ପଡ଼ିଶା ଘର
ଆପଣଙ୍କ ଘରର ଏପଟ ସେପଟ କେହି ରହୁ ନାହାନ୍ତି। ଫାଙ୍କା ପଡ଼ିଛି। ଜାଣ ଖୁବ୍ ଭଲ ହୋଇଛି। ଆପଣ ସହରରେ ରହୁଛନ୍ତି। ଦୁଇ ପଟର ପଡ଼ୋଶୀ ଜାଣି ଅଜଣା ଭଳି ରହୁଛନ୍ତି। ଦେଖିଲେ ବି ଦାନ୍ତ ନିକୁଟିବାକୁ କାର୍ପଣ୍ୟ ପ୍ରଦର୍ଶନ କରୁଛନ୍ତି।…
ରାଜନୈତିକ ପ୍ରଭୁ ଭକ୍ତି
ଭାରତ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। ତେବେ ଗତ କିଛି ଦିନ ଧରି ଦେଶରେ ଯେଉଁ ଘଟଣାକ୍ରମ ଦେଖିବାକୁ ମିଳୁଛି ତାହା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଉପହାସ କରିବା ପରି ପ୍ରତୀୟମାନ ହେଉଛି। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ୩ ପ୍ରମୁଖ ଅଙ୍ଗ ହେଉଛି…
ଏଇ ଭାରତରେ
କୃଷିରେ ଅନିୟମିତ ବର୍ଷାର ପ୍ରଭାବ ଓ ରୋଗପୋକ ପ୍ରାଦୁର୍ଭାବ ବଢ଼ିଚାଲିଛି। ଏହାର ପ୍ରଭାବରେ ଅମଳ କମିବା ସହ କୃଷକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୂର କରିବା ଲାଗି ଆସାମରେ ନୀଲମ ଦତ୍ତ ଚେଷ୍ଟା ଜାରି ରଖିଛନ୍ତି। ସେ ‘ପାଭୋହି…
ଏଇ ଭାରତରେ
ଜଳ ସଂରକ୍ଷଣ ଓ ଏହାର ପୁନଃ ବ୍ୟବହାରର ଆବଶ୍ୟକତା ଏବେ ଜରୁରୀ ହୋଇପଡ଼ିଛି। ଏଥିରେ ଯଦି ଆମେ ପ୍ରଭାବୀ ଢଙ୍ଗରେ ପଦକ୍ଷେପ ନ ନେବା ତେବେ ଆଗାମୀ ଦିନରେ ଗମ୍ଭୀର ଜଳାଭାବର ସମ୍ମୁଖୀନ ହେବାକୁ ପଡ଼ିବ। ଏହା ଏବେ ମଧ୍ୟ ଦେଶର…
ପରିବର୍ତ୍ତିତ ନିର୍ବାଚନୀ ରଣକୌଶଳ
ଲଳିତ ମୋହନ ମିଶ୍ର ୧୯୪୭ରେ ଦେଶ ସ୍ବାଧୀନ ହେବାପରେ ୧୯୫୧-୫୨ରେ ଦେଶର ପ୍ରଥମ ଲୋକ ସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଲା। ପ୍ରଥମ ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳ ୪୮୯ ଲୋକ ସଭା ଆସନ ଓ ୪୫ ପ୍ରତିଶତ…
ସ୍ବଚ୍ଛ ଭାରତର ପାଇଖାନା
ପ୍ରଣତି ଆଚାର୍ଯ୍ୟ ମିଶ୍ର କେନ୍ଦ୍ର ସରକାର ବିଭିନ୍ନ ସମୟରେ ସ୍ବଚ୍ଛତାକୁ ଗୁରୁତ୍ୱ ଦେଇ ସ୍ବଚ୍ଛ ଭାରତ ଅଭିଯାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପ୍ରଧାନମନ୍ତ୍ରୀ ୨୦୧୪ରେ ଦେଶକୁ ଖୋଲା ଶୌଚମୁକ୍ତ କରିବା ଲାଗି ସଂକଳ୍ପ ନେଇଥିଲେ ଏବଂ ଏହି ସଂକଳ୍ପକୁ…
