ଯେମିତି ପ୍ରଜା ସେମିତି ରାଜା
ଯଚିଦାନନ୍ଦ ଦାଶ ବହୁ ପୁରାତନ କାଳର ଲୋକ କଥାଟିଏ ରହିଆସିଛି – ”ଯେମିତି ରାଜାକୁ ସେମିତି ପ୍ରଜା“, ଯାହାକି ରାଜତନ୍ତ୍ର ଶାସନର ମୂଳଦୁଆ। ଆଗକାଳରେ ରାଜାମାନେ ଯାହା କରୁଥିଲେ ତାହାକୁ ପ୍ରଜାମାନେ ଅନୁସରଣ କରୁଥିଲେ। ରାଜା ଯାହା କହୁଥିଲେ, ସେଇଟା…
ଏକଚ୍ଛତ୍ରବାଦର ପତନ
ଜାସେକ୍ ରୋଷ୍ଟୋସ୍କି ଅକ୍ଟୋବର ୧୫ (ରବିବାର)ରେ ଶେଷ ହୋଇଥିବା ପୋଲାଣ୍ଡ ସଂସଦୀୟ ନିର୍ବାଚନରେ ଏକଚ୍ଛତ୍ରବାଦୀ ଶାସକ ଦଳ ଲ ଆଣ୍ଡ୍ ଜଷ୍ଟିସ(ପିଆଇଏସ୍)ର ଶୋଚନୀୟ ପରାଜୟ ଘଟିଛି। ଗଣତନ୍ତ୍ର ସପକ୍ଷବାଦୀ ବିରୋଧୀଦଳଗୁଡ଼ିକ ୫୩.୫% ଭୋଟ ପାଇଥିବାବେଳେ ପିଆଇଏସ୍ ପାଇଛି ମାତ୍ର ୩୫.୪%।…
ଏଇ ଭାରତରେ
ନିଜର ଦୁଃଖକଷ୍ଟ ଭୁଲି ଅସହାୟ ପିଲାଙ୍କ ମା’ ସାଜିଛନ୍ତି ଛତିଶଗଡ଼ର କିନ୍ନର ମନିଷା। ୮ଜଣ ପିଲାଙ୍କର ଯତ୍ନ ନେଉଛନ୍ତି। ମନିଷା ବିଭିନ୍ନ ଜାଗାରେ କାମକରି ଯାହା ରୋଜଗାର କରନ୍ତି, ସେଥିରେ ସେମାନଙ୍କର ଖର୍ଚ୍ଚ ତୁଲାଉଛନ୍ତି। ମନିଷାଙ୍କ ପିଲାଦିନ ବହୁ କଷ୍ଟରେ କଟିଥିଲା।…
ନାରୀଜାତିର ପ୍ରତୀକାତ୍ମକ ପୂଜା
ଯଶସ୍ବିନୀ ପଟ୍ଟନାୟକ ମା’ ଶବ୍ଦରେ ଭରିରହିଛି ଅମୃତର ଉଚ୍ଛ୍ବାସ। ଯୁଗ ଯୁଗ ଧରି ସ୍ମରଣ କରିଛନ୍ତି ଦେବତା, ଦାନବ ଆଉ ମାନବ। ମା’ ବାରମ୍ବାର ଆବିର୍ଭୂତା ହୁଅନ୍ତି ସନ୍ତାନର ଆକୁଳ ପ୍ରାର୍ଥନାରେ। ମା’ର ଇଚ୍ଛା ସଦା ପୂର୍ଣ୍ଣହୁଏ। ସେ ଶକ୍ତିସ୍ବରୂପିଣୀ।…
ଭଗବତୀ: ଅଳ୍ପାୟୁ, କିନ୍ତୁ ମରଣଜୟୀ
ଡ. ହୃଷୀକେଶ ମଲ୍ଲିକ ଭଗବତୀ ଚରଣ ପାଣିଗ୍ରାହୀ ଥିଲେ ସମସମୟର ପ୍ରତିକୂଳତା ବିପକ୍ଷରେ ଲଢ଼ିବାର ପ୍ରତିବଦ୍ଧତା ନେଇ ଜନ୍ମିଥିବା ଇତିହାସର ଏକ ଅମୋଘ ଅସ୍ତ୍ର। ମାତ୍ର ୩୫ ବର୍ଷର ଜୀବଦ୍ଦଶା(୧୯୦୮-୧୯୪୩) ମଧ୍ୟରେ ସେ କେବଳ ଓଡ଼ିଶା ନୁହେଁ କି ଭାରତବର୍ଷ…
ଯୁଦ୍ଧପ୍ରିୟ ନେତା
ଯୁଦ୍ଧ ପରେ କେବଳ ଶ୍ମଶାନର ନୀରବତା ରହିଯାଏ। ଏବେ ଲାଗୁଛି ଯେମିତି ଶ୍ମଶାନ ୟୁକ୍ରେନ୍ରୁ ପାଲେଷ୍ଟାଇନ୍କୁ ଚାଲିଯାଇଛି। ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଜୋର୍ଦାର ଲାଗି ରହିଥିବା ବେଳେ ଏବେ ଆଉ ଏକ ନୂତନ ଯୁଦ୍ଧକ୍ଷେତ୍ର ପାଲେଷ୍ଟାଇନ୍ରେ ସୃଷ୍ଟି ହୋଇଯାଇଛି। ଇସ୍ରାଏଲ୍ର…
ଏଇ ଭାରତରେ
ସମ୍ପ୍ରଦାୟରେ ପ୍ରଥମ ପିଢ଼ିର କେହି ଜଣେ ପିଲା ଶିକ୍ଷାରେ ଡିଗ୍ରୀ ହାସଲ କଲେ ପୂରା ସମ୍ପ୍ରଦାୟ ତାଙ୍କ ପାଇଁ ଗର୍ବ ଅନୁଭବ କରେ। କେବଳ ଏତିକି ନୁହେଁ, ଶିକ୍ଷା କ୍ଷେତ୍ରରେ ପଛରେ ଥିବା ଅନ୍ୟ ବର୍ଗ ପାଇଁ ସେ ପ୍ରେରଣା ସାଜିଥାନ୍ତି।…
ଯୁବନେତାଙ୍କ ଆଇକନ୍
ଖ୍ରୀଷ୍ଟୋଫର ଲୁକ୍ସୋନ ସେଡିଓଡରାଣ୍ଟ ଏବଂ ଆଇସ୍କ୍ରିମ୍ ବିକୁଥିଲେ। ଶ୍ରେଷ୍ଠ କର୍ପୋରେଟ୍ ଏକ୍ଜିକ୍ୟୁଟିଭ୍ ଭାବେ ଏୟାରଲାଇନ୍ ଚଳାଇ ସୁନାମ ଅର୍ଜନ କଲେ। ବ୍ରିଟିଶ ବହୁରାଷ୍ଟ୍ରୀୟ ଖାଉଟି ସାମଗ୍ରୀ କମ୍ପାନୀ ‘ୟୁନିଲିଭର’ର ସେ ଅଷ୍ଟ୍ରେଲିଆ, ବ୍ରିଟେନ, କାନାଡା ଓ ଆମେରିକାରେ ଦୀର୍ଘ ୧୮ ବର୍ଷ…
ସ୍ବାସ୍ଥ୍ୟ ଓ ଶ୍ରୀଅନ୍ନ
ଡ. ପ୍ରଫୁଲ୍ଲ କୁମାର ସାହୁ ଏବେ ପୁଷ୍ଟିଶସ୍ୟକୁ କୁହାଯାଉଛି ଶ୍ରୀଅନ୍ନ। ଭାରତରେ ସେହି ନାମ ସହିତ ‘ଶ୍ରୀ’ ଯୋଡ଼ାଯାଏ, ଯେଉଁଠି ଥାଏ ସମୃଦ୍ଧି ଓ ସମଗ୍ରତା। ଶ୍ରୀଅନ୍ନର ନାମକରଣକୁ ନେଇ ବିଶ୍ବ ପୁଷ୍ଟିଶସ୍ୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଏହି କଥା କହିଥିଲେ…
ବହୁ କ୍ଷତି ଘଟିଛି
ସମଲିଙ୍ଗୀ ବିବାହକୁ ସରକାର ବିରୋଧ କଲେ ଓ ସୁପ୍ରିମକୋର୍ଟ ଏଥିରେ ଏକମତ ହେଲେ। ଏହାଦ୍ୱାରା ଭାରତ ସମଲିଙ୍ଗୀ ବିବାହ ଅଧିକାରକୁ ପ୍ରତ୍ୟାଖ୍ୟାନ କରିଛି। ଜି୨୦ରେ ଥିବା ଦେଶଗୁଡ଼ିକ ମଧ୍ୟରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ଫ୍ରାନ୍ସ, ଜର୍ମାନୀ, ମେକ୍ସିକୋ, ଦକ୍ଷିଣ ଆଫ୍ରିକା,…
ଆଇଏଫ୍ଏସ୍ କ୍ୟାଡରର ପୁନର୍ଗଠନ
ଭାରତୀୟ ବୈଦେଶିକ ସେବା (ଆଇଏଫ୍ଏସ୍) କ୍ୟାଡରର ଶେଷ ପୁନର୍ଗଠନ ହେବାର ପ୍ରାୟ ଦୁଇ ଦଶନ୍ଧି ପରେ ମୋଦି ସରକାର ଆସନ୍ତା ୫ବର୍ଷ ମଧ୍ୟରେ ୨୧୫ ଅଧିକାରୀଙ୍କୁ ନେଇ କ୍ୟାଡରର ଶକ୍ତି ବୃଦ୍ଧି ପାଇଁ ଏକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସୂତ୍ରରୁ ଜଣାପଡ଼ିଛି,…
ଚାଲ ପଡ଼ିଆକୁ ଯିବା
ଭବିଷ୍ୟତରେ ଜୀବନ ଓ ଜୀବିକା କ୍ଷେତ୍ରରେ ଉପୁଜିବାକୁ ଥିବା ସମସ୍ୟାର ସର୍ବଶ୍ରେଷ୍ଠ ସମାଧାନ ସୂତ୍ରର ଶିକ୍ଷଣୀୟ ସମୟ ହେଉଛି ପିଲାଦିନ। ଏଥିପାଇଁ ଯେଉଁ ସାହସ, ସହଯୋଗିତା, ସହଭାଗିତା, ସହିଷ୍ଣୁତା ଲୋଡ଼ା ଶିଶୁଟି ସେ ସମସ୍ତ ମାନବୀୟ ଗୁଣକୁ ଶିକ୍ଷାଲାଭ କରିଥାଏ ପରିବେଶ,…
Archives


