ସମ୍ପାଦକୀୟ

ୱେଷ୍ଟର୍ନ ଲେନ୍‌ ରଚୟିତା

ପ୍ରଥମ ଉପନ୍ୟାସ ଯଦି ଅନ୍ତର୍ଜାତୀୟ ସ୍ତରର ପ୍ରଶଂସା ପାଏ, ତାହାଠାରୁ ବଡ଼ ପୁରସ୍କାର ଆଉ କିଛି ହୋଇ ନ ପାରେ। ତଥାପି ତାଙ୍କ ପାଇଁ ଚୂଡ଼ାନ୍ତ ସମ୍ମାନ ଅପେକ୍ଷା କରିଥିବାରୁ ସେ ଅତ୍ୟନ୍ତ ଖୁସି ଅଛନ୍ତି। ବୁକର ପୁରସ୍କାର ୨୦୨୩ ପାଇଁ…

ଏଇ ଭାରତରେ

ସମସ୍ତେ ଜାଣନ୍ତି, ଶୋଇବା କିମ୍ବା ଆରାମ ଲାଗି ଖଟିଆ ବ୍ୟବହାର ହୁଏ। କିନ୍ତୁ ଖଟିଆକୁ ଏକ କାର୍‌ କରାଯାଇଥିବା କଥା ଶୁଣିଛନ୍ତି କି। ମଧ୍ୟପ୍ରଦେଶ ଅଶୋକନଗର ଜିଲାର ଯୁବକ ପଓ୍ବନ ଓଝା ଏମିତିକା ଏକ କାର୍‌ ନିର୍ମାଣ କରିଛନ୍ତି। ଏହାର ନାମ…

ଏଇ ଭାରତରେ

ଜୈବିକ ଖତ ପ୍ରସ୍ତୁତକାରୀଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି। ବେଙ୍ଗାଲୁରୁସ୍ଥିତ ‘େଓଷ୍ଟ ଇଜ୍‌ ଗୋଲ୍ଡ’ ବା ବର୍ଜ୍ୟ ହିଁ ସୁନା ନାମକ ଷ୍ଟାର୍ଟଅପ ଏକ ମେଶିନ ନିର୍ମାଣ କରିଛି, ଯେଉଁଥିରେ ୮ ଘଣ୍ଟାରେ ୨୦ରୁ ୧୦ ଟନ୍‌ ଓଦା…

ଶିକ୍ଷା ଓ ଶୃଙ୍ଖଳା

ବିଶ୍ୱନାଥ ସାହୁ ଏବେ ବିଦ୍ୟାର୍ଥୀମାନଙ୍କୁ ଶିଷ୍ୟ କୁହାଯାଉନାହିଁ, ତା’ର ଯଥାର୍ଥତା ରହିଛି। ଯେ ଶାସନର ଯୋଗ୍ୟ, ସେ ହେଉଛି ଶିଷ୍ୟ। ବର୍ତ୍ତମାନର ବିଦ୍ୟାର୍ଥୀମାନଙ୍କୁ ଶାସନ କରିବାର ଆବଶ୍ୟକତା ନାହିଁ। ସେମାନଙ୍କୁ ଛାତ୍ର କୁହାଯିବା ଯଥାର୍ଥ। ଛାତ୍ର ଶବ୍ଦକୁ ବିଶ୍ଳେଷଣକଲେ ଜଣାଯାଏ, ଛତ୍ରୟତି…

ସରକାରୀ କର୍ମଚାରୀଙ୍କ ବଦଳି ସମସ୍ୟା

ସୁଧୀର କୁମାର ନାୟକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ପ୍ରତ୍ୟେକ ଶ୍ରେଣୀ ବା ବର୍ଗର କର୍ମଚାରୀମାନଙ୍କ ପାଇଁ ବଦଳି ଏକ ଶୃଙ୍ଖଳିତ ବ୍ୟବସ୍ଥା। କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କ ବଦଳି ନିୟମାବଳୀ ଓ ରାଜ୍ୟ ସରକାରଙ୍କ ନିୟମାବଳୀ ଏକା…

ପୁନର୍ଗଠନ ଚିନ୍ତା

ଟେଲିକମ୍‌ ସେକ୍ଟରର ପୁନର୍ଗଠନ ଲକ୍ଷ୍ୟରେ ଟେଲିକମ୍‌ ରେଗୁଲେଟୋରି ଅଥରିଟି ଅଫ୍‌ ଇଣ୍ଡିଆ (ଟିଆର୍‌ଏଆଇ)ଆଇନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିବାକୁ କେନ୍ଦ୍ର ଚିନ୍ତା କରୁଥିବା ଜଣାପଡ଼ିଛି। ଏହି ସଂଶୋଧନ ବରିଷ୍ଠ କର୍ପୋରେଟ କାର୍ଯ୍ୟନିର୍ବାହୀମାନଙ୍କୁ ଟିଆର୍‌ଏଆଇର ଅଧ୍ୟକ୍ଷ ହେବାକୁ ସୁଯୋଗ ଦେବ। ପ୍ରମୁଖ ନିୟାମକ…

