ଏଇ ଭାରତରେ
ଦିଅଁଙ୍କ ପାଇଁ ଫୁଲ ବ୍ୟବହାର ହେବା ପରେ ତାହାକୁ ନଦୀ, ନାଳ କିମ୍ବା ବାହାରେ ଫିଙ୍ଗି ଦିଆଯାଉଛି। ଏହା ମଧ୍ୟ ଜଳ ପ୍ରଦୂଷଣର କାରଣ ହେଉଛି। କିନ୍ତୁ ଏହି ସମସ୍ୟାର ସମାଧାନ ଲାଗି ଉତ୍ତରାଖଣ୍ଡ ନୈନତାଲର ଡା. କିରଣ ତିଓ୍ବାରୀ ଏକ…
ନାରୀ ଶିକ୍ଷା ଓ ଜନ୍ମ ନିୟନ୍ତ୍ରଣ
ଡ. ଜୟଦେବ ସାହୁ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନାରୀମାନଙ୍କ ପ୍ରଜନନ କ୍ଷମତା କମିଯିବାର କାରଣ ବିଧାନସଭାରେ କହୁ କହୁ ଅଡୁଆ ପରିସ୍ଥିତିରେ ପଡିଲେ। ତାଙ୍କ ମତରେ ବିହାରରେ ପ୍ରଜନନ କ୍ଷମତା ୪.୨ ପ୍ରତିଶତରୁ ୨.୯ ପ୍ରତିଶତ ଖସିଆସିବାର କାରଣ…
ଏକ ଉଜ୍ଜ୍ୱଳ ସମ୍ଭାବନା
ଅଧ୍ୟାପକ ଗୋପବନ୍ଧୁ ରାସଗୋବିନ୍ଦପୁର ବିମାନ ବନ୍ଦର ବା ଏୟାରଷ୍ଟ୍ରିପ ସମ୍ବନ୍ଧରେ ଖୁବ୍ କମ୍ ଲୋକ ଅବଗତ ଅଛନ୍ତି। ଓଡ଼ିଶା ବାହାରର ସାଧାରଣ ଲୋକମାନେ ଖୁବ୍ କମ୍ ସଂଖ୍ୟାରେ ଏହି ସ୍ଥାନ ବିଷୟରେ ଜାଣିଛନ୍ତି। ଏପରିକି ଓଡ଼ିଶାର ମଧ୍ୟ ଅନେକ ଲୋକ…
ଆଖି ବୁଜିଦେଇଛୁ
ଆମଠାରୁ କିଛି ଭିନ୍ନ କରିଥିବା ଏସିଆର ଦେଶଗୁଡ଼ିକ ତୁଳନାରେ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ଅପେକ୍ଷାକୃତ ଗରିବ ବୋଲି ମୁଁ ଗତ ସପ୍ତାହରେ ଉଲ୍ଲେଖ କରିଥିଲି। ଆମର କ’ଣ ଭୁଲ୍ ରହିଛି କିମ୍ବା ଆମେ କ’ଣ ଭିନ୍ନ କରୁଛୁ ତାହା ଜାଣିବା ଦରକାର।…
ଏଇ ଭାରତରେ
ସମାଜରେ ଟ୍ରାନ୍ସଜେଣ୍ଡରଙ୍କୁ ବହୁ ଟାହିଟାପରା ଶୁଣିବାକୁ ପଡୁଥିଲାବେଳେ ଆସାମର ଋତୁପର୍ଣ୍ଣା ନେଓଗ କିନ୍ତୁ ସମାଜରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। ଟ୍ରାନ୍ସଓମେନ ଋତୁପର୍ଣ୍ଣା ବିଭିନ୍ନ ଗାଁରେ ଲାଇବ୍ରେରି ଖୋଲୁଛନ୍ତି,ଯେଉଁଠି କୌଣସି ଦେୟ ଦେବାକୁ ପଡୁନାହିଁ। ଏଠାରେ ହିନ୍ଦୀ,…
କାନ୍ତକବି ଓ କଣାମାମୁ
ଡ. ପ୍ରଫୁଲ୍ଲ କୁମାର ସାହୁ ସାଳନ୍ଦୀ ତଟର ମାଟିପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ଜଣେ ଅତୀନ୍ଦ୍ରିୟ ସତ୍ୟସନ୍ଧାନୀ ସ୍ରଷ୍ଟା। କାନ୍ତକବି ଲକ୍ଷ୍ମୀକାନ୍ତ କହିଲେ ଆଖିଆଗରେ ଉଭାହୁଏ ଦୁଇଟି ଦୃଶ୍ୟ। ଗୋଟିଏ ଦୃଶ୍ୟ ଜଣେ ସୌମ୍ୟକାନ୍ତ ଯୁବକର। ସେ ଯୁବକ ଜଣକ ହେଉଛନ୍ତି…
