ଏଇ ଭାରତରେ
ଗରିବ ଓ ଅସହାୟଙ୍କ ପାଇଁ ସାହାରା ପାଲଟିଛନ୍ତି ଗୁରୁଗାଁଓର ସଜନ ଭିର୍। ସେ ବ୍ୟବହୃତ ପୋଷାକ ଓ କନା ସଂଗ୍ରହ କରି ସେଥିରେ ବ୍ୟାଗ୍, କମ୍ବଳ ଓ ଡଗ୍ ବେଡ୍ ତିଆରି କରୁଛନ୍ତି। ସେ ୩୦ ପ୍ରକାର ବ୍ୟାଗ୍ ଓ କମ୍ବଳ…
ଶିଶୁ ପ୍ରତି ସମ୍ବେଦନହୀନ କାହିଁକି
ଡ.ବିଧୁପ୍ରଭା ରଥ ଶିଶୁ ମାନବ ସମାଜକୁ ନିର୍ମାଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ସୁସ୍ଥ ମା’ ସୁସ୍ଥ ଶିଶୁ ହିଁ ବିକଶିତ ଓଡ଼ିଶା ଓ ଭାରତର ପ୍ରତିରୂପ ବୋଲି ଉଭୟ ରାଜ୍ୟ ଓ ଦେଶକୁ ଚଳାଉଥିବା ସରକାରମାନେ…
ୟୁରିଆର ଦୁରୁପଯୋଗ
ଡ.ଚିନ୍ତାମଣି ପଣ୍ତା ୧୮୨୩ ମସିହାରେ ବୈଜ୍ଞାନିକ ସାର୍ ଫ୍ରେଡେରିକ ଓହଲର ଜୈବିକ ଉପାଦାନ ଯଥା ଗୋମୂତ୍ରରୁ ୟୁରିଆ ଉଦ୍ଭାବନ କରିଥିଲେ। କିନ୍ତୁ ଏହାର ମାତ୍ରା ଏତେ କମ୍ ଥିଲା ଯେ ଏକ ବ୍ୟୟବହୁଳ ଆହରଣ ପ୍ରଣାଳୀ କଦାପି ଲାଭଜନକ ହୋଇ…
ମାନବ ଅଧିକାର ଓ ନୈତିକ ବିଶ୍ୱବାଦ
ମାଇକେଲ୍ ଇଗ୍ନାଟିଫ ପଚିଶ ବର୍ଷ ପୂର୍ବେ ଏହି ସପ୍ତାହରେ ପ୍ୟାରିସ୍ରେ ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଠକରେ ମାନବ ଅଧିକାରର ବୈଶ୍ୱିକ ଘୋଷଣାନାମା ଗୃହୀତ ହୋଇଥିଲା। ଏହା ବାଧ୍ୟତାମୂଳକ ଆଇନ ନୁହେଁ, କେବଳ ନୀତି ବା ସିଦ୍ଧାନ୍ତର ଏକ ଓପଚାରିକ…
ସ୍ୱଚ୍ଛ ଏବେ ଅସ୍ୱଚ୍ଛ
ଚିକିତ୍ସା କ୍ଷେତ୍ରରେ ବ୍ୟାପକ ଯୋଜନା ସତ୍ତ୍ୱେ ଡାଇରିଆ ବ୍ୟାପୁଛି। ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରୁନାହିଁ। ଉଲ୍ଲେଖନୀୟ ଯେ, ଡାଇରିଆ ଭୂତାଣୁ ଦୂଷିତଜଳ ଓ ଖାଦ୍ୟ ଦ୍ୱାରା ବ୍ୟାପିଥାଏ। ମୁଖ୍ୟତଃ ଦୁର୍ବଳ ପରିମଳ ଓ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଏହାକୁ ଆମନ୍ତ୍ରଣକରେ।…
ଶେଷ ବୟସର ସମ୍ବଳ
ମଣିଷ ଜୀବନର କଅଁଳ ଶୈଶବ, କୈଶୋର କେମିତି ଯେ ସଅଳ ଚାଲିଯାଏ ଜଣାପଡ଼େନି। ଏଠି ନା ଥାଏ ଚିନ୍ତାଅର୍ଥ, ନା ଥାଏ ଦାୟିତ୍ୱବୋଧ। ଥାଏ କେବଳ ପ୍ରଚୁର ଖୁସି ଓ ଆନନ୍ଦ। କପଟଶୂନ୍ୟ ଜୀବନ ଭିତରେ ଆଗକୁ ମାଡ଼ିଚାଲେ ସମୟ। ୟା…
ସ୍କୁଲ ଶିକ୍ଷାର ସ୍ଥିତି