କର୍କଟ ଚିକିତ୍ସା ପାଇଁ ସୁଯୋଗ

ୟୁନିଭର୍ସାଲ ହେଲ୍‌ଥ କଭରେଜ (ୟୁଏଚ୍‌ସି) ଏକ ସ୍ବାସ୍ଥ୍ୟସେବା ବ୍ୟବସ୍ଥା। ଏଥିରେ ବିନା ଆର୍ଥିକ କଷ୍ଟରେ ବିଶ୍ୱରେ ରୋଗ ନିବାରଣ, ପ୍ରଭାବଶାଳୀ ଚିକିତ୍ସା, ପୁନଃ ଥଇଥାନ ଏବଂ ଉପଶମକ ସେବା ଯୋଗାଇଦିଆଯାଏ। ୟୁଏଚ୍‌ସି ଉପରେ ଅନୁଷ୍ଠିତ ଜାତିସଂଘର ଦ୍ୱିତୀୟ ମିଳିତ ଉଚ୍ଚସ୍ତରୀୟ ବୈଠକରେ…

ଆତଙ୍କବାଦୀ ଆକ୍ରମଣ ଓ କଶ୍ମୀର

ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର ଗଡୋଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ସେନାର ୪ ଯବାନ ଶହୀଦ ହେବା ଘଟଣା ଜମ୍ମୁ-କଶ୍ମୀର ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟା ପ୍ରତି କେବଳ ଏକ ନୂତନ ଚାଲେଞ୍ଜ ଭାବେ ଉଭା ହୋଇନାହିଁ, ଶାନ୍ତି ପ୍ରକ୍ରିୟା ଉପରେ ଏକ…

ଏକ ଅଧୁରା ବିଲ୍‌

କେନ୍ଦ୍ର ସରକାରଙ୍କ ଦ୍ୱାରା ତରବରିଆ ଭାବେ ଡକାଯାଇଥିବା ସଂସଦର ବିଶେଷ ଅଧିବେଶନରେ ବହୁଚର୍ଚ୍ଚିତ ମହିଳା ସଂରକ୍ଷଣ ବିଲ୍‌(‘ନାରୀଶକ୍ତି ବନ୍ଦନା ଅଧିନିୟମ – ୨୦୨୩’ ନାମରେ ନାମିତ) କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ସିଂ ମେଘୱାଲ ସଂସଦରେ ଉପସ୍ଥାପନ କରିବା ପରେ ତାହା ଉଭୟ…

ଏଇ ଭାରତରେ

ତ୍ରିପୁରାରେ ବାଲ୍ୟବିବାହ ବନ୍ଦ କରିବା ସହ ପଢ଼ା ଛାଡ଼ୁଥିବା ଝିଅମାନଙ୍କୁ ପୁଣି ସ୍କୁଲକୁ ଫେରାଇ ଆଣିବା ଲାଗି ଆଇଏଏସ୍‌ ଅଧିକାରୀ ସାଜୁ ବହିଦଙ୍କ ପ୍ରୟାସ ପ୍ରଶଂସନୀୟ। ସେ ଦକ୍ଷିଣ ତ୍ରିପୁରା ଜିଲାର ଜିଲାପାଳ ଅଛନ୍ତି। ପ୍ରତି ୧୦ ଜଣରେ ଜଣେ ଝିଅ…

ଚାଷ ଜମିରେ ଜୈବ ବିପ୍ଳବ

ଡି ଶୁଭମ୍‌   ଜୈବିକ କୃଷକୁ ଏବେ ପ୍ରାଥମିକତା ଦିଆଯାଉଛି। କମ୍‌ ଖର୍ଚ୍ଚ, ସ୍ବଳ୍ପ ସମୟ ଓ ଅଧିକ ଆୟର ମାଧ୍ୟମ ହୋଇଛି ଏହି ଜୈବିକ କୃଷି। କୃଷିକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣି ଚାଷୀଙ୍କ ଭିତରେ ନୂଆ ଜାଗରଣ ଭରି…

ସହଯୋଗିତା ଓ ପ୍ରତିଯୋଗିତା

ଜଚ୍ଚିଦାନନ୍ଦ ଦାଶ   ଆଜିର ଦୁନିଆରେ ପ୍ରତି ମୁହୂର୍ତ୍ତରେ ମଣିଷ ପ୍ରତିଯୋଗିତାମୂଳକ ବାତାବରଣର ସମ୍ମୁଖୀନ ହେଉଛି। ଶିଶୁଟି ଜନ୍ମ ହେବାର କିଛି ଦିନ ପରେ ମଧ୍ୟ ପ୍ରତିଯୋଗିତାର ସମ୍ମୁଖୀନ ହେଉଛି। ଛାତ୍ରଟି ସ୍କୁଲରେ ପଢ଼ିବାକୁ ଯାଇ ମଧ୍ୟ ପ୍ରତିଯୋଗିତାର ସାମ୍ନା କରୁଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri