କୃତ୍ରିମ ବୁଦ୍ଧିମତ୍ତା ଓ ନିଯୁକ୍ତି ସଙ୍କଟ
ରୁଦ୍ର ପ୍ରସନ୍ନ ରଥ ୨୦୨୩ରେ ସାରା ବିଶ୍ୱରେ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ)କୁ ନେଇ ଏକ ବଡ଼ ଧରଣର ଆନ୍ଦୋଳନ ସାଧାରଣ ଜନତାଙ୍କ ଦୃଷ୍ଟି ଆଢୁଆଳରେ ବେଶ୍ ଜୋର୍ସୋରରେ ଚାଲିଛି। କୃତ୍ରିମ ବୁଦ୍ଧିମତ୍ତା କ’ଣ ଏବଂ ବର୍ତ୍ତମାନ…
ନିଶା ନିଶା ଦେଶ
ସୋମବାର ନ୍ୟାଶନାଲ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଦ୍ୱାରା ସାରା ଦେଶରେ ଆନୁମାନିକ ୨,୩୮୧ କୋଟି ଟଙ୍କା ମୂଲ୍ୟର ୧.୪୪ ଲକ୍ଷ କେ.ଜି. ନିଶାଦ୍ରବ୍ୟ ନଷ୍ଟ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଡ୍ରଗ୍ସ ଟ୍ରାଫିକିଂ ଆଣ୍ଡ୍ ନ୍ୟାଶନାଲ ସିକ୍ୟୁରିଟି ସମ୍ମଳନୀରେ ସମସ୍ତ ରାଜ୍ୟର…
ଏଇ ଭାରତରେ
କୃଷକ ଓ ଉପଭୋକ୍ତାଙ୍କ ମଧ୍ୟରେ ମଧ୍ୟସ୍ଥ ବେଶି ଲାଭ କରିଥାନ୍ତି। ଏଭଳି ସମସ୍ୟା ଦୂର ଲାଗି ମହାରାଷ୍ଟ୍ରର ଅଙ୍କିତ ଘାର୍ଗେ ଏବଂ ଜୟ ସିଦ୍ଧପୁରା ବିନା କମିଶନରେ କୃଷକମାନଙ୍କ ଆୟ ୨ଗୁଣ କରିପାରିଛନ୍ତି। ଅଙ୍କିତ କମ୍ପ୍ୟୁଟର ଇଞ୍ଜିନିୟରିଂରେ ଡିଗ୍ରୀ ହାସଲକରି ପୁଣେରେ…
ଧର୍ମ ମାଧ୍ୟମରେ ପରିବେଶ ସୁରକ୍ଷା
ଈପ୍ସିତା ମହାନ୍ତି ଧର୍ମ ଏବଂ ପରିବେଶର ସମ୍ପର୍କ ଅତି ନିବିଡ଼। ଦୁନିଆର ସବୁ ଧର୍ମ ପ୍ରକୃତି ସୁରକ୍ଷାର ଶିକ୍ଷା ଦିଅନ୍ତି। ବାଇବେଲରେ ପରିବେଶ ସଂରକ୍ଷଣ କଥା କୁହାଯାଇଛି। ପରିବେଶ ବଞ୍ଚାଅ ବୋଲି ଇସ୍ଲାମ ଧର୍ମ ଶିକ୍ଷା ଦିଏ। ଏଥିରେ ଅତ୍ୟଧିକ…
ଆର୍ଟିକିଲ ୩୪୦
ଅଧ୍ୟାପକ ଗୋପବନ୍ଧୁ ଆମ ପାଇଁ କ୍ଷୋଭର ବିଷୟ ଯେ, ଯେଉଁ ନିୟାମକ ପୁସ୍ତକ ଅନୁଯାୟୀ ଦେଶରେ ଶାସନ ବ୍ୟବସ୍ଥା ପରିଚାଳିତ ହେଉଛି, ଯାହାକୁ ଆମେ ସମ୍ବିଧାନ କହୁଛୁ, ତାହା ଆମ ଶିକ୍ଷା ପାଠ୍ୟକ୍ରମରେ ବାଧ୍ୟତାମୂଳକ ବିଷୟ ନୁହେଁ। କେବଳ ରାଜନୀତି…
ସ୍ନୋ ପାଉଡର
ପିଲାଦିନରୁ ସ୍ନୋ ପାଉଡର ବିଷୟରେ ସମସ୍ତେ ଶୁଣିଥାନ୍ତି। ଭାରତ କେବଳ ନୁହେଁ, ସମଗ୍ର ବିଶ୍ୱର ଗ୍ରାମାଞ୍ଚଳଠାରୁ ଆରମ୍ଭକରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁଆଡ଼େ, ବିଶେଷକରି ମହିଳାମାନଙ୍କ ପାଇଁ, ବିଭିନ୍ନ ପ୍ରକାର କ୍ରିମ୍,ସ୍ନୋ, ପାଉଡର, ଅତର, ଲିପ୍ଷ୍ଟିକ, ନେଲ୍ପଲିସ ଭଳି ବିଭିନ୍ନ ସାମଗ୍ରୀ ପ୍ରବଳ…
ଏଇ ଭାରତରେ
ଭାରତରେ ବାହାଘରରେ ପ୍ଲାଷ୍ଟିକ୍ ବ୍ୟବହାର ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବାବେଳେ ଏହାକୁ ଦୂର କରିବା ଲାଗି ବେଙ୍ଗାଲୁରୁର ଦୁଇ ମହିଳାଙ୍କ ପ୍ରୟାସ ପ୍ରେରଣାଦାୟକ। ଏହି ଦୁଇ ମହିଳା ହେଉଛନ୍ତି ବର ଓ କନ୍ୟାଙ୍କ ମାତା। କନ୍ୟାଙ୍କ ମାତା ଚାରୁଲତା…
ଦୂର ଦାରିଦ୍ର୍ୟ
ଶୈଳେନ୍ଦ୍ର ଦ୍ୱିବେଦୀ ନିକଟରେ ଜଣେ ବନ୍ଧୁ କହିଲେ, ଆମେରିକାରେ ଦାରିଦ୍ର୍ୟ ନାହିଁ। ଲେଖକ ଚଟାପଟ ଉତ୍ତର ଦେଇଥିଲେ, ଅବିକଳ ଭାରତ ପରି ନ ଥାଇ ପାରେ, କିନ୍ତୁ ଆମେରିକାରେ ଦାରିଦ୍ର୍ୟ କିଛି କମ୍ ଐତିହାସିକ ନୁହେଁ। ୨୦୨୧ ତଥ୍ୟ ଅନୁସାରେ…
ଗଣସଂଗଠନ ଉପରେ ରାଜନୈତିକ ପ୍ରଭାବ
ଅକ୍ଷୟ କୁମାର ମିଶ୍ର ଆମ ଦେଶରେ ଗଣସଂଗଠନ କଥା ଉଠିଲେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସର କଥା ଆସେ। ୧୮୮୫ ଡିସେମ୍ବର ୨୮ ଦିନ ବମ୍ବେର (ମୁମ୍ବାଇ) ଗୋକୁଲଦାସ ତେଜପାଲ ସଂସ୍କୃତ କଲେଜ ପରିସରରେ ମାତ୍ର ୭୨ ଜଣଙ୍କୁ ନେଇ…
ଆୟ ବହିର୍ଭୂତ
ବିଗତ କିଛି ଦଶନ୍ଧି ଧରି ଭାରତୀୟ ଛାତ୍ରୀଛାତ୍ରଙ୍କ ମନରେ ଇଞ୍ଜିନିୟରିଂ ଓ ଡାକ୍ତରୀ ପାଠ୍ୟକ୍ରମ ପ୍ରତି ପ୍ରବଳ ଦୁର୍ବଳତା ରହିଆସିଥିବା ଲକ୍ଷ୍ୟ କରାଯାଇଛି। ଇଞ୍ଜିନିୟରିଂ ପାଇଁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଓ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ସକାଶେ ଜାତୀୟ…
ଏଇ ଭାରତରେ
ଟମାଟୋ ଏବେ ଅମୂଲମୂଲ। ଯେଉଁଠି କିଲେ କି ଦୁଇ କିଲେ କିଣିଲେ ବାଧୁ ନ ଥିଲା ଏବେ ୨୦୦ଗ୍ରାମ୍ କିଣିବାବେଳକୁ ଦୁଇ ଥର ଚିନ୍ତା କରିବାକୁ ପଡ଼ୁଛି। କିଛି ସପ୍ତାହ ପୂର୍ବରୁ କିଲୋଗ୍ରାମ ପିଛା ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା…
ଚନ୍ଦ୍ରୟାନ-୩ କ୍ୟାପ୍ଟେନ୍
ଜିତେନ୍ଦ୍ର କୁମାର ନାୟକ ଜହ୍ନମାମୁ। ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ବା ଜହ୍ନକୁ ସମସ୍ତେ ପିଲାଟି ବେଳୁ ଏଭଳି ଚିହ୍ନି ଆସିଛନ୍ତି। ମା’ମାନେ ସନ୍ଧ୍ୟାରେ ଶିଶୁଟିକୁ ତୁନି କରାଇବାକୁ ହେଉ ବା ଖାଦ୍ୟ ଖାଉ ନ ଥିଲେ ଜହ୍ନମାମୁକୁ…
Archives


