ନିର୍ବାଚନ ଇସ୍ତାହାରରେ ଓଡ଼ିଶାର ଶିଳ୍ପ ବିକାଶ
ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ନୂତନ ଲୋକ ସଭା ଗଠନ ହେବ। ଓଡ଼ିଶାରେ ଲୋକ ସଭା ନିମନ୍ତେ ହେବା ସହ ରାଜ୍ୟ ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ହେବ। ସେଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମରସଜ୍ଜା ଆରମ୍ଭ…
ଗଣତନ୍ତ୍ର ଓ ମତଦାତା
ସମ୍ବିଧାନ ସଭାରେ ମତଦାନ ଅଧିକାର ଏବଂ ନିର୍ବାଚନ ଉପରେ ଆଲୋଚନା ଚାଲିଥିବା ବେଳେ ପୂର୍ବ ପଞ୍ଜାବର ନିର୍ବାଚିତ ସଦସ୍ୟ ଠାକୁର ଦାସ ଭାର୍ଗବ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ, ଯାହା ଆଜି ପ୍ରାସଙ୍ଗିକ ମନେହୁଏ। ବୟସ୍କଙ୍କ ମତଦାନ ଅଧିକାରରେ ଏକ ସର୍ତ୍ତ…
ଏଇ ଭାରତରେ
ବିହନ ଭଲ ହେଲେ ଅମଳ ଭଲ ହୋଇଥାଏ। ଏଥିପାଇଁ ଯେ କୌଣସି ଚାଷରେ ବିହନର ଗୁରୁତ୍ୱ ରହିଛି, ଯାହା ଉପଲବ୍ଧି କରିଛନ୍ତି ଆସାମର ମହାନ ଚନ୍ଦ୍ର ବୋରା। ସେ ଏକ ରାଇସ ଲାଇବ୍ରେରି କରିଛନ୍ତି ଓ ସେଥିରେ ୫୦୦ରୁ ଊର୍ଦ୍ଧ୍ୱ ପାରମ୍ପରିକ…
ଏଇ ଭାରତରେ
ପାଠ ପଢ଼ିବା ପାଇଁ ସମସ୍ତ ସୁବିଧାସୁଯୋଗ ଥାଇ ମଧ୍ୟ ଅନେକେ ପାଠରେ ମନ ଦେଇପାରନ୍ତି ନାହିଁ କିମ୍ବା ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ସକ୍ଷମ ହୋଇପାରନ୍ତି ନାହିଁ। ମାତ୍ର ଆଗ୍ରହ ଥିଲେ ପିଲାମାନେ ଯେକୌଣସି ସ୍ଥାନରେ ବି ପାଠ ପଢ଼ି ସଫଳତାର ଶିଖରରେ ପହଞ୍ଚିପାରିବେ।…
ଏହି ଦେଶରେ
ଅନୀତା ପଟ୍ଟନାୟକ ଥରେ ଦୁଇବନ୍ଧୁ ଭାରତ ଭ୍ରମଣରେ ବାହାରିଲେ। ଜଣକର ନାମ ବିଭୁଦ ଓ ଅନ୍ୟ ଜଣଙ୍କର ନାମ ଦେବୀଦ। ସେମାନେ ସ୍ଥିର କଲେ ଯେ ଭାରତ ଭ୍ରମଣ ସାରି ପୁରୀରେ ଏକାଠି ହେବେ ଏବଂ ଦିଅଁଙ୍କ ଦର୍ଶନ ସରିବା ପରେ…
ପରୀକ୍ଷାର ପରୀକ୍ଷାନିରୀକ୍ଷା
ଅକ୍ଷୟ କୁମାର ମିଶ୍ର ଆପଣମାନେ ସମସ୍ତେ ଜାଣନ୍ତି ମାଟ୍ରିକ୍ ପରୀକ୍ଷା ସରିଲା। ସାଢ଼େ ପାଞ୍ଚ ଲକ୍ଷରୁ ଅଧିକ ପିଲା ଏହି ପରୀକ୍ଷା ଦେଲେ । ବିଜ୍ଞାନ, ବାଣିଜ୍ୟ, କଳା ତଥା ଅନ୍ୟାନ୍ୟ ଧନ୍ଦାମୂଳକ ଶିକ୍ଷା ପାଇଁ ଏଣିକି ପଥ ଉନ୍ମୁକ୍ତ ହୋଇଗଲା।…
କଂକ୍ରିଟ ରୋକୁଛି ଜଳ
ନିକଟରେ ବାଲେଶ୍ୱର ଜିଲା ଔପଦା ବ୍ଲକ ସୁନ୍ଦରପଦା ପଞ୍ଚାୟତର ଗାଇସମ୍ଭାଳ ଗ୍ରାମବାସୀ ଓ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ରଘୁଆବୋଲ ଗାଁର ଅଧିବାସୀ ପାନୀୟ ଜଳସଙ୍କଟ ଦୂର ନ ହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ। ମାର୍ଚ୍ଚ ୩୧ରେ ଗଞ୍ଜାମର…
ଏଇ ଭାରତରେ
କିଛି ପ୍ରାଣୀଙ୍କ ଚମଡ଼ାରୁ ଜୋତା ତିଆରି ହୁଏ ଏକଥା ସମସ୍ତେ ଜାଣନ୍ତି। ହେଲେ ମଣିଷ ଶରୀରର ଚମଡ଼ାରୁ ଜୋତା ତିଆରି କରିବା କଥା କେହି ଚିନ୍ତା କରି ନ ଥିବେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଉଜ୍ଜୟିନୀରେ। ଏଠାରେ…
ନା ମଣିଷ
ଶୁଭନାରାୟଣ ଶତପଥୀ ନାର ଅର୍ଥ ନାହିଁ। କଥା ଆରମ୍ଭ ନାରୁ। ସମାଜରେ କିଛି ବ୍ୟକ୍ତି ଥାଆନ୍ତି ସେମାନେ ଅନ୍ୟମାନଙ୍କ କଥାକୁ ଖଣ୍ଡନ କରିବାକୁ ଭାରି ଭଲପାଆନ୍ତି। ଉଦ୍ଦେଶ୍ୟ ଯାହା ଥାଉ, ନା ଯେମିତି ତାଙ୍କର ପାଟିରେ ବସାବାନ୍ଧି ରହିଥାଏ। ସମସ୍ତଙ୍କୁ…
ଇତିହାସର ଆଇନାରେ ଓଡ଼ିଶା
ଡ.ପ୍ରଫୁଲ୍ଲ କୁମାର ସାହୁ ପୁଣ୍ୟତୋୟା ପୁଣ୍ୟଭୂମି ଉତ୍କଳ। ବୀର ଓ ବଳିଦାନର ମାଟି। ଇତିହାସ କହେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ସହିତ ଯୁଦ୍ଧ କରି ଅସାଧାରଣ ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଥିଲା ଏହି ଲଢୁଆ ଜାତି।…
ନଷ୍ଟ କମାଇବା
ପୃଥିବୀର ଜନସଂଖ୍ୟା ବଢ଼ି ଚାଲିଥିବାରୁ ପ୍ରତ୍ୟେକ ରାଷ୍ଟ୍ର ତା’ର ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ସକାଶେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ କରୁଛନ୍ତି। କୃଷି ଉତ୍ପାଦନ ବଢ଼ାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ଯେଉଁଭଳି ଭାବେ ଖାଦ୍ୟ ନଷ୍ଟ…
ଏଇ ଭାରତରେ
ସାଫ୍ରୋନ ବା କେଶର ଚାଷ କଥା ଉଠିଲେ କଶ୍ମୀର ମନେପଡ଼େ। ଏହି ଚାଷ ଏବେ ଭାରତର ଅନ୍ୟ ଅଞ୍ଚଳରେ ସମ୍ଭବ ହୋଇପାରୁଛି। ସବୁଠୁ ବଡ଼ କଥା ହେଉଛି, ଏହାକୁ ଘରେ ବି ଚାଷ କରାଯାଇପାରୁଛି, ଯାହା ପ୍ରମାଣ କରିଛନ୍ତି ନୋଏଡାର ରମେଶ…
Archives


