ସମ୍ପାଦକୀୟ

ଗୃହିଣୀଙ୍କ ମୂଲ୍ୟାୟନ

ପ୍ରକାଶ ତ୍ରିପାଠୀ   ମୋ ପତ୍ନୀ କିଛି କରନ୍ତିନି, ସେ ଜଣେ ଗୃହିଣୀ। ସେ କିଛି କରନ୍ତିନି ବୋଲି ଘରେ ରୋଷେଇବାସ କରନ୍ତି, ଘରର ସମସ୍ତଙ୍କୁ ଠିକ୍‌ ସମୟରେ ସକାଳେ, ମଧ୍ୟାହ୍ନରେ ଓ ରାତିରେ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତକରି ଖାଇବାକୁ ଦିଅନ୍ତି।…

ସମ୍ପର୍କ: ମୂଲ୍ୟ, ଅମୂଲ୍ୟ, ମୂଲ୍ୟହୀନ

ଚନ୍ଦନ କୁମାର ଦାସ   ଏ ତିନି ହେଁ -‘ମୂଲ୍ୟ, ଅମୂଲ୍ୟ, ମୂଲ୍ୟହୀନ’ କେବଳ ଗୋଟିଏ ଗୋଟିଏ ଶବ୍ଦର ପରିସୀମା ମଧ୍ୟରେ ଅନୁବନ୍ଧିତ ନୁହେଁ;ପରନ୍ତୁ ଆମ ସମସାମୟିକ ସାମାଜିକ ଜୀବନର ସୁଧାର ପାଇଁ ଏକ ଏକ ଶ୍ରେଷ୍ଠ ସାଧନ ରୂପେ ପରିଗଣିତ।…

ବେଦରେ ଯଜ୍ଞ

ଯଜ୍ଞ ହେଉଛି ବେଦର ମୂଳ ରୀତିନୀତି। ଏବେ ବି ବିଶିଷ୍ଟ ପଣ୍ଡିତମାନେ ଯଜ୍ଞ ଶବ୍ଦକୁ ବଳି କିମ୍ବା ଅଗ୍ନି ଯଜ୍ଞ ବା ଅଗ୍ନି ରୀତିନୀତି ବୋଲି କହିଥା’ନ୍ତି। ବଳି ମୁଖ୍ୟତଃ ନାସ୍ତିକଙ୍କର ଏକ ପ୍ରାଚ୍ୟ ଦୃଷ୍ଟିକୋଣକୁ ଜାଗ୍ରତ କରେ, ଯାହା ଏକ…

ଅସନ୍ତୁଷ୍ଟ ପଡ଼ୋଶୀ

ଲାକ୍ଷାଦ୍ୱୀପର ମିନିକଏରେ ଭାରତ ଜଟାୟୁ ନାମକ ନୂଆ ନୌସେନା ଘାଟି ନିର୍ମାଣ କରିବାକୁ ନିକଟରେ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ଲାକ୍ଷାଦ୍ୱୀପର କାଭାରତିରେ ଦ୍ୱୀପରକ୍ଷକ ନୌସେନା ଘାଟି ଥିଲା। ନୂଆ ଘାଟି ନିର୍ମାଣ ହେଲେ ଆରବ ସାଗରରେ ନୌସେନା କ୍ଷମତା ବୃଦ୍ଧି…

ଦଳୀୟ ରାଜନୀତିରେ ଏମାନଙ୍କ ପ୍ରାବଲ୍ୟ

ଦଳୀୟ ରାଜନୀତିରେ ଏବେ ବଡ଼ ବିସ୍ମୟକର ପରିସ୍ଥିତି ଅନୁଭୂତ ହେଉଛି। ୨୦୨୪ ନିର୍ବାଚନ ଘୋଷଣା ହେବାର ପ୍ରାକ୍‌ ଦୃଶ୍ୟପଟ ଜନସାଧାରଣଙ୍କ ମାନସିକତାକୁ ଦୋହଲାଇ ଦେଉଛି। କେଉଁ ଅଞ୍ଚଳରୁ ପ୍ରାର୍ଥୀ କିଏ ହେବ ସେଥିପାଇଁ ସବୁ ମହଲରେ ଅଙ୍କକଷା ଛିଡ଼ୁନାହିଁ। ଦେଖାଯାଇଛି ପୂର୍ବ…

ଶିକ୍ଷା, ଶିକ୍ଷକ ଓ ଶିକ୍ଷାର୍ଥୀ

ଅଜ୍ଞାନତାର ଅମା ଅନ୍ଧାରକୁ ବଧ କରି ଯାହା ମାଧ୍ୟମରେ ସମାଜରେ ଜ୍ଞାନର ଆଲୋକ ବିଚ୍ଛୁରିତ ହୁଏ, ତାହା ହେଉଛି ଶିକ୍ଷା। ଏହି ଶିକ୍ଷା ପଦ୍ଧତିକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ଅବଦାନ ମଧ୍ୟ ଅତ୍ୟନ୍ତ ଜରୁରୀ। ତିନିହେଁ ପରସ୍ପରର…

ଏଇ ଭାରତରେ

କର୍ନାଟକର ମହିଳା ଚାଷୀ ରୋଜା ରେଡ୍ଡୀଙ୍କ ସଫଳତା ଏକ ଉଦାହରଣ ସୃଷ୍ଟି କରିଛି। ସେ କର୍ପୋରେଟ ଚାକିରି ଛାଡ଼ି ଜୈବିକ ଚାଷରୁ ବର୍ଷକୁ ୧ କୋଟି ଟଙ୍କା ରୋଜଗାର କରୁଛନ୍ତି। ୨୮ ବର୍ଷିଆ ରୋଜା କର୍ନାଟକର ଡୋନେହାଲି ଗାଁରେ ଏହି ଚାଷ…

ଏଇ ଭାରତରେ

ମୋବାଇଲ ପୁରୁଣା ହୋଇଗଲେ ତାହାକୁ ଫିଙ୍ଗି ଦିଆଯାଉଛି। ଏହା ଇ-ଓ୍ବେଷ୍ଟ ପରିବେଶ ଲାଗି କ୍ଷତିକାରକ। କିନ୍ତୁ ପୁରୁଣା ମୋବାଇଲକୁ ରିସାଇକ୍ଲିଂ କରି ଦିଲ୍ଲୀର ଦୁଇ ସାଙ୍ଗ ଅଭିନୀତ ସିଂ ଓ ସକେତ ସୌରଭ ଚଳିତବର୍ଷ ୨୪୦ କୋଟି ଟଙ୍କାରୁ ଅଧିକ ରୋଜଗାର…

ଯାନ୍ତ୍ରିକ ଯନ୍ତ୍ରଣା

ଡ. ଦ୍ୱିତୀ ଚନ୍ଦ୍ର ସାହୁ ହାଟରେ ପରିବା କିଣୁଥିଲି। ପଛରୁ ମୋ ହାତକୁ ଧରି ଟାଣିନେଲେ କେହି। ବୁଲି ଦେଖିଲି ଜଣେ ଅବସରପ୍ରାପ୍ତ ଶିକ୍ଷକ। କିଛି ପଚାରିବା ଆଗରୁ ସେ କହିଲେ – ସାହୁ ବାବୁ! ଆପଣଙ୍କୁ ଖବରକାଗଜରେ ହିଁ ଦେଖୁଛି।…

ନିର୍ବାଚନରେ ସାହିତି୍ୟକ

ଡ. ସମୀର କୁମାର ନନ୍ଦ ସାହିତ୍ୟ ଓ ରାଜନୀତିର ସମ୍ପର୍କ କ୍ୱଚିତ ଦେଖିବାକୁ ମିଳିଥାଏ। ସାହିତି୍ୟକଙ୍କ ରାଜନୀତିରେ ଅଂଶଗ୍ରହଣ କରିବା ବହୁତ ରୋଚକ ବିଷୟ ହୋଇଥାଏ। କବି ସଚ୍ଚି ରାଉତରାୟ ୧୯୧୬ ମେ’ ୧୩ରେ ଖୋର୍ଦ୍ଧାର ଗୁରୁଜଙ୍ଗ ଗ୍ରାମରେ ଜନ୍ମଲାଭ କରିଥିଲେ।…

ସର୍ବେସର୍ବା ସେନା

ପାକିସ୍ତାନର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଶପଥ ନେବା ପୂର୍ବରୁ ପାର୍ଲାମେଣ୍ଟରେ ତାଙ୍କ ପ୍ରଥମ ଭାଷଣରେ କଶ୍ମୀର ପ୍ରସଙ୍ଗ ଉତ୍‌ଥାପନ କରିଥିଲେ। ଉଭୟ କଶ୍ମୀର ଓ ପାଲେଷ୍ଟିନୀୟଙ୍କ ସ୍ବାଧୀନତା ପାଇଁ ନ୍ୟାଶନାଲ ଆସେମ୍ବ୍ଲିରେ ଏକ ସଙ୍କଳ୍ପନାମା ପାରିତ କରିବା ସକାଶେ…

ପାପ ସମସ୍ତଙ୍କର

ଗତ କିଛିଦିନ ହେବ କ୍ରସ୍‌ଭୋଟିଂ (କୌଣସି କାରଣରୁ ପ୍ରଭାବିତ ହୋଇ ଅନ୍ୟ ଦଳକୁ ଭୋଟ ଦେବା), ଡିଫେକ୍ସନ (ନିର୍ବାଚିତ ହୋଇଥିବା ଦଳକୁ ଛାଡ଼ି ଅନ୍ୟତ୍ର ଯିବା) ଓ ହର୍ସ ଟ୍ରେଡିଂ (ଘୋଡ଼ା ବେପାର) ଭଳି ଶବ୍ଦ ବହୁଳ ଭାବେ ବ୍ୟବହାର କରାଯାଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri