ସମ୍ପାଦକୀୟ

ଫାସିବାଦର ପୁନଃ ଅଭ୍ୟୁଦୟ

ଜନାର୍ଦ୍ଦନ ପତି     ୧୯୨୨ରେ ମୁସୋଲିନି ତାଙ୍କର ଫାସିଷ୍ଟବାହିନୀକୁ ରୋମରେ ସଶସ୍ତ୍ର ପଟୁଆର କରିବାକୁ ନିର୍ଦ୍ଦେଶ ଦେଇ ଇଟାଲିର ରାଜା ଭିକ୍ଟର ଇମାନୁଏଲଙ୍କୁ ବାଧ୍ୟ କଲେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତି ଦେବା ପାଇଁ। ୨୯ ଅକ୍ଟୋବର ୧୯୨୨ରେ ମୁସୋଲିନି…

ପଛରେ ରହିଛୁ

୧୯୯୦ରେ, ଅର୍ଥାତ୍‌ ୩୩ ବର୍ଷ ପୂର୍ବେ ଭାରତର ମୁଣ୍ଡ ପିଛା ଆୟ ୩୬୭ ଆମେରିକୀୟ ଡଲାର ଥିଲାବେଳେ ଚାଇନାର ଏହା ଥିଲା ୩୧୭ ଡଲାର। ସେ ସମୟରେ ଭାରତ ଶେଷଥର ପାଇଁ ଚାଇନା ଆଗରେ ରହିଥିଲା। ଲକ୍ଷ୍ୟ କରନ୍ତୁ, ଚାଇନା ଭାରତଠାରୁ…

ଏଇ ଭାରତରେ

ହିନ୍ଦୁ ଶାସ୍ତ୍ର ‘ଗୀତା’ ଅନ୍ୟକୁ ଠିକ୍‌ ମାର୍ଗ ଦେଖାଇବା ଭଳି କୋଲକାତାର ଗୀତା ରାଓତ ମଧ୍ୟ ଅସହାୟ ଶିଶୁମାନଙ୍କୁ ଶିକ୍ଷାର ବାଟ ଦେଖାଉଛନ୍ତି। ସେ କୋଲକାତା ଷ୍ଟେଶନ ନିକଟରେ ରହୁଥିବା ଗରିବ ଅସହାୟ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦେବା ସହ ସେମାନଙ୍କ…

ସାହିତ୍ୟ ଜଗତରେ ବୋମା ଆତଙ୍କ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ବଲିଉଡ୍‌ର ଅଗ୍ରଣୀ ଅଭିନେତା ଆମିର ଖାନ୍‌ ୧୯୯୫ରେ ରାମଗୋପାଳ ବର୍ମାଙ୍କ ରୋମାଣ୍ଟିକ୍‌ କମେଡି ‘ରଙ୍ଗିଲା’ରେ ଅଭିନୟ ପାଇଁ ଫିଲ୍ମଫେୟାର ନୋମିନେଶନ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ। ସେ ଦୃଢ଼ନିଶ୍ଚିତ ଥିଲେ ଯେ ଏହି ଶ୍ରେଷ୍ଠ ଅଭିନେତା ପୁରସ୍କାର ତାଙ୍କୁ…

ଆଉ ଶ୍ରୀକ୍ଷେତ୍ର ଆସିବୁନି

ଅଧ୍ୟାପକ ନିରଞ୍ଜନ ପାଢ଼ୀ ଜଗନ୍ନାଥ ଦର୍ଶନ ବିଶ୍ୱର କୋଣ ଅନୁକୋଣରେ ଥିବା ଭକ୍ତଙ୍କ ଜୀବନକାଳର ଏକ ବାଞ୍ଛିତ ଅଭିଳାଷ ଏବଂ ସେଇ ଦୃଷ୍ଟିରୁ ଶ୍ରୀକ୍ଷେତ୍ର ଆଗମନ ସମସ୍ତଙ୍କ ପାଇଁ ଏକ ଚିର ଈପ୍‌ସିତ ମୁହୂର୍ତ୍ତ। ସଭିଙ୍କ ଚେତନାରେ ଜଗନ୍ନାଥ ଦର୍ଶନ ଏକ…

ଦିବ୍ୟକୃପା ପାଇଁ ଦାନ

ଏକ ଆଧ୍ୟାମତ୍ିକ ଓ ସମ୍ବେଦନାମତ୍କ ଭାବ ଦେଖାଦେଇଛି ଅବସରପ୍ରାପ୍ତ ବାବୁ ଏସ୍‌. ଲକ୍ଷ୍ମୀ ନାରାୟଣନଙ୍କ କ୍ଷେତ୍ରରେ। ପ୍ରଭୁ ରାମଙ୍କ ପ୍ରତି ତାଙ୍କ ଭାବକୁ ଏକ ଅପ୍ରତ୍ୟାଶିତ ସ୍ତରକୁ ବଢ଼ାଇ ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ସଚିବ ତଥା ୧୯୭୦ ବ୍ୟାଚ୍‌ର ଏହି…

