ବୈଷମ୍ୟ ହଟିଲେ ଏକତା ଆସିବ
ଅକ୍ଷୟ କୁମାର ମିଶ୍ର ସବୁରି ମୁହଁରେ ଗୋଟିଏ କଥା, ଏକତା ହିଁ ବଳ। ଏକାଠି ଥିଲେ ଯେତେ ବଡ଼ ବିପଦ ଆସିଲେ ମଧ୍ୟ ତାକୁ ଅତିକ୍ରମ କରିବା ସହଜ। ଏକତା ଥିଲେ ଶତ୍ରୁ ଯେତେ ବଳଶାଳୀ ହେଲେ ମଧ୍ୟ ହାର ମାନିବ।…
ଇଡିର ନେତୃତ୍ୱ
ଆଇଆର୍ଏସ୍ ଅଧିକାରୀ ରାହୁଲ ନବୀନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର କାର୍ଯ୍ୟନିର୍ବାହୀ ମୁଖ୍ୟ ଭାବେ ନିଯୁକ୍ତି ଲାଗି ତାଲିକାଭୁକ୍ତ କରାଯିବା ଏବଂ ତାଙ୍କୁ ଅତିରିକ୍ତ ସଚିବ ପଦବୀ ପ୍ରଦାନ କରାଯିବ ବୋଲି ଆଶା କରାଯାଉ ନ ଥିଲା। କିନ୍ତୁ ବହୁ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ…
ଏଇ ଭାରତରେ
ଶିକ୍ଷାରେ କିଭଳି ଅଧିକରୁ ଅଧିକ ପିଲା ସାମିଲ ହେବେ ତାହାର ଏକ ଅଭିନବ ଉପାୟ ଆପଣାଇଛନ୍ତି ପଶ୍ଚିମବଙ୍ଗର ଦୀପ୍ ନାରାୟଣ ନାୟକ। ସେ ରାସ୍ତାରେ ଏବେ ୧୦,୦୦୦ ଅସହାୟ ପିଲାଙ୍କୁ ପଢ଼ାଇବାର ବ୍ୟବସ୍ଥା କରିଛନ୍ତି। ଘରର ମାଟିକାନ୍ଥକୁ କଳାପଟା କରି ଅସହାୟ…
ସ୍ପିଡ୍ ବ୍ରେକର
ଦ୍ୱିତୀ ଚନ୍ଦ୍ର ସାହୁ ରାସ୍ତାରେ ଆପଣ ଯାଉଥିବେ। ହଠାତ୍ ଆପଣ ଛେଚିହେବେ ନିଜ ବସିବା ସ୍ଥାନରେ। ବିରକ୍ତି ହେବେ ପ୍ରଥମେ। ତା’ପରେ ଜାଣିବେ ରାସ୍ତାରେ ସ୍ପିଡ୍ ବ୍ରେକର ଥିଲା, ତେଣୁ ଡ୍ରାଇଭର ବ୍ରେକ୍ କଷିବାରୁ ଧକ୍କା ଖାଇବାକୁ ପଡ଼ିଲା। ଆପଣ…
ପ୍ରହସନ ନୁହେଁ ତ
ସୌଭାଗ୍ୟ ରଞ୍ଜନ ମହାନ୍ତି ନିକଟରେ ରାଜ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ରାଜ୍ୟର ବ୍ଲକସ୍ତରରୁ ଆରମ୍ଭ କରି ଲୋକସେବା ଭବନରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠାରୁ ସଚିବ, ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଦୁର୍ନୀତି ନ କରିବା ଲାଗି…
ପ୍ରାକୃତିକ ଭିତ୍ତିଭୂମି
ଏରିକ୍ ବେର୍ଗଲୋଫ୍ ସହସ୍ର ବର୍ଷ ଧରି ନଦୀ, ଆର୍ଦ୍ରଭୂମି, ଉପକୂଳ ଅଞ୍ଚଳ, ବାଲୁକା ସ୍ତୂପ ଏବଂ ଜଙ୍ଗଲ ଭଳି ପ୍ରାକୃତିକ ଭିତ୍ତିଭୂମି ମାନବ ସଭ୍ୟତା ବିକାଶରେ ସହଯୋଗ କରିଆସିଛି। ଅବଶ୍ୟ ଖାଦ୍ୟଠାରୁ ଆରମ୍ଭ କରି ପାନୀୟଜଳ ଏବଂ ବାତ୍ୟାରୁ ସୁରକ୍ଷା…
ଏଇ ଭାରତରେ
ଜିଆଖତ ବ୍ୟବସାୟ ଆରମ୍ଭ ହୋଇଥିଲା ୫୦୦ ଟଙ୍କାରେ। ଏବେ ଏଥିରୁ ମାସକୁ ୩ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ଆସାମର କନିକା ତାଲୁକଦାର। ସେ ନଲବାରି କୃଷି ବିଜ୍ଞାନ କେନ୍ଦ୍ରରୁ ପ୍ରଶିକ୍ଷଣ ନେଇ ଜିଆଖତ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ।…
ଅନ୍ତିମ ପ୍ୟାକେଜ୍
ପ୍ରକାଶ ତ୍ରିପାଠୀ ଗତବର୍ଷ ନୂଆଦିଲ୍ଲୀରେ ଆୟୋଜିତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଗୋଟିଏ ଷ୍ଟଲ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ଫଟୋ ସୋସିଆଲ ମିଡିଆରେ ବହୁଳ ପ୍ରଚାର ଓ ପ୍ରସାର ହୋଇଥିଲା। ଏହି ଷ୍ଟଲ୍ଟି ଥିଲା ମୁମ୍ବାଇର ଏକ…
ବାହାଘର
ଡ. ନାରାୟଣ ମହାନ୍ତି ସେଦିନ ଅଧ୍ୟକ୍ଷ ଭଗବାନ୍ ଦାସ ଓରଫ ଦାସେଙ୍କ ମନ ଭାରି ଖୁସି ଥିଲା। କାରଣ ଏକକାଳୀନ ୧୫ ଜଣ ଅଧ୍ୟାପକ ଅଧ୍ୟାପିକା ସେଦିନ ତାଙ୍କ କଲେଜରେ ଯୋଗଦାନ କରିଥିଲେ। ଏମାନେ ସମସ୍ତେ ଲୋକସେବା ଆୟୋଗ ଦ୍ୱାରା…
କ୍ଷତିକାରକ ନିବେଶକ
ଜୟତି ଘୋଷ ଏକ ସାର୍ବଭୌମ ରାଷ୍ଟ୍ରରେ ଗୋଟିଏ ଘରୋଇ କମ୍ପାନୀ ତାହାର ଅଧିକାର କ୍ଷେତ୍ରକୁ ପ୍ରଭାବଶାଳୀ ରୂପରେ ଗଢ଼ିବା ଏବଂ ତାହାକୁ ନିୟନ୍ତ୍ରଣରେ ରଖିବା କଥା କଳ୍ପନା କରନ୍ତୁ। ଏଭଳି କମ୍ପାନୀ ନିଜସ୍ବ ମୁଦ୍ରା ପ୍ରବର୍ତ୍ତନ କରେ, ଆଇନ ପ୍ରଣୟନ…
ଅର୍ଥନୀତି ଓ ଧର୍ମୀୟ ପର୍ଯ୍ୟଟନ
ସମ୍ପ୍ରତି ଅନେକ ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ମଠ, ମନ୍ଦିର, ଅନ୍ତର୍ଜାତୀୟ ଏବଂ ଜାତୀୟ ଖ୍ୟାତିସମ୍ପନ୍ନ ଧର୍ମୀୟ ସ୍ଥାନଗୁଡ଼ିକର ପୁନରୁଦ୍ଧାର, ନବୀକରଣ କାର୍ଯ୍ୟ ଆଗେଇ ଚାଲିଛି। ଏଥିଯୋଗୁ ସମ୍ପୃକ୍ତ ସହରଗୁଡ଼ିକରେ ଧାର୍ମୀୟ ଲୋକଙ୍କ ଗତିବିଧି ତଥା ତୀର୍ଥଯାତ୍ରା ବୃଦ୍ଧି ପାଇଛି। ଫଳସ୍ବରୂପ ପର୍ଯ୍ୟଟନଜନିତ…
ଯୁଦ୍ଧର ରସାୟନ
ପାଠକେ, ଏଇ ପ୍ରବନ୍ଧ ଲେଖିବା ବେଳକୁ ରୁଷିଆ-ୟୁକ୍ରେନ, ଇସ୍ରାଏଲ ହମାସ/ଗାଜା ସମେତ ପୃଥିବୀର ଆଉ କିଛି ଅଞ୍ଚଳରେ ସାମରିକ ସଂଘର୍ଷ ଅବ୍ୟାହତ ରହିଛି। ତଥ୍ୟ ଅନୁସାରେ ଆଫଗାନିସ୍ତାନ, ଇଥିଓପିଆ, ଦକ୍ଷିଣ ସୁଦାନ, ସିରିଆ, ଲିବିଆ, ମାଲି ଏବଂ ସୋମାଲିଆରେ ଗୃହ ଯୁଦ୍ଧ/ସାମରିକ…
Archives


