ମାତୃଭାଷାର ବଶିଷ୍ଠମାନେ
ଭୁବନେଶ୍ୱରରେ ଯେତେବେଳେ ଓଡ଼ିଆ ଭାଷା ସାହିତ୍ୟର ବିଶ୍ୱ ସମ୍ମିଳନୀ ଧୁମ୍ଧାମ୍ରେ ଚାଲିଥିଲା, ସେତିକିବେଳେ ଏ ଲେଖକ ଅର୍ଥାତ୍ ଫେବୃଆରୀ ୪ ରେ ଜଗତ୍ସିଂହପୁରର ଗୋଟିଏ ଗାଁରେ ଏକ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ଆୟୋଜିତ ବାର୍ଷିକ ଉତ୍ସବରେ ଯୋଗଦେବାର ସୌଭାଗ୍ୟ ପାଇଥିଲା। ଉତ୍ସବର…
ପେଟୁଙ୍କୁ ପ୍ରମାଦ
ଶରୀରର ଆବଶ୍ୟକତା ଅନୁସାରେ ସମସ୍ତ ପୁଷ୍ଟି ଯୋଗାଇ ପାରୁଥିବା ପରିମାଣ ଅପେକ୍ଷା ଅଧିକ ଖାଦ୍ୟ ଖାଉଥିବା ଲୋକଙ୍କୁ ସାଧାରଣ ଭାବେ ଆମେ ପେଟୁ ବୋଲି କହିପାରିବା। ଉଦାହରଣ ସ୍ବରୂପ, ପୁଷ୍ଟି ବିଜ୍ଞାନୀମାନେ ଜଣେ ପ୍ରାୟ ୬୫ରୁ ୭୦ କିଲୋଗ୍ରାମ ଓଜନର ସୁସ୍ଥ…
ଏଇ ଭାରତରେ
ମାନବ ଚାଲାଣ ଏବେ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହା ଆନ୍ତଃରାଜ୍ୟରୁ ଆରମ୍ଭ କରି ଅନ୍ତର୍ଦ୍ଦେଶୀୟ ସ୍ତର ଯାଏ ସକ୍ରିୟ ହୋଇ ରହିଛି। ପୋଲିସ ଏମାନଙ୍କୁ ଉଦ୍ଧାର କରୁଥିବାବେଳେ ଜଣେ ସାହସୀ ବ୍ୟକ୍ତି ଚାଲାଣର ଶିକାର ହୋଇଥିବା ୧୫୦୦…
ଏଇ ଭାରତରେ
ସରକାରୀ ସ୍କୁଲରେ ପିଲା ସଂଖ୍ୟା କମିବା ଏବେ ଚିନ୍ତାର କାରଣ ହେଉଛି। ଏଥିରେ ସୁଧାର ଆଣିବା ଲାଗି ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ତଥାପି ସଫଳତା ଆଶାନୁରୂପ ହୋଇପାରୁନାହିଁ। କିନ୍ତୁ ମଧ୍ୟପ୍ରଦେଶର ନାଗପୁର-ଛିନ୍ଦଓ୍ବାଡା ରାସ୍ତାକଡ଼ରେ ଥିବା ଉମରାନାଳାସ୍ଥିତ ସରକାରୀ ପ୍ରାଥମିକ…
ବାପା କେବେ କାନ୍ଦନ୍ତିନି
ଡ. ନରେନ୍ଦ୍ର ସେଠୀ ସବୁ ପିଲାଙ୍କୁ ବାପା ସୁପର ହିରୋ ଲାଗନ୍ତି। ଯାତର ମହଙ୍ଗା ଖେଳନା, ସେକେଣ୍ଡହାଣ୍ଡ ସାଇକେଲ, ହୋଲିର ପିଚକାରି, ଜନ୍ମ ଦିନର ଜାମା ସବୁ ବାପା ଯୋଗାଡ଼ କରିପାରନ୍ତି, କିଛି ବି ତାଙ୍କ ଅପହଞ୍ଚ ଇଲାକାରେ ଅସମ୍ଭବ ନ…
ଅର୍ଥନୀତି ଓ ପରିବେଶ
ଡ. ଜୟକୃଷ୍ଣ ପାଣିଗ୍ରାହୀ ଅର୍ଥନୀତି ହେଉଛି ଦ୍ରବ୍ୟ ଓ ସେବା ଉତ୍ପାଦନ, ବଣ୍ଟନ ଏବଂ ବ୍ୟବହାରର ଏକ ବ୍ୟବସ୍ଥା, ଯାହା ପରିଶେଷରେ ଏକ ଗୋଷ୍ଠୀ ମଧ୍ୟରେ ସମ୍ବଳର ବିତରଣକୁ ନିର୍ଦ୍ଧାରିତ କରେ। ଏହା ସାଧାରଣତଃ ଅଞ୍ଚଳଭିତ୍ତିକ ହୋଇଥାଏ, ଯେପରିକି ଏକ ରାଷ୍ଟ୍ର…
ଶ୍ରମିକ ଅସୁରକ୍ଷିତ
ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ଶିବଶକ୍ତି ଷ୍ଟୋନ୍ କ୍ରଶରରେ ଚକା ବେଲ୍ଟ ଛିଣ୍ଡି ୧୭ ମାର୍ଚ୍ଚରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ। ମୃତକ ଶ୍ୟାମସୁନ୍ଦର ହଁାସଦା ଓ ଆହତ ଅନିଲ ସୋରେନଙ୍କ ଘର…
ଏଇ ଭାରତରେ
କୃଷକଙ୍କ ହିତ ପାଇଁ ଯେଉଁ କେତେଜଣ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରେ ହରିୟାଣାର ନିଶା ସୋଲାଙ୍କି ଅନ୍ୟତମ। ନିଶା ହରିୟାଣାର ପ୍ରଥମ ଡ୍ରୋନ୍ ପାଇଲଟ୍। ସେ ମହାରଣା ପ୍ରତାପ ବିଶ୍ୱବିଦ୍ୟାଳୟ ସହିତ ମିଶି କୃଷକମାନଙ୍କୁ ଡ୍ରୋନ୍ ଉଡାଣ ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି।…
ସାଇବର ଅପରାଧ ଓ ଶିଶୁ ସୁରକ୍ଷା
ରାଜୀବ କୁମାର ନାୟକ ବର୍ତ୍ତମାନ ଇଣ୍ଟରନେଟ୍ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଂଶ ପାଲଟି ଯାଇଛି। ଇଣ୍ଟରନେଟ୍ ମାଧ୍ୟମରେ ବନ୍ଧୁ ସୃଷ୍ଟି, ଭାବ ପ୍ରକାଶ, ବନ୍ଧୁତା ସ୍ଥାପନ, ଫଟୋ, ଭିଡିଓ ଇତ୍ୟାଦି ଶେୟାର କରିବା, ଖେଳ ଖେଳିବା, ଜିନିଷ କିଣାବିକା…
ସବାଇ ଘାସରୁ ଶିଳ୍ପ ସମ୍ଭାବନା
ଅଧ୍ୟାପକ ଗୋପବନ୍ଧୁ ସବାଇ ଗ୍ରାସ୍ ବା ବୁବେଇ ଘାସ ମୟୂରଭଞ୍ଜ ଜିଲାର ଏକ ବିଶାଳ ଅଞ୍ଚଳରେ ଲୋକଙ୍କୁ କର୍ମନିଯୁକ୍ତି ପ୍ରଦାନ କରିଥାଏ। ବିଶେଷକରି ମୋରଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶୂଳିଆପଦା, ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକରେ ଅନେକଙ୍କ ପାଇଁ ଏହା ଜୀବିକା…
ବିଦେଶୀ ସାଜିପାରନ୍ତି ଦୂତ
ଭାରତକୁ ଏକ ଧର୍ମନିରପେକ୍ଷ ଦେଶ ବୋଲି କୁହାଯାଉଥିଲା। ଏବେ ଅବଶ୍ୟ ତାହା ମଳିନ ପଡ଼ିଗଲାଣି। ଏଠାରେ ପ୍ରତ୍ୟେକ ଧର୍ମକୁ ସମାନ ଗୁରୁତ୍ୱ ଦିଆଯିବାର ନିୟମ ସମ୍ବିଧାନରେ ଉଲ୍ଲିଖିତ ରହିଛି। ହେଲେ ଅନେକ ସ୍ଥାନରେ ଉପୁଜୁଥିବା ସ୍ଥିତିକୁ ଦେଖିଲେ ଏହି ଦେଶ ସରକାରୀ…
ଏଇ ଭାରତରେ
ଅଦରକାରୀ ପାଇପ୍ ଓ ଅନ୍ୟ ସାମଗ୍ରୀ ବ୍ୟବହାର କରି ହାଇଡ୍ରୋପୋନିକ ପଦ୍ଧତି(ବିନା ମାଟିରେ ଅର୍ଥାତ୍ କେବଳ ପାଣିରେ ଚାଷ)ରେ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ମଧ୍ୟପ୍ରଦେଶ ରତଲାମାର ଅରବିନ୍ଦ ଧାକଡ଼। ୧୦ ବର୍ଷ ପୂର୍ବରୁ ଅରବିନ୍ଦ ପାରମ୍ପରିକ ପଦ୍ଧତିରେ…
Archives


