ଏଇ ଭାରତରେ
ଆଜିର ସମୟରେ ଯୁବବର୍ଗ ଆଇଏଏସ୍ ଏବଂ ପ୍ରୋଭିନ୍ସିଆଲ ସିଭିଲ ସର୍ଭିିସ(ପିସିଏସ୍) ହେବାର ସ୍ବପ୍ନ ଦେଖୁଛନ୍ତି। କିନ୍ତୁ ଆର୍ଥିକ ସମସ୍ୟା ଯୋଗୁ ସେମାନଙ୍କ ସ୍ବପ୍ନ ଅଧୁରା ରହିଯାଉଛି। ଏଭଳି ସ୍ଥିତିରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଯୁବବର୍ଗଙ୍କୁ କୋଚିଂ ଦେବା ଦାୟିତ୍ୱ ଗ୍ରହଣ କରିଛନ୍ତି…
ମାଙ୍କଡ଼ କୁମ୍ଭୀର କଥା
ଅଲେଖ ଚନ୍ଦ୍ର ମିଶ୍ର ମାଙ୍କଡ଼ କୁମ୍ଭୀର’ କଥା କାହାକୁ ଅବା ଅଜଣା। ଗଳ୍ପଟି ପଢ଼ି ବା ଶୁଣିସାରିଲା ପରେ କେହି କେହି କୁମ୍ଭୀରଟିକୁ ବୋକା ବା ନିର୍ବୁଦ୍ଧିଆ ଆଖ୍ୟା ଦେଇଥାନ୍ତି ତ ଅନ୍ୟ କେହି ମାଙ୍କଡ଼ଟିକୁ ବିଚକ୍ଷଣ ଓ ପ୍ରତ୍ୟୁତ୍ପନ୍ନମତି ବୋଲି…
ଗାନ୍ଧିଜୀଙ୍କ ପଟଶିଷ୍ୟ ପଟେଲ
ଡ. ପ୍ରଫୁଲ୍ଲ କୁମାର ସାହୁ ଆଧୁନିକ ଭାରତର ସ୍ଥପତି ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ଭାରତୀୟ ମୁକ୍ତି ସଂଗ୍ରାମର ପ୍ରମୁଖ ସ୍ତମ୍ଭ। ଗାନ୍ଧିଜୀଙ୍କ ପରି ସେ ବିଲାତ ଯାଇ ବାରିଷ୍ଟରି ପଢ଼ିଥିଲେ ଏବଂ ୧୯୧୩ରେ ଭାରତ ଫେରିଆସି ଅହମଦାବାଦରେ ଆରମ୍ଭ କରିଥିଲେ ଆଇନ…
ମୁଣ୍ଡ ଗଡୁ
ପୁଣି ଥରେ ରେଳ ଦୁର୍ଘଟଣା। ତାହା ମଧ୍ୟ ଓଡ଼ିଶାରେ । ଅବଶ୍ୟ ଏହା ଓଡ଼ିଶାକୁ ଆସୁଥିବା ଏବଂ ଓଡ଼ିଶାର ସୀମାଞ୍ଚଳରେ ହୋଇଛି। ସେଥିପାଇଁ ତାହା ଆନ୍ଧ୍ରରେ ଘଟିଛି ବୋଲି କୁହାଯିବ। ଅକ୍ଟୋବର ୨୯ ରାତିରେ ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଣ୍ଟକାପଲ୍ଲୀଠାରେ…
ଶାନ୍ତି ପାଇଁ କେହି ନାହିଁ
ଇସ୍ରାଏଲ-ହମାସ ଯୁଦ୍ଧ ୨୧ ଦିନ ଅତିକ୍ରାନ୍ତ ହେବା ପରେ ସେହି ଅଞ୍ଚଳରେ ଯୁଦ୍ଧବିରତି (ସିଜ୍ଫାୟାର) ସହ ଗାଜାରେ ମାନବୀୟ ସହାୟତା ପହଞ୍ଚାଇବା ଲାଗି ଜୋର୍ଡାନ ପକ୍ଷରୁ ୨୮ ଅକ୍ଟୋବରରେ ଜାତିସଂଘରେ ଅଣାଯାଇଥିବା ପ୍ରସ୍ତାବ ଗୃହୀତ ହୋଇଯାଇଛି। ଉକ୍ତ ପ୍ରସ୍ତାବକୁ ଚାଇନା, ଫ୍ରାନ୍ସ,…
କୁଳାଙ୍ଗାର ବାପାଙ୍କ ସମ୍ପର୍କରେ
ନିଜ ସ୍ବଭାବ, ସଂସ୍କାର ବା ଆଚାର ବିଚାରକୁ ନେଇ ସାଧାରଣତଃ ପୁଅମାନଙ୍କୁ ବର୍ଗୀକରଣ କରାଯାଇପାରେ ଦୁଇଟି ଶ୍ରେଣୀରେ-‘କୁଳ ଉଜ୍ଜ୍ୱଳ’ ବା ‘କୁଳାଙ୍ଗାର’ ରୂପରେ। ଆମ ପୁରାଣଠୁ ଆରମ୍ଭ କରି ଇତିହାସ ଯାଏ କୁଳାଙ୍ଗାର ପୁଅମାନଙ୍କ କାହାଣୀ ଲୋକମୁଖରେ ପ୍ରଚଳିତ ହୋଇଆସିଛି। ତେବେ…
ରଙ୍କଣାର ମନ
ଧନ ସମ୍ପତ୍ତି ତଥା ଅନ୍ୟାନ୍ୟ ଦ୍ରବ୍ୟ ସଞ୍ଚୟ କରିବା ମଣିଷର ଏକ ସହଜାତ ପ୍ରବୃତ୍ତି। ଅବଶ୍ୟ ସମସ୍ତଙ୍କଠାରେ ଏହା ସମାନ ଭାବେ ନ ଥାଏ। କେତେକଙ୍କ ମନରେ ଗୋଟିଏ ଦୁଇଟି ଜିନିଷ ପ୍ରତି ଲୋଭ ଥିଲାବେଳେ ଆଉ କେତେକଙ୍କର ତାହା ଥାଏ…
ଏଇ ଭାରତରେ
ବୃତ୍ତି ପାଇଁ ସଂଗ୍ରାମ କରିଛନ୍ତି ଆସାମର ଦିଗନ୍ତ ଦାସ। ବୃତ୍ତିକୁ ବି ସମ୍ମାନ ଦେଇଛନ୍ତି ଓ ସେହି ଆୟରେ ସେ ଆଗକୁ ବଢ଼ି ଜଣେ ସଫଳ ବ୍ୟବସାୟୀ ହୋଇପାରିଛନ୍ତି। ଦିଗନ୍ତ ଏବେ ୪ଟି ସହରକୁ ଫ୍ରେସ୍ ପରଟା ଯୋଗାଇ ଦେଉଛନ୍ତି। ଏଭଳି…
ଏଇ ଭାରତରେ
ଜୀବନ ପ୍ରତି ଥିବା ବିପଦକୁ ସାମ୍ନା କରିଥିବା ଇସ୍ରାଏଲ ଜନ୍ମିିତ ଜଣେ ମହିଳା ଭାରତରେ ଅସହାୟ ଶିଶୁମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ସେ ହେଉଛନ୍ତି ଡା. ମିଶେଲି ହାରିଶନ। ପେସାରେ ସେ ଜଣେ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ। ଗାଜାକୁ…
ନାରୀଶକ୍ତିର ପ୍ରତୀକ
– ଜିତେନ୍ଦ୍ର କୁମାର ନାୟକ ମହିଳାମାନେ ପ୍ରତି କ୍ଷେତ୍ରରେ ଆଗକୁ ବଢ଼ିବା ହେଉଛି ମହିଳା ସଶକ୍ତୀକରଣ ଓ ଏହା ପ୍ରଗତିଶୀଳ ଜାତିର ସଙ୍କେତ ବହନ କରିଥାଏ। ଏବେ ଏମିତି ଏକ ସମୟ ଆସିଲାଣି, ଯେଉଁଠାରେ ଏଇଟା ବା ସେଇଟା କେବଳ…
ସ୍ୱାସ୍ଥ୍ୟକ୍ଷେତ୍ର କେତେ ଅସୁସ୍ଥ
ଡ. ସନ୍ତୋଷ କୁମାର ମହାପାତ୍ର ପ୍ରତିଦିନ ପରି କିଛିଦିନ ତଳେ ନିଜ ନିତ୍ୟକର୍ମ ସାରି ସକାଳୁ ପୋର୍ଟିକୋ ତଳକୁ ପେପର ଆଣିବା ପାଇଁ ଗଲାବେଳକୁ ଦେଖିଲି ପେପର ନାହିଁ। ପେପର ଦେଉଥିବା ଲୋକଟିକୁ ଫୋନ୍ କରିବାରୁ ଫୋନ୍ ଲାଗିଲା…
ନାମହୀନ ନୀତି
ଆମେରିକାକୁ ଅସନ୍ତୁଷ୍ଟ ନ କରିବା ପାଇଁ ଗାଜାରେ ହିଂସା ବନ୍ଦ କରିବାକୁ ଭାରତ ଆହ୍ବାନ ଦେଇନାହିଁ। ମାଳଦ୍ୱୀପର ନୂତନ ନେତା ତାଙ୍କ ଦେଶରୁ ଭାରତୀୟ ସୈନିକମାନଙ୍କୁ ହଟାଇନେବାକୁ ଆମକୁ କହିଲେ। କାତାର ୮ଜଣ ଭାରତୀୟ ନୌସେନା ଭେଟେରାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କଲା।…
Archives


