ଅର୍ଥନୈତିକ ରାଷ୍ଟ୍ରବାଦ ଓ ବିଶ୍ୱ
ଡାନି ରୋଡ୍ରିକ୍ ଆମେରିକା ଯେଭଳି ନେତୃତ୍ୱ ନେଉଛି ସେଥିରୁ ମନେହେଉଛି ଯେ, ବିଶ୍ୱ ଇକୋନୋମିକ ନ୍ୟାଶନାଲିଜମ ବା ଅର୍ଥନୈତିକ ରାଷ୍ଟ୍ରବାଦ (ଏକ ବିଚାରଧାରା; ଯାହା ଅର୍ଥ ବ୍ୟବସ୍ଥା ଓ ଘରୋଇ ନୀତିଗୁଡ଼ିକରେ ହସ୍ତକ୍ଷେପକୁ ପ୍ରାଥମିକତା ଦିଏ ଏବଂ ଶ୍ରମ, ସାମଗ୍ରୀ ଓ…
ସମଲିଙ୍ଗୀ
ଡା. ସମ୍ରାଟ କର ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ସୁପ୍ରିମକୋର୍ଟ ମନା କରିଦେଲେ। ଏ ସଂକ୍ରାନ୍ତରେ ଆଇନ ତିଆରି କରିବା ହେଉଛି ସଂସଦର କାମ ଆଉ ବିବାହ ମୌଳିକ ଅଧିକାରଭୁକ୍ତ ହୋଇ ନ ଥିବାରୁ ସମଲିଙ୍ଗୀ ବିବାହକୁ ସେହି ଶ୍ରେଣୀରେ…
ଏଇ ଭାରତରେ
କୁକୁର କିଭଳି ସ୍ବାସ୍ଥ୍ୟକର ଖାଦ୍ୟ ଖାଇବେ ସେଭଳି ଏକ ଭିନ୍ନ ଚିନ୍ତା କରିଛନ୍ତି ରାଜସ୍ଥାନ ଜୟପୁରର ଗଜରାଜ ସିଂ। ଗଜରାଜ କୁକୁରଙ୍କ ପାଇଁ ସ୍ବତନ୍ତ୍ର ପୁଷ୍ଟିକର ଖାଦ୍ୟ ପ୍ୟାକେଟ କରି ତାହାକୁ ମାତ୍ର ୫ଟଙ୍କାରେ ଯୋଗାଇ ଦେଉଛନ୍ତି। ସେ ରୁଟି ସହିତ…
ନିର୍ଣ୍ଣୟରେ ନୈତିକ ଦାୟିତ୍ୱ
ଡ. ସତ୍ୟ ନାରାୟଣ ମିଶ୍ର ମଣିଷ ସମାଜରେ ଶୃଙ୍ଖଳିତ ଭାବେ ବଞ୍ଚିବାର କୌଶଳ ଯେତେବେଳେ ସ୍ବୀକାର କରିଥାଏ, ସେତେବେଳେ ତାହାକୁ ପୂର୍ଣ୍ଣାଙ୍ଗ ରୂପରେଖ ଦେବା ପାଇଁ ଜୀବନର ଗତିପଥକୁ ନିର୍ଣ୍ଣୟର ନୈତିକ ଦାୟିତ୍ୱ ଉପରେ ନିହିତ କରିଥାଏ। ନିର୍ଣ୍ଣୟ କେତେବେଳେ…
ଯେମିତି ବିଚାର, ସେମିତି ପରିଣାମ
ନଗେନ୍ଦ୍ର ନାଥ ପଟ୍ଟନାୟକ ବିଶ୍ୱବ୍ରହ୍ମାଣ୍ଡ ଏକ ଚିରନ୍ତନ, ଶାଶ୍ୱତ ତଥା ଅପରିବର୍ତ୍ତନୀୟ ନିୟମ ଦ୍ୱାରା ପରିଚାଳିତ। ଏହାର ସ୍ବରୂପ ଅନେକ, କିନ୍ତୁ ସବୁର ପରମ ଏବଂ ଚରମ ଲକ୍ଷ୍ୟ ଏକ ଓ ଅଭିନ୍ନ। ଆମେ କେତେକ ସ୍ବରୂପ ସହ ପରିଚିତ,…
ହିଂସାରୁ କିଛି ମିଳିନି
ମୁହାନନ୍ଦ ଆଲେଝି ଅକ୍ଟୋବର ୭ରେ ଇସ୍ରାଏଲର ସୀମା ମଧ୍ୟରେ ହମାସ୍ ଏକ ବଡ଼ ଆକ୍ରମଣ କରିଥିଲା। ଏଥିରେ ବହୁ ଇସ୍ରାଏଲୀ ନିହତ ଓ ଆହତ ହେବା ପରେ ଇସ୍ରାଏଲ ହମାସ୍ ଉପରେ ଆକ୍ରମଣ ଜାରିରଖିଛି। ଏହି କ୍ରୂର ଆକ୍ରମଣ ମଧ୍ୟପ୍ରାଚ୍ୟରେ…
ବାଡ଼ି ଆଡ଼କୁ ଦେଖ