ପ୍ରବାସୀଙ୍କ ପ୍ରଭାବ

ନେଦରଲାଣ୍ଡ୍ସର ସବୁଠୁ ଲୋକପ୍ରିୟ ପାର୍ଟିର ଏବକାର ନେତା ଗୀର୍ଟ ୱାଇଲ୍ଡର୍ସଙ୍କୁ ଅଣଦେଖାକରି ଜଣେ ସାମ୍ବାଦିକ ଭାବେ ମୁଁ ଜୀବନର ସବୁଠୁ ବଡ଼ ଭୁଲ୍‌ କରିଛି। ସମ୍ଭବତଃ ସେ ନେଦରଲାଣ୍ଡ୍ସର ପ୍ରଥମ ଦକ୍ଷିଣପନ୍ଥୀ ପ୍ରଧାନମନ୍ତ୍ରୀ ହେବେ । ମୁଁ ୨୦୦୫ରେ ମୋ ପୁସ୍ତକ…

ଜଳବାୟୁ ନ୍ୟାୟ

ସାମାଜିକ ନ୍ୟାୟ ପରି ପରିବେଶ ନ୍ୟାୟ, ପରିବେଶ ଉପରେ ବିଶ୍ୱର ସମସ୍ତ ଜନତାଙ୍କ ସମାନ ଅଧିକାର ତଥା ଏବର ପିଢ଼ି ସହିତ ଆଗାମୀ ପିଢ଼ିର ଜନତାଙ୍କ ସମାନ ଅଧିକାର ଉପରେ ଆଧାରିତ ଏକ ଗଣତାନ୍ତ୍ରିକ ବିଚାର। ଆନ୍ତଃରାଜ୍ୟ ନଦୀରୁ ଉପରମୁଣ୍ଡ ରାଜ୍ୟ…

ଏଇ ଭାରତରେ

ପ୍ଲାଷ୍ଟିକ କିମ୍ବା କୃଷି ବର୍ଜ୍ୟର ପୁନଃ ଉପଯୋଗ କରିବା ଲାଗି ଅନେକେ ପ୍ରୟାସ କରୁଛନ୍ତି। କିନ୍ତୁ ଇ-ବର୍ଜ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ହାତଗଣତି କେତେଜଣଙ୍କ ମଧ୍ୟରେ ବେଙ୍ଗାଲୁରୁର ବିଶ୍ୱନାଥ ମାଲାବାଡ଼ି ଦବଙ୍ଗେର ଅନ୍ୟତମ। ସେ ବିଭିନ୍ନ ସ୍ଥାନରୁ ଅଦରକାରୀ କମ୍ପ୍ୟୁଟର, କି-ବୋର୍ଡ,…

ଏଇ ଭାରତରେ

ଜୀବେ ଦୟା ଭାବକୁ ପ୍ରତିପାଦିତ କରିଛନ୍ତି ପଟିଆଲାର ସୁଷମା ସିଂ। ସେ ବୁଲାକୁକୁରଙ୍କୁ ଉଦ୍ଧାର କରି ଘରେ ଆଶ୍ରୟ ଦେବା ସହ ସେମାନଙ୍କ ଯତ୍ନ ନେଉଛନ୍ତି। ଏହି କାର୍ଯ୍ୟ ସେ ୯ ବର୍ଷ ବୟସରୁ ଆରମ୍ଭ କରିଛନ୍ତି। ସେ ଏବେ ଘରେ…

ଆଦିମାନବର କଥା

ବିକାଶର ଧାରାରେ ଶିଳ୍ପକୁ ପ୍ରାଧାନ୍ୟ ଦିଆଯାଉଛି। ଏଥିପାଇଁ ଜଙ୍ଗଲ କାଟି ଶିଳ୍ପ ପ୍ରତିଷ୍ଠା କରାଯାଉଛି। ଅନ୍ୟପକ୍ଷରେ କଟାଯାଉଥିବା ଜଙ୍ଗଲର ସୁରକ୍ଷା ପାଇଁ ଆମେ ଆଇନ ଗଢ଼ିଛୁ। କିନ୍ତୁ ଏହି ଆଇନକୁ ଅମାନ୍ୟକରି ଶିଳ୍ପ ଲାଗି ପଥ ପରିଷ୍କାର କରାଯାଉଛି। ଏହି କାରଣରୁ…

ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏକ ପ୍ରୟାସ: ଭାରତର ଜି୨୦ ଅଧ୍ୟକ୍ଷତା ଏବଂ ଏକ ନୂତନ ବହୁପକ୍ଷବାଦର ପ୍ରାରମ୍ଭ

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ     ଭାରତ ଜି୨୦ ଅଧ୍ୟକ୍ଷତା ଗ୍ରହଣ କରିବାକୁ ଆଜି ୩୬୫ ଦିନ ପୂରିଛି। ‘ବସୁଧୈବ କୁଟୁମ୍ବକମ’- ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ର ଭାବନାକୁ ପ୍ରତିଫଳିତ କରିବା, ସଂକଳ୍ପବଦ୍ଧ ହେବା ଏବଂ ଏହାକୁ ପୁନର୍ଜୀବିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri