ଭୋଟ ବେଳ
ରାଜନୀତି ସୁବିଧାବାଦର ଏକ ମହାରଣ୍ୟ- ଆତ୍ମରକ୍ଷା ଓ ଆତ୍ମସ୍ବାର୍ଥ ହେଲା ସେଠାରେ ଏକମାତ୍ର ଧର୍ମ। ସୁରେନ୍ଦ୍ର ମହାନ୍ତିଙ୍କ କାଳଜୟୀ ଉପନ୍ୟାସ ‘ନୀଳଶୈଳ’ ଏ କଠୋର ବାଣୀ ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟ ପରିପ୍ରେକ୍ଷୀରେ ଖୁବ୍ ମନେପଡ଼େ। ନ ହେଲେ କ’ଣ ଏ ନେତାମାନେ…
ଶାସନରେ ସ୍ବଚ୍ଛତା ଅପରିହାର୍ଯ୍ୟ
କିଛି ଉଦ୍ଭ୍ରାନ୍ତ ଯୁବକ ଦିନ ଦ୍ୱିପ୍ରହରରେ ରାସ୍ତାରେ ଯାଉଥିବା ଏକ କଇଁଛକୁ ମାରିବା ପାଇଁ ଉଦ୍ୟମ ଜାରି ରଖିଥାଆନ୍ତି। ଯେତେ ପ୍ରହାର କଲେ ମଧ୍ୟ କଇଁଛଟିର କିଛି କ୍ଷତି ହେଉନଥାଏ। ସେ ପୂର୍ବପରି ଅବିଚଳିତ ଭାବେ ନୂତନ ଜଳାଶୟ ସନ୍ଧାନରେ ଆଗେଇ…
ଏଇ ଭାରତରେ
‘ବୁକ୍ ହୋଟେଲ’ କଥା କେବେ ଶୁଣିଛନ୍ତି କି ? ଏଭଳି ଏକ ଅଜବ ହୋଟେଲ ଖୋଲିଛନ୍ତି ନାସିକର ଭୀମାବାଈ ଜୋନ୍ଧାଲେ। ସେଠାରେ ଖାଇବା ସହ ବହି ପଢ଼ିପାରିବେ। ଭୀମାବାଈ ତାଙ୍କ ବୁକ୍ ହୋଟେଲରେ ୫୦୦୦ରୁ ଅଧିକ ବହି ରଖିଛନ୍ତି। ଏହାର ନାମ…
ଏଇ ଭାରତରେ
ସାଧାରଣରେ ଦେଖାଯାଇଥାଏ ଯେ ଜମିବାଡ଼ି ସଂକ୍ରାନ୍ତୀୟ ମାମଲାରେ ଜଣେ ବ୍ୟକ୍ତି କୋର୍ଟକୁ ବାରମ୍ବାର ଦୌଡ଼ିଥାନ୍ତି। ଏମିତିବି ଦେଖିବାକୁ ମିଳେ ମାଲା ଶେଷହେବାକୁ ଏତେଦିନ ଲାଗିଯାଏ ଯେ, ଶେଷ ରାୟ ମିଳିବା ପୂର୍ବରୁ ଅନେକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥାଏ। ତେବେ ଏଭଳି ସମସ୍ୟାର…
ଶିକ୍ଷିତ ବେକାରି ସମସ୍ୟା
ଶ୍ରୀବତ୍ସ ନାୟକ ଦେଶରେ ବୈଶାଖର ଝାଞ୍ଜି ସାଙ୍ଗକୁ ଅଷ୍ଟାଦଶ ସାଧାରଣ ନିର୍ବାଚନର ଉଷ୍ମତା ଅନୁଭୂତ ହେଉଛି। ସମସ୍ତେ ନିର୍ବାଚନକୁ ନେଇ ଉତ୍ସାହିତ ଥିବାବେଳେ ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ (ଆଇଏଲ୍ଓ)ର ରିପୋର୍ଟ ଏବେ ଚିନ୍ତାର ବିଷୟ ପାଲଟିଛି। ଗତ ମାର୍ଚ୍ଚ ୨୭ରେ…
ଆତ୍ମଘାତୀ ଚିନ୍ତନ ବଳୟ
ମୀରା ବେଉରା ଗୋଟିଏ ଗାଁରେ ଜଣେ ସ୍ତ୍ରୀଲୋକ ପର ଘରେ କାମ କରି ନିଜର ପ୍ରତିପୋଷଣ କରି ବଞ୍ଚୁଥିଲା। ତା’ର ପଡ଼ିଶା ଘରେ ଆଉ ଜଣେ ସ୍ତ୍ରୀଲୋକ ରହୁଥିଲା। ସେହି ଦୁଇ ସ୍ତ୍ରୀଲୋକଙ୍କ ମଧ୍ୟରେ କେବେ ପଡ଼େ ନାହିଁ। ଥରେ…
ପ୍ରଦୂଷଣ ଟିକସ ଓ ଜଳବାୟୁ ନ୍ୟାୟ
ଲୌରେନ୍ସି ଟୁବିୟାନା ଗତ ବର୍ଷ ଦୁବାଇରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍୨୮)ରେ ଯୋଗଦେଇଥିବା ପ୍ରତିନିଧିମାନେ ଏକ ଚୁକ୍ତିନାମା କରି ଜୀବାଶ୍ମ ଇନ୍ଧନଠାରୁ ଦୂରେଇରହିବାକୁ ଆହ୍ବାନ ଦେଇଥିଲେ। କିନ୍ତୁ ସେହି ପରିବର୍ତ୍ତନ ଆଣିବାକୁ କିପରି ଅର୍ଥ ଯୋଗାଇ ଦିଆଯିବ,…
ମଣିପୁରର ପ୍ରମାଣ
ଅଷ୍ଟାଦଶ ଲୋକ ସଭା ନିର୍ବାଚନରେ ମଣିପୁରର ଦୁଇଟି ଆସନ ପାଇଁ ଏପ୍ରିଲ ୧୯ ଓ ୨୬ ଦୁଇ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଏହି କ୍ରମରେ ମଣିପୁର ହିଂସାରେ ପ୍ରଭାବିତ ହୋଇ ରିଲିଫ୍ କ୍ୟାମ୍ପ୍ରେ ଥିବା ଲୋକମାନଙ୍କ ମତଦାନ ପାଇଁ ବ୍ୟବସ୍ଥା…
ରାଜ୍ୟପାଳଙ୍କ ଅସ୍ତିତ୍ୱ ଓ କ୍ଷମତା
ଦେଶରେ ରାଜନୈତିକ ପରିସ୍ଥିତିକୁ ଦେଖିଲେ ରାଜ୍ୟପାଳ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ସଂଯୋଗର ସେତୁ ରୂପେ କାର୍ଯ୍ୟକରି ସମ୍ବିଧାନକୁ ସୁରକ୍ଷା ପ୍ରଦାନ କରିଥାଆନ୍ତି। ହେଲେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବିରୋଧରେ ତୃଣମୂଳ କଂଗ୍ରେସ ଇସିଙ୍କୁ ଅଭିଯୋଗ କରିଛନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟଧାରା ଉପରେ…
ଦିବ୍ୟାଙ୍ଗଙ୍କ ଶ୍ରୀଜଗନ୍ନାଥ ଦର୍ଶନ
ଅନେକ ଦିନ ପୂର୍ବରୁ ଦିବ୍ୟାଙ୍ଗମାନଙ୍କୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଦର୍ଶନ ବ୍ୟବସ୍ଥା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ଜିଲା ପ୍ରଶାସନ ଏଂ ଶ୍ରୀମନ୍ଦିର ପ୍ରଶାସନର ମିଳିତ ଦାୟିତ୍ୱ ହୋଇଥିବାରୁ ସର୍ବୋପରି ଶ୍ରୀଜଗନ୍ନାଥ ମନ୍ଦିରର ଆଭ୍ୟନ୍ତରୀଣ ସ୍ଥିତି…
ଏଇ ଭାରତରେ
ଜମି ନ ଥିଲେ ଚିନ୍ତା ନାହିଁ। ଘର ଛାତ ଉପରେ ବି ଚାଷ କରି ଭଲ ରୋଜଗାର କରିହେବ, ଯାହାର ଏକ ଉଦାହରଣ ହେଉଛନ୍ତି ରେମା ଦେବୀ। ସେ ଛାତ ଉପରେ ପନିପରିବା ଫସଲ କରି ମାସକୁ ୬୦ ହଜାର ଟଙ୍କା…
ଏଇ ଭାରତରେ
କୃଷି ଇଞ୍ଜିନିୟରିଂ ପାସ୍ କରିବା ପରେ ଡ୍ରାଗନ ଫ୍ରୁଟ୍ସ ଚାଷ କରି ବର୍ଷକୁ ୨ କୋଟି ଟଙ୍କା ରୋଜଗାର କରୁଛନ୍ତି ମହାରାଷ୍ଟ୍ରର ମହେଶ ଅଶାବେ। ସେ ଆଗାମୀ ପିଢ଼ିଙ୍କୁ ବାଟ ଦେଖାଇଛନ୍ତି। ଥରେ ଡ୍ରାଗନ ଚାଷ ଆରମ୍ଭ କଲେ ଏହା ୨୦ରୁ…
Archives