ତୁର୍କୀ ଗଣତନ୍ତ୍ରର ବିଜୟ
ସିନାନ ଉଲ୍ଗେନ ତୁର୍କୀରେ ମାର୍ଚ୍ଚ ୩୧ (ରବିବାର)ରେ ଅନୁଷ୍ଠିତ ସ୍ଥାନୀୟ ନିର୍ବାଚନର ଫଳାଫଳ ଅନେକ ପର୍ଯ୍ୟବେକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଛି। ମେଟ୍ରୋପଲିଟାନ, ଡିଷ୍ଟ୍ରିକ୍ଟ ମ୍ୟୁନିସିପାଲ, ପ୍ରୋଭିନ୍ସିଆଲ ଓ ମ୍ୟୁନିସିପାଲ କାଉନ୍ସିଲର ପାଇଁ ହୋଇଥିବା ଏହି ନିର୍ବାଚନରେ ତୁର୍କୀର ବିରୋଧୀ ଦଳ ବୃହତ୍ ବିଜୟ…
ଏଇ ଭାରତରେ
ଜଳବାୟୁ ପରିବର୍ତ୍ତନ ପ୍ରଭାବ ଓ କୃଷି କ୍ଷେତ୍ରରେ କୀଟନାଶକର ବହୁଳ ବ୍ୟବହାର ଯୋଗୁ ପ୍ରଜାପତି ବଂଶ ଲୋପପାଇବାରେ ଲାଗିଛି। ବିଭିନ୍ନ ପାର୍କ କିମ୍ବା ବଗିଚାରେ ଏମାନଙ୍କୁ କ୍ୱଚିତ ଦେଖିବାକୁ ମିଳୁଛି। ପ୍ରଜାପତିଙ୍କ ସୁରକ୍ଷା ପାଇଁ ସେଭଳି କିଛି ବ୍ୟବସ୍ଥା ଦେଖିବାକୁ ମିଳୁ…
ଚାନ୍ଦା ପାଇଁ ଚାଲାକି
ବିଚିତ୍ର ବିଶ୍ୱାଳ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ଚାନ୍ଦାର ପରିମାଣ ଓ ଦାତାଙ୍କ ନାମ ଘୋଷଣା କରିବା ପରେ କଳାଟଙ୍କା ରୋକିବା ନାଁରେ କେନ୍ଦ୍ର ସରକାର ଯେ…
ସହାସ୍ୟ ଜୀବନ
ଇଂ. ସଚ୍ଚିଦାନନ୍ଦ ନନ୍ଦ ମଣିଷ ଖୁସି ରହିବା ତା’ ଜନ୍ମର ଧର୍ମ। ଛୋଟପିଲା ହୋଇ ସମସ୍ତେ ଜନ୍ମଲାଭ କରିଥାନ୍ତି ଏବଂ ସେହି ଦିନଠାରୁ ଖୁସିରେ ତା’ର ଦିନ ଅତିବାହିତ କରେ। ସେଇ ପିଲା ବଡ଼ ହୋଇ ଆମ୍ଭମାନଙ୍କ ପରି ହୋଇଛି।…
ଭାରତରେ ଜ୍ଞାନର କ୍ରମବିକାଶ
କେଉଁସବୁ ବିଷୟରେ ପ୍ରବୀଣ ବୋଲି ନାରଦଙ୍କୁ ଋଷି ସନତ କୁମାର ପଚାରିଥିଲେ। ଋଷିଙ୍କର ସେହି ପ୍ରଶ୍ନର ଉତ୍ତରରେ ଯେଉଁ ବିଷୟ ସମ୍ପର୍କରେ ନାରଦ କହିଥିଲେ ତାହା ହିଁ ଭାରତର ପ୍ରଥମ ଶୈକ୍ଷିକ ପାଠ୍ୟକ୍ରମର ତାଲିକା। ଏହା ଛାନ୍ଦୋଗ୍ୟ ଉପନିଷଦ୍ରୁ ଜାଣିବାକୁ ବିଳେ।…
ଲୋଭରୁ ଦୁର୍ଦ୍ଦଶା
ଭାରତରୁ ପ୍ରଯୁକ୍ତି ଡିଗ୍ରୀଧାରୀଙ୍କୁ ଉଚ୍ଚ ବେତନ ଲୋଭ ଦେଖାଇ ମାନବ ଚାଲାଣକାରୀ ଗୋଷ୍ଠୀ ବିଦେଶକୁ ପଠାଉଛନ୍ତି। ଏହାର ଏକ ଭୟଙ୍କର ପରିଣାମ ଏବେ ଦକ୍ଷିଣପୂର୍ବ ଏସୀୟ ଦେଶ କାମ୍ବୋଡିଆରେ ସାଇବର ଦାସତ୍ୱର ଶିକାର ହୋଇଥିବା ଭାରତୀୟ କର୍ମଜୀବୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।…
Archives


