ଆରୋ ପ୍ୟୁରିଫାଇର ନା ସାଧାରଣ ଫିଲ୍ଟର
ଡ. ନରେନ୍ଦ୍ର କୁମାର ସେଠୀ ଯଦିଓ ପୃଥିବୀରେ ଜଳ ଯଥେଷ୍ଟ ମାତ୍ରାରେ ଅଛି, ସେଥିରୁ ମାତ୍ର ୩% ମଧୁର ଜଳ ଓ ତାହା ମଧ୍ୟରୁ ଦୁଇ ତୃତୀୟାଂଶ ଗ୍ଲେସିୟରରେ ବରଫ ଆକାରରେ ଅଛି। ଯାହା ଫଳରେ ବିଶ୍ୱର ଶହେ ଦଶ କୋଟିରୁ…
କ୍ଷେତ୍ରବାଦ୍ ସଂକୀର୍ଣ୍ଣତା ବିକାଶର ପରିପନ୍ଥୀ
ଷ୍ଟାଲିନ୍ ମିଶ୍ର ଓଡ଼ିଶାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଛି, ଯାହା ଉତ୍ଥାପନ କଲେ ନେତାମାନଙ୍କ ପ୍ରତି ଲୋକଙ୍କ ଆସ୍ଥା, ବିଶ୍ୱାସ ଫେରିପାରିବା ସହିତ ରାଜ୍ୟର ମଧ୍ୟ ହିତ ସାଧନ ହୋଇପାରନ୍ତା। କିନ୍ତୁ ଆମେ ସେସବୁ ପ୍ରସଙ୍ଗ ନିଜ ବ୍ୟକ୍ତିଗତ ଲାଭ କିମ୍ବା…
ଯନ୍ତ୍ରଣାଦାୟକ ବଟିକା
ଥଣ୍ଡା, କାଶ, ଜ୍ୱର, ମୁଣ୍ଡବିନ୍ଧା ଆଦି ଲକ୍ଷଣ ପ୍ରକାଶ ପାଇଲେ ନିକଟରେ ଥିବା ଔଷଧ ଦୋକାନରୁ ଅଧିକାଂଶ ଭାରତୀୟ ଆଣ୍ଟିବାୟୋଟିକ୍ସ ଆଣି ଚଟାପଟ୍ ସେବନ କରିଦିଅନ୍ତି। ବହୁ ଜାଗାରେ ପାନଦୋକାନରେ ମଧ୍ୟ ଏଗୁଡ଼ିକ ଉପଲବ୍ଧ ହେଉଥିବାରୁ ରୋଗୀ ତତ୍କ୍ଷଣାତ୍ ଉପଶମ ପାଇବା…
ଏଇ ଭାରତରେ
ଭାରତରେ ଜଳଖିଆ କହିଲେ ଇଡ୍ଲି, ତରକାରି ଭାରି ପ୍ରିୟ। ଏହି ଖାଦ୍ୟରୁ ପ୍ରାୟ ଦିନ ଆରମ୍ଭ ହୋଇଥାଏ। ବିଭିନ୍ନ ସ୍ଥାନରେ ଇଡ୍ଲିର ସ୍ବାଦ ଭିନ୍ନ କରିବାକୁ ଦୋକାନୀମାନେ ଚେଷ୍ଟା କରିଥାନ୍ତି। କିନ୍ତୁ କର୍ନାଟକର ହାଲାଗୁରୁ ଗାଁରେ ‘ବାବୁ ହୋଟେଲ’ର ଛିବୁଲ୍ ଇଡ୍ଲିର…
ପ୍ରଭାବିତ ହେଉଛି ମହିଳାଙ୍କ ପ୍ରଜନନ କ୍ଷମତା
ଡା. ଶୁଭଶ୍ରୀ ମିଶ୍ର ୨୧୦୦ ବେଳକୁ ପାଖାପାଖି ୮୦ ବର୍ଷ ପରେ ଭାରତର ଜନସଂଖ୍ୟା ୩୦ କୋଟି ହ୍ରାସ ପାଇ ୧୦୦ କୋଟିରେ ପହଞ୍ଚିଥିବ। ସେହିପରି ମହିଳାମାନଙ୍କ ପ୍ରଜନନ କ୍ଷମତା ଅନୁପାତରେ ହ୍ରାସ ପାଇ ଏଭଳି ଘଟିବ ବୋଲି ବିଶ୍ୱ ସ୍ବାସ୍ଥ୍ୟସେବା…
ଶ୍ରମର ମର୍ଯ୍ୟାଦା
ଡ. ମନୋରଞ୍ଜନ ପ୍ରଧାନ ପ୍ରବନ୍ଧର ଶ୍ରୀଗଣେଶ କରିବା ସାମାଜିକ ଗଣମାଧ୍ୟମରୁ ସଂଗୃହୀତ ଏକ ସୁନ୍ଦର ବାର୍ତ୍ତାରୁ। ଅବ୍ରାହମ ଲିଙ୍କନଙ୍କ ପିତା ଜୋତା ତିଆରି କରୁଥିଲେ, ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଆମେରିକାର ଆଭିଜାତ୍ୟ ବର୍ଗକୁ ଆଘାତ ଲାଗିଲା! ସିନେଟ…
ବିକାଶର ଶିକାର
ଭାରତ ପୂର୍ବରୁ ଅନେକଥର ଆତଙ୍କବାଦର ଶିକାର ହୋଇଛି, ଏବେ ମଧ୍ୟ ହେଉଛି। ପୁଲୁଓ୍ବାମା ବିରାଟକାୟ ଥିବାବେଳେ ତା’ପରେ ବହୁ ଛୋଟବଡ଼ ଆକ୍ରମଣ ହୋଇଛି, ଯେଉଁଥିରେ ମୃତ ସୈନିକମାନଙ୍କ ଦେହାବଶେଷ ଘରେ ପହଞ୍ଚିବା ପୂର୍ବରୁ ରାଜନେତାମାନେ ପହଞ୍ଚି ଆର୍ଥିକ ସାହାଯ୍ୟ କରିପାରୁଛନ୍ତି। କିନ୍ତୁ…
ଏଇ ଭାରତରେ
ଲୋକମାନେ ବିବାହ ପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି କରନ୍ତି। ସବୁବେଳେ କିଛି ସ୍ବତନ୍ତ୍ର କରିବାକୁ ମଧ୍ୟ ଚାହିଁଥା’ନ୍ତି। ଏଥିସହ ମାତାପିତାଙ୍କର ମଧ୍ୟ ସେମାନଙ୍କ ସନ୍ତାନମାନଙ୍କର ବିବାହକୁ ନେଇ କିଛି ବିଶେଷ ଇଚ୍ଛା ଥାଏ। ସେମାନେ ତାହା ପୂରଣ କରିବା ଲାଗି ସବୁକିଛି…
‘ଫାୟାର ବାର୍ଡ’ର ସ୍ରଷ୍ଟା
ପେରୁମାଲ ମୁରୁଗାନ ପରିବର୍ତ୍ତିତ ପୃଥିବୀରେ ମଣିଷ ନିଜର ସ୍ଥାୟିତ୍ୱ ବୁଝିବାରେ ଯେଭଳି ଅକ୍ଷମ। ମୁଥୁଙ୍କ ବିଶ୍ୱ ଭଙ୍ଗୁର ହୋଇଯାଉଛି ଯେତେବେଳେ ତାଙ୍କ ପିତା ପୈତୃକ ସମ୍ପତ୍ତିକୁ ଭାଗ କରିଦେଉଛନ୍ତି। ସବା ବଡ଼ ଭାଇ ଅସାଧୁ ଉପାୟ ଅବଲମ୍ବନ କରି ସାନ ଭାଇ…
ଆମେ ଆମର ଗାତ ଖୋଳୁଛୁ
ସହଦେବ ସାହୁ ତାତି ଆଉ ଧୂଆଁ ମଣିଷର କାଳ ହେଲାଣି। ଆମେ କ୍ଲାଇମେଟ୍ ଚେଞ୍ଜ ଉପରେ ଏତେ ସତର୍କ ହେଲା ପରେ ବି ଏବେ ପ୍ରତି ସେକେଣ୍ଡରେ ୧୩୩୭ ଟନ୍ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଛାଡୁଛୁ। ଏଭଳି ପ୍ରଦୂଷଣ ବୃଦ୍ଧିକୁ ରୋକିବାକୁ ଆମେ…
ସୀମା ପୁନଃ ନିର୍ଦ୍ଧାରଣ କେବେ
ପଚାଶ ବର୍ଷ ହେଲାଣି ଭାରତ ସୀମା ପୁନଃ ନିର୍ଦ୍ଧାରଣ(ଡିଲିମିଟେଶନ) ଦ୍ୱାରା ଲୋକ ସଭା ଆସନ ସଂଖ୍ୟା ପରିବର୍ତ୍ତନ କରିନାହିଁ। ଡିଲିମିଟେଶନ ଲାଗି ସାମ୍ବିଧାନିକ ଆଇନର ବ୍ୟବସ୍ଥା ଓ ଏଥିପାଇଁ ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ବାଛିିବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା ହୋଇପାରୁନାହିଁ।…
ଏଇ ଭାରତରେ
ଡାକ୍ତରମାନେ ମାଗଣାରେ ଚିକିତ୍ସା କରୁଥିବା ବିଷୟ ନିୟମିତ ଭାବେ ପ୍ରକାଶ ପାଉଛି। କିନ୍ତୁ ୭୦ ବର୍ଷ ବୟସରେ ଡାକ୍ତର ଅରୁଣୋଦୟ ମଣ୍ଡଳ ୧୬୦ କି.ମି.ଦୂର ଯାତ୍ରା କରି ମାଗଣାରେ ରୋଗୀ ଚିକିତ୍ସା କରିବା ଘଟଣା ନିଶ୍ଚିତ ଭାବେ ଭିନ୍ନ ଓ ପ୍ରେରଣାଦାୟକ।…
Archives