ବୈଷମ୍ୟ ହଟିଲେ ଏକତା ଆସିବ
ଅକ୍ଷୟ କୁମାର ମିଶ୍ର ସବୁରି ମୁହଁରେ ଗୋଟିଏ କଥା, ଏକତା ହିଁ ବଳ। ଏକାଠି ଥିଲେ ଯେତେ ବଡ଼ ବିପଦ ଆସିଲେ ମଧ୍ୟ ତାକୁ ଅତିକ୍ରମ କରିବା ସହଜ। ଏକତା ଥିଲେ ଶତ୍ରୁ ଯେତେ ବଳଶାଳୀ ହେଲେ ମଧ୍ୟ ହାର ମାନିବ।…
ଇଡିର ନେତୃତ୍ୱ
ଆଇଆର୍ଏସ୍ ଅଧିକାରୀ ରାହୁଲ ନବୀନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର କାର୍ଯ୍ୟନିର୍ବାହୀ ମୁଖ୍ୟ ଭାବେ ନିଯୁକ୍ତି ଲାଗି ତାଲିକାଭୁକ୍ତ କରାଯିବା ଏବଂ ତାଙ୍କୁ ଅତିରିକ୍ତ ସଚିବ ପଦବୀ ପ୍ରଦାନ କରାଯିବ ବୋଲି ଆଶା କରାଯାଉ ନ ଥିଲା। କିନ୍ତୁ ବହୁ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ…
ଏଇ ଭାରତରେ
ଶିକ୍ଷାରେ କିଭଳି ଅଧିକରୁ ଅଧିକ ପିଲା ସାମିଲ ହେବେ ତାହାର ଏକ ଅଭିନବ ଉପାୟ ଆପଣାଇଛନ୍ତି ପଶ୍ଚିମବଙ୍ଗର ଦୀପ୍ ନାରାୟଣ ନାୟକ। ସେ ରାସ୍ତାରେ ଏବେ ୧୦,୦୦୦ ଅସହାୟ ପିଲାଙ୍କୁ ପଢ଼ାଇବାର ବ୍ୟବସ୍ଥା କରିଛନ୍ତି। ଘରର ମାଟିକାନ୍ଥକୁ କଳାପଟା କରି ଅସହାୟ…
ସ୍ପିଡ୍ ବ୍ରେକର
ଦ୍ୱିତୀ ଚନ୍ଦ୍ର ସାହୁ ରାସ୍ତାରେ ଆପଣ ଯାଉଥିବେ। ହଠାତ୍ ଆପଣ ଛେଚିହେବେ ନିଜ ବସିବା ସ୍ଥାନରେ। ବିରକ୍ତି ହେବେ ପ୍ରଥମେ। ତା’ପରେ ଜାଣିବେ ରାସ୍ତାରେ ସ୍ପିଡ୍ ବ୍ରେକର ଥିଲା, ତେଣୁ ଡ୍ରାଇଭର ବ୍ରେକ୍ କଷିବାରୁ ଧକ୍କା ଖାଇବାକୁ ପଡ଼ିଲା। ଆପଣ…
ପ୍ରହସନ ନୁହେଁ ତ
ସୌଭାଗ୍ୟ ରଞ୍ଜନ ମହାନ୍ତି ନିକଟରେ ରାଜ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ରାଜ୍ୟର ବ୍ଲକସ୍ତରରୁ ଆରମ୍ଭ କରି ଲୋକସେବା ଭବନରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠାରୁ ସଚିବ, ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଦୁର୍ନୀତି ନ କରିବା ଲାଗି…
ପ୍ରାକୃତିକ ଭିତ୍ତିଭୂମି
ଏରିକ୍ ବେର୍ଗଲୋଫ୍ ସହସ୍ର ବର୍ଷ ଧରି ନଦୀ, ଆର୍ଦ୍ରଭୂମି, ଉପକୂଳ ଅଞ୍ଚଳ, ବାଲୁକା ସ୍ତୂପ ଏବଂ ଜଙ୍ଗଲ ଭଳି ପ୍ରାକୃତିକ ଭିତ୍ତିଭୂମି ମାନବ ସଭ୍ୟତା ବିକାଶରେ ସହଯୋଗ କରିଆସିଛି। ଅବଶ୍ୟ ଖାଦ୍ୟଠାରୁ ଆରମ୍ଭ କରି ପାନୀୟଜଳ ଏବଂ ବାତ୍ୟାରୁ ସୁରକ୍ଷା…
Archives