ନିକଟ ଅତୀତରେ କେନ୍ଦ୍ର ସରକାରଙ୍କ ତରଫରୁ କରାଯାଇଥିବା ୨୦୨୧-୨୨ ବର୍ଷ ପାଇଁ ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ସାମ୍ନାକୁ ଆସିଛି; ଯେଉଁଥିରେ ସ୍କୁଲ ଶିକ୍ଷାର ସ୍ଥିତି କେଉଁ ରାଜ୍ୟରେ କ’ଣ ତାହା ଆକଳନ କରାଯାଇଛି। ଏଥିରେ ଓଡ଼ିଶାର ସ୍ଥାନ ଦେଶର ରାଜ୍ୟଗୁଡ଼ିକ ମଧ୍ୟରେ…
ଏଇ ଭାରତରେ
ଏକ ସୁସ୍ଥ ପୃଥିବୀ ପାଇଁ ପରିବେଶର ସୁରକ୍ଷା ଜରୁରୀ। ଏ ଦିଗରେ ଭାରତରେ ଯେଉଁ କେତେଜଣ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରେ ଦିଲ୍ଲୀର ଅର୍ପିତ ଧୁପରଙ୍କ ଉଦ୍ୟମ ପ୍ରଶଂସନୀୟ। ପଞ୍ଜାବ ଓ ହରିୟାଣାରେ ଖୁଣ୍ଟାପୋଡ଼ିରୁ ବାହାରୁଥିବା ଧୂଆଁ ପରିବେଶ ପ୍ରଦୂଷଣ କରୁଥିବାରୁ…
ଏଇ ଭାରତରେ
ଜଣେ ମହାକାଶ ବିଜ୍ଞାନୀଙ୍କ କୃଷି ମନସ୍କତା ବେଶ୍ ପ୍ରେରଣାଦାୟକ। ବେଙ୍ଗାଲୁରୁର ଇସ୍ରୋ କେନ୍ଦ୍ରର ବେଜ୍ଞାନିକ ଦିବାକର ଚାନ୍ନପା ସହରି ଜୀବନକୁ ଛାଡ଼ି ଏବେ ଗାଁରେ ଖଜୁରିକୋଳି ଚାଷ କରି ବର୍ଷକୁ ଏଥିରୁ ୧୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏହି ଚାଷ…
ପୁରୁଷକାର ବନାମ ପୁରସ୍କାର
ଉମାଶଙ୍କର ପ୍ରସାଦ ପୁରୁଷକାର ହେଉଛି ଏକ ମାନବ ପ୍ରତିଭାର ପରିଚୟ। ତେଣୁ କୌଣସି ଆଦରଣୀୟ ବ୍ୟକ୍ତିତ୍ୱ ସଂପୂଜ୍ୟମାନ ବରେଣ୍ୟ ପ୍ରତିଭା ପୁରସ୍କାର, ଉପଢ଼ୌକନ, ପ୍ରଶସ୍ତି ଓ ସମ୍ବର୍ଦ୍ଧନା ପ୍ରତି ଆଦୌ ଅପେକ୍ଷା କରେନାହିଁ। ପୁରସ୍କାର ପାଇଁ ପ୍ରତୀକ୍ଷା କରୁଥିବା ବ୍ୟକ୍ତି ଆଦୌ…
ଏପଟେ ମଲ ସେପଟେ ମାରିଲ
ଲିବ୍ୟା ରାଜଧାନୀ ତ୍ରିପୋଲିରୁ ୧୧୦ କି.ମି. ଦୂର ଜ୍ୱାରା ସହରରୁ ୮୬ ଜଣ ଶରଣାର୍ଥୀଙ୍କୁ ନେଇ ଯାଉଥିବା ଜାହାଜଟି ଭୂମଧ୍ୟସାଗରରେ ବୁଡ଼ିଯିବାରୁ ୬୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ ଫର୍ ମାଇଗ୍ରେଶନ (ଆଇଓଏମ୍) ପକ୍ଷରୁ ଏହି ସୂଚନା ଦିଆଯାଇଛି।…
ଉଚ୍ଚତାପ ଓ ହିଂସ୍ରତା
ପ୍ର. ରମେଶ ଚନ୍ଦ୍ର ପରିଡ଼ା ଦିନକୁ ଦିନ ଅଧିକରୁ ଅଧିକ ହିଂସ୍ର ହେବାରେ ଲାଗିଛି ମଣିଷ। କ’ଣ ହୋଇପାରେ ଏହାର କାରଣ? ଜୀବନଧାରଣ ଲାଗି ଆବଶ୍ୟକ ସଂସାଧନ ପାଇଁ ବଢ଼ିଚାଲିଥିବା ପ୍ରତିଯୋଗିତା, ଜୀବନ ସଂଗ୍ରାମର କଠୋରତା, ବସ୍ତୁବାଦୀ ଜୀବନଶୈଳୀ, ଅହଙ୍କାର ଇତ୍ୟାଦି…
Archives