ପ୍ରତିବର୍ଷ ଦୀପାବଳି ପାଖେଇ ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ଚିନ୍ତା ଘାରେ। ଏହି ସମୟ ଅମଳ ଋତୁ ହୋଇଥିବାରୁ ପ୍ରଦୂଷଣ ଦୋଷ କୃଷକଙ୍କ ମୁଣ୍ଡରେ ଲଦି ଦିଆଯାଏ, ଯେମିତି କି ଏଥିପାଇଁ ସେମାନେ କେବଳ ଦାୟୀ। କିନ୍ତୁ ଏହାକୁ ଗ୍ରହଣ କରିବା…
ପକ୍ୱକେଶଙ୍କ ଦେଶ
ପାଠକେ, ପ୍ରବନ୍ଧ ଲେଖିଲା ବେଳକୁ ଭାରତୀୟ ଜନସଂଖ୍ୟାର ୫୦ ପ୍ରତିଶତଙ୍କ ବୟସ ୨୫ ବର୍ଷ ତଳେ ଏବଂ ୬୫ ପ୍ରତିଶତ ଅଛନ୍ତି ୩୫ ବର୍ଷ ଭିତରେ। ବିଭିନ୍ନ ଆନ୍ତର୍ଜାତିକ ସଂଗଠନ ଆକଳନ କରିଛନ୍ତି, ଅନ୍ତତଃ ୨୦୩୦ ପର୍ଯ୍ୟନ୍ତ ଏହି ଅଭିବୃଦ୍ଧି ଜାରି…
ଗାଇଡ୍ ଓ ସ୍କଲାର
ଦୁନିଆରେ ପ୍ରାୟତଃ ସବୁ କ୍ଷେତ୍ରରେ ଦୁର୍ନୀତି ହୁଏ, କିଛି ସେଥିରୁ କହିହୁଏ, ଆଉ କିଛି ଲୁଚିଯାଏ ଅବା କହିବାକୁ ଲାଜଲାଗେ। କିଛି ଜିଭ ଅଗକୁ ଆସି ରହିଯାଏ ତ କିଛି ପେଟ ଭିତରେ ଜୀର୍ଣ୍ଣ କରିବାକୁ ପଡ଼େ। ଏକଥା କ’ଣ ଗୋଟେ…
ଏଇ ଭାରତରେ
ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ ସାପ କାମୁଡ଼ାରେ ପ୍ରତିବର୍ଷ ୬୪,୦୦୦ ଲୋକଙ୍କ ମୃତ୍ୟୁ ହେଉଛି ଓ ଏହା ବେଶି ଗ୍ରାମାଞ୍ଚଳରେ ଘଟୁଛି। ତେବେ ସାପକାମୁଡ଼ାଜନିତ ମୃତ୍ୟୁ ରୋକିବା ଲାଗି ମହାରାଷ୍ଟ୍ରର ଦମ୍ପତି ଯେଉଁ ପଦକ୍ଷେପ ନେଉଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ।…
ଏଇ ଭାରତରେ
ଏମିତି ଗାଁ ଯେଉଁଠି ସମସ୍ତେ ଜଣେ ଜଣେ ୟୁଟ୍ୟୁବର। ଛତିଶଗଡ଼ର ଏହି ଗାଁର ନାଁ ତୁଳସୀ। ସେଠାରେ କେହି ସରକାରୀ ଚାକିରି ଖୋଜୁନାହାନ୍ତି କିମ୍ବା କୌଣସି ଘରୋଇ ସଂସ୍ଥାରେ ଚାକିରି କରିବାକୁ ଚାହାନ୍ତି ନାହିଁ। କେବଳ ୟୁଟ୍ୟୁବର ଭାବେ ସେମାନେ ଆମତ୍ନିର୍ଭର…
ସମ୍ପର୍କ ପରିଭାଷା
ହରେକୃଷ୍ଣ ଦାସ ସବୁବେଳେ ହସ ହସ ଦିଶୁଥିବା ବନ୍ଧୁଙ୍କର ଅଚାନକ ବିଷଣ୍ଣ ବଦନର କାରଣ ପଚାରିବା ମାତ୍ରେ ତାଙ୍କ ଭିତରର ଦାର୍ଶନିକଟା ପ୍ରଗଳ୍ଭ ହୋଇଉଠିଲା, ”ବୁଝିଲ, ଆଜିକାଲିର ଅଧିକାଂଶ ମଣିଷ ଖୁବ୍ ମତଲବି। ଟିକିଏ ବିରକ୍ତ ହୋଇ ବନ୍ଧୁ କହିଲେ,”କୋଟେଶନ ଯୋଉଠୁ…
Archives


