ସମ୍ପାଦକୀୟ

ବିକାଶର ଶିକାର

ଭାରତ ପୂର୍ବରୁ ଅନେକଥର ଆତଙ୍କବାଦର ଶିକାର ହୋଇଛି, ଏବେ ମଧ୍ୟ ହେଉଛି। ପୁଲୁଓ୍ବାମା ବିରାଟକାୟ ଥିବାବେଳେ ତା’ପରେ ବହୁ ଛୋଟବଡ଼ ଆକ୍ରମଣ ହୋଇଛି, ଯେଉଁଥିରେ ମୃତ ସୈନିକମାନଙ୍କ ଦେହାବଶେଷ ଘରେ ପହଞ୍ଚିବା ପୂର୍ବରୁ ରାଜନେତାମାନେ ପହଞ୍ଚି ଆର୍ଥିକ ସାହାଯ୍ୟ କରିପାରୁଛନ୍ତି। କିନ୍ତୁ…

ଏଇ ଭାରତରେ

ଲୋକମାନେ ବିବାହ ପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି କରନ୍ତି। ସବୁବେଳେ କିଛି ସ୍ବତନ୍ତ୍ର କରିବାକୁ ମଧ୍ୟ ଚାହିଁଥା’ନ୍ତି। ଏଥିସହ ମାତାପିତାଙ୍କର ମଧ୍ୟ ସେମାନଙ୍କ ସନ୍ତାନମାନଙ୍କର ବିବାହକୁ ନେଇ କିଛି ବିଶେଷ ଇଚ୍ଛା ଥାଏ। ସେମାନେ ତାହା ପୂରଣ କରିବା ଲାଗି ସବୁକିଛି…

‘ଫାୟାର ବାର୍ଡ’ର ସ୍ରଷ୍ଟା

ପେରୁମାଲ ମୁରୁଗାନ ପରିବର୍ତ୍ତିତ ପୃଥିବୀରେ ମଣିଷ ନିଜର ସ୍ଥାୟିତ୍ୱ ବୁଝିବାରେ ଯେଭଳି ଅକ୍ଷମ। ମୁଥୁଙ୍କ ବିଶ୍ୱ ଭଙ୍ଗୁର ହୋଇଯାଉଛି ଯେତେବେଳେ ତାଙ୍କ ପିତା ପୈତୃକ ସମ୍ପତ୍ତିକୁ ଭାଗ କରିଦେଉଛନ୍ତି। ସବା ବଡ଼ ଭାଇ ଅସାଧୁ ଉପାୟ ଅବଲମ୍ବନ କରି ସାନ ଭାଇ…

ଆମେ ଆମର ଗାତ ଖୋଳୁଛୁ

ସହଦେବ ସାହୁ ତାତି ଆଉ ଧୂଆଁ ମଣିଷର କାଳ ହେଲାଣି। ଆମେ କ୍ଲାଇମେଟ୍‌ ଚେଞ୍ଜ ଉପରେ ଏତେ ସତର୍କ ହେଲା ପରେ ବି ଏବେ ପ୍ରତି ସେକେଣ୍ଡରେ ୧୩୩୭ ଟନ୍‌ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଛାଡୁଛୁ। ଏଭଳି ପ୍ରଦୂଷଣ ବୃଦ୍ଧିକୁ ରୋକିବାକୁ ଆମେ…

ସୀମା ପୁନଃ ନିର୍ଦ୍ଧାରଣ କେବେ

ପଚାଶ ବର୍ଷ ହେଲାଣି ଭାରତ ସୀମା ପୁନଃ ନିର୍ଦ୍ଧାରଣ(ଡିଲିମିଟେଶନ) ଦ୍ୱାରା ଲୋକ ସଭା ଆସନ ସଂଖ୍ୟା ପରିବର୍ତ୍ତନ କରିନାହିଁ। ଡିଲିମିଟେଶନ ଲାଗି ସାମ୍ବିଧାନିକ ଆଇନର ବ୍ୟବସ୍ଥା ଓ ଏଥିପାଇଁ ଜଣେ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ବାଛିିବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା ହୋଇପାରୁନାହିଁ।…

ଏଇ ଭାରତରେ

ଡାକ୍ତରମାନେ ମାଗଣାରେ ଚିକିତ୍ସା କରୁଥିବା ବିଷୟ ନିୟମିତ ଭାବେ ପ୍ରକାଶ ପାଉଛି। କିନ୍ତୁ ୭୦ ବର୍ଷ ବୟସରେ ଡାକ୍ତର ଅରୁଣୋଦୟ ମଣ୍ଡଳ ୧୬୦ କି.ମି.ଦୂର ଯାତ୍ରା କରି ମାଗଣାରେ ରୋଗୀ ଚିକିତ୍ସା କରିବା ଘଟଣା ନିଶ୍ଚିତ ଭାବେ ଭିନ୍ନ ଓ ପ୍ରେରଣାଦାୟକ।…

ସଙ୍କଟରେ ପବିତ୍ର ବନ୍ଧନ

ବୈକୁଣ୍ଠନାଥ ମିଶ୍ର   ସମୟରେ ବିପରୀତ ଲିଙ୍ଗୀ ବିବାହ ସ୍ଥାନରେ ସମଲିଙ୍ଗୀ ବିବାହ ଶବ୍ଦ ଶ୍ରୁତିଗୋଚର ହେଲାଣି। ସମଲିଙ୍ଗୀ ବନ୍ଧୁତା ସର୍ବଗ୍ରାହ୍ୟ ହୋଇଥିବା ବେଳେ ସମଲିଙ୍ଗୀ ବିବାହ ଶବ୍ଦଟି ଅନେକଙ୍କ ପାଇଁ ଭ୍ରୂକୁଞ୍ଚନ ସୃଷ୍ଟି କରୁଛି। ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ…

ଆଦିବାସୀଙ୍କୁ ଭୂମିହୀନ କରିବାର ଷଡ଼ଯନ୍ତ୍ର

ଭାଲଚନ୍ଦ୍ର ଷଡ଼ଙ୍ଗୀ   ଗତ ୧୪ ତାରିଖରେ ରାଜ୍ୟ ମନ୍ତ୍ରିମଣ୍ଡଳର ବୈଠକରେ ସରକାର ଆଦିବାସୀ ଜମି ହସ୍ତାନ୍ତର ରୋକିବା ସଂକ୍ରାନ୍ତୀୟ ରହିଥିବା ଆଇନରେ କରିଥିବା ଗୁରୁତ୍ତ୍ୱପୂର୍ଣ୍ଣ ସଂଶୋଧନକୁ ମାତ୍ର ୪୮ ଘଣ୍ଟା ମଧ୍ୟରେ ସ୍ଥଗିତ ରଖିବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ…

ନିଯୁକ୍ତି ରହସ୍ୟ

ସମ୍ପ୍ରତି ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରମୁଖ ସଚିବ ଆଶିଷ ଶର୍ମାଙ୍କୁ ହଟାଇ ଦିଆଯାଇଛି। ଅଧିକାଂଶ ପର୍ଯ୍ୟବେକ୍ଷକ କହନ୍ତି, ରାଜ୍ୟରେ ସାମ୍ପ୍ରତିକ ରାଜନୈତିକ ଜଟିଳତାକୁ ଦେଖିଲେ ଏଭଳି ଘଟିବା କିଛି ଅସମ୍ଭବ ନୁହେଁ। ମୁଖ୍ୟମନ୍ତ୍ରୀ କିମ୍ବା ଉପ ମୁଖ୍ୟମନ୍ତ୍ରୀଙ୍କ…

ଏଇ ଭାରତରେ

ଜିଆଖତ ଉତ୍ପାଦନ କରି ବର୍ଷକୁ ୧ କୋଟି ଟଙ୍କାରୁ ଅଧିକ ରୋଜଗାର କରିବା ବିଷୟ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହା ମେରଟର ସନା ଖାନ୍‌ଙ୍କ ଦ୍ୱାରା ସମ୍ଭବ ହୋଇପାରିଛି। ଡାକ୍ତର ହେବା ପାଇଁ ଚାହୁଁଥିଲେ ସନା। ପ୍ରବେଶିକାରେ ସଫଳ…

ସ୍ଵଦେଶ ଆତ୍ମାର ବାଣୀମୂର୍ତ୍ତି ତୁମେ

ବିମଳ ପ୍ରସନ୍ନ ଦାସ   ୧୯୨୬, ନଭେମ୍ବର ୨୪ ତାରିଖ। ମହାଯୋଗୀ ଶ୍ରୀଅରବିନ୍ଦଙ୍କ ଯୋଗ ସାଧନାମୟ ଜୀବନରେ ମହାସିଦ୍ଧିର ବିଜୟ ବାର୍ତ୍ତା ଉଦ୍‌ଘୋଷିତ ହେଲା ”ଏଇ ଭାରତରେ ମହାମାନବର ସାଗରତୀରେ“। ଏହାର ଅବ୍ୟବହିତ ପରେ ୧୯୨୮ ମସିହାରେ ବିଶ୍ୱକବି ରବୀନ୍ଦ୍ରନାଥ ତାଙ୍କୁ…

ଆମ ଶିକ୍ଷା ବ୍ୟବସ୍ଥା

ବିପ୍ଳବ   କିଛିଦିନ ତଳେ ବିଶିଷ୍ଟ ଭାଷାବିତ୍‌ ଡ. ଦେବୀପ୍ରସାଦ ପଟ୍ଟନାୟକ ‘ଶିକ୍ଷାନୀତି ଓ ଭାଷାନୀତି’ ଶୀର୍ଷକ ଆଲୋଚନାଟିଏ ଲେଖିଥିଲେ। ସେଥିରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚିତ ହୋଇଥିଲା। ପ୍ରାୟ ପଚାଶ ବର୍ଷ ତଳେ ସମ୍ପୃକ୍ତ ଲେଖକ ଯେତେବେଳେ ଗୋଟିଏ ସାନ୍ତାଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri