁନ, ବ୍ୟବସ୍ଥା ବଦଳିବା ଜରୁରୀ। ଜନବହୁଳ ଦେଶରେ ଅସରନ୍ତି ସମସ୍ୟା ରହିବ, କିନ୍ତୁ ତା’ର ନିରାକରଣର ପଥ ସୁଗମ ହେବା ଉଚିତ। ଆବଶ୍ୟକ ସ୍ଥଳେ ନିୟମ ବଦଳିବା, ଧାରାରେ…

ଆସ, ଚନ୍ଦ୍ରଗ୍ରହଣ ଦେଖିବା

ଡ. କମଳାକାନ୍ତ ଜେନା   ଆସନ୍ତା ୨୮ ତାରିଖ, ଶନିବାର ରାତିରେ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ଏହା ଓଡ଼ିଶା ସମେତ ସାରା ଭାରତରେ ଦୃଶ୍ୟମାନ ହେବ। ପୁରୀରେ ରାତି ୧ଟା ୫ ମିନିଟ୍‌ ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ ଓ…

ଆଣ୍ଟିବାୟୋଟିକ୍‌ ଅଭାବ

ମାନିକା ବାଲାସେଗାରାମ   ଆଣ୍ଟିବାୟୋଟିକ୍ସର ଅତ୍ୟଧିକ ବ୍ୟବହାର ଶରୀରରେ ଆଣ୍ଟିମାଇକ୍ରୋବାୟାଲ ରେଜିଷ୍ଟାନ୍ସ (ଏଏମ୍‌ଆର୍‌)ର କାରଣ ବୋଲି ଅଧିକ ଲୋକ ଜାଣନ୍ତି। ବହୁ ସମୟରେ ଏହାକୁ ‘ସାଇଲେଣ୍ଟ ପାଣ୍ଡେମିକ’ ବା ନୀରବ ମହାମାରୀ କୁହାଯାଏ। କିନ୍ତୁ ଆଣ୍ଟିବାୟୋଟିକ୍ସର ଅଭାବ ବି ଏଏମ୍‌ଆର୍‌ ବୃଦ୍ଧିରେ…

ଏଇ ଭାରତରେ

ପହଁରା (ସୁଇମିଂ) ଶିଖି ନ ଥିବା ପିଲାଙ୍କର ଏବେ ପାଣିରେ ବୁଡ଼ି ମୃତ୍ୟୁ ହେବା ଘଟଣା ଅଧିକ ସାମ୍ନାକୁ ଆସୁଛିି। ତେବେ ଏହାର ପ୍ରତିକାର ପାଇଁ ମାଗଣାରେ ପିଲାଙ୍କୁ ପହଁରା ଶିଖାଉଛନ୍ତି କେରଳର ୬୩ ବର୍ଷୀୟା ଜାନକୀ ଆମ୍ମା। ପିଲାମାନଙ୍କ ସହ…

ଜଘନ୍ୟ ଯୁଦ୍ଧନୀତି

ମାୟାଧର ନାୟକ   ମଧ୍ୟପ୍ରାଚ୍ୟ ଇସ୍ରାଏଲ୍‌-ପାଲେଷ୍ଟାଇନ୍‌-ଗାଜାରେ ଆମେରିକା ରାଷ୍ଟ୍ରପତି ବାଇଡେନ୍‌, ଇଂଲଣ୍ଡ ପ୍ରଧାନମନ୍ତ୍ରୀ ସୁନକ ପହଁଞ୍ଚି ନିଆଁରେ ଘିଅ ଢାଳୁଛନ୍ତି। ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌ ଚାଇନା ଯାଇ ରାଷ୍ଟ୍ରପତି ଜୀ’ଙ୍କ ସଙ୍ଗେ ଗୁପ୍ତମନ୍ତ୍ରଣା କରିଛନ୍ତି। ଗାଜା ହସ୍‌ପିଟାଲ ଉପରେ ବୋମା ମାଡ଼…

ଯେମିତି ପ୍ରଜା ସେମିତି ରାଜା

ଯଚିଦାନନ୍ଦ ଦାଶ   ବହୁ ପୁରାତନ କାଳର ଲୋକ କଥାଟିଏ ରହିଆସିଛି – ”ଯେମିତି ରାଜାକୁ ସେମିତି ପ୍ରଜା“, ଯାହାକି ରାଜତନ୍ତ୍ର ଶାସନର ମୂଳଦୁଆ। ଆଗକାଳରେ ରାଜାମାନେ ଯାହା କରୁଥିଲେ ତାହାକୁ ପ୍ରଜାମାନେ ଅନୁସରଣ କରୁଥିଲେ। ରାଜା ଯାହା କହୁଥିଲେ, ସେଇଟା…

ଏକଚ୍ଛତ୍ରବାଦର ପତନ

ଜାସେକ୍‌ ରୋଷ୍ଟୋସ୍କି   ଅକ୍ଟୋବର ୧୫ (ରବିବାର)ରେ ଶେଷ ହୋଇଥିବା ପୋଲାଣ୍ଡ ସଂସଦୀୟ ନିର୍ବାଚନରେ ଏକଚ୍ଛତ୍ରବାଦୀ ଶାସକ ଦଳ ଲ ଆଣ୍ଡ୍‌ ଜଷ୍ଟିସ(ପିଆଇଏସ୍‌)ର ଶୋଚନୀୟ ପରାଜୟ ଘଟିଛି। ଗଣତନ୍ତ୍ର ସପକ୍ଷବାଦୀ ବିରୋଧୀଦଳଗୁଡ଼ିକ ୫୩.୫% ଭୋଟ ପାଇଥିବାବେଳେ ପିଆଇଏସ୍‌ ପାଇଛି ମାତ୍ର ୩୫.୪%।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri